ଜାତୀୟ

ନିଯୁକ୍ତିଭିତ୍ତିକ ଗ୍ରୀନ୍‌ କାର୍ଡ ଉପରୁ ସୀମା ହଟିବ

ମୁମ୍ବାଇ, ୪ା୧୨:ନିଯୁକ୍ତି ଭିତ୍ତିକ ଗ୍ରୀନ୍‌କାର୍ଡ ଉପରେ ଥିବା ଦେଶର ସୀମା ହଟାଇବା ପାଇଁ ବୁଧବାର ଆମେରିକା ସିନେଟ୍‌ରେ ଏକ ବିଲ୍‌ ଗୃହୀତ ହୋଇଛି। ଉଚ୍ଚ କୁଶଳୀ ପ୍ରବାସୀ ଆଇନର ସ୍ବଚ୍ଛତା ପାଇଁ ଅଣାଯାଇଥିବା ଏହି ବିଲ୍‌ (ଏସ୍‌.୩୮୬ ବିଲ୍‌) ହଜାର...

ଅପରାଧୀ ବିକିପାରନ୍ତି ନକଲି ଟିକା

ନୂଆଦିଲ୍ଲୀ,୪ା୧୨(ପି.ଟି.):ସାରା ବିଶ୍ୱରେ କୋଭିଡ୍‌ ଟିକା ପାଇଁ ଯେଉଁଭଳି ଆଗ୍ରହ ପ୍ରକାଶ ପାଇଛି, ଏହାର ଫାଇଦା ନେବାକୁ ସଂଗଠିତ ଅପରାଧ ନେଟ୍‌ଓ୍ବର୍କଗୁଡ଼ିକ ଉଦ୍ୟମ କରିପାରନ୍ତି। ସେମାନେ ନକଲି କୋଭିଡ୍‌ ଟିକା ଦୋକାନ ମାଧ୍ୟମରେ କିମ୍ବା ଇଣ୍ଟରନେଟ୍‌ରେ ବିକ୍ରି କରିପାରନ୍ତି ବୋଲି ଇଣ୍ଟରପୋଲ୍‌...

କୃଷକ ଆନ୍ଦୋଳନ: ଆଲୋଚନା ନିଷ୍ଫଳ, ଅଚଳାବସ୍ଥା ଜାରି

ନୂଆଦିଲ୍ଲୀ,୪ା୧୨:୩ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟଗୁଡ଼ିକର ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଗୁରୁବାର ଅଷ୍ଟମ ଦିନରେ ପହଞ୍ଚତ୍ଛି। ଦିଲ୍ଲୀରୁ ବୁରାଡିସ୍ଥିତ ନିରଙ୍କାରୀ ପଡ଼ିଆ ସମେତ ଜାତୀୟ ରାଜଧାନୀ ସୀମାରେ ବିଭିନ୍ନ...

ଅନ୍ୟ ଜାତିରେ ପ୍ରେମ: ୨ ବର୍ଷରେ ଗଲାଣି ୫୮ ଜୀବନ

ବରେଲି,୩ା୧୨- ଉତ୍ତରପ୍ରଦେଶର ବରେଲି ଡିଭିଜନରେ ଅନ୍ୟ ଜାତିରେ ପ୍ରେମ କରିବା ଅତ୍ୟନ୍ତ ଭୟଙ୍କର। ଗତ ଦୁଇ ବର୍ଷ ମଧ୍ୟରେ ଯାଇଛି ୫୮ ଜଣଙ୍କ ଜୀବନ। ଅନ୍ୟ ଜାତିରେ ପ୍ରେମ କରିବା ସାବ୍ୟସ୍ତ ହୋଇଥିଲା ସେମାନଙ୍କ ଅନ୍ତିମ ଭୁଲ। ଗତ ସୋମବାର...

ଦିଲ୍ଲୀରୁ ଆସିଲା ଖୁସି ଖବର: ଜାନୁୟାରୀ ସୁଦ୍ଧା ଭାରତରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ,୩।୧୨: ଭାରତରେ କରୋନା ମହାମାରୀ ଥମିବାର ନା ଧରୁନି। ଏପରିସ୍ଥଳେ ଗୁରୁବାର ଦିଲ୍ଲୀରୁ ଖୁସି ଖବର ଆସିଛି। ଜାନୁୟାରୀ ସୁଦ୍ଧା ଦେଶରେ କରୋନା ଟିକା ମିଳିବ ବୋଲି ଏମ୍ସ୍‌ର ନିର୍ଦ୍ଦେଶକ ଡ.ରଣଦୀପ୍‌ ଗୁଲେରିଆ ସୂଚନା ଦେଇଛନ୍ତି। ସମ୍ପ୍ରତି ଦେଶରେ କରୋନା...

ଭାରତୀ-ହର୍ଷଙ୍କୁ ସହଯୋଗ ଅଭିଯୋଗ: ୨ ଏନ୍‌ସିବି ଅଫିସର ନିଲମ୍ବିତ

ମୁମ୍ବାଇ,୩।୧୨: ଡ୍ରଗ୍ସ୍‌ ମାମଲାରେ ବଲିଉଡ୍‌ର ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ୨ ଜଣ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଅଫିସରଙ୍କୁ ନିଲମ୍ବିତ କରାଯାଇଛି। ଏହି ତଦନ୍ତକାରୀ ଅଫିସରମାନେ ଭାରତୀ, ହର୍ଷ...

ଡିସେମ୍ବର ଶେଷରେ ନିଜ ଦଳ ଘୋଷଣା କରିବେ ରଜନୀକାନ୍ତ

ଚେନ୍ନାଇ,୩ ।୧୨: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଡିସେମ୍ବର ୩୧ରେ ତାଙ୍କର ବହୁପ୍ରତିକ୍ଷିତ ରାଜନୈତିକ ଦଳର ଘୋଷଣା କରିବେ ବୋଲି କହିଛନ୍ତି । ଏହାସହ ବର୍ଷ ବର୍ଷ ଧରି ଚାଲିଥିବା ଆଲୋଚନାର ଅନ୍ତ ଘଟାଇ ଜାନୁୟାରୀରେ ପାର୍ଟି ଲଞ୍ଚ କରିବେ ।...

ଦେଶର ଶ୍ରେଷ୍ଠ ୧୦ ଥାନା: ଶୀର୍ଷରେ ନୋଙ୍ଗ୍‌ପୋକ୍‌ ସେକମାଇ

ନୂଆଦିଲ୍ଲୀ,୩।୧୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଶ୍ରେଷ୍ଠ ୧୦ ଥାନାର ନାମ ଗୁରୁବାର ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କିତ ତାଲିକା ପ୍ରକାଶ ପାଇଛି। ୨୦୨୦ର ଶ୍ରେଷ୍ଠ ଥାନା ମଧ୍ୟରେ ମଣିପୁରର ଥୋଉବଲସ୍ଥିତ ନୋଙ୍ଗ୍‌ପୋକ୍‌ ସେକମାଇ ଥାନା ଶୀର୍ଷରେ...

କୃଷି ଆଇନକୁ ବିରୋଧ କରି ପଦ୍ମ ବିଭୂଷଣ ଫେରାଇଲେ ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ,୩ ।୧୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା କୃଷି ଆଇନକୁ ବିରୋଧ କରି କୃଷକମାନେ ଲଗାତାର ବିରୋଧ ପ୍ରଦର୍ଶନ କରିଛନ୍ତି । ଲଗାତାର ଅଷ୍ଟମ ଦିନରେ ମଧ୍ୟ ଏହା ଜାରି ରହିଛି । ଏବେ ଏହାକୁ କେତେକ ରାଜନୈତିକ...

ଶାହାଙ୍କୁ ଭେଟିଲେ ଅମରିନ୍ଦର: ଅନ୍ନଦାତାଙ୍କ ଆନ୍ଦୋଳନ ଦେଶ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି

ନୂଆଦିଲ୍ଲୀ,୩।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ଅନ୍ନଦାତା ଆନ୍ଦୋଳନ ଜାରି ରଖିଛନ୍ତି। ଏପରିସ୍ଥଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାକୁ ସାକ୍ଷାତ୍‌ କରିଛନ୍ତି। ଅମରିନ୍ଦର ଅନ୍ନଦାତାଙ୍କ ଆନ୍ଦୋଳନ ସମସ୍ୟାର ସମାଧାନ...

ଦେଶ ଲଢୁଛି ୨ଟି ଲଢ଼େଇ: ନୌସେନା ମୁଖ୍ୟ

ନୂଆଦିଲ୍ଲୀ,୩।୧୨: ସମ୍ପ୍ରତି ଦେଶ ଏକା ସମୟରେ ୨ଟି ଲଢ଼େଇ ଲଢୁଛି। ଦେଶ ଭିତରେ ଗୋଟିଏ ଲଢ଼େଇ କରୋନା ମହାମାରୀ ବିରୋଧରେ ଜାରି ରହିଛି। ସେହିପରି ଭାରତ ଚାଇନା ସୀମା(ଏଲ୍‌ଏସି)ରେ ମଧ୍ୟ ଲଢ଼େଇ ଭଳି ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଚାଇନା...

ଅନ୍ନଦାତାଙ୍କ ଆନ୍ଦୋଳନ ନେଇ ହରିୟାଣା ସରକାରରେ ଫାଟ: ଉପମୁଖ୍ୟମନ୍ତ୍ରୀ ଦେଇପାରନ୍ତି ଇସ୍ତଫା

ଚଣ୍ଡିଗଡ଼,୩।୧୨: ଅନ୍ନଦାତାଙ୍କ ଆନ୍ଦୋଳନ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟରଙ୍କ ସରକାରରେ ଫାଟ ବଢ଼ିବାରେ ଲାଗିଛି। ରାଜ୍ୟ ଭାଜପା ସରକାରରେ ସହଯୋଗୀ ଥିବା ଜନନାୟକ ଜନତା ପାର୍ଟି(ଜେଜେପି)ର ସଦସ୍ୟ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ହରିୟାଣାରେ ଜେଜେପିର ଦୁଷ୍ମନ୍ତ ଚୌତାଲା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri