ଜାତୀୟ

କୃଷକଙ୍କ ସମର୍ଥନରେ ପୁରସ୍କାର ଫେରାଇବା ଜାରି ରହିଛି

ନୂଆଦିଲ୍ଲୀ,୪ ।୧୨: କେନ୍ଦ୍ରର କୃଷି ଆଇନକୁ ନେଇ କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଏବେ ଏହାକୁ ସମର୍ଥନ କରି ବିଭିନ୍ନ ଆୱାର୍ଡ ଫେରାଇବା ଜାରି ରହିଛି । ଗୁରୁବାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଓ...

ବରଙ୍କୁ ବେଦୀରେ ଛାଡ଼ି କାଉନସେଲିଂକୁ ଗଲେ କନ୍ୟା, ଆଉ ତା’ ପରେ…

ଲକ୍ଷ୍ନୌ,୪ା୧୨: ବିବାହ ପାଇଁ ବେଦୀରେ ବସିଥିଲେ ବରକନ୍ୟା। ସକାଳ ୫ଟାରେ ବର କନ୍ୟାଙ୍କ ମୁଣ୍ଡରେ ସିନ୍ଦୁର ଦେବା ପରେ ବେଦୀ ଉପରୁ ଚାକିରି ପାଇଁ କାଉନସେଲିଂକୁ ଚାଲିଯାଇଥିଲେ କନ୍ୟା। ସେଠାରେ ଏକ ସରକାରୀ ଚାକିରି ପାଇ ପୁଣି ଫେରି ଆସି...

କରୋନା ଭ୍ୟାକ୍ସିନକୁ ନେଇ ଆଉ କିଛି ସପ୍ତାହ ମଧ୍ୟରେ ଆସିବ ଭଲ ଖବର : ମୋଦି

ନୂଆଦିଲ୍ଲୀ,୪ ।୧୨: କରୋନାକୁ ହରାଇବା ଏବେ ସମସ୍ତଙ୍କର ଲକ୍ଷ୍ୟ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ ମହାମାରୀର ସ୍ଥିତିକୁ ନେଇ ଚର୍ଚ୍ଚା କରିବା ଲାଗି ଏକ ସର୍ବଦଳୀୟ ବୈଠକର ନେତୃତ୍ୱ ନେଇଥିଲେ । ଏଥିରେ କେନ୍ଦ୍ରର ବିଭିନ୍ନ ଦଳର...

ହାଇଦ୍ରାବାଦ ନିର୍ବାଚନ ଭାଜପା ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ

ହାଇଦ୍ରାବାଦ,୪ ।୧୨: ଗ୍ରେଟର ହାଇଦ୍ରାବାଦ ନଗର ନିଗମ(ଜିଏଚ୍‌ଏମ୍‌ସି) ପାଇଁ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ନଗରନିଗମ ପାଇଁ ହୋଇଥିବା ନିର୍ବାଚନର ମତ ଗଣନା ଶୁକ୍ରବାର କରାଯାଉଛି । ଏଠାକାର ୧୫୦ ୱାର୍ଡ ପାଇଁ ୧,୧୨୨ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ...

ଆଗାମୀ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ସକରାତ୍ମକ ହେବ: ଆରବିଆଇ ଗଭର୍ନର

ନୂଆଦିଲ୍ଲୀ,୪।୧୨: ଆସନ୍ତା ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ନକାରାତ୍ମକରୁ ସକରାତ୍ମକକୁ ଫେରିବ ବୋଲି ଆଶା କରାଯାଉଥିବା ଆରବିଆଇ ଗଭନର୍ର୍ର ଶକ୍ତିକାନ୍ତ ଦାସ କହିଛନ୍ତି। ସେ କହିଛନ୍ତି ଯେ,ଦେଶର ଅର୍ଥନୀତି ବର୍ତ୍ତମାନ କରୋନା ସଙ୍କଟରୁ ମୁକ୍ତି ପାଇଛି। ଆସନ୍ତା ତ୍ରୈମାସରେ ଦେଶର...

କୃଷକ ଆନ୍ଦୋଳନ: ଦିଲ୍ଲୀକୁ ଲାଗି ରହିଥିବା ଅଧା ଡଜନରୁ ଅଧିକ ସୀମା ସିଲ୍‌

ନୂଆଦିଲ୍ଲୀ,୪ ।୧୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ୩ କୃଷି ଆଇନକୁ ଫେରାଇ ନେବା ଦାବି କରି ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ସମେତ କିଛି ରାଜ୍ୟର କୃଷକ ଗତ ୮ ଦିନ ହେବ ଧାରଣାରେ ବସିଛନ୍ତି । ଏମାନଙ୍କ...

ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ୭ କୋଟି ଟଙ୍କା ପୁରସ୍କାର

ପୁଣେ,୪।୧୨: ମହାରାଷ୍ଟ୍ରର ସୋଲାପୁର ଜିଲା ପରିଷଦ ବିଦ୍ୟାଳୟର ଜଣେ ପ୍ରାଥମିକ ଶିକ୍ଷକଙ୍କୁ ୭ କୋଟି ଟଙ୍କା ପୁରସ୍କାର ମିଳିଛି। ଶିକ୍ଷକ ରଞ୍ଜିତ ସିଂ ଡିସଲେ ଗ୍ଲୋବାଲ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ଏହି ପୁରସ୍କାର ସ୍ବରୂପ ତାଙ୍କୁ ୭କୋଟି...

ଭାରତର ସବୁଠୁ ଧନୀ ମହିଳା: ଟପ୍‌-୭ରେ ଏମାନଙ୍କ ନାମ

ନୂଆଦିଲ୍ଲୀ,୪।୧୨: କୋଟାକ ଓ୍ବେଲ୍‌ଥ ସହଯୋଗରେ ହୁରୁନ ଇଣ୍ଡିଆ ୧୦୦ ଭାରତୀୟ ଧନୀ ମହିଳାଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରେ ଅନ୍ତର୍ଭୁକ୍ତ ମହିଳାଙ୍କ ମୋଟ ସମ୍ପତ୍ତି ହେଉଛି୨.୭୨ ଲକ୍ଷ କୋଟି ଟଙ୍କା। ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ଚେୟାରମ୍ୟାନ ରୋଶନୀ ନାଡର ମାଲହୋତ୍ରା...

ନୌସେନା ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪ ।୧୨: ଦେଶ ଶୁକ୍ରବାର ପାଳନ କରୁଛି ନୌସେନା ଦିବସ । ଦେଶର ବୀର ଯବାନଙ୍କୁ ମନେ ପକାଇ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଜିଏଚଏମସି ନିର୍ବାଚନ ଫଳାଫଳ: ଭାଜପା ଆଗରେ

ହାଇଦ୍ରାବାଦ,୪।୧୨:ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ (ଜିଏଚଏମସି) ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଏବେ ଗଣନା ଚାଲିଛି। ଜିଏଚଏମସିର ୧୫୦ଟି ଆସନ ପାଇଁ ୧,୨୨୨ ପ୍ରାର୍ଥୀ ମୈଦାନରେ ଅଛନ୍ତି। ଏହି ନିର୍ବାଚନ ପ୍ରଚାରରେ ଭାଜପା ନିଜର ବରିଷ୍ଠ ନେତାମାନଙ୍କୁ ଆଣିଥିଲା,...

ଅନ୍ନ ଛୁଇଁଲେନି, ଚା ପିଇଲେନି

ନୂଆଦିଲ୍ଲୀ,୪ା୧୨: (ପି.ଟି./ଆଇଏଏନ୍‌ଏସ୍‌): ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ନେତାମାନେ ଗୁରୁବାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବେଳେ ସେମାନେ ସରକାରଙ୍କ ଆଗରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ନୂଆ ଆଇନ...

ମାଡିଆସୁଛି ‘ବୁରେଭି’

ଚେନ୍ନାଇ/ଥିରୁଅନନ୍ତପୁରମ,୪।୧୨: ବଙ୍ଗୋପସାଗରରୁ ଉଠିଥିବା ସାମୁଦ୍ରିକ ଝଡ଼ ‘ବୁରେଭି’ ବୁରେଭି ଦୁର୍ବଳ ହୋଇ ଏକ ନିମ୍ନ ଚାପରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଡିସେମ୍ବର ୪ ସକାଳେ ବୁରେଭି ତାମିଲନାଡୁ ଉପକୂଳ ପାର ହେବ। ବୁରେଭି ଦୃଷ୍ଟିରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri