ଜାତୀୟ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଅଗ୍ନିପରୀକ୍ଷା

ପୁଣେ,୧୧।୭: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଶାସକ ଦଳ ଭାଜପା ପାଇଁ କୌଣସି ଅଗ୍ନିପରୀକ୍ଷାଠାରୁ କମ ନୁହେଁ। ଆସନ୍ତା କିଛି ମାସ ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଲୋକ ସଭା ନିର୍ବାଚନରେ ପରାଜୟ ପରେ ଭାଜପା...

ଜମ୍ମୁ-କଶ୍ମୀରରେ ନ ହେଉ ନିର୍ବାଚନ। କାହିଁକି ଏମିତି କହିଲେ ଓମାର ଅବଦୁଲ୍ଲା

ଶ୍ରୀନଗର,୧୧।୭: ନ୍ୟାଶନାଲ କନଫରେନ୍ସ (ଏନସି) ଉପରାଷ୍ଟ୍ରପତି ଓମାର ଅବଦୁଲ୍ଲା ଗୁରୁବାର (ଜୁଲାଇ ୧୧) ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଆତଙ୍କବାଦୀ ଆକ୍ରମଣ ଏବଂ ନିଟ ପେପର ଲିକ ମାମଲା...

‘ନିଟ କ’ଣ ମୁଁ ତ IIT ପେପର ଲିକ କରିଦେବି…’ ବିବାଦୀୟ ବୟାନକୁ ନେଇ ଆରେଷ୍ଟ ହେବେ ୟୁପିର ୨ ବିଧାୟକ!

ଲକ୍ଷ୍ନୌ,୧୧।୭: ନିକଟରେ, ନିଟ୍‌ ପେପର ଲିକ ଏବଂ ଅନିୟମିତତାକୁ ନେଇ ସୁଭାସପାର ବିଧାୟକ ବେଦୀ ରାମଙ୍କ ଏକ ସିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ କହିଥିଲେ ଯେ କେବଳ ନିଟ୍‌ ନୁହେଁ, ମୁଁ ଆଇଆଇଟି (IIT)ପେପର ଲିକ କରଦେବି। ଭିଡିଓ...

କିଏ ସେ ପୂଜା ଖେଡକର?ମିଛ କହି ହୋଇଛନ୍ତି ଆଇଏଏସ୍‌ ଅଫିସର, ଅଡି କାର୍‌ରେ ନାଲି ବତୀ ଲଗାଇ ଚର୍ଚ୍ଚାରେ… 

ନୂଆଦିଲ୍ଲୀ,୧୧।୭: ମହାରାଷ୍ଟ୍ର କ୍ୟାଡର ଆଇଏଏସ୍‌ ଅଧିକାରୀ ପୂଜା ଖେଡକର ପୁଣି ଥରେ ବିବାଦରେ ଫସିଛନ୍ତି। ସେ ଜାଲ ପ୍ରମାଣପତ୍ର ଦେଇ ଆଇଏଏସ୍‌ ଚାକିରି ପାଇଥିବା ଅଭିଯୋଗ ହୋଇଛି। ୨୦୨୨ ବ୍ୟାଚ୍‌ର ଆଇଏଏସ୍‌ ଅଫିସରଜଣଙ୍କ ପ୍ରଶାସନିକ ପରୀକ୍ଷା ପାସ୍‌ କରିବା ଲାଗି...

ମିଳିବ ଖୁସି ଖବର: ବଜେଟ୍‌ ପୂର୍ବରୁ ଏହି କାମ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୀତି ଆୟୋଗ ଏବଂ ଅର୍ଥନୀତିଜ୍ଞଙ୍କ ବୈଠକ ଆରମ୍ଭ ହୋଇଛି। ଜୁଲାଇ ୨୩ରେ ମୋଦି ସରକାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୩.୦ ଉପସ୍ଥାପନ କରିବେ। ଏହି ବଜେଟ ସମ୍ବନ୍ଧରେ ଏହି ବୈଠକ...

ଘୁଞ୍ଚିଲା ନିଟ୍‌ ଶୁଣାଣି, ଏହି ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୧ା୭: ସୁପ୍ରିମକୋର୍ଟରେ ଗୁରୁବାର ହେବାକୁ ଥିବା ନିଟ୍‌ ଶୁଣାଣି ସ୍ଥଗିତ ରଖାଯାଇଛି। ଜୁଲାଇ ୮ରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ବେଞ୍ଚ ଦ୍ୱାରା ଏହି ଶୁଣାଣି ହୋଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଜି ହେବାର ଥିଲା ମାତ୍ର...

୬ ଘଣ୍ଟା ଡ୍ୟୁଟିରୁ ୩ ଘଣ୍ଟା ମୋବାଇଲେ ଗେମ୍‌ ଖେଳୁଥିଲେ ଶିକ୍ଷକ: ଡିଏମ୍‌ଙ୍କ ହାବୁଡେ ପଡିବାରୁ…

ଲକ୍ଷ୍ନୌ,୧୧।୭: ଉତ୍ତର ପ୍ରଦେଶର ସମ୍ଭଲ ଜିଲାର ସରିଫପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷ୍ଟ ହୋଇଥିବା ଶିକ୍ଷକ ପ୍ରେମ ଗୋୟଲ ତାଙ୍କର ୬ ଘଣ୍ଟିଆ ଡ୍ୟୁଟି ସମୟରେ ମୋବାଇଲକୁ ତିନି ଘଣ୍ଟା ବ୍ୟବହାର କରୁଥିଲେ। ଏହି ସମୟରେ ସେ କ୍ୟାଣ୍ଡିକ୍ରସ...

ଶେଷରେ ନରମିଲା ଚାଇନା: ଭାରତ ସହ ମିଳାଇଲା ହାତ

ନୂଆଦିଲ୍ଲୀ/ବେଜିଂ,୧୧।୭: ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ତିକ୍ତତା ମଧ୍ୟରେ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଚାଇନା ବୈଦେଶିକ...

ଏହି କମ୍ପାନୀରେ କାମ କରୁଛନ୍ତି ଅମ୍ବାନୀଙ୍କ ବୋହୂ ରାଧିକା, କମାଉଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୧୧।୭: ଏସିଆର ୧୧ତମ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବାହାଘର ହେବାକୁ ଯାଉଛି। ଅନନ୍ତ ଅମ୍ବାନୀ, ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଶୁକ୍ରବାର ହେବାକୁ ଯାଉଥିବା ବିବାହ ସମାରୋହ ପାଇଁ ବହୁ...

ଆମେରିକାର ବଡ଼ ବୟାନ: ଭାରତ ହିଁ ବନ୍ଦ କରିପାରିବ ରୁଷିଆ-ୟୁକ୍ରେନ ଯୁଦ୍ଧ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧ା୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ରୁଷିଆ ଯାଇଥିଲେ। ସେତେବେଳେ ଆମେରିକା ଉଦ୍‌ବେଗ ପ୍ରକାଶ କରିଥିଲା। ମାତ୍ର ଏବେ ଆମେରିକା ଭାରତର ଶକ୍ତିକୁ ମାନିଛି। ଆମେରିକା କହିଛି, ୟୁକ୍ରେନ ଏବଂ ରୁଷିଆ...

ଉପରେ ମିଠା କଥା କହି, ଭାରତ ବିରୋଧରେ ବିଷ ବୁଣୁଛି ଚାଇନା

ନୂଆଦିଲ୍ଲୀ,୧୧।୭: ଚାଇନା ନିଜ ପ୍ରତୃତିରୁ ଆଦୌ ସୁଧୁରିବ ନାହିଁ। ପ୍ରଥମେ ମଧୁର କଥା କହୁଛି, କିନ୍ତୁ ହୃଦୟରେ ବିଷ ଛଡା ଆଉ କିଛି ନାହିଁ। ସୀମା ବିବାଦର ସମାଧାନ ପାଇଁ ସେ ଭାରତ ସହ ହାତ ମିଳାଇବା ବିଷୟରେ କହୁଉି,...

ଏହି ଷ୍ଟାର ଖେଳାଳିଙ୍କ ସହ ଟେନିସ୍‌ ଖେଳିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୧।୭: କ୍ରୀଡା ଏବଂ ଖେଳ ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଦୁର୍ବଳତା ଏବେ ସାମ୍ନାକୁ ଆସିଛି। ସେ ରାଷ୍ଟ୍ରପତି ଭବନର ବ୍ୟାଡମିଣ୍ଟନ କୋର୍ଟରେ ବହୁ ଚର୍ଚ୍ଚିତ ଖେଳାଳି ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିବାର ଦେଖାଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri