ଜାତୀୟ

କାନ୍ଦୁଥିବା କରୋନା ବୃଦ୍ଧଙ୍କ ସହ ପିପିଇ କିଟ୍‌ ପିନ୍ଧି ଡାକ୍ତର କଲେ ଏମିତି: ଭାଇରାଲ ହେଉଛି ଫଟୋ

ଟେକ୍ସାସ୍‌, ୨।୧୨: ଆମେରିକାର ଟେକ୍ସାସ୍‌ ସହରରେ ପିପିଇ କିଟ୍‌ ପିନ୍ଧିଥିବା ଜଣେ ଡାକ୍ତରଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଡାକ୍ତର ଜଣେ ଭାବପ୍ରବଣ ବୃଦ୍ଧଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳୁଛି। ଏହି ଡାକ୍ତର...

ବ୍ରହ୍ମପୁତ୍ରରେ ଡ୍ୟାମ୍‌ ଲାଗି ଭାରତର ଯୋଜନା

ନୂଆଦିଲ୍ଲୀ, ୨।୧୨(ପି.ଟି.): ବ୍ରହ୍ମପୁତ୍ର ନଦୀରେ ଚାଇନା ପକ୍ଷରୁ ଡ୍ୟାମ୍‌ କରାଯିବା ଲାଗି ଯୋଜନା ଚାଲିଥିବାବେଳେ ଭାରତ ପକ୍ଷରୁ ମଧ୍ୟ ଏକ ଡ୍ୟାମ୍‌ ନିର୍ମାଣ କରାଯିବ ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଅରୁଣାଚଳ ପ୍ରଦେଶରେ ଭାରତ ୧୦ ଗିଗାଓ୍ବାଟ୍‌ ହାଇଡ୍ରୋପାଓ୍ବାର ପ୍ରକଳ୍ପ...

ଜୀବନ ହାରିବାକୁ ଅନୁମତି ମାଗିଲେ ଅଯୋଧ୍ୟା ସନ୍ଥ

ଅଯୋଧ୍ୟା,୨ା୧୨(ଆଇଏଏନ୍‌ଏସ୍‌): ଅଯୋଧ୍ୟାର ମହନ୍ତ ପରମହଂସ ଦାସ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ସେଥିରେ ସେ ୭ ଗୋଟି ଦାବି ଉପସ୍ଥାପନ କରିଛନ୍ତି। ଉକ୍ତ ଦାବିଗୁଡ଼ିକ ପୂରଣ ନ ହେଲେ ସେ ଜୀବନ ହାରିଦେବେ ଏବଂ ଏଥିସକାଶେ...

ପିଏମ୍‌- କେୟାର୍ସ ଟଙ୍କା କୁଆଡ଼େ ଗଲା

କୋଲକାତା,୨।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ପିଏମ୍‌- କେୟାର୍ସ ପାଣ୍ଠି ଟଙ୍କା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଅଡିଟ୍‌ କରାଯାଇ ସତ୍ୟାସତ୍ୟ ଲୋକଲୋଚନକୁ ଅଣାଯିବା ଉଚିତ ବୋଲି ସେ...

ପଛଘୁଞ୍ଚା ନାହିଁ କୃଷକ ଜାତକେ

ନୂଆଦିଲ୍ଲୀ,୨ା୧୨: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ ପଛଘୁଞ୍ଚା ଦେବେ ନାହିଁ। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆନ୍ଦୋଳନ ପ୍ରତ୍ୟାହାର ପାଇଁ ମଙ୍ଗଳବାର ଚାଷୀ ନେତାମାନଙ୍କୁ ଅନୁରୋଧ...

କୃଷକ-କେନ୍ଦ୍ର ବୈଠକ ନିଷ୍ଫଳ

ନୂଆଦିଲ୍ଲୀ,୨ା୧୨ (ପି.ଟି./ଆଇଏଏନ୍‌ଏସ୍‌): ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ ଚାଷୀ ନେତାମାନଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ମଙ୍ଗଳବାର ଅମୀମାଂସିତ ରହିଛି। ୩୫ କୃଷକ ସଙ୍ଗଠନର ନେତା ଓ ୩ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ନୂଆଦିଲ୍ଲୀର କୃଷିଭବନଠାରେ ଚାଲିଥିବା ଆଲୋଚନାରୁ...

କୁକୁରର ଅନ୍ତିମ ସତ୍କାର କଲେ ପୋଲିସ କର୍ମଚାରୀ: ପ୍ରଶଂସାରେ ପୋତିପକାଇଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ, ୨।୧୨: ଉତ୍ତରପ୍ରଦେଶର ମିରୁଟର କମିଶନର ଛକଠାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ କେତେଜଣ ପୋଲିସ କର୍ମଚାରୀ ଏକ କୁକୁରର ମୃତ୍ୟୁ ପରେ ତାକୁ ଅନ୍ତିମ ଯାତ୍ରାରେ ନେଇ ପାର୍କରେ ପୋତି ଦେଉଛନ୍ତି। ଏହି ଅବସରରେ ପୋଲିସ...

ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ: ବିଏସ୍‌ଏଫ୍‌ ଯବାନ ଶହୀଦ

ଶ୍ରୀନଗର, ୧।୧୨ : ପାକିସ୍ତାନ ପକ୍ଷରୁ ମଙ୍ଗଳବାର ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଘଂନ କରାଯାଇଛି। ଏଥିରେ ଶହୀଦ ହୋଇଛନ୍ତି ଜଣେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନ। ଏ ନେଇ ବିଏସ୍‌ଏଫ୍‌ ଆଇଜି ଏନ୍‌. ଏସ୍‌. ଜମଓ୍ବାଲ ସୂଚନା ଦେଇଛନ୍ତି।...

ସ୍ପଷ୍ଟ କଲେ ସରକାର: ସମସ୍ତ ଦେଶବାସୀଙ୍କୁ ଦିଆଯିବ ନାହିଁ କରୋନା ଟିକା

ନୂଆଦିଲ୍ଲୀ,୧।୧୨: ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୪୬,୨୮,୦୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୩୭୬୨୧ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏପରିସ୍ଥଳେ କୋଭିଡ୍‌ ଟିକା କାହାକୁ ଦିଆଯିବ ଅବା ନାହିଁ ସେ ନେଇ ବିଭିନ୍ନ ମନ୍ତବ୍ୟ ପ୍ରକାଶ ପାଉଥିଲା। ଏପରିକି ଭାରତର...

କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ପଦ ଛାଡ଼ିଲେ ଏମ୍‌ଏଲ୍‌ଏ

ଚଣ୍ଡିଗଡ଼, ୧।୧୨ : ନୂଆ କୃଷି ଆଇନକୁ ବିରୋଧ କରି ରାଜଧାନୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି ବହୁ ସଂଖ୍ୟାରେ କୃଷକ। ଏହି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ହରିୟାଣା ଏମ୍‌ଏଲଏ ସୋମବୀର ସାଙ୍ଗଓ୍ବାନ ରାଜ୍ୟର ପଶୁଧନ ବିକାଶ ବୋର୍ଡର...

ଲାଠିଚାର୍ଜ କରିଥିବା ପୋଲିସଙ୍କୁ ପ୍ରସାଦ ଦେଲେ ଅନ୍ନଦାତା

ନୂଆଦିଲ୍ଲୀ,୧।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଅନ୍ନଦାତା ଆନ୍ଦୋଳନ କରିଛନ୍ତି। ଅନ୍ନଦାତାଙ୍କ ବିରୋଧରେ ପୋଲିସମାନେ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହିତ ପ୍ରବଳ ଥଣ୍ଡାରେ ପାଣି ବର୍ଷା କରିଛନ୍ତି। ସେହିପରି ଆନ୍ଦୋଳନକାରୀଙ୍କୁ ଘଉଡ଼େଇବା ପାଇଁ ପୋଲିସମାନେ ଲାଠିଚାର୍ଜ ମଧ୍ୟ...

ମିଶନ ଫିଲ୍ମ ସିଟି: ମୁମ୍ବାଇ ପହଞ୍ଚିଲେ ଆଦିତ୍ୟନାଥ

ମୁମ୍ବାଇ,୧।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ପହଞ୍ଚିଛନ୍ତି। ଉତ୍ତରପ୍ରଦେଶରେ ଏକ ଫିଲ୍ମ ସିଟି ନିର୍ମାଣ ପାଇଁ ସେ ବଲିଉଡ୍‌ର କେତେକ ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ସହିତ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏପରି କରି ଭାଜପା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri