ଜାତୀୟ

ଡ୍ରଗ୍ସ୍‌ ମାମଲାରେ ନିଶୁଆ ପାନବାଲା ଗିରଫ

ମୁମ୍ବାଇ,୧୨।୧: ଡ୍ରଗ୍ସ୍‌ ମାମଲାରେ ମୁମ୍ବାଇର ନିଶୁଆ ପାନବାଲା ରାମକୁମାର ତିଓ୍ବାରିଙ୍କୁ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ପକ୍ଷରୁ ଗିରଫ କରାଯାଇଛି। ତାଙ୍କ ପାଖରୁ ଅଧା କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ଖର ଅଞ୍ଚଳରେ ବାସ କରୁଥିବା ବ୍ରିଟେନ ନାଗରିକ କରନ ସଜନାନିଙ୍କୁ...

ସୋମନାଥ ଭାରତୀ ଗିରଫ

ଆମେଠି, ୧୨।୧(ପି.ଟି.): ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଆମ୍‌ ଆଦ୍‌ମୀ ପାର୍ଟି ବିଧାୟକ ସୋମନାଥ ଭାରତୀଙ୍କୁ ସୋମବାର ଉତ୍ତରପ୍ରଦେଶର ରାଏବରେଲିରୁ ଗିରଫ କରାଯାଇଛି। ଗିରଫ ପୂର୍ବରୁ ତାଙ୍କ ଉପରକୁ ଜଣେ ଯୁବକ ସ୍ୟାହି ଫିଙ୍ଗିଥିଲେ। ଧମକ ଦେବା ଓ ଗୋଷ୍ଠୀ...

ଦିଲ୍ଲୀ ସମେତ ୧୦ ରାଜ୍ୟରେ ବାର୍ଡ ଫ୍ଲୁ

ନୂଆଦିଲ୍ଲୀ, ୧୨।୧: କରୋନା ମହାମାରୀ ଦୂର ହୋଇ ନ ଥିବାବେଳେ ଏବେ ବାର୍ଡ ଫ୍ଲୁ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଇତିମଧ୍ୟରେ ଆଭିଆନ୍‌ ଇନ୍‌ଫ୍ଲୁଏଞ୍ଜା ୧୦ଟି ରାଜ୍ୟକୁ ବ୍ୟାପି ସାରିଲାଣି। ଉତ୍ତରପ୍ରଦେଶ, କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ, ହରିୟାଣା ଓ...

ହ୍ବାଟ୍ସଆପ୍‌ ଛାଡ଼ୁଛନ୍ତି ୟୁଜର୍ସ

ମୁମ୍ବାଇ, ୧୨ା୧: ନୂଆ ପ୍ରିଭେସି ପଲିସି ୟୁଜର୍ସଙ୍କ ପାଇଁ ବାଧ୍ୟତାମୂଳକ କରାଯିବା ପରେ ଏବେ ବିକଳ୍ପ ବାଛିବାରେ ବ୍ୟସ୍ତ ହ୍ବାଟ୍ସଆପ୍‌୍‌ ବ୍ୟବହାରକାରୀ। ଅପଡେଟ୍‌ ପରେ ମୂଳ କମ୍ପାନୀ ଫେସ୍‌ବୁକ୍‌ ସହ ହ୍ବାଟ୍ସଆପ୍‌ ୟୁଜର୍ସ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଶେୟାର ହେବା...

ପ୍ରଥମ ପର୍ଯ୍ୟାୟ ଟିକା ଖର୍ଚ୍ଚ କେନ୍ଦ୍ର ଦେବ

ନୂଆଦିଲ୍ଲୀ, ୧୨।୧(ପି.ଟି.): ଆସନ୍ତା ୧୬ ତାରିଖରୁ ଦେଶରେ କୋଭିଡ୍‌ ଟିକାକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୩ କୋଟି ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀମାନଙ୍କୁ ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟ ଟିକାଦାନ ଖର୍ଚ୍ଚ କେନ୍ଦ୍ର ସରକାର ବହନ...

ଲୋଗୋ ବ୍ୟାଗ୍‌ ବିକି ଦେଢ଼ ଲକ୍ଷ ଜରିମାନା

ହାଇଦ୍ରାବାଦ୍‌, ୧୨ା୧: ଲୋଗୋ ଥିବା ପ୍ଲାଷ୍ଟିକ ବ୍ୟାଗକୁ ୬ ଟଙ୍କାରେ ବିକ୍ରି କରି ଏକ ଷ୍ଟୋର ମାଲିକଙ୍କୁ ଦେଢ଼ ଲକ୍ଷ ଟଙ୍କା ଜରିମାନା ଭରିବାକୁ ପଡ଼ିଛି। ହାଇଦ୍ରାବାଦର ଓ୍ବାଇ ସଞ୍ଜୟ ନାମକ ଜଣେ ବ୍ୟକ୍ତି ଏ ନେଇ ଅଭିଯୋଗ କରିବା...

କୃଷି ଆଇନ ସ୍ଥଗିତ ରଖ

ନୂଆଦିଲ୍ଲୀ, ୧୨ା୧: ନୂଆ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଜାରି ରହିଥିବାବେଳେ ଏହାର ସମାଧାନ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ସୋମବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୩ ବିବାଦୀୟ ଆଇନକୁ ସ୍ଥଗିତ ରଖିବ ନା ଆମେ...

‘୩ କୋଟି ଲୋକଙ୍କୁ ମିଳିବ ମାଗଣା ଟିକା’

ନୂଆଦିଲ୍ଲୀ୧୧।୧: ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଆମ୍ଭର ହେବ କରୋନା ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ମିଳିବ କରୋନା ଟିକା। କେନ୍ଦ୍ର ସରକାର ପ୍ରଥମେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ...

ଦିଲ୍ଲୀରେ ‘ବାର୍ଡ ଫ୍ଲୁ’: ସଞ୍ଜୟ ହ୍ରଦ ପାର୍କରେ ପକ୍ଷୀ ହତ୍ୟା ଆରମ୍ଭ

ନୂଆଦିଲ୍ଲୀ,୧୧।୧: ମୃତ କାଉ ଓ ବତକଙ୍କ ଠାରୁ ନିଆଯାଇଥିବା ନମୁନା ଭୋପାଳର ଏକ ପରୀକ୍ଷାଗାରରେ ପରୀକ୍ଷା ପରେ ‘ଏଭିଅନ ଫ୍ଲୁ’ ପଜଟିଭ ହୋଇଥିବା ଜଣାପବା ପରେ ଦିଲ୍ଲୀରେ ‘ବାର୍ଡ ଫ୍ଲୁ’ ବ୍ୟାପିଥିବା ସୁନିଶ୍ଚିତ କରାଯାଇଛି। ତେଣୁ ସତର୍କତାମୂଳକ ସ୍ବରୂପ, ସୋମବାର...

ଅକ୍ସଫୋର୍ଡର ପ୍ରତି ଶିଶି କରୋନା ଭ୍ୟାକ୍ସିନର ଦାମ ରହିବ ୨୦୦ ଟଙ୍କା

ନୂଆଦିଲ୍ଲୀ,୧୧ ।୧: କରୋନାଠାରୁ ଦୂରେଇ ରହିବା ପାଇଁ ଦେଶରେ ପ୍ରସ୍ତୁତ ହୋଇଥିବା ଅକ୍ସୋଫୋର୍ଡ ଭ୍ୟାକ୍ସିନର ପ୍ରତି ଶିଶିର ଦାମ ୨୦୦ ଟଙ୍କା ରହିବ ବୋଲି ଜଣାପଡିଛି । ସିରମ ଇନଷ୍ଟିଚ୍ୟୁଟକୁ ଭ୍ୟାକ୍ସିନ କ୍ରୟ କରିବାର ଅର୍ଡର ସୋମବାର ସୁଦ୍ଧା ମିଳିଯିବ...

ଗୋଟିଏ ଗୋଡ଼ରେ ୩,୮୦୦ କିଲୋମିଟର ଚଳାଇଲେ ସାଇକେଲ

ଦୁର୍ଘଟଣାରେ ହରାଇଥିଲେ ଗୋଡ ହେଲେ ବର୍ତ୍ତମାନ ପାରା ସାଇକ୍ଲିଂରେ ରେକର୍ଡ ସୃଷ୍ଟି କରିଛନ୍ତି ଜଣେ ଯୁବତୀ । ସେ ହେଲେ ମଧ୍ୟପ୍ରଦେଶର ରାଜଗଡ ଜିଲାର ବିୟୋରା ସହରରୁ ଆସିଥିବା ତାନ୍ୟା ଡାଗା। ତାନ୍ୟା ଗୋଟିଏ ଗୋଡ଼ରେ ୩,୮୦୦ କିଲୋମିଟର ସାଇକେଲ...

ଜମାଟ ବାନ୍ଧିଲା ଡାଲ୍‌ ହ୍ରଦ ପାଣି

ଶ୍ରୀନଗର,୧୧।୧: ଜମ୍ମୁ-କଶ୍ମୀରରେ ତୁଷାର ପାତ ଲାଗି ରହିଛି। ଏହାଯୋଗୁ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସି ଯାଇଛି। ଫଳରେ ଶ୍ରୀନଗରର ଡାଲ୍‌ ହ୍ରଦର ପାଣି କେତେକ ସ୍ଥାନରେ ଜମାଟ ବାନ୍ଧି ଯାଇଛି। ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri