ଜାତୀୟ

ପୁରୁଣା ଟିଭି ସେଟ୍‌ ଖୋଳରେ କୁକୁର ଛୁଆଙ୍କ ପାଇଁ ଘର: ସୋସିଆଲ ମିଡ଼ିଆରେ ଭାଇରାଲ

ଦିସପୁର,୨୭।୧୨: ଆସାମର ଦିସପୁରର ଜଣେ ଯୁବକ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଯୁବକ ଜଣକ ରାସ୍ତାରେ ବୁଲୁଥିବା କୁକୁର ଛୁଆଙ୍କ ପାଇଁ ପୁରୁଣା ଟିଭି ସେଟ୍‌ ଖୋଳରେ ଘର ତିଆରି କରିଛନ୍ତି। ଅଭିଜିତ୍‌ ଦୋଓ୍ବାରାହ ନାମକ ଏହି...

ରାଜଧାନୀରେ ପ୍ରବଳ ଥଣ୍ଡା: ୨୮ ବର୍ଷରେ ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ,୨୭।୧୨: ରାଜଧାନୀ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଜାରି ରହିଛି। ଗତ ୨୮ ବର୍ଷ ମଧ୍ୟରେ ଡିସେମ୍ବରରେ ହୋଇଥିବା ଶୀତ ରେକର୍ଡ ଭାଙ୍ଗିଛି। ୧୯୯୨ ପରେ ଡିସେମ୍ବରରେ ଦିଲ୍ଲୀରେ ଏବେ ଦ୍ୱିତୀୟ ଥର ପାଇଁ ପ୍ରବଳ ଥଣ୍ଡା ଡିସେମ୍ବରରେ ଅନୁଭୁତ ହେଉଛି।...

ବେକାର ହୋଇ ବସିବୁ କାହିଁକି: ତଳି ରୋଇଲେ ଅନ୍ନଦାତା

ନୂଆଦିଲ୍ଲୀ,୨୭।୧୨: କୃଷି ଆଇନ ବିରୋଧରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଇତିମଧ୍ୟରେ ଦୀର୍ଘଦିନ ଧରି ଆନ୍ଦୋଳନ ପାଇଁ ଚାଷୀ ସଂଗଠନଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅନ୍ନଦାତାମାନେ ନିରଙ୍କାରି ସମାଗମ ପଡ଼ିଆ ଜମିରେ ପ୍ରତିବାଦ ସ୍ବରୂପ ତଳି ରୋଇବା ଆରମ୍ଭ କରିଛନ୍ତି।...

ବର୍ଷର ଶେଷ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ବିଦାୟୀ ବର୍ଷ ବହୁ କିଛି ଦେଖାଇଛି-ଶିଖାଇଛି

ନୂଆଦିଲ୍ଲୀ,୨୭।୧୨: ବିଦାୟ ନେବାକୁ ଯାଉଛି ୨୦୨୦ ବର୍ଷ। ବିଦାୟୀ ବର୍ଷ ବହୁ କିଛି ଦେଖାଇଛି ଏବଂ ଶିଖାଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ସମୟରେ ଦେଶବାସୀ ଏକଜୁଟ ହୋଇ ମହାମାରୀ ବିରୋଧରେ ଲଢ଼େଇ କରିଛନ୍ତି...

ଭାଜପା ନେତାଙ୍କ ଦାବି ନୀତୀଶ ଛାଡନ୍ତୁ ଗୃହ ବିଭାଗ

ପାଟନା,୨୭ ।୧୨: ଦୁଇଦିନ ତଳେ ଅରୁଣାଚଳ ପ୍ରଦେଶରେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ୬ ବିଧାୟକ ଦଳ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେବା ନୀତୀଶଙ୍କୁ ଏକ ପ୍ରକାର ଧକ୍କା ଦେଇଥିଲା ବୋଲି ଆଲୋଚନା ହୋଇଥିଲା । କାରଣ ଗୋଟିଏ...

ପ୍ରଥମ ପର୍ଯ୍ୟାୟରେ ୫୧ ଲକ୍ଷଙ୍କୁ ମାଗଣା କରୋନା ଟିକା

ନୂଆଦିଲ୍ଲୀ,୨୭।୧୨: କରୋନା ପ୍ରତିଷେଧକ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ୫୧ ଲକ୍ଷ ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବାର ଯୋଜନା ରହିଛି। ଏସମ୍ପର୍କରେ ଦିଲ୍ଲୀ କୋଭିଡ୍‌ ଟାକ୍ସ୍‌ ଫୋର୍ସ ସଦସ୍ୟ ମୌଲାନା...

ନିଜ ପରିବାରକୁ ବଞ୍ଚାନ୍ତୁ ଲୋକେ,ଦେଶକୁ ସମ୍ଭାଳିବାକୁ ଅଛନ୍ତି ମୋଦି : ସଞ୍ଜୟ ରାଉତ

ମୁମ୍ବାଇ,୨୭।୧୨: କେନ୍ଦ୍ର ସରକାରଙ୍କୁ ଶିବସେନା ପକ୍ଷରୁ ଲଗାତାର ଟାଗେର୍ଟ କରାଯାଉଛି। ଏହି ମର୍ମରେ ଶିବସେନା ମୁଖପତ୍ର ସାମନାରେ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି। ସଞ୍ଜୟ କହିଛନ୍ତି ଯେ, ବିଦାୟ ନେବାକୁ ଯାଉଥିବା ୨୦୨୦ ବର୍ଷ...

‘ମାଫିଆଙ୍କୁ ପୋତିଦେବି’

ଭୋପାଳ, ୨୭।୧୨ : ମଧ୍ୟପ୍ରଦେଶରେ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ମାଫିଆମାନଙ୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଡ଼ା ଚେତାବନୀ ଦେଇଛନ୍ତି। ଯଦି ସେମାନେ ରାଜ୍ୟ ଛାଡ଼ି ନ ଯାଆନ୍ତି, ତେବେ ୧୦ ଫୁଟ ଗଭୀରରେ ପୋତିଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।...

୫୩ ନାଗା ଉଗ୍ରପନ୍ଥୀଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ, ୨୭।୧୨ (ଆଇଏଏନ୍‌ଏସ୍‌): ନାଗାଲାଣ୍ଡର ନ୍ୟାଶନାଲ ସୋସିଆଲିଷ୍ଟ କାଉନ୍‌ସିଲ୍‌ (କେ-ୟୁଙ୍ଗ ଅଙ୍ଗ୍‌) ଉଗ୍ରପନ୍ଥୀ ସଂଗଠନର ଶୀର୍ଷ ନେତା ୫୨ ଜଣ କ୍ୟାଡରଙ୍କ ସହ ଆତ୍ମସମର୍ପଣ କରିଛନ୍ତି। ଫଳରେ ନାଗା ଶାନ୍ତି ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ଭାରତୀୟ ସେନା, ଆସାମ ରାଇଫଲ୍ସ...

ଚିନ୍ତା ବଢ଼ାଇଲା ନୂଆ ରୂପ

ନୂଆଦିଲ୍ଲୀ/ଥିରୁଭାନନ୍ତପୁରମ୍‌/ ଜୟପୁର, ୨୭।୧୨ : ବ୍ରିଟେନରେ କରୋନାର ନୂଆ ରୂପ ଦ୍ରୁତ ସଂକ୍ରମିତ ହେଉଥିବାରୁ ସାରା ବିଶ୍ୱ ପାଇଁ ଏହା ଚିନ୍ତାର କାରଣ ହୋଇଥିବାବେଳେ ଭାରତ ସମେତ ବିଭିନ୍ନ ଦେଶ ସେଠାକୁ ବିମାନ ଚଳାଚଳ ବନ୍ଦ କରିଛନ୍ତି। ତେବେ ଏହି...

ଶୀତରେ ଆଲକହଲ୍‌କୁ ନା’ : ଆଇଏମ୍‌ଡି

ନୂଆଦିଲ୍ଲୀ,୨୬।୧୨: ଉତ୍ତର ଭାରତରେ ପ୍ରବଳରୁ ଅତି ପ୍ରବଳ ଶୀତ ପଡ଼ିପାରେ। ଏଣୁ ଘରେ କିମ୍ବା ଇୟର ଏଣ୍ଡ୍‌ ପାର୍ଟିରେ ଆଲକହଲ୍‌ ନେବା ଉଚିତ ହେବ ନାହିଁ । ଏ ନେଇ ଚେତାବନୀ ଦେଇଛି ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି)। ଉତ୍ତର...

୩୧ରେ ଘୋଷଣା ହେବ ସିବିଏସ୍‌ଇ ବୋର୍ଡ ପରୀକ୍ଷାର ତାରିଖ

ନୂଆଦିଲ୍ଲୀ,୨୬।୧୨-ସିବିଏସଇ ପରୀକ୍ଷା ତାରିଖକୁ ନେଇ ଶନିବାର ଆସିଛି ଏକ ବଡ ଖବର। ଡିସେମ୍ବର ୩୧ ସନ୍ଧ୍ୟା ୬ଟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ୨୦୧୧ ସିବିଏସଇ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା କରିବେ। ଏ ନେଇ କେନ୍ଦ୍ର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri