ଜାତୀୟ

ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ: ୩୦ ଖେଳାଳି ଫେରାଇବେ ପଦକ

ନୂଆଦିଲ୍ଲୀ,୨।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନକୁ ଏବେ ପଦ୍ମଶ୍ରୀ ଏବଂ ଅର୍ଜୁନ ସମ୍ମାନରେ ସମ୍ମାନୀତ ହୋଇଥିବା ଖେଳାଳିମାନେ ସମର୍ଥନ କରିଛନ୍ତି। ଖେଳାଳିମାନେ ସେମାନଙ୍କର ପଦକ ସରକାରଙ୍କୁ ଫେରାଇବା...

ଗର୍ଭବତୀ କାଉନସିଲରଙ୍କୁ ଭାଜପା ବିଧାୟକ ଦେଲେ ଧକ୍କା: ଗର୍ଭପାତ ଅଭିଯୋଗ ଆଣିଲେ ସ୍ବାମୀ

ବେଙ୍ଗାଲୁରୁ,୨।୧୨: କର୍ନାଟକରେ ଜଣେ ଗର୍ଭବତୀ କାଉନସିଲରଙ୍କୁ ଭାଜପା ବିଧାୟକ ଏବଂ ତାଙ୍କ ସମର୍ଥକ ଧକ୍କା ମାରିବା ଅଭିଯୋଗ ହୋଇଛି। ଏହା ଯୋଗୁ ଗର୍ଭବତୀ କାଉନସିଲରଙ୍କ ଗର୍ଭପାତ ହୋଇଥିବା ଅଭିଯୋଗ ହୋଇଛି। କାଉନସିଲର ଜଣଙ୍କ ହେଉଛନ୍ତି ଚାନ୍ଦିନୀ ନାଇକ। ନଭେମ୍ବର ୯ରେ...

ଆଇସିୟୁରୁ ବାହାରକୁ ଆସିଲେ ରାହୁଲ

ମୁମ୍ବାଇ,୨।୧୨: ଆଶିକି ଫେମ୍‌ ଅଭିନେତା ରାହୁଲ ରୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସୁଛି। ମଙ୍ଗଳବାର ତୁଳନାରେ ବୁଧବାର ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅଳ୍ପବହୁତେ ସୁଧାର ଆସିଥିବା ଜଣାପଡ଼ିଛି। ବୁଧବାର ତାଙ୍କୁ ଆଇସିୟୁରୁ ଜେନେରାଲ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ଏନେଇ ତାଙ୍କ ଭିଣୋଇ...

ଜନ ଗଣ ମନ… ବଦଳାଇବା ପାଇଁ ଦାବି

ନୂଆଦିଲ୍ଲୀ,୨।୧୨: ରାଷ୍ଟ୍ର ଗାନ ଜନ ଗଣ ମନ…କୁ ପରିବର୍ତ୍ତନ କରିବା ପାଇଁ ଦାବି ହୋଇଛି। ଭାଜପା ସଦସ୍ୟ ସୁବ୍ରମଣ୍ୟମ୍‌ ସ୍ବାମୀ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଇତି ମଧ୍ୟରେ ସ୍ବାମୀ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଲେଖିଥିବା ଚିଠିକୁ...

ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କ ବିରୋଧରେ କବିତା ଚୋରି ଅଭିଯୋଗ

ଭୋପାଳ,୨।୧୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସ୍ତ୍ରୀ ସାଧନା ସିଂଙ୍କ ବିରୋଧରେ କବିତା ଚୋରି ଅଭିଯୋଗ ହୋଇଛି। ସାଧନା ଅନ୍ୟ ଜଣେ ଯୁବତୀଙ୍କର କବିତାକୁ ଚୋରି କରି କେତେକ ଶବ୍ଦ ବଦଳାଇ ଏହାକୁ ନିଜ କବିତା କହି ସୋସିଆଲ୍‌...

କରୋନା ମାର୍ଗଦର୍ଶିକାକୁ ଫୁ: ଭାଜପା ନେତାଙ୍କ ନାତୁଣୀ ନିର୍ବନ୍ଧରେ ୬ ହଜାରରୁ ଅଧିକ ଅତିଥି

ସୁରଟ,୨।୧୨: ଗୁଜରାଟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଏଥିରୁ ଦୂରେଇ ରହିବା ପାଇଁ କଡ଼ା ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ମାର୍ଗଦର୍ଶିକାକୁ ସାଧାରଣ ଲୋକେ ପାଳନ କରୁଥିବାବେଳେ ରାଜନୈତିକ ନେତା ଏହାକୁ ଖୋଲା ଖୋଲି...

ଫିଲ୍ମ ସିଟିକୁ ନେଇ ମୁହାଁମୁହିଁ: ପ୍ରତିଯୋଗିତା ସ୍ବାଗତ ଯୋଗ୍ୟ, ଧମକକୁ ସହ୍ୟ କରାଯିବ ନାହିଁ

ମୁମ୍ବାଇ,୨।୧୨: ନୋଏଡ଼ାରେ ଫିଲ୍ମ ସିଟି ନିର୍ମାଣ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ପ୍ରତିପକ୍ଷ ଉଦ୍ଧବ ଠାକ୍‌ରେ ମୁହାଁମୁହିଁ ହୋଇଛନ୍ତି। ଉଦ୍ଧବ କହିଛନ୍ତି ଯେ, ମୁମ୍ବାଇ ଭଳି ଢାଞ୍ଚାରେ ଫିଲ୍ମ ସିଟି ନିର୍ମାଣ ଏକ ଭଲ ଚିନ୍ତାଧାରା।...

କୃଷି ମନ୍ତ୍ରୀଙ୍କୁ ଚା, ପକୋଡାର ସ୍ବାଦ ଚାଖିବାକୁ ନିମନ୍ତ୍ରଣ କଲା କୃଷକ ସଂଗଠନ

ନୂଆଦିଲ୍ଲୀ,୨।୧୨: କୃଷକ ସଂଗଠନର ନେତାମାନେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସେମାନଙ୍କ ପିକେଟିଂସ୍ଥଳକୁ ଆସି ଜିଲାପି, ଚା-ପକୋଡା’ର ସ୍ବାଦ ଚାଖିବାକୁ ନିମନ୍ତ୍ରଣ କରିଛନ୍ତି। ମନ୍ତ୍ରୀ ସେଠାକୁ ଆସି ସେମାନଙ୍କ ସହ କଥା ହେବା ଉଚିତ ବୋଲି କୃଷକମାନେ କହିଛନ୍ତି।...

ବିମାନର ୨ ଝରକାକୁ ଦେଖି ଭୟଭୀତ ହେଲେ କର୍ମଚାରୀ

କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଏଭଳି ଘଟଣା ଘଟିଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେଠାରେ ମହୁମାଛିମାନେ ଏକ ବିମାନର ଝରକାକୁ ଘେରି ରହିଥିବା ଦେଖିବାକୁ ମିଳୁଛି। ଉପସ୍ଥିତ ଥିବା...

ସରୁନି ଦୁଃଖ: ତାମିଲ୍‌ନାଡୁ ମୁହାଁ ସାମୁଦ୍ରିକ ଝଡ଼ ‘ବୁରେଭି’

ଚେନ୍ନାଇ,୨।୧୨: ଗତ ସପ୍ତାହରେ ସାମୁଦ୍ରିକ ଝଡ଼ ‘ନିଭାର’ ଯୋଗୁ ତାମିଲନାଡୁ, କେରଳ, ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏବେ ପୁଣି ବଙ୍ଗୋପସାଗରରେ ସାମ୍ରଦିକ ଝଡ଼ ‘ବୁରେଭି’ ଧୀରେଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଡିସେମ୍ବର ୩ ସକାଳେ ଏହା...

ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକା: ୩୬ ବର୍ଷ ପରେ ବି ମିଳିନି ନ୍ୟାୟ !

ଭୋପାଳ,୨।୧୨: ମଧ୍ୟପ୍ରଦେଶର ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକାକୁ ଇତିମଧ୍ୟରେ ୩୬ ବର୍ଷ ପୂରିଛି। ଏବେ ମଧ୍ୟ ମୃତକଙ୍କୁ ମିଳିନି ନ୍ୟାୟ। ଦୋଷୀ ଆଇନ ହାତରୁ ସହଜରେ ଖସି ଯାଇଥିବା ଆଲୋଚନା ହେଉଛି । ୧୯୮୪ ଡିସେମ୍ବର ୨-୩ ତାରିଖ କାଳରାତିରେ...

ସନ୍ନି ଦେଓଲ କରୋନା ପଜିଟିଭ୍‌

ଗୁରୁଦାସପୁର,୨।୧୨: ଗୁରୁଦାସପୁର ଏମ୍‌ପି ସନ୍ନି ଦେଓଲଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ବୁଧବାର ସନ୍ନି ଟୁଇଟ୍‌ କରି ଜଣାଇଛନ୍ତି। ସେ ଏବେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ତାଙ୍କ ସହିତ ମିଳାମିଶା କରି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri