ଜାତୀୟ

କୁକୁରଙ୍କ ପାଇଁ ହେବ ଶ୍ମଶାନ: ପୂଜକ କରିବେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୨୦।୧୨: ଦକ୍ଷିଣ ଦିଲ୍ଲୀ ନଗର ନିଗମ (ଏସ୍‌ଡିଏମ୍‌ସି) କୁକୁରଙ୍କ ପାଇଁ ଏକ ସର୍ବସାଧାରଣ ଶ୍ମଶାନ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଶ୍ମଶାନରେ କୁକୁରଙ୍କ ଅନ୍ତିମ ସଂସ୍କାର ପରେ ୧୫ ଦିନ ପର୍ଯ୍ୟନ୍ତ ଅସ୍ଥି ରଖିବା ପାଇଁ ବ୍ୟବସ୍ଥା ହେବ।...

ରାସ୍ତାରେ ଆତଙ୍କ ଖେଳାଉଥିବା ୨ ଲେଡି ଡନ୍‌ ଗିରଫ

ଭୋପାଳ,୨୦।୧୨-ମଧ୍ୟପ୍ରଦେଶ ସ୍ଥିତ ଇନ୍ଦୋରର ମୁଖ୍ୟ ରାସ୍ତାରେ ଆତଙ୍କ ଖେଳାଉ ଥିବା ଦୁଇ ଲେଡି ଡନଙ୍କୁ ରବିବାର ପୋଲିସ ଗିରଫ କରିଛି। ଗିରଫ ୨ ଯୁବତୀ ବିଚ୍‌ ରାସ୍ତାରେ ପଥଚାରୀମାନଙ୍କୁ ଛୁରୀ ଦେଖାଇ ଭୟଭୀତ କରାଉଥିବା ପୋଲିସ କହିଛି। ନିକଟରେ ଉକ୍ତ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆସନ୍ତା ୬ ମାସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ମୁମ୍ବାଇ,୨୦।୧୨-ସାରା ଦେଶରେ କରୋନା ତାର କାୟା ବିସ୍ତାର କରିଚାଲିଥିବାବେଳେ ଏଥିରେ ସବୁଠୁ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହୋଇଯାଇଥିବାରୁ ମହାମାରୀ କରୋନା ବୃଦ୍ଧି ପାଇବା ଆଶଙ୍କା କରି ଆଗାମୀ ୬ ମାସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ...

ହସ୍ପିଟାଲରେ ଭର୍ତ୍ତି ହେଲେ ସୁଶାନ୍ତ ସିଂ ରାଜପୁତଙ୍କ ପିତା

ପାଟନା,୨୦।୧୨-ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେକେ ସିଂହ ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହରିୟାଣା ଫରିଦାବାଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେକେ ସିଂହଙ୍କ ହସ୍ପିଟାଲରେ ଭର୍ତ୍ତି ଥିବା ଏକ...

ପୋଷ୍ଟର ବିବାଦ: ଅମିତ ଶାହାଙ୍କ ଫଟୋ ଉପରେ, ରବୀନ୍ଦ୍ରନାଥ ଟାଗୋରଙ୍କ ଫଟୋ ତଳେ

କୋଲକତା,୨୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ଅମିତ ଶାହାଙ୍କ ଶାନ୍ତି ନିକେତନ ଗସ୍ତ ମଧ୍ୟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ପରିସରରେ ପୋଷ୍ଟର ପ୍ରସଙ୍ଗ ଉଠାଇଛି। ଟିଏମସି କହିଛି ଯେ, ବିଶ୍ୱବିଦ୍ୟାଳୟ ପରିସରରେ ଭାଜପା ଲଗାଇଥିବା ପୋଷ୍ଟର ମଧ୍ୟରେ ଅମିତ ଶାହାଙ୍କ...

ଜୀବନରେ କେବେ ଦେଖି ନ ଥିଲି ଏମିତି ରୋଡ ଶୋ’: ଶାହା

କୋଲକାତା,୨୦ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୨ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ରବିବାର ବୋଲପୁରରେ ଆୟୋଜିତ ଏକ ମେଗା ରୋଡ ଶୋ’ରେ ଯୋଗ ଦେଇଛନ୍ତି । ଏହି ରୋଡ ଶୋ’ରେ ଭାଗ ନେଇ ସେ କହିଛନ୍ତି ଜୀବନରେ ଏମିତି ରୋଡ ଶୋ’...

ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଲୋକେ କୃଷକ ନୁହନ୍ତି,ଦଲାଲ

ପାଟନା,୨୦।୧୨: ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକଙ୍କ ବିରୋଧ ୨୫ ଦିନରେ ପହଞ୍ଚିଛି। ବିରୋଧୀ କୃଷକମାନେ କୃଷି ଆଇନକୁ ରଦ୍ଦ କରିବାକୁ ଜିଦ ଧରିଛନ୍ତି। ଏହି ସମୟରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ବିହାର କୃଷି ମନ୍ତ୍ରୀ...

ମହାରାଷ୍ଟ୍ରରେ ଲାଗୁ ହେବନି ନାଇଟ୍ କର୍ଫ୍ୟୁ କି ଲକ୍‌ଡାଉନ

ମୁ୍‌ମ୍ବାଇ,୨୦ ।୧୨: ସାରା ଦେଶରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ସାରିଥିବା ବେଳେ ଏଥିରେ ସବୁଠାରୁ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଆଜିବି ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଲୋକେ ଏକ ପ୍ରକାର ଭୟଭୀତ...

ବୋଲପୁରରେ ଶାହାଙ୍କ ମେଗା ରୋଡ ଶୋ’

କୋଲକାତା,୨୦ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତର ରବିବାର ହେଉଛି ଦ୍ୱିତୀୟ ଦିନ । ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରସ୍ତୁତି ଦେଖିବା ପାଇଁ ଶାହା ସେଠାକୁ ଯାଇଥିବା କୁହାଯାଏ ।...

ବିଗିଡିଲା ଭାଜପା ଏମ୍‌ପିଙ୍କ ସ୍ବାସ୍ଥ୍ୟାବସ୍ଥା

ଭୋପାଳ,୨୦।୧୨: ଭାରତୀୟ ଜନତା ପାର୍ଟି ଏମ୍‌ପି ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଗତ କିଛି ମାସ ହେବ ରେଟିନାର ପଛ ଭାଗରେ ସଂକ୍ରମଣ ପାଇଁ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀ...

୮ ମାସରେ ୮୦୦ ଜୀବନ ବଞ୍ଚାଇଲେଣି ଏହି ବ୍ୟକ୍ତି, ମାଗଣାରେ ଯୋଗାଉଛନ୍ତି…

ପାଟଣା,୨୦ା୧୨: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଗୌରବ ରାୟ ନାମକ ଜଣେ ବ୍ୟକ୍ତି ଆଗେଇ ଆସିଛନ୍ତି। ଗୌରବ ଏମିତି କିଛି କାମ କରିଛନ୍ତି ଯାହା ଅନ୍ୟମାନଙ୍କ...

କୃଷକ ଆନ୍ଦୋଳନ: ଧାରଣା ସ୍ଥଳରେ ପହଞ୍ଚିଲା ୨ଶହ ଟଏଲେଟ, ଗିଜର

ନୂଆଦିଲ୍ଲୀ,୨୦ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦୀର୍ଘ ପ୍ରାୟ ୨୪ ଦିନ ହେବ ରାଜଧାନୀ ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଶୀତକାକରରେ ଏମାନେ ପଡି ରହିଥିବା ବେଳେ ବିଭିନ୍ନ ଲୋକ ଏମାନଙ୍କୁ ସହାୟତା ଯୋଗାଇ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri