ଜାତୀୟ

ପାର୍ଲାମେଣ୍ଟ ପରିସରରେ ପ୍ରତିମୂର୍ତ୍ତି ସ୍ଥାନାନ୍ତରକୁ କଂଗ୍ରେସର ନିନ୍ଦା

ନୂଆଦିଲ୍ଲୀ,୧୭।୬(ପି.ଟି.): ପାର୍ଲାମେଣ୍ଟ ପରିସରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଘଟଣାକୁ କଂଗ୍ରେସ ନିନ୍ଦା କରିଛି। କେନ୍ଦ୍ର ସରକାର ଏକତରଫା ଭାବେ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଛନ୍ତି। ପାର୍ଲାମେଣ୍ଟକୁ ଲାଗି ରହିଥିବା ଗଣତାନ୍ତ୍ରିକ ବିକ୍ଷୋଭ ଅଧିକାରର ପାରମ୍ପରିକ ସ୍ଥଳରେ...

ଅଂଶୁଘାତରେ ଚାଲିଗଲା ୧୯ ହଜ୍‌ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ,୧୬ା୬: ହଜ୍‌ ଯାତ୍ରାରେ ସାଉଦି ଆରବ ଆସିଥିବା ଅନୂ୍ୟନ ୧୯ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସେମାନେ ଜୋର୍ଡାନ ଏବଂ ଇରାନରୁ ଆସିଥିଲେ। ଜୋର୍ଡାନ ବହିର୍ବ୍ୟାପାର ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ ହଜ୍‌ ଯାତ୍ରା ବେଳେ ତାଙ୍କ ଦେଶର ୧୪ ଯାତ୍ରୀଙ୍କ ମୃତ୍ୟୁ...

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଲେ ରିଜିଜୁ

ନୂଆଦିଲ୍ଲୀ,୧୬ା୬:ନୂଆ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାର ସପ୍ତାହେ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ରବିବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ତାଙ୍କ ୧୦ ରାଜାଜୀ ମାର୍ଗ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ୍‌ କରିଛନ୍ତି। ସଂଖ୍ୟାବଳକୁ ନେଇ...

ଉପବାଚସ୍ପତି ପଦ ନ ମିଳିଲେ ଏମିତି ପଦକ୍ଷେପ ନେବ ବିରୋଧୀ ମେଣ୍ଟ

ନୂଆଦିଲ୍ଲୀ,୧୬ା୬:ଅଷ୍ଟାଦଶ ଲୋକ ସଭାର ବାଚସ୍ପତି ପଦ ଲାଗି ଆସନ୍ତା ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବିରୋଧୀ ଇଣ୍ଡିଆ ବ୍ଲକ୍‌ ଉପବାଚସ୍ପତି ପଦ ଉପରେ ନଜର ରଖିଛି। ଯଦି ଏହାକୁ ଉପବାଚସ୍ପତି ପଦ ନ ମିଳେ ତେବେ ବିରୋଧୀ...

ସରକାରୀ ଚାକିରିରେ କିନ୍ନରଙ୍କୁ ଦିଆଯାଉ ୧ ପ୍ରତିଶତ ସଂରକ୍ଷଣ: ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା,୧୬।୬: ରାଜ୍ୟର ସମସ୍ତ ସରକାରୀ ଚାକିରିରେ ଟ୍ରାନ୍ସଜେଣ୍ଡର ବା କିନ୍ନରଙ୍କ ପାଇଁ ଏକ ପ୍ରତିଶତ ସଂରକ୍ଷଣ ନିଶ୍ଚିତ କରିବାକୁ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଦର୍ଶାଇଛନ୍ତି ଯେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ...

ମାଆଙ୍କୁ ଭେଟିବାକୁ ଏମ୍ସ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ

ଋଷିକେଶ,୧୬।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏମ୍ସ ଋଷିକେଶରେ ପହଞ୍ଚିଛନ୍ତି। ଏମ୍ସରେ, ସେ ତାଙ୍କ ମାତା ସାବିତ୍ରୀ ଦେବୀଙ୍କୁ ଭେଟି ଷଷ୍ଠ ମହଲାରେ ଥିବା ଜେରିଆଟ୍ରିକ ୱାର୍ଡରେ ପହଞ୍ଚିିଥିଲେ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରିଥିଲେ। ଏହା ପରେ...

୪୦୦ ପାର୍‌ ହୋଇଥିଲେ ଭାରତ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ ହୋଇଥାନ୍ତା: ଭାଜପା ନେତାଙ୍କ ବିସ୍ଫୋରକ ମନ୍ତବ୍ୟ

ପୁଣେ,୧୬।୬: ମହାରାଷ୍ଟ୍ରର ଥାନେ ନିକଟସ୍ଥ ଭିଓ୍ବାଣ୍ଡିରେ ଭାଜପା ନେତା ଟି ରାଜ ସିଂ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଏକ ହିନ୍ଦୁ ଧର୍ମ ସଭାର ମୁଖ୍ୟ ମାର୍ଗଦର୍ଶକ ଭାବରେ ତେଲଙ୍ଗାନା ବିଧାୟକ ଟି ରାଜ ସିଂଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି...

ଭାଜପା କାର୍ଯ୍ୟାଳୟ ନିକଟରୁ ମିଳିଲା ବୋମା! ଖେଳିଲା ଆତଙ୍କ

କୋଲକାତା,୧୬।୬: ପଶ୍ଚିମବଙ୍ଗର କୋଲକାତାଠାରେ ଥିବା ଭାଜପାର କେନ୍ଦ୍ରୀୟ କାର୍ଯ୍ୟାଳୟ ନିକଟରେ ଏକ ବୋମା ଭଳି ଜିନିଷ ଦେଖିବାକୁ ମିଳିଛି। ଏହି ସୂଚନା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଛି ଏବଂ ପୋଲିସ ସମଗ୍ର ଅଞ୍ଚଳକୁ ଘେରି ରହିଛି। ଏନେଇ ପ୍ରଶ୍ନ ଉଠାଇ...

ଆଇଏମଡି ଦେଲା ଖୁସି ଖବର

ନୂଆଦିଲ୍ଲୀ,୧୬।୬: ମୌସୁମୀ ଦେଶରେ ପହଞ୍ଚିଛି ଏବଂ ଦେଶର ଅନେକ ସ୍ଥାନରେ ମୌସୁମୀ ପୂର୍ବରୁ ମଧ୍ୟ ଏହର କାର୍ଯ୍ୟକଳାପ ଆରମ୍ଭ ହୋଇଛି। ତଥାପି ଉତ୍ତରପ୍ରଦେଶ ଏବଂ ରାଜଧାନୀ ଦିଲ୍ଲୀ ସମେତ କେତେକ ରାଜ୍ୟ ଅଛି, ଯେଉଁଠାରେ ଉତ୍ତାପ ଏବଂ ହିଟଓ୍ବେଭ ବନ୍ଦ...

୨୦୨୨ ନିର୍ବାଚନ ପୂର୍ବରୁ ଯୋଗୀଙ୍କୁ ହଟାଇବାକୁ ହୋଇଥିଲା ପ୍ରସ୍ତୁତି! ଏଠାରେ କରାଯାଇଛି ଦାବି

ନୂଆଦିଲ୍ଲୀ,୧୬।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ଭାଜପାକୁ ଏକ ବଡ ଝଟକା ଦେଇଛି। ଦେଶକୁ ସର୍ବାଧିକ ଏମପି ପ୍ରଦାନ କରୁଥିବା ଉତ୍ତରପ୍ରଦେଶରେ ଭାଜପାର ପ୍ରଦର୍ଶନ ନିରାଶାଜନକ ଥିଲା ଏବଂ ଏଠାରେ ସମାଜବାଦୀ ପାର୍ଟି ସର୍ବାଧିକ ୩୭ ଟି ଆସନ...

ଚିରାଗ ପାସଓ୍ବାନଙ୍କୁ ନିଜର କ୍ରସ ବୋଲି କହିଲେ ଏହି ଭୋଜପୁରୀ ଅଭିନେତ୍ରୀ

ନୂଆଦିଲ୍ଲୀ,୧୬।୬: ବଲିଉଡ ଅଭିନେତା ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନଙ୍କ ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୋସିଆଲ ମିଡିଆରେ ଚିରାଗ ପାସୱାନଙ୍କ ଭିଡିଓଗୁଡ଼ିକ ଭାଇରାଲ ହେବାରେ ଲାଗିଛି। ନିର୍ବାଚନ ପ୍ରଚାରଠାରୁ ଆରମ୍ଭ କରି ଶପଥ ଗ୍ରହଣ ସମାରୋହ ପର୍ଯ୍ୟନ୍ତ ଚିରାଗ...

କିଏ ହେବେ ବାଚସ୍ପତି: ରାଜନାଥଙ୍କ ଘରେ ଚାଲିଲା ମନ୍ଥନ

ନୂଆଦିଲ୍ଲୀ,୧୬।୬:ଜୁନ ୨୬ ରେ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ଜୁନ ୨୪ରୁ ଲୋକ ସଭାର ଅଧିବେଶନ ଆରମ୍ଭ ହେବ। ବାଚସ୍ପତି ଏବଂ ଉପବାଚସ୍ପତିଙ୍କୁ ନେଇ ରାଜନୀତି ତୀବ୍ର ହୋଇଛି। ସେପଟେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri