ଜାତୀୟ

ଅଢ଼େଇ ବର୍ଷ ବୟସରେ ୭ଜଣଙ୍କ ଜୀବନ ବଞ୍ଚାଇଲା ଏହି ଶିଶୁ: ଖେଳିବା ବେଳେ ଛାତରୁ ଗଳି ପଡ଼ି ଯାଇଥିଲା ଜୀବନ

ସୁରଟ,୧୮।୧୨: ଅଙ୍ଗଦାନ କରି ୭ଜଣଙ୍କୁ ନୂଆ ଜୀବନ ଦେଲା ଅଢ଼େଇ ବର୍ଷର ଶିଶୁ। ଗୁଜରାଟର ସୁରଟ ସହରରେ ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଶିଶୁ ହେଲେ ଯଶ ଓଝା। ଡାକ୍ତରମାନେ ଯଶଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିବା...

ମୁଣ୍ଡ ନୁଆଇଁ, ହାତଯୋଡି କୃଷକଙ୍କ ସହ କଥା ହେବାକୁ ପ୍ରସ୍ତୁତ ସରକାର: ମୋଦି

ନୂଆଦିଲ୍ଲୀ,୧୮ ।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଲଗାତାର ୨୩ ଦିନ ହେବ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଶୁକ୍ରବାର ମଧ୍ୟପ୍ରଦେଶର କୃଷକମାନଙ୍କ ସହ କଥା ହୋଇଛନ୍ତି...

ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ଶତ୍ରୁଙ୍କୁ ଦିଆଯିବ କଡା ଯବାବ: ସିଡିଏସ୍‌

ନୂଆଦିଲ୍ଲୀ,୧୮ ।୧୨: ଚାଇନା ଓ ପାକିସ୍ତାନ ସହ ସୀମାରେ ଚାଲିଥିବା ବିବାଦ ମଧ୍ୟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନରାଲ ବିପିନ ରାୱତ କହିଛନ୍ତି, ଭବିଷ୍ୟତରେ ହେବାକୁ ଥିବା ଯୁଦ୍ଧରେ ଦେଶ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଲଢିବ ଓ ଶତ୍ରୁକୁ...

ବଢିଲା କଙ୍ଗନାଙ୍କ ଅଡୁଆ: କୋର୍ଟରେ ମାମଲା

ପାଟନା,୧୮ ।୧୨: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଆଜିକାଲି ନିଜ ଫିଲ୍ମ ଅପେକ୍ଷା ରାଜନୈତିକ ବୟାନ ବାଜିକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ଏମିତି କେତେଥର ଦେଖାଗଲାଣି ସେ ନିଜ ବୟାନକୁ ନେଇ ଆସିଯାଉଛନ୍ତି ବିବାଦ ଘେରକୁ । ନିକଟରେ...

ଦେଶୀ ଗାଈ ପାଳିଲେ ମିଳିବ ବଡ ଲାଭ: ଏମ୍‌ବିଏ,ବିଟେକ୍‌ ଛାତ୍ରୀଛାତ୍ର ଶିଖିବେ କୌଶଳ

ଦେଶୀଗାଈ ପାଳିଲେ ଗୋଟିଏ ନୁହେଁ, ଅନେକ ଲାଭ ଅଛି। ଦେଶୀ ଗାଈ ବ୍ୟବସାୟ କରି ଆପଣ ଏକ ବଡ଼ ଲାଭ ମଧ୍ୟ କରିପାରିବେ। କେବଳ ଏତିକି ନୁହେଁ, ଏହି ବ୍ୟବସାୟ କରିବା ଦ୍ୱାରା ପରିବେଶ ଏବଂ ସମାଜ ଉପରେ ମଧ୍ୟ...

ବିଧାନସଭାରେ ଭାଜପାର କଥିତ ଘୋଟାଲା ବ୍ୟାନର ଦେଖାଇଲା ଏଏପି

ନୂଆଦିଲ୍ଲୀ,୧୮ ।୧୨: ଆମ ଆଦମୀ ପାର୍ଟି(ଏଏପି) ବିଧାନସଭାର ବିଶେଷ ଅଧିବେଶନକୁ ଶୁକ୍ରବାର ପର୍ଯ୍ୟନ୍ତ ବଢାଇ ଦେଇଛି । ଦ୍ୱିତୀୟ ଦିନ ବି ଏହାର ଆରମ୍ଭ ପାଟିତୁଣ୍ଡରୁ ଆରମ୍ଭ ହୋଇଛି । ଦ୍ୱିତୀୟ ଦିନର କାର୍ଯ୍ୟ ଆରମ୍ଭ ହେବା ପରେ ପରେ...

ମୋଦିଙ୍କ ସଂସଦୀୟ କାର୍ଯ୍ୟାଳୟକୁ ଓଏଲ୍‌ଏକ୍ସରେ ବିକ୍ରି ପାଇଁ ଦେଲେ ଯୁବକ

ବାରାଣସୀ,୧୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ କିଛି ଯୁବକ ମୋଦିଙ୍କ ସଂସଦୀୟ କାର୍ଯ୍ୟାଳୟକୁ ଓଏଲଏକ୍ସରେ ବିକ୍ରି ପାଇଁ ଦେଇଛନ୍ତି। ପିଏମ ମୋଦୀଙ୍କ ସଂସଦୀୟ କାର୍ଯ୍ୟାଳୟର ଏକ ଫଟୋ ନିଆଯାଇ...

କୃଷକ ମୃତ୍ୟୁକୁ ନେଇ ପୁଣି କେନ୍ଦ୍ର ସରକାରଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୧୮ ।୧୨: କଗ୍ରେସ ନେତା ରାହୁଲ ଗାନ୍ଧୀ କୃଷକ ଆନ୍ଦୋଳନକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଗଣମାଧ୍ୟମର ଏକ ରିପୋର୍ଟର ଦାବି ଅନୁଯାୟୀ ସେ କହିଛନ୍ତି କୃଷକ ଆନ୍ଦୋଳନରେ ଏବେ ପର୍ଯ୍ୟନ୍ତ ୨୨ କୃଷକଙ୍କ ମୃତ୍ୟୁ ହେଲାଣି...

ପୁଣି ମମତାଙ୍କୁ ଝଟ୍‌କା: ଦଳ ଛାଡିଲେ ଆଉ ଜଣେ ବିଧାୟକ

କୋଲକତା,୧୮।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ(ଟିଏମ୍‌ସି)କୁ ଝଟ୍‌କା ପରେ ଝଟ୍‌କା ଲାଗିଚାଲିଛି। ଜଣେ ପରେ ଜଣେ ବିଧାୟକ ଦଳରୁ ଇସ୍ତଫଶ ଦେଉଛନ୍ତି। ଶୁକ୍ରବାର ଦଳର ଅନ୍ୟ ଜଣେ ବିଧାୟକ ଶୀଳଭଦ୍ର ଦତ୍ତ ଦଳରୁ ଇସ୍ତଫା ଦେଇଛନ୍ତି। ୨୪...

ଗୋଟିଏ ଦିନ ଉପବାସ ରହିବ ଡିଏମ୍‌କେ

ଚେନ୍ନାଇ,୧୮ ।୧୨: ତାମିଲନାଡୁର ରାଜନୈତିକ ପାର୍ଟି ଡିଏମ୍‌କେ ଗୋଟିଏ ଦିନ ଉପବାସ ରହି କୃଷକଙ୍କୁ ସହଯୋଗ କରିବ ବୋଲି କହିଛି । କେବଳ ଡିଏମ୍‌କେ ନୁହେଁ ବରଂ ଏହାର ସହଯୋଗୀମାନେ ବି ଉପବାସ ରହିବେ ବୋଲି ଜଣାପଡିଛି । କେନ୍ଦ୍ର...

ମମତା ଡାକିଲେ ଜରୁରୀ ବୈଠକ

କୋଲକାତା,୧୮ ।୧୨: ପଶ୍ଚିମବଙ୍ଗରେ କିଛିଦିନ ତଳେ ଭାରତୀୟ ଜନତା ପାର୍ଟି(ଭାଜପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରାଲି ଉପରେ ଆକ୍ରମଣ ହୋଇଥିଲା । ଏବେ ଏହାକୁ ନେଇ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ତୁତୁମେମେ ବଢିବାରେ ଲାଗିଛି...

ଭାଜପା ପାଇଁ ବଢିଲା ଅଡୁଆ

ଚଣ୍ଡିଗଡ,୧୮।୧୨: ପଞ୍ଜାବ ଏବଂ ହରିୟାଣା ସମେତ ଅନେକ ରାଜ୍ୟର କୃଷକମାନେ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର କୃଷକମାନଙ୍କୁ ବିଶ୍ୱାସ ଦେବାକୁ ଚେଷ୍ଟା କରୁଛନ୍ତି ଯେ ଏହି କୃଷି ଆଇନ କୃଷକଙ୍କ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri