ଜାତୀୟ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୨ ।୧: ଦଳିତଙ୍କ ଦେବଦୂତ କୁହାଯାଉଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂଙ୍କର ଶନିବାର ପରଲୋକ ହୋଇଛି । ୮୬ ବର୍ଷୀୟ ସିଂ ବେଶ କିଛିଦିନ ହେବ ଅସୁସ୍ଥ ଥିଲେ । ପଞ୍ଜାବ ଜଳନ୍ଧର ଜିଲାର...

କୃଷକ ଆନ୍ଦୋଳନ: ତୋମାର କହିଲେ ମୁଁ ଜ୍ୟୋତିଷ ନୁହେଁ ୪ ଜାନୁୟାରୀରେ କ’ଣ ହେବ କହିପାରିବି

ନୂଆଦିଲ୍ଲୀ,୨ ।୧: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆଜକୁ ପ୍ରାୟ ୩୮ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଜାନୁୟାରୀ ୪ରେ ସରକାରଙ୍କ ସହ ଏମାନଙ୍କର ବୈଠକ ରହିଛି । ତେବେ ଏହାକୁ...

କରୋନା ଭ୍ୟାକ୍ସିନ ଆସିବା ପରେ ବି ବଦଳାନ୍ତୁ ନାହିଁ ନିଜର ବ୍ୟବହାର: ବିଶେଷଜ୍ଞ

ନୂଆଦିଲ୍ଲୀ,୨ ।୧: ଦେଶରେ କୋଭାସିଲ୍ଡକୁ ବିଶେଷଜ୍ଞ ସମିତି ପକ୍ଷରୁ ଅନୁମତି ମିଳିବା ପରେ ସମସ୍ତେ ଏକ ପ୍ରକାର ଖୁସି ଅଛନ୍ତି କହିଲେ ଚଳେ । ହେଲେ ଏହି ସମୟରେ ବିଶେଷଜ୍ଞମାନେ କହିଛନ୍ତି ଯେ ଟିକା ଆସିବା ପରେ ଲୋକେ ଆଉ...

ଅନ୍ନଦାତାଙ୍କ ଆନ୍ଦୋଳନ: ଖାଦ୍ୟ ପାଇଁ ପ୍ରସ୍ତୁତ ହେଉଛି ୧୦ ହଜାର ବେଡ୍‌ ପକୋଡ଼ା, ୧ ଟନ୍‌ ଚା’

ନୂଆଦିଲ୍ଲୀ,୨।୧: ସିଙ୍ଘୁ ବର୍ଡର ଏବେ ମିନି ପଞ୍ଜାବରେ ପରିଣତ ହୋଇଛି। ଏଠାରେ ଦିନକୁ ଦିନ ଅନ୍ନଦାତାଭ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ନଦାତାଙ୍କ ଖାଇବା ପାଇଁ ପ୍ରତିଦିନ ଏଠାରେ ୨୦୦ ଲିଟର ଡିଜେଲ ଜଳାଯାଇ ଖାଧ୍ୟ ପ୍ରସ୍ତୁତ ହେଉଛି। ପ୍ରତିଦିନ ଜଳଖିଆ...

୩୦କୋଟି ଲୋକଙ୍କୁ ମାଗଣା କରୋନା ଭ୍ୟାକ୍ସିନ ଦେବେ ମୋଦି ସରକାର!

ନୂଆଦିଲ୍ଲୀ,୨ ।୧: ସମଗ୍ର ଦେଶରେ ଶନିବାରଠାରୁ କୋଭିଡ ଟିକାକରଣର ଡ୍ରାଏ ରନ୍ ଆରମ୍ଭ ହୋଇଛି । ହେଲେ ଇତିମଧ୍ୟରେ ଜଣାପଡିଛି କି ମୋଦି ସରକାର କେବଳ ୩୦ କୋଟି ଲୋକଙ୍କୁ ମାଗଣା ଭ୍ୟାକ୍ସିନ ଯୋଗାଇ ଦେବେ । ତେବେ ସମଗ୍ର...

ଟିକାଦାନ ପୂର୍ବରୁ ଅଭ୍ୟାସ: ୧୧୬ ଜିଲାରେ ମକ୍‌ ଡ୍ରିଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨।୧: ଭାରତରେ କରୋନା ଟିକାକରଣ ପୂର୍ବରୁ ସମସ୍ତ ବ୍ୟବସ୍ଥାର ତଦାରଖ ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଶନିବାରଠାରୁ ଟିକାକରଣ ଅଭ୍ୟାସ (ମକ୍‌ ଡ୍ରିଲ୍‌) ଆରମ୍ଭ କରାଯାଇଛି। ପୂର୍ବରୁ ପଞ୍ଜାବ, ଆସାମ, ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶ ଆଦି ୪ ରାଜ୍ୟରେ ୪୮...

ଭାଜପାରେ ଶୁଭେନ୍ଦୁଙ୍କ ଭାଇ

କୋଲକାତା, ୨।୧: ନିକଟରେ ଭାଜପାରେ ଯୋଗଦେଇଥିବା ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ତଥା ଟିଏମ୍‌ସି ନେତା ସୌମେନ୍ଦୁଙ୍କ ସମେତ ୧୪ ଜଣ କାଉନ୍‌ସିଲର ଏବଂ ଅନେକ ଦଳୀୟ କର୍ମୀ ନୂଆବର୍ଷରେ ପଦ୍ମ ଧରିଛନ୍ତି। ସୌମେନ୍ଦୁ ତୃଣମୂଳ...

ପ୍ରଦୂଷଣ ଯୋଗୁ ୨.୬ ଲକ୍ଷ କୋଟି କ୍ଷତି

ମୁମ୍ବାଇ, ୨।୧: ପ୍ରଦୂଷଣ କବଳରେ ପୂରା ବିଶ୍ୱ। ଦିନକୁ ଦିନ ଏହାର ମାତ୍ରାଧିକ ବୃଦ୍ଧି ଜୀବନ ଧାରଣର ମାନ କମାଇଛି। ବିଭିନ୍ନ ଦେଶ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଯଥେଷ୍ଟ ହେଉ ନ ଥିବାରୁ ଏହାର ସାମ୍‌ନା କରିବା ଏବେ ବଡ଼...

ପୁଅ, ମନ୍ତ୍ରୀଙ୍କଠାରୁ ଗରିବ ନୀତୀଶ

ପାଟନା, ୨।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପୁଅ ନିଶାନ୍ତ ଏପରିକି କ୍ୟାବିନେଟ ମନ୍ତ୍ରୀଙ୍କଠାରୁ ଗରିବ। ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନୀତୀଶ ଓ ତାଙ୍କ ସରକାରର ମନ୍ତ୍ରୀମାନେ ଦେଇଥିବା ବ୍ୟକ୍ତିଗତ ସମ୍ପତ୍ତି ସୂଚନାରୁ ଏହା ଜଣାପଡିଛି। କ୍ୟାବିନେଟ ସେକ୍ରେଟେରିଏଟ୍‌...

ନୂଆବର୍ଷରେ ଜନ୍ମନେଲେ ୬୦ ହଜାର

ନୂଆଦିଲ୍ଲୀ, ୨ା୧: ନୂତନ ବର୍ଷର ପ୍ରଥମ ଦିନରେ ଭାରତରେ ଭୂମିଷ୍ଠ ହୋଇଛନ୍ତି ୬୦ ହଜାର ଶିଶୁ। ନବବର୍ଷ ପହିଲାରେ ବିଶ୍ୱରେ ୩ ଲକ୍ଷ ୭୧ ହଜାର ଶିଶୁ ଜନ୍ମ ନେବେ ବୋଲି ୟୁନିସେଫ୍‌ ପକ୍ଷରୁ ଆକଳନ କରାଯାଇଥିବାବେଳେ ଏହି ସଂଖ୍ୟାରେ...

ଆଲୋଚନା ବିଫଳ ହେଲେ ଆନ୍ଦୋଳନ ଜୋରଦାର

ନୂଆଦିଲ୍ଲୀ,୧।୧: ରାଜଧାନୀର ସିଙ୍ଗୁ ସୀମା ବିକ୍ଷୋଭ ସ୍ଥଳରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୪ ତାରିଖରେ କେନ୍ଦ୍ର ସରକାରଙ୍କ ସହ ହେବାକୁ ଥିବା ପରବର୍ତ୍ତୀ ବୈଠକ ପୂର୍ବରୁ ଚେତାବନୀ ଦେଇଛନ୍ତି କୃଷକ...

୮ରୁ ବ୍ରିଟେନକୁ ବିମାନ

ନୂଆଦିଲ୍ଲୀ,୧।୧: ଜାନୁଆରୀ ୮ରୁ ଭାରତରୁ ବ୍ରିଟେନକୁ ବିମାନସେବା ଆଂଶିକ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଶୁକ୍ରବାର କହିଛନ୍ତି। ପ୍ରାରମ୍ଭରେ ଜାନୁୟାରୀ ୨୩ ପର୍ଯ୍ୟନ୍ତ କେବଳ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri