ଜାତୀୟ

ଲାହୋଲରେ ୧୭୫ କିଲୋମିଟର ମଧ୍ୟରେ ନାହିଁ ସେଲୁନ!

ଉଦୟପୁର,୨୬ ।୧: ହିମାଚଳପ୍ରଦେଶର ଲାହୋଲରେ ଛୋଟ ପିଲା, ଯୁବକ, ବୃଦ୍ଧ ହେୟାର ଷ୍ଟାଇଲ କରିବାକୁ ଟ୍ରିମର ଉପରେ ନିର୍ଭର କରିଥାଆନ୍ତି । ସେଥିପାଇଁ ସେଠାରେ ମିଳିଥିବା ବିଭିନ୍ନ କମ୍ପାନୀର ଟ୍ରିମରକୁ ଏମାନେ ୫ଶହ ଟଙ୍କାରୁ ନେଇ ୫ ହଜାର ଟଙ୍କା...

ଟିକ୍‌ଟକ୍‌ ସହିତ ୫୯ ଆପ୍‌ ଉପରେ ସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ, ୨୬।୧: ପୂର୍ବରୁ ଜୁନ୍‌ ୨୦୨୦ରେ ଭାରତରେ ଟିକ୍‌ଟକ୍‌, ଓ୍ବି ଚାଟ୍‌, ୟୁସି ବ୍ରାଉଜର ସମେତ ୫୯ ଆପ୍‌ ଉପରେ କଟକଣା ଜାରି କରାଯାଇଥିଲା। ତେବେ ଏବେ ଭାରତୀୟ ଇଲୋକ୍ଟ୍ରୋନିକ୍ସ୍‌ ଏବଂ ସୂଚନା ପ୍ରଯୁକ୍ତି ଜ୍ଞାନକୌଶଳ ମନ୍ତ୍ରଣାଳୟ ପକ୍ଷରୁ ଏସ...

ଆରମ୍ଭ ହେଲା ଟ୍ରାକ୍ଟର ରାଲି: କୃଷକ ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୨୬ ।୧: ଗୋଟିଏ ପଟେ ଦେଶ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ରାଜଧାନୀ ରାଜପଥରେ ସମାରୋହକୁ ଉପଭୋଗ କରୁଛନ୍ତି ଦେଶବାସୀ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟର କୃଷକ...

ମାଇନସ୍‌ ୨୫ ଡିଗ୍ରୀ ତାପମାତ୍ରାରେ ଗଣତନ୍ତ୍ର ଦିବସ ପାଳିତ

ଲେହ,୨୬।୧: ଲଦାଖର ମାଇନସ୍‌ ୨୫ ଡିଗ୍ରୀ ସେଲସିୟସ୍‌ରେ ଭାରତ-ତିବ୍ବତ ସୀମା ପୋଲିସ ଯବାନମାନେ ୭୨ତମ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି। ସମୁଦ୍ର ପତ୍ତନଠାରୁ ୧୭ ହଜାର ଫୁଟ ଉଚ୍ଚରେ ଯବାନମାନେ ଉତ୍ସାହର ସହିତ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାର...

ସାଧାରଣତନ୍ତ୍ର ଦିବସରେ ମୋଦି ପିନ୍ଧିଲେ କମଳା ରଙ୍ଗର ପଗଡ଼ି: କ’ଣ ଏହାର କାରଣ

ନୂଆଦିଲ୍ଲୀ,୨୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ର ଦିବସ ଓ ସ୍ୱାଧିନତା ଦିବସରେ ପଗଡି ବାନ୍ଧିବାର ପରମ୍ପରାକୁ ବଜାୟ ରଖିଛନ୍ତି । ଚଳିତବର୍ଷ ଗଣତନ୍ତ୍ର ଦିବସ ଅବସରରେ ସେ କମଳା ରଙ୍ଗର ପଗଡି ପିନ୍ଧିଥିବା ଦେଖାଯାଇଛି । ୭୨ ତମ...

ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬ ।୧: ସାରା ଦେଶ ଉତ୍ସାହ ଓ ଉଦ୍ଦିପନା ସହ ପାଳନ କରୁଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜପଥରେ ପହଞ୍ଚି ପତାକା ଉତ୍ତୋଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଶକ୍ତି ପ୍ରଦର୍ଶନ କଲେ ତିନି ସେନା: ପରେଡରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ସାମିଲ

ନୂଅ।ଦିଲ୍ଳୀ,୨୬୧: ମଙ୍ଗଳବାର ୭୨ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ଦିଲ୍ଲୀର ରାଜପଥରେ ତିନି ସେନା ପରେଡ଼ କରିଛନ୍ତି। ଏହି ଅବସରରେ ବିଭିନ୍ନ ସାମରିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି । ପରେଡ଼ରେ ବ୍ରହ୍ମୋସ୍ ଏବଂ ତେଜସ୍ କ୍ଷେପଣାସ୍ତ୍ରକୁ ସାମିଲ କରାଯାଇଛି...

ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ସାମିଲ ହେଲେ ନାହିଁ କେହି ବିଦେଶୀ ଅତିଥି

ନୂଆଦିଲ୍ଲୀ,୨୬ ।୧: ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସଠାରୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଭିନ୍ନ ହୋଇଛି । କାରଣ ଏବର୍ଷ କେହି ବିଦଶୀ ଅତିଥି ସାଧାରଣତନ୍ତ୍ର ଦିବସରେ ଯୋଗ ଦେଇ ନାହାନ୍ତି । ସାରା ବିଶ୍ୱରେ ବ୍ୟାପିଥିବା ମହାମାରୀ କାରଣରୁ ଏପରି ହୋଇଛି...

ବଜେଟ ଦିନ ଚାଷୀଙ୍କ ସଂସଦ ଭବନ ପଦଯାତ୍ରା

ନୂଅ।ଦିଲ୍ଲୀ, ୨୬।୧ (ପି.ଟି.): ସାଧାରଣତନ୍ତ୍ର ଦିବସରେ ଅ।ନ୍ଦୋଳନରତ ହଜାର ହଜାର ଚାଷୀ ଦିଲ୍ଲୀରେ ଟ୍ରାର ରାଲି କରିବାକୁ ଯାଉଥତ୍ବାବେଳେ ଫେବୃୟାରୀ ୧ ବଜେଟ ଉପସ୍ଥାପନ ଦିନ ସେମାନେ ପାର୍ଲାମେଣ୍ଟ ଭବନ ଅଭିମୁଖେ ପଦଯାତ୍ରାରେ ବାହାରିବେ ବୋଲି ସୋମବାର ଘୋଷଣା କରିଛନ୍ତି।...

ଇ-ଭୋଟର ପରିଚୟପତ୍ର ଜାରି

ନୂଅ।ଦିଲ୍ଲୀ, ୨୬ା୧ (ପି.ଟି.): ଭାରତର ନିର୍ବାଚନ କମିଶନ ସୋମବାର ଭୋଟର ଫଟୋ ପରିଚୟପତ୍ରର ଇଲେ୍ରୋନିକ୍ ଭର୍ସନ (ଇ-ଭୋଟର କାର୍ଡ) ଜାରି କରିଛନ୍ତି। ଏହି ଡିଜିଟାଲ ପରିଚୟପତ୍ରକୁ ଭୋଟର ନିଜ ମୋବାଇଲ ଫୋନ୍ରେ ଷ୍ଟୋର କରିବା ସହ ବ୍ୟକ୍ତିଗତ କମ୍ପୁ୍ୟଟରରେ ଡାଉନ୍ଲେଡ୍...

ସୈନ୍ୟ ପ୍ରତ୍ୟାହାର ଲାଗି ସହମତି

ନୂଆଦିଲ୍ଲୀ, ୨୬ା୧ (ପି.ଟି.): ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଅନ୍ତର୍ଗତ ଅଞ୍ଚଳରେ ଦୀର୍ଘ ୯ ମାସ ହେଲା ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଥତ୍ବାବେଳେ ଅଚଳାବସ୍ଥା ଦୂର ପାଇଁ ଉଭୟ ପକ୍ଷର...

ହିନ୍ଦୁ ଦେବତାଙ୍କୁ ଥଟ୍ଟା ଅଭିଯୋଗ: ଅଭିନେତା ଗିରଫ

ମୁମ୍ବାଇ, ୨୬ା୧: ହିନ୍ଦୁ ଦେବଦେବୀଙ୍କୁ ଥଟ୍ଟା କରିବା ଅଭିଯୋଗରେ ଭାରତୀୟ ହାସ୍ୟ ଅଭିନେତା ମୁନାଓ୍ବର ଫାରୁକିଙ୍କୁ ଗିରଫ କରାଯାଇଛି। ତେବେ ଯେଉଁ ଶୋରେ ସେ ଏପରି କରିଥତ୍ବା ଅଭିଯୋଗ ହୋଇଛି । ସେଠାରେ ସେ ଅ।ଦୌ ଯୋଗ ଦେଇ ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri