ଜାତୀୟ

ଶୀତ, ବର୍ଷା ସବୁ ସହିଯିବୁ; ଆଇନ୍‌ ଲାଗୁ ହେବାକୁ ଦେବୁ ନାହିଁ

ନୂଆଦିଲ୍ଲୀ,୩।୧: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଗତ ୩୯ ଦିନ ହେବ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି। ହାଡଭଙ୍ଗା ଶୀତ, କାକର ସହିବା ପରେ ଏବେ ବର୍ଷାର ସେମାନଙ୍କ ଉପରେ ଦାଉ ସାଜିଛି। ରବିବାର ସକାଳେ ଆନ୍ଦୋଳନକାରୀ...

ଅହଙ୍କାର ଛାଡି କୃଷି ଆଇନ୍‌ ପ୍ରତ୍ୟାହାର କରନ୍ତୁ ସରକାର: ସୋନିଆ

ନୂଆଦିଲ୍ଲୀ,୩।୧: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ରବିବାର କୃଷକଙ୍କ ପ୍ରଦର୍ଶନଙ୍କୁ ସମର୍ଥନ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସୋନିଆ କହିଛନ୍ତି ଯେ, ଦେଶର ସ୍ବାଧୀନତା ପରଠାରୁ ପ୍ରଥମ ଥର ପାଇଁ ଏଭଳି ଏକ ଅହଂକାରୀ ସରକାର କ୍ଷମତାକୁ ଆସିଛି,...

କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ,୩।୧: ପ୍ରାୟ ମାସେ ହେବ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ରବିବାର ହରିୟାଣା ସୀମାରେ ଚାଷୀ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ସଂଘର୍ଷ ଏତେ ବଢିଗଲା ଯେ ପରିସ୍ଥିତିକୁ...

ଗୋବରରୁ ଚପଲ ତିଆରି କରି ଚର୍ଚ୍ଚାରେ ଏହି ବ୍ୟକ୍ତି

ଅଧିକାଂଶ ଲୋକ ଗାଈ ଗୋବର ନା ଶୁଣିବା ପରେ ନାକ ଟେକିବା ଆରମ୍ଭ କରନ୍ତି। କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ କେବଳ ଗୋବର ଉପରେ ଗବେଷଣା କରୁନାହାଁନ୍ତି, ବରଂ ଗୋବରରୁ ଏପରି ଉତ୍ପାଦ ମଧ୍ୟ ତିଆରି କରୁଛନ୍ତି,...

ଶ୍ମଶାନ ଛାତ ଭୁଷୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି

ଗାଜିଆବାଦ୍‌,୩।୧: ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଶ୍ମଶାନ ଛାତ ଭୁଷୁଡ଼ି ପଡିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୯ ଜଣଙ୍କର ମତ୍ୟୁ ହୋଇଛି। ଏଥିରେ ଅନେକ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।...

୭୦ ହଜାର ଟଙ୍କାରେ ଶିଶୁକନ୍ୟାକୁ ବିକିଦେଲେ ପିତା

ହାଇଦ୍ରାବାଦ,୩।୧ : ନିଜ ଜନ୍ମକଲା ସନ୍ତାନଙ୍କୁ ଜଣେ ପିତା ମାତ୍ର ୭୦ ହଜାର ଟଙ୍କାରେ ବିକ୍ରି କରିଦେବାରୁ ମା’ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ଏଠାକାର ଜଣେ ବ୍ୟକ୍ତି ତାଙ୍କର ୧ ମାସର ଶିଶୁକନ୍ୟାକୁ...

ଶିବରାଜଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ତୁଳସୀରାମ-ଗୋବିନ୍ଦ ହେଲେ କ୍ୟାବିନେଟ୍‌ ମନ୍ତ୍ରୀ

ଭୋପାଳ,୩।୧: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ତୁଳସୀରାମ ସିଲାଓ୍ବଟ ଏବଂ ଗୋବିନ୍ଦ ସିଂ ରାଜପୁତଙ୍କୁ ନୂଆ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସାମିଲ କରାଯାଇଛି। ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଆନନ୍ଦୀବେନ୍‌...

ଅନ୍ତିମ ସଂସ୍କାର ସମୟରେ ଭୁଶୁଡ଼ିଲା ଶ୍ମଶାନ ଘର ଛାତ: ଉଦ୍ଧାର କାର୍ଯ୍ୟ ଜାରି

ଗାଜିଆବାଦ୍‌,୩।୧: ଅନ୍ତିମ ସଂସ୍କାର ସମୟରେ ଶ୍ମଶାନ ଘର ଛାତ ଭୁଶୁଡ଼ିବାରୁ କେତେକ ଲୋକ ମାଟି ତଳେ ପୋତି ହୋଇଯାଇଛନ୍ତି। ମାଟିତଳୁ ୧୬ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଲୋକଙ୍କ ସନ୍ଧାନ ଜାରି ରହିଛି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।...

‘କରୋନା ଭ୍ୟାକ୍ସିନ କରିବ ନପୁସଂକ’ ବିଧାୟକଙ୍କ ଟିପ୍ପଣିର ଉତ୍ତର ଦେଲା ଡିସିଜିଆଇ

ନୂଆଦିଲ୍ଲୀ,୩ ।୧: ଦେଶ ପ୍ରାୟ ୧ ବର୍ଷ ହେବ କରୋନା ମହାମାରୀ ସହ ଲଢି ଚାଲିଥିବା ବେଳେ ରବିବାର ସ୍ୱେଦେଶୀ ଭ୍ୟାକ୍ସିନକୁ ଜରୁରୀକାଳିନ ପରିସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏକ୍ସପର୍ଟ କମିଟିର ସୁପାରିସ ପରେ ରବିବାର...

୩୦୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କଲେ ପୋଲିସ

ଶିମ୍‌ଲା,୩।୧: ହିମାଚଳପ୍ରଦେଶରେ ପ୍ରବଳ ଥଣ୍ଡା ପଡ଼ିବା ସହିତ ତୁଷାରପାତ ଜାରି ରହିଛି। ଏପରିସ୍ଥଳେ ରୋହତଙ୍ଗ୍‌ର ଅଟଳ ଟନେଲ ପାଖରେ ଅଟକି ରହିଥିବା ୩୦୦ ପର୍ଯ୍ୟଟକଙ୍କୁ ପୋଲିସ ଉଦ୍ଧାର କରିଛନ୍ତି। ଏନେଇ ପୋଲିସ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ମନାଲି ଫେରିବା...

କରୋନା ଟିକା କୌଣସି ଦଳର ନୁହେଁ, ଖୁସିରେ ନେବି: ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୩ ।୧: କରୋନା ଟିକାକୁ ନେଇ ବିବାଦୀୟ ବୟାନ ଦେଇଥିବା ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । କରୋନା ଭ୍ୟାକ୍ସିନକୁ ସେ ମାନବତା...

ଫେରିବେ ସିଦ୍ଧୁ!

ନୂଆଦିଲ୍ଲୀ,୩ ।୧: ପାଖାପାଖି ୨ ବର୍ଷ ହେବ କଂଗ୍ରେସଠାରୁ ଦୂରେଇ ରହିଥିବା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ପୁଣିଥରେ ଦଳକୁ ଫେରିବେ ବୋଲି ଶୁଣିବାକୁ ମିଳିଛି । ଏଥିପାଇଁ ଦଳ ୩ଟି ଫର୍ମୁଲାରେ କାମ କରୁଥିବା କୁହାଯାଉଛି ।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri