ଜାତୀୟ

ବାର୍ଡ ଫ୍ଲୁ ଆତଙ୍କ: କେରଳରେ ବିପର୍ଯ୍ୟୟ ଘୋଷଣା, ଚିକେନ୍‌-ଅଣ୍ଡା ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୧: ମହାମାରୀ କରୋନା ପରେ ଏବେ ଦେଶରେ ନୂଆ ସଙ୍କଟ ଦେଖାଦେଇଛି। ଦେଶର ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ସୃଷ୍ଟି ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ପରେ ହିମାଚଳ ପ୍ରଦେଶ ଏବଂ କେରଳରେ ବାର୍ଡ ଫ୍ଲୁ ସଂକ୍ରମଣ ବଢ଼ିବାରେ ଲାଗିଛି।...

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଆସନ୍ତା ୧୦ ଦିନ ମଧ୍ୟରେ ଟିକାକରଣ

ନୂଆଦିଲ୍ଲୀ,୫।୧: ଆଗାମୀ ୧୦ ଦିନ ମଧ୍ୟରେ ଟିକାକରଣ ଆରମ୍ଭ ହୋଇପାରେ। ଏନେଇ ଖବରଦାତା ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିତ ରାଜେଶ ଭୂଷଣ ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ଟିକାକୁ ମଞ୍ଜୁରୀ ମିଳିବାର ୧୦ ଦିନ ପରେ ରୋଲ୍‌ଆଉଟ୍‌...

ଘଡଘଡି ମାରିବା ସମୟରେ କାନରେ ଲଗାଇଥିଲେ ଇୟରଫୋନ୍‌, ଘଟିଲା ଏମିତି

ନୋଏଡା,୫।୧: ଗ୍ରେଟର ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ କାନରେ ଇୟରଫୋନ୍‌ ଲଗାଇବା ମହଙ୍ଗା ପଡିଛନ୍ତି। ବଜ୍ରପାତ ସମୟରେ କାନରେ ଇୟରଫୋନ ବିସ୍ଫୋରଣ ହେତୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗୌତମ ନାମକ ଜଣେ ଯୁବକ...

ମମତାଙ୍କ ସରକାରକୁ ପୁଣି ଝଟ୍‌କା: ଲକ୍ଷ୍ମୀ ରତନ ମନ୍ତ୍ରୀ ପଦରୁ ଦେଲେ ଇସ୍ତଫା

କୋଲକାତା,୫।୧: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ମଙ୍ଗଳବାର ପୁଣି ଏକ ଝଟ୍‌କା ଲାଗିଛି। ମନ୍ତ୍ରୀ ପଦରୁ ତୃଣମୂଳ କଂଗ୍ରେସ ନେତା ଲକ୍ଷ୍ମୀ ରତନ ଶୁକ୍ଳା ଇସ୍ତଫା ଦେଇଛନ୍ତି। ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ମମତାଙ୍କୁ ସରକାରରେ କ୍ରୀଡ଼ା ମନ୍ତ୍ରୀ...

ଗୋଟିଏ ଦିନ ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବେ ଗାଙ୍ଗୁଲି

କୋଲକତା,୫।୧: ହୃଦଘାତରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା ବୁଧବାର ଡାକ୍ତରଖାନାରୁ ଡିସଚାର୍ଜ ହେବେ। ଗାଙ୍ଗୁଲି ଉଡ୍‌ଲାଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଚିକିତ୍ସା କରୁଥିବା ଡକ୍ଟର ରୁପାଲି ବସୁ ଆଜି ମଧ୍ୟାହ୍ନ...

ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାକୁ ରାହୁଲ ପ୍ରସ୍ତୁତ !

ନୂଆଦିଲ୍ଲୀ,୫।୧: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ଦାୟିତ୍ୱ ଗ୍ରହଣ କରିବାକୁ ରାହୁଲ ଗାନ୍ଧୀ ପ୍ରସ୍ତୁତି ଆରମ୍ଭ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳରେ ଦୀର୍ଘ ଦିନ ଧରି ଦେଖାଦେଇଥିବା କନ୍ଦଳକୁ ସମ୍ଭାଳିବାରେ ରାହୁଲ ସକ୍ଷମ ହେବେ ବୋଲି କୁହାଯାଉଛି। ଗତ...

ପୁଣିଥରେ ମାନବିକତା ଦେଖାଇଲେ ରତନ ଟାଟା

ନୂଆଦିଲ୍ଲୀ,୫।୧: ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟା ମାନବିକତାର ଏକ ଉଦାହରଣ ଉପସ୍ଥାପନ କରିଛନ୍ତି। ୮୩ ବର୍ଷୀୟ ରତନ ଟାଟା ତାଙ୍କ କର୍ମଚାରୀଙ୍କ ପାଇଁ ଅନେକ କଲ୍ୟାଣ କାର୍ଯ୍ୟ କରନ୍ତି। ତାଙ୍କର ଦୟାଳୁ ପକ୍ଷ ପାଇଁ ଜଣାଶୁଣା ରତନ ଟାଟା...

ମୋଦିଙ୍କୁ ପ୍ରଶଂସା କଲେ ଗେଟସ୍‌

ନୂଆଦିଲ୍ଲୀ,୫ ।୧: କରୋନା ଭାଇରସର ୨ଟି ଭ୍ୟାକ୍ସିନକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିବା ପରେ ସବୁଠି ଭାରତର ଶୀର୍ଘ ନେତୃତ୍ୱକୁ ପ୍ରଶଂସା କରାଯାଉଛି । ଇତିମଧ୍ୟରେ ମାଇକ୍ରୋସପ୍ଟର କୋ ଫାଉଣ୍ଡର ବିଲ୍ ଗେଟସ୍ ବି ଟୁଇଟ୍ କରି...

୯ ମାସ ପରେ ଖୋଲିଲା ସ୍କୁଲ: ୬୨ ଶିକ୍ଷକ କରୋନା ପଜିଟିଭ୍‌

ମୁମ୍ବାଇ,୫।୧: ମହାରାଷ୍ଟ୍ରରେ ୯ ମାସ ପରେ ସ୍କୁଲ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ସୋମବାରଠାରୁ ସ୍କୁଲ ଖୋଲିଥିବାବେଳେ ଏବେ ୬୨ ଶିକ୍ଷକଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହାକୁ ନେଇ ରାଜ୍ୟରେ ଆତଙ୍କ ଦେଖାଦେଇଛି। ଅଭିଭାବକମାନଙ୍କ...

ବଳାତ୍କାର, ହତ୍ୟା ଅଭିଯୋଗରେ ନିର୍ଦ୍ଦୋଷରେ ୮ ବର୍ଷ ଜେଲ କାଟିଥିବା ବ୍ୟକ୍ତିଙ୍କୁ ସରକାର ଦେବେ ଚାକିରି

ଇମ୍ଫାଲ,୫ ।୧: ବଳାତ୍କାର ଓ ହତ୍ୟା ଅଭିଯୋଗରେ ଜଣେ ବ୍ୟକ୍ତି ନିର୍ଦ୍ଦୋଶରେ ୮ ବର୍ଷ ଜେଲ କାଟିଥିବା ବେଳେ ଏବେ ମଣିପୁର ସରକାର ତାଙ୍କୁ ସରକାରୀ ଚାକିରି ଯୋଗାଇ ଦେବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ...

କରୋନାର ନୂଆ ଷ୍ଟ୍ରେନ୍ ବଢାଇଲାଣି ଚିନ୍ତା ଆଉ ୨୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୫ ।୧: ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ସାର୍ସ କୋଭିଡ-୨ ନୂଆ ଷ୍ଟ୍ରେନରେ ଏବେ ପର୍ଯ୍ୟନ୍ତ ଦେଶରେ ୫୮ ଜଣଙ୍କୁ ଚିହ୍ନଟ କରାଗଲାଣି । ମଙ୍ଗଳବାର ବ୍ରିଟେନରୁ ଫେରିଥିବା ୨୦ ଜଣଙ୍କ ନିକଟରେ ନୂଆ ଷ୍ଟ୍ରେନ୍ ମିଳିବା ପରେ ଏବେ...

ଦେଶର ବିକାଶ ପାଇଁ ମିଳିମିଶି କାମ କଲେ ଲକ୍ଷ୍ୟ ହେବ ସହଜ: ମୋଦି

ନୂଆଦିଲ୍ଲୀ,୫।୧: ଦେଶର ବିକାଶ ପାଇଁ ମିଳିମିଶି କାମ କରିବା ଅପରିହାର୍ଯ୍ୟ। ଏହାଦ୍ୱାରା ଲକ୍ଷ୍ୟ ହାସଲ କଠିନ ନ ହୋଇ ସହଜ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି। ଭିଡ଼ିଓ କନଫରେନ୍ସିଂରେ କୋଚି-ମାଙ୍ଗାଲୁରୁ ୪୫୦ କିଲୋମିଟର ଦୀର୍ଘ ପ୍ରାକୃତିକ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri