ଜାତୀୟ

ଆଡଭାନୀଙ୍କ ସମସ୍ୟା ବଢ଼ାଇ ଦେଇଥିଲେ ରାଜେଶ ଖାନ୍ନା

ବଲିଉଡ୍‌ର ପ୍ରଥମ ସୁପରଷ୍ଟାର ଥିଲେ ରାଜେଶ ଖାନ୍ନା। ୬୦ ଓ ୭୦ ଦଶକର ଏହି ସୁପରଷ୍ଟାରଙ୍କ ଲୋକପ୍ରିୟତା ପ୍ରାୟତଃ ଶେଷ କରି ଦେଇଥିଲା ଭାରତୀୟ ଜନତା ପାର୍ଟି (ଭାଜପା)ର ଉପ ପ୍ରତିଷ୍ଠାତା ଏଲ. କେ. ଆଡଭାନୀଙ୍କ ରାଜନୈତିକ କ୍ୟାରିୟରକୁ ।...

ପୁଣି ଫେଲ୍‌ ମାରିଲା ଚାଷୀ-ସରକାରଙ୍କ ଆଲୋଚନା

ନୂଆଦିଲ୍ଲୀ,୫ା୧୨: ଶନିବାର କୃଷି ଆଇନକୁ ବିରୋଧ କରି କୃଷକ ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ବୈଠକ ପୁଣି ଥରେ ବିଫଳ ହୋଇଛି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ବୈଠକରୁ କୌଣସି ସମାଧାନର ବାଟ ବାହାରିପାରିନାହିଁ। କୃଷକମାନେ ସେମାନଙ୍କ ଜିଦ୍‌ରେ...

୨ ଦିନରେ ଦିଲଜୀତଙ୍କ ଫଲୋୟର୍ସ ସଂଖ୍ୟା ୪ ଲକ୍ଷ ବଢ଼ିଲା

ନୂଆଦିଲ୍ଲୀ, ୫।୧୨- ପଞ୍ଜାବୀ ଆକ୍ଟର ତଥା ସିଙ୍ଗର ଦିଲଜୀତ ଦୋସାଞ୍ଜ ଓ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ମଧ୍ୟରେ ଚାଲିଥିବା ଟୁଇଟର ଯୁଦ୍ଧ ଶେଷ ହୋଇନାହିଁ। ହେଲେ ଏହାର ପୂରା ଫାଇଦା ପାଇଛନ୍ତି ଦିଲଜୀତ। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ପଞ୍ଜାବୀ...

କରୋନାକୁ ଡରି ସ୍ତ୍ରୀଙ୍କଠାରୁ ସାମାଜିକ ଦୂରତା ରକ୍ଷା କରୁଥିଲେ ସ୍ବାମୀ, ଶେଷରେ କୋର୍ଟରେ ଦେବାକୁ ପଡ଼ିଲା ପୁରୁଷତ୍ୱର ପ୍ରମାଣ

ଭୋପାଳ,୫ା୧୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ବାସ୍ତବରେ କରୋନା ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏକ ଦମ୍ପତି। ତେବେ ଯୁବକ ଜଣକ ତାଙ୍କ ସ୍ତ୍ରୀଙ୍କଠାରୁ ‘ସାମାଜିକ ଦୂରତା’...

୧୦ରେ ନୂତନ ସଂସଦ ଭବନ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫ା୧୨: ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ନୂତନ ସଂସଦ ଭବନ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂତନ ସଂସଦ ଗୃହର ଭିତ୍ତିପ୍ରସ୍ତର ସମାରୋହ ଡିସେମ୍ବର ୧୦ ଅପରାହ୍ନ ୧ଟାରେ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ...

୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭାଜପା କାଉସିଲର ଗିରଫ

ନୂଆଦିଲ୍ଲୀ,୫।୧୨-ଗୋଟିଏ ଘର ତିଆରିକୁ ଅନୁମତି ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭାଜପା କାଉସିଲର ମନୋଜ ମାହାଲାୱତଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଛି। ଟଙ୍କା ନେଉଥିବା ବେଳେ ମନୋଜଙ୍କୁ ସିବିଆଇ ରେଡ ହ୍ୟାଣ୍ଡେଡ ଗିରଫ...

ଡିସେମ୍ବର ୧୦ରେ ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ମୋଦି

ନୂଆଦିଲ୍ଲୀ,୫ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୧୦ରେ ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ । ଏହି ସୂଚନା ଲୋକ ସଭା ଅଧ୍ୟକ୍ଷ ଓମ ବିରଲା ଶନିବାର ଦେଇଛନ୍ତି । ସାମାଚାର ଏଜେନ୍ସି ଏଏନ୍‌ଆଇକୁ ସୂଚନା ଦେଇ ବିରଲା...

ବସ୍‌ରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ପାଇଲେ ଏହି ଯୁବତୀ, ଆଉ ତା’ ପରେ…

ଭୋପାଳ,୫ା୧୨: ମଧ୍ୟପ୍ରଦେଶର ବୈତୁଲର ଜଣେ ଯୁବତୀ ଏମିତି ମହାନ କାର୍ଯ୍ୟ କରିଛନ୍ତି, ଯାହାକୁ ନେଇ ବିଭିନ୍ନ ମହଲରୁ ତାଙ୍କ ପ୍ରଶଂସାର ସୁଅ ଛୁଟୁଛି। ଜଣେ ଯୁବତୀ ବସ୍‌ରେ ଯିବା ସମୟରେ ଏକ ଟଙ୍କା ଭର୍ତ୍ତି ବ୍ୟାଗ୍‌ ପାଇଥିଲେ। ମାତ୍ର ଏହାକୁ...

ରାଜସ୍ଥାନରେ ସରକାର ଭାଙ୍ଗିବାକୁ ଯୋଜନା କରୁଛି ଭାଜପା: ଗେହଲଟ

ଜୟପୁର,୫ ।୧୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସଦ୍ୟ ବୟାନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ । ଗେହଲଟ କହିଛନ୍ତି ରାଜସ୍ଥାନରେ ସରକାର ଭାଙ୍ଗିବାକୁ ପୁଣିଥରେ ଖେଳ ଆରମ୍ଭ ହୋଇଗଲାଣି ଏହାକୁ ନେଇ ଚର୍ଚ୍ଚାବି ହେଲାଣି । ଅଜୟ...

ତାମିଲନାଡୁ ବିଧାନସଭା ନିର୍ବାଚନରେ ୨୩୪ ଆସନରେ ପ୍ରାର୍ଥୀ ଦେବ ରଜନୀକାନ୍ତଙ୍କ ଦଳ

ଚେନ୍ନାଇ,୫ ।୧୨: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପାଦ ଦେବା ପରଠାରୁ ସେ ତାଙ୍କର ଏକ ଦଳ ଗଠନ କରିବେ ବୋଲି ଆଲୋଚନା ହେଉଛି । ତେବେ ୨୦୨୧ରେ ସେ ତାଙ୍କର ଦଳ ଗଠନ କରିବେ ବୋଳି ନିକଟରେ ସେ...

କରୋନାକୁ ନେଇ କାନାଡା ସହ ଅନୁଷ୍ଠିତ ବୈଠକରେ ଯୋଗ ଦେବେନାହିଁ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୫ ।୧୨: କୃଷକ ଆନ୍ଦୋଳନକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିଶ ଟ୍ରୁଡୋଙ୍କ ଟିପ୍ପଣିକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରଥିବା ଜାଣିବା ପରେ କାନାଡା ପ୍ରଧାନମନ୍ତ୍ରୀ ତାଙ୍କ ବୟାନ ନ ବଦଳାଇବାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ଭାରତର...

ବାଲାକୋଟ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୫।୧୨: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏଠାରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଲଗାତାର ସୀମାବର୍ତ୍ତୀ ଅଞ୍ଚଳରେ ମୋର୍ଟାର ଶେଲିଂ ମାଡ଼ କରାଯାଉଛି। ଶନିବାର ପୁଞ୍ଚ୍‌ ଜିଲାର ବାଲାକୋଟ ସେକ୍ଟରରେ ଶନିବାର ପୂର୍ବାହ୍ନ ୧୧ଟା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri