ଜାତୀୟ

ସ୍ବାମୀଙ୍କ ଅନ୍ତିମ ସଂସ୍କାର କରାଇ ଦେଲେ ନାହିଁ ସ୍ତ୍ରୀ, ଚିତାରୁ ମୃତଦେହ ଉଠାଇ ନେଲା ପୋଲିସ

ମୁରାଦାବାଦ୍‌,୧୩।୧: ଉତ୍ତର ପ୍ରଦେଶର ମୁରାଦାବାଦ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି ଯେ, ସମ୍ପତ୍ତି ଲୋଭରେ ସ୍ବାମୀଙ୍କୁ ତାଙ୍କ ଭାଇ ମାରିଦେଇଛନ୍ତି। ଯୁବକଙ୍କୁ ଅନ୍ତିମ ସଂସାର କରାଯାଉଥିବାବେଳେ...

ଜାନୁୟାରୀ ୧୮ରୁ ରାଜଧାନୀରେ ଖୋଲିବ ସ୍କୁଲ: ଉପସ୍ଥାନ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୮ଠାରୁ ରାଜଧାନୀ ଦିଲ୍ଲୀରେ ସ୍କୁଲ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ସ୍କୁଲକୁ ଅଭିଭାବକଙ୍କ ଅନୁମତି ନେଇ ଆସିପାରିବେ। ତେବେ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ। ଛାତ୍ରୀଛାତ୍ରମାନେ...

ଜାନୁୟାରୀ ୧୬ରେ କୋ-ଓ୍ବିନ୍‌ ଆପ୍‌ର ଲୋକାର୍ପଣ କରିବେ ମୋଦି

ନୂଆଦିଲ୍ଲୀ,୧୩।୧: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଏନେଇ ସାର୍ବଜନୀକ ପ୍ରତିଷେଧକ ଟିକାକରଣ ଜାନୁୟାରୀ ୧୬ରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ। ଏହି ଦିନ ମୋଦି କୋ-ଓ୍ବିନ୍‌...

ଏଲ୍‌ଓସିରେ ୧୫୦ ମିଟର ଲମ୍ବ ସୁଡ଼ଙ୍ଗ ଠାବ

ଶ୍ରୀନଗର,୧୩।୧: ପାକିସ୍ତାନର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ବୁଧବାର କଠୁଆ ଜିଲାର ଏଲ୍‌ଓସି ନିକଟବର୍ତ୍ତୀ ବୋବିଆ ଗାଁରେ ଏହି ସୁଡ଼ଙ୍ଗଠାବ ହୋଇଛି। ଏହାର ଲମ୍ବ ୧୫୦...

ସେନାଧିକାରୀ ହେବା ପରିବର୍ତ୍ତେ ଜମିରେ ଚାଷ କରୁଛନ୍ତି ରୋହିତ

ପାଟଣା,୧୩।୧: ବିହାରସ୍ଥିତ ହାଜିପୁରର ରୋହିତ ସିଂ ହିମାଚଳ ପ୍ରଦେଶର ଏକ ସୈନିକ ସ୍କୁଲରେ ଅଧ୍ୟୟନ କରୁଥିଲେ। ବାପା ଚାହୁଁଥିଲେ ଯେ ସେ ଜଣେ ସେନାଧିକାରୀ ହୁଅନ୍ତୁ, କିନ୍ତୁ ରୋହିତଙ୍କ ମନରେ ଆଉ କିଛି ଥିଲା। ସେ ଚାକିରି ଖୋଜୁଥିବା ପରିବର୍ତ୍ତେ...

ଧୋନୀଙ୍କ ଫାର୍ମ ପାଇଁ ମିଳିଲାନି କଡ଼କନାଥ କୁକୁଡ଼ା

ଇନ୍ଦୋର,୧୩।୧: ଭାରତର ୧୦ଟି ରାଜ୍ୟରେ ବାର୍ଡ ଫ୍ଲୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ବାର୍ଡ ଫ୍ଲୁ ଯୋଗୁ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଧୋନୀଙ୍କ କୁକୁଡ଼ା ଫାର୍ମ ପାଇଁ ଝାବୁଆର ରୁଣ୍ଡିପଡ଼ା ଗାଁରେ ଥିବା କୁକୁଡ଼ା...

କଂଗ୍ରେସ ଦେଶଭକ୍ତଙ୍କ ସହ କରୁଛି ଦୁର୍ବ୍ୟବହାର: ସାଧ୍ୱୀ ପ୍ରଜ୍ଞା

ଭୋପାଳ,୧୩ ।୧: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଗାନ୍ଧୀଜୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଥମେ ଆତଙ୍କବାଦୀ ବୋଲି କହିଥିଲେ । ଦିଗବିଜୟଙ୍କ ଏହି ବୟାନକୁ ନେଇ ରାଜନୀତି ହୋଇଥିଲା ସରଗରମ । ଭୋପାଳର...

ଏପ୍ରିଲ୍‌ ସୁଦ୍ଧା ଭାରତକୁ ମିଳିପାରେ ୫ ନୂଆ କରୋନା ଟିକା

ନୂଆଦିଲ୍ଲୀ,୧୩।୧: ଏବେ ଭାରତକୁ ଦୁଇଟି କରୋନା ଟିକା ମିଳିଛି। କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ ଟିକାର ସାର୍ବଜନୀକ ଟିକାକରଣ ଜାନୁୟାରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଆସନ୍ତା ଏପ୍ରିଲ୍‌ ସୁଦ୍ଧା ଦେଶରେ ୫ଟି ନୂଆ ଟିକା ଉପଲବ୍ଧ ହେବ ବୋଲି...

ସାବଧାନ! ଚକୋଲେଟ୍‌ରେ ମିଶୁଛି ଟେଲକମ ପାଉଡର

ଭୋପାଳ,୧୩।୧: ଯଦି ଆପଣଙ୍କ ପିଲା ଲଲିପପ୍‌ କମ୍ବା କ୍ୟାଣ୍ଡି ଚକୋଲେଟ୍‌ ଖାଉଛନ୍ତି ତେବେ ସାବଧାନ! କାରଣ କେତେକ ସ୍ଥାନରେ ଏହି ଚକୋଲେଟ୍‌ ପ୍ରସ୍ତୁତିରେ ଟେଲ୍‌କମ୍‌ ପାଉଡର ମିଶୁଛି। ଇନ୍ଦୋରରେ ଥିବା ଏମିତି ଏକ ଫ୍ୟାକ୍ଟ୍ରିରେ ଏପରି ଅନିୟମିତତା କରାଯାଉଥିବା ଅଭିଯୋଗ...

ଶରଦ ପାୱାରଙ୍କୁ ଭେଟିଲେ ସୋନୁ ସୁଦ

ମୁମ୍ବାଇ,୧୩ ।୨: ବଲିଉଡ୍ ଅଭିନେତା ସୋନୁ ସୁଦ ବୁଧବାର ଏନ୍‌ସିପି ନେତା ଶରଦ ପାୱାରଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭେଟିଛନ୍ତି । ସୂଚନାଯୋଗ୍ୟ, ସୋନୁ ସୁଦ ବେଆଇନ ଭାବେ ଏକ ହୋଟେଲ ନିର୍ମାଣ କରିଥିବା ଅଭିଯୋଗ କରି ବିଏମ୍‌ସି...

ହଠାତ୍‌ କର୍ମଚାରୀଙ୍କ ଘରେ ପହଞ୍ଚିଲେ ରତନ ଟାଟା, ଆଉ ତା’ପରେ

ପୁନେ,୧୩।୧:ଶିଳ୍ପପତି ରତନ ଟାଟା ନିଜର ସରଳତା ଏବଂ ମାନବିକତା ଗୁଣ ପାଇଁ ବେଶ୍‌ ଜଣାଶୁଣା। ନିକଟରେ ସେ ପୁଣି ଥରେ ଉଦାହରଣ ସୃଷ୍ଟି କରିନ୍ତି। ରତନ ଟାଟାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋ ଯିଏ...

କାହାକୁ କେଉଁ ଟିକା ଦିଆଯିବ ସରକାର ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୬ରୁ ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏବେ ଦେଶରେ କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ କରୋନା ଟିକା ଉପଲବ୍ଧ ହେଉଛି। ତେବେ ଲୋକେ କେଉଁ ଟିକା ନେବେ ତାହାକୁ ପସନ୍ଦ କରିପାରିବେ ନାହିଁ।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri