ଜାତୀୟ

ମାଲିକାଣୀଙ୍କ ଶେଷ ଇଚ୍ଛା ପୂରଣ କଲେ ସରକାର

ଚଣ୍ଡିଗଡ଼,୧୩।୧: ସାଙ୍ଗୁରୁର ଜିଲାର ମଲେରକୋଟଲାରେ ଅବସ୍ଥିତ ମୁବାରିକ ମଞ୍ଜିଲ ପ୍ୟାଲେସର ଅଧିଗ୍ରହଣ, ସଂରକ୍ଷଣ ଏବଂ ଉପଯୋଗକୁ ପଞ୍ଜାବ କ୍ୟାବିନେଟ ଅନୁମୋଦନ କରିଛି। ରାଜପ୍ରାସାଦର ମାଲିକାଣୀ ୯୭ ବର୍ଷିୟା ବେଗମ ମୁନାୱାର୍‌-ଉଲ-ନିସାଙ୍କ ଶେଷ ଇଚ୍ଛା ଭାବରେ ସରକାରଙ୍କଠାରୁ ଅଧିଗ୍ରହଣ କରିବାକୁ ପ୍ରସ୍ତାବ...

ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ

ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୬ରୁ ଦେଶରେ କରୋନା ପ୍ରତିଷେଧକ ଟିକାଦାନ ପ୍ରକ୍ରିୟା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୭ଠାରୁ ଆରମ୍ଭ ହେବାକୁ ଥିବା ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଉପରେ ସରକାରଙ୍କ ପକ୍ଷରୁ ରୋକ ଲଗାଯାଇଛି। ଏହି ଦିନଟିକୁ ଜାତୀୟସ୍ତରରେ...

ଆତଙ୍କବାଦ ବିରୋଧରେ ଭାରତର ୮ ସୂତ୍ରୀ ଯୋଜନା

ଜାତିସଂଘ,୧୩।୧: ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ୮ ସୂତ୍ରୀ ଯୋଜନା ଉପସ୍ଥାପନ କରିଛି। ଆତଙ୍କବାଦକୁ କେବେ ସହ୍ୟ କରାଯିବ ନାହିଁ। ଏଥିପାଇଁ ଭାରତ ପକ୍ଷରୁ ଜିରୋ ଟୋଲରେନ୍ସ୍‌ ନୀତି ଉପରେ ଗୁରତ୍ୱାରୋପ କରାଯାଉଛି। ଅନ୍ତର୍ଜାତୀୟ ଶାନ୍ତି...

ଅନ୍ୟ କଥାରେ ଆନ୍ଦୋଳନ କରୁଛନ୍ତି କୃଷକ, ଆଇନର ସମସ୍ୟା ବିଷୟରେ ସେମାନଙ୍କୁ ଜଣାନାହିଁ: ହେମା

ନୂଆଦିଲ୍ଲୀ,୧୩ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ କୃଷକ ସଙ୍ଗଠନ ଓ ସକାରଙ୍କ ମଧ୍ୟରେ ଏବେବି ତୁତୁମେମେ ଲାଗି ରହିଛି । ସୁପ୍ରିମକୋର୍ଟ ମାଧ୍ୟମରେ ଏହାର ସମାଧାନ ହୋଇପାରେ ବୋଲି ଆଶା କରାଯାଉଛି । ହେଲେ ଇତିମଧ୍ୟରେ...

ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ମୁମ୍ବାଇ,୧୩ ।୧: ମହାରାଷ୍ଟ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଉପରେ ଜଣେ ଗାୟିକା ବଳାତ୍କାର ଅଭିଯୋଗ ଆଣିଛନ୍ତି । ଯୁବତୀ ଜଣକ ମୁମ୍ବାଇର ଓଶିବରା ପୋଲିସ ଷ୍ଟେଶନରେ ଏ ନେଇ ଅଭିଯୋଗ କରିଛନ୍ତି । ଥାନାର ବରିଷ୍ଠ ପୋଲିସ...

ଟିକା ନେବା ତାଲିକାରେ ମୃତ ନର୍ସଙ୍କ ନାମ

ଲକ୍ଷ୍ନୌ,୧୩।୧: ପ୍ରଥମ ପର୍ଯ୍ୟାୟରେ କରୋନା ଟିକାକରଣ ପାଇଁ ପ୍ରସ୍ତୁତ ହୋଇଥିବା ତାଲିକାରେ କେତେକ ଅନିୟମିତତା ସମ୍ପର୍କରେ ଜଣାପଡ଼ିଛି। ଉତ୍ତରପ୍ରଦେଶରେ ଟିକା ନେବା ତାଲିକାରେ ମୃତ ନର୍ସଙ୍କ ନାମ ରହିଛି। ସେହିପରି ଅବସର ଗ୍ରହଣ କରିଥିବା ଡାକ୍ତରଙ୍କ ନାମ ମଧ୍ୟ ରହିଛି।...

ରାୟକୁ ସ୍ବାଗତ, ହଟିବୁ ନାହିଁ

ନୂଆଦିଲ୍ଲୀ,୧୩ା୧: ସୁପ୍ରିମକୋର୍ଟ କୃଷି ଆଇନ ଉପରେ ମଙ୍ଗଳବାର ସ୍ଥଗିତାଦେଶ ଜାରି କରି ଦେଇଥିବା ରାୟକୁ କୃଷକ ସଙ୍ଗଠନଗୁଡ଼ିକ ସ୍ବାଗତ କରିଛନ୍ତି। ତେବେ ସମ୍ପୂର୍ଣ୍ଣ ଆଇନକୁ ପ୍ରତ୍ୟାହାର କରା ନ ଯିବା ଯାଏ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ...

୨୫୧ ଟଙ୍କିଆ ଫୋନ୍‌ କମ୍ପାନୀ ମାଲିକ ଗିରଫ

ନୋଏଡା, ୧୩ା୧: ମାତ୍ର ୨୫୧ ଟଙ୍କାରେ ସ୍ମାର୍ଟଫୋନ୍‌ ବିକ୍ରି କରିବାକୁ କହି ଚର୍ଚ୍ଚାକୁ ଆସିଥିବା ମୋହିତ ଗୋଏଲଙ୍କୁ ପୋଲିସ ରବିବାର ଗିରଫ କରିଛି। ତାଙ୍କ ନାମରେ ୨ ଶହ କୋଟି ଟଙ୍କାର ଡ୍ରାଏ ଫ୍ରୁଟ୍‌ ଜାଲିଆତି ଅଭିଯୋଗ ରହିଛି। ସ୍ତ୍ରୀଙ୍କ...

କୃଷକଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କହିପାରିବୁ ନାହିଁ

ନୂଆଦିଲ୍ଲୀ,୧୩ା୧(ଆଇଏଏନ୍‌ଏସ୍‌): କୃଷକମାନଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଜଣେ ଆଇନଜୀବୀଙ୍କ ଯୁକ୍ତିକୁ ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ କୃଷି ଆଇନ ସମ୍ପର୍କରେ ଆଲୋଚନା ପାଇଁ ଆନ୍ଦୋଳନରତ କୃଷକମାନଙ୍କ ପାଖକୁ ଯାଇନାହାନ୍ତି ବୋଲି ଓକିଲ ଏମ୍‌.ଏଲ୍‌. ଶର୍ମା...

ବିହାର: ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଲେ ଅମୁହାଁ ଗୁଳି ଚାଳନା କରୁଥିବା ହୋମଗାର୍ଡ

ମୁଙ୍ଗର,୧୨।୧: ପୋଲିସ ଏନକାଉଣ୍ଟରେ ଜଣେ ୫୨ ବର୍ଷୀୟ ହୋମଗାର୍ଡ ପ୍ରାଣ ହରାଇଛନ୍ତି। ଅମୁହାଁ ବହୁ ରାଉଣ୍ଡ ଗୁଳି ଚଳାନା ଯୋଗୁ ପୋଲିସ ପ୍ରଥମେ ତାଙ୍କୁ ମାଓବାଦୀ ଭାବି ଏନକାଉଣ୍ଟର କରିଥଲା । ହେଲେ ସେ ମାନସିକ ସନ୍ତୁଳନ ହରାଇ ଏଭଳି...

ଅଭିନେତ୍ରୀ ମୌନି ରୟଙ୍କ ବୋଲ୍ଡ ଫଟୋ ଶେୟାର କଲା ଏନ୍‌ଏସ୍‌ଇ: ବ୍ୟବହାରକାରୀ କହିଲେ…

ନୂଆଦିଲ୍ଲୀ,୧୨।୧: ଅଭିନେତ୍ରୀ ମୌନି ରୟ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ମଧ୍ୟରୁ ଜଣେ। ସେ ନିଜର ବୋଲ୍ଡ ତଥା ହଟ୍‌ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ହେଲେ ମୌନିଙ୍କ କିଛି ଫଟୋ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ଶେୟାର କରିବା...

କୋଭିଡ୍‌-୧୯ ଭ୍ୟାକ୍‌ସିନ : ୧୨ ତାରିଖ ମଧ୍ୟାହ୍ନ ସୁଦ୍ଧା ପହଞ୍ଚିଛି ୫୪.୨୭ ଲକ୍ଷ ଡୋଜ

ନୂଆଦଲ୍ଲୀ,୧୨।୧: କୋଭିଡ୍‌-୧୯ ଭ୍ୟାକ୍‌ସିନ ମଙ୍ଗଳବାର ତଥା ୧୨ ତାରିଖ ମଧ୍ୟାହ୍ନ ସୁଦ୍ଧା ବିଭିନ୍ନ ଜାତୀୟ ଓ ରାଜ୍ୟ ସ୍ତରୀୟ ଷ୍ଟୋରରେ ପହଞ୍ଚିଛି ୫୪.୨୭ ଲକ୍ଷ ଡୋଜ। ଏ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଆସନ୍ତା ଗୁରୁବାର ସୁଦ୍ଧା ସେରମ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri