ଜାତୀୟ

ବ୍ରାଜିଲ ବିଚାରପତିଙ୍କ ସାମ୍ନାରେ ସିଜେଆଇ ଚନ୍ଦ୍ରଚୁଡ଼ ଯାହା କହିଲେ ତାକୁ ଶୁଣି ସ୍ମିତ ହାସ୍ୟ ଦେଲେ କପିଲ ସିବଲ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୨।୭:ସିଜେଆଇ ଡି.ଓ୍ବାି ଚନ୍ଦ୍ରଚୁଡ଼ ଗୁରୁବାର (ଜୁଲାଇ ୧୨) ସୁପ୍ରିମକୋର୍ଟ କ୍ୟାମ୍ପସରେ ମଲ୍ଟି ଫ୍ୟାସିଲିଟି କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ସମାରୋହରେ ବ୍ରାଜିଲର ବିଚାରପତି ଜଷ୍ଟିସ ଆଣ୍ଟୋନିୟୋ ବେଞ୍ଜାମିନ, ଅନ୍ୟ ବିଚାରପତି, ଓକିଲ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଇତି...

ଅନନ୍ତ-ରାଧିକାଙ୍କ ବିବାହରେ ସାମିଲ ହେବେ ନାହିଁ ଅକ୍ଷୟ କୁମାର

ମୁମ୍ବାଇ,୧୨।୭: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଶୁକ୍ରବାର ରାଧିକା ମର୍ଚାଣ୍ଟଙ୍କ ସହ ବିହାବ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଦମ୍ପତିଙ୍କ ଏହି ରାଜକୀୟ ବିବାହରେ ଦେଶ ତଥା ବିଦେଶର ସମସ୍ତ ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ...

‘ଯିଏ ଜାତି ବିଷୟରେ କଥା କହିବ, ମୁଁ ତାଙ୍କୁ ଲାତ ମାରିବି…’, ଜାତିବାଦ ରାଜନୀତିରେ ବିଗିଡ଼ିଲେ ଗଡକରୀ

ମୁମ୍ବାଇ,୧୨।୭: ଦେଶରେ ଅନେକ ସମୟରେ ଜାତିକୁ ନେଇ ରାଜନୀତି ଜାରି ରହିଛି। ଏହାଙ୍କ ନେଇ ନାନା ପ୍ରକାର ବିବାଦ ମଧ୍ୟ ଦେଖିବାକୁ ମିଳୁଛି। ଏହି ସମୟରେ ଜାତିସଂଘ ରାଜନୀତିରେ ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନିତିନ ନିଜର...

ଶହୀଦ ଅଂଶୁମାନ ସିଂଙ୍କ ସ୍ତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ବାପା

ନୂଆଦିଲ୍ଲୀ,୧୨।୭: ଗତ ବର୍ଷ ଜୁଲାଇ ୧୯ରେ ସିଆଚେନରେ ନିଜର ସାଥୀମାନଙ୍କୁ ବଞ୍ଚାଇବା ସମୟରେ ଶହୀଦ ହୋଇଥିବା କ୍ୟାପଟେନ ଅଂଶୁମାନ ସିଂଙ୍କ ପିତା କଂଗ୍ରେସ ନେତା ତଥା ରାଏବରେଲି ଏମ୍‌ପି ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କ୍ୟାପଟେନ...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ୍‌,୧୨।୭: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀ, ତତ୍କାଳୀନ ସିଆଇଡି ମୁଖ୍ୟ ପିଭି ସୁନୀଲ କୁମାର ଏବଂ ତାଙ୍କ ଗୁପ୍ତଚର ମୁଖ୍ୟ ପିଏସଆର ଅଞ୍ଜାନେଇଲୁଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇଛି। ବିଧାୟକ ରଘୁରାମ କୃଷ୍ଣମ ରାଜୁଙ୍କ...

ଅମ୍ବାନୀଙ୍କ ପୁଅ ବାହାଘରରେ ଯୋଗ ଦେଲେ ମମତା ବାନାର୍ଜୀ, କହିଲେ ଯଦିଓ ମୋର କୌଣସି…

ମୁମ୍ବାଇ/କୋଲକାତା,୧୨ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି। ମୁମ୍ବାଇ ଯିବା ପୂର୍ବରୁ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର...

ରାହୁଲ ଗାନ୍ଧୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ପୁଣେ,୧୨।୭: ବମ୍ବେ ହାଇକୋର୍ଟ ଶୁକ୍ରବାର ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଖଲ ହୋଇଥିବା ଆପରାଧିକ ମାନହାନୀ ମାମଲାରେ କିଛି ଅତିରିକ୍ତ ଦସ୍ତାବିଜକୁ ଅନୁମତି ଦେଇଥିବା ଭିଓ୍ବଣ୍ଡି କୋର୍ଟର ଆଦେଶକୁ ରଦ୍ଦ କରିଛନ୍ତି।...

ଜାମିନ ମିଳିବା ସତ୍ତ୍ୱେ ଜେଲ୍‌ରୁ ବାହାରି ପାରିବେନି କେ୍‌ଜରିଓ୍ବାଲ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଏକ୍ସାଇଜ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଇଡି...

କେଜ୍‌ରିଓ୍ବାଲ୍‌ଙ୍କୁ ଜାମିନ ମିଳିବା ପରେ ଆପ୍‌ର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୨ା୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ନେତା ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ଦେଇଛନ୍ତି। ଏହା ପରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆପ୍‌ କହିଛି, ସତ୍ୟର ଜୟ ହୋଇଛି।...

କେଜ୍‌ରିଓ୍ବାଲଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ

ନୂଆଦିଲ୍ଲୀ,୧୨।୭: ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କ ଶେଷରେ ଜାମିନ ମିଳିଛି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ସେ ଜାମିନ ମିଳିବା ସତ୍ତ୍ୱେ ଜେଲରେ ରହିବେ କାରଣ ଇଡି ମାମଲାରେ ଏହି...

ଅମ୍ବାନୀ ପରିବାର ବିବାହ ଉତ୍ସବରେ ଆଜି ଯୋଗ ଦେବେ ବିଶ୍ୱର ନାମୀଦାମୀ ବ୍ୟକ୍ତି, ତାଲିକାରେ ରହିଛି ଏହିମାନଙ୍କ ନାମ

ମୁମ୍ବାଇ,୧୨ା୭: ଜୁଲାଇ ୧୨ ଅର୍ଥାତ୍‌ ଆଜି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ଏହି କାର୍ଯ୍ୟକ୍ରମ ମୁମ୍ବାଇର ଜିଓ ଓ୍ବାଲର୍‌ଡ ସେଣ୍ଟରରେ ଅନୁଷ୍ଠିତ ହେବ। ଅମ୍ବାନୀ ପରିବାର ଦେଶ...

ଅପେକ୍ଷାର ହେବ ଅନ୍ତ, ଜେଲ୍‌ରୁ ବାହାରିବେ କେଜ୍‌ରିଓ୍ବାଲ୍‌! ଆଜି ଆସିବ ‘ସୁପ୍ରିମ’ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିବେ। ଆବେଦନରେ ସେ ମଦ ନୀତି ଦୁର୍ନୀତି ମାମଲାରେ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ଗିରଫ କରିବାକୁ ଚ୍ୟାଲେଞ୍ଜ କରିଛନ୍ତି। ମାର୍ଚ୍ଚ ୨୧ରେ ଇଡି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri