ଜାତୀୟ

ବର କନ୍ୟା ମୁଣ୍ଡରେ ସିନ୍ଦୁର ଦେଲାପରେ ଭାଙ୍ଗି ଗଲା ବାହାଘର: କନ୍ୟାଙ୍କ ସାନଭଉଣୀକୁ ଉଠାଇ ନେଲେ ବର

ବାଲ୍ୟ ବିବାହକୁ ପୋଲିସ ଦ୍ୱାରା ରୋକା ଯିବାରୁ ବର ରାଗି କରି କନ୍ୟାଙ୍କ ଭଉଣୀଙ୍କୁ ଉଠାଇ ନେଇଥିଲେ। ପରେ ପୋଲିସ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ବରଙ୍କ ସମ୍ପର୍କୀୟ ମହିଳାଙ୍କୁ ଗିରଫ କରାଯାଇଛି। ହେଲେ...

କୃଷକ ଆନ୍ଦୋଳନ: ସିଙ୍ଘୁ ସୀମାରେ ମୁତୟନ ଦୁଇ ଆଇପିଏସ୍‌ ଅଫିସର କରୋନା ପଜେଟିଭ

ନୂଆଦିଲ୍ଲୀ,୧୧।୧୨: ହରିୟାଣା-ଦିଲ୍ଲୀର ସିଙ୍ଘୁ ସୀମାରେ ଦୀର୍ଘ ୧୬ ଦିନ ହେଲା ଚାଲିଥିବା କୃଷକ ଆନ୍ଦୋଳନଠାରେ ମୁତୟନ ହୋଇଥିବା ଦୁଇ ଆଇପିଏସ୍‌ ଅଫିସର କରୋନାରେ ଆକ୍ରାନ୍ତ। ଦିଲ୍ଲୀ ପୋଲିସ ଅନୁଯାୟୀ, ଉଭୟ ଅଫିସର ଏବେ ହୋମ ଆଇସୋଲେଶନରେ ଅଛନ୍ତି। ଆଉଟର ନର୍ଥ...

ସାଧାରଣତନ୍ତ୍ର ଦିବସର ଶୋଭା ବଢ଼ାଇବ ରାମ ମନ୍ଦିର ମେଢ଼

ନୂଆଦିଲ୍ଲୀ,୧୧।୧୨: ପ୍ରତ୍ୟେକ ବର୍ଷ ଜାନୁୟାରୀ ୨୬ ତାରିଖ ତଥା ସାଧାରଣତନ୍ତ୍ର ଦିବସ ପୂରା ଦେଶରେ ବେଶ ଧୂମଧାମରେ ପାଳନ କରାଯାଏ। ଏଥି ନେଇ ମାସେ ଆଗରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି। କିନ୍ତୁ ଆସନ୍ତା ବର୍ଷର ସାଧାରଣତନ୍ତ୍ର ଦିବସ ଦେଶବାସୀଙ୍କ ପାଇଁ...

କୃଷକଙ୍କ ଆନ୍ଦୋଳନ : ପଞ୍ଜାବରେ ପାଣ୍ଠି ସଂଗ୍ରହର ମାଧ୍ୟମ ପାଲଟିଛି ବିବାହ

ଚଣ୍ଡିଗଡ଼,୧୧।୧୨: ରାଜଧାନୀ ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଶୁକ୍ରବାର ୧୬ ଦିନରେ ପ୍ରବେଶ କରିଛି। ଏହି ଆନ୍ଦୋଳନକୁ ମିଳୁଛି ଦେଶର ବିଭିନ୍ନ ମହଲରୁ ସମର୍ଥନ। ଏବେ ଏହି ବିକ୍ଷୋଭକାରୀ କୃଷକଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବାର ଜରିଆ ପାଲଟିଛି...

କୃଷି ଆଇନକୁ ନେଇ ପୁଣିଥରେ ଚିନ୍ତା କରନ୍ତୁ ସରକାର: ପାୱାର

ନୂଆଦିଲ୍ଲୀ,୧୧ ।୧୨: କୃଷି ଆଇନକୁ ବିରୋଧ କରି ଏପର୍ଯ୍ୟନ୍ତ ବିଭିନ୍ନ କୃଷକ ସଙ୍ଗଠନ ଆନ୍ଦୋଳନରେ ବସିଛନ୍ତି । ଦୀର୍ଘ ୧୫ ଦିନ ହେବ ଏମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସରକାର ବି ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି କହିଲେ ଚଳେ...

ଆଜି ଶେଷ ବିବାହ ଲଗ୍ନ: ରାଜଧାନୀରେ ୧୦୦୦ ବିବାହ; ସବୁ ହୋଟେଲ ବୁକ୍‌

ଗୁରୁଗାଓଁ,୧୧।୧୨: ଶୁକ୍ରବାର ୨୦୨୦ର ଶେଷ ଶୁଭ ଲଗ୍ନ ଦିନ। ଏଥିଯୋଗୁ ଗୁରୁଗାଓଁ ସମେତ ଦିଲ୍ଲୀ-ଏନ୍‌ସିଆର୍‌ରେ ହଜାର ହଜାର ବିବାହ ହେଉଛି। କେବଳ ସାଇବର ସିଟିରେ ୪୦୦ରୁ ୫୦୦ ବିବାହ ହେଉଥିବା ଜଣାପଡ଼ିଛି। ଫଳରେ ରାଜଧାନୀର ଗଳି କନ୍ଦିରେ ନାହିଁ ନ...

କୃଷକଙ୍କ କଷ୍ଟ ଦେଖି ତରଳିଲା ଧର୍ମେନ୍ଦ୍ରଙ୍କ ହୃଦୟ

ମୁମ୍ବାଇ,୧୧ ।୧୨: କେନ୍ଦ୍ରର ନୂଆ କୃଷି ନିୟମକୁ ନେଇ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ହେଲା ଆନ୍ଦୋଳନରେ ବସିଛନ୍ତି କୃଷକ । ସରକାରଙ୍କ ସହ କଥା ହୋଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳି ପାରି ନାହିଁ । ଦୀର୍ଘ...

ଗୋଟିଏ ମଣ୍ଡପରେ ବିବାହ କଲେ ମା’-ଝିଅ

ଗୋରଖପୁର,୧୧ ।୧୨: ଉତ୍ତର ପ୍ରଦେଶର ଗୋରଖପୁର ଜିଲାରେ ଏକ ବିଚିତ୍ର ବିହାହ ଦେଖିବାକୁ ମିଳିଛି । ଏଠାରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅଧିନରେ ଗୋଟିଏ ମଣ୍ଡପରେ ମା’ ଓ ଝିଅ ବିବାହ କରିଥିବା ଦେଖାଯାଇଛି । ଏମାନେ ଗୋଟିଏ...

ନିଆଁ ସହ ନ ଖେଳନ୍ତୁ ମମତା

କୋଲକତା,୧୧।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଭାଜପା ଏବଂ ତୃଣମୂଳ କଂଗ୍ରେସ ଦଳର କର୍ମୀଙ୍କ ମଧ୍ୟରେ କଥା କଟାକଟି ହେବା ସହ ମାରପିଟ୍‌ ଖବର ମଧ୍ୟ ସାମ୍ନାକୁ ଆସୁଛି। ଶୁକ୍ରବାର ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା...

ବୋହୂଙ୍କ ଇଚ୍ଛା ପୂରଣ ପାଇଁ ଶ୍ୱଶୁର ନେଲେ ଏଭଳି ନିଷ୍ପତ୍ତି

ବିବାହରେ କନ୍ୟା ବିଦାୟ ଏକ ଭାବପ୍ରବଣ ମୂହୁର୍ତ୍ତ। ରାଜସ୍ଥାନର ଭରତପୁରରେ ଜଣେ କନ୍ୟାଙ୍କ ବିଦାୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛତ୍ରପୁରର ଗାଁର ଝିଅ ହେଲିକପ୍ଟରରେ ଶାଶୁଘରକୁ ବିଦା ହୋଇଛନ୍ତି। ହେଲିକପ୍ଟରରେ ଶାଶୁଘର ଯିବା କନ୍ୟାଙ୍କ ଇଚ୍ଛା ଥିଲା। ପରେ...

ନଡ୍ଡାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ବଢୁଛି ରାଜନୀତି: ପଶ୍ଚିମବଙ୍ଗ ଯିବେ ଶାହା

କୋଲକାତା, ୧୧ ।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ହୋଇଛି ସରଗରମ । ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରାଲି ଉପରେ ପଶ୍ଚିମବଙ୍ଗରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଏବେ ପୁଣିଥରେ ରାଜନୀତି ହେଲାଣି...

ବଢିପାରେ ଲାଲୁଙ୍କ ଅଡୁଆ

ରାଞ୍ଚି,୧୧ ।୧୨: ଚାରା ଘୋଟାଲା ଓ ଅନ୍ୟ କିଛି ମାମଲାରେ ଜେଲ୍ ଯାଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର ଝାଡ଼ଖଣ୍ଡ ହାଇକୋର୍ଟରେ କରାଯିବ ।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri