ଜାତୀୟ

କୃଷକ ଆନ୍ଦୋଳନକୁ ନେଇ ଅମିତ ଶାହାଙ୍କ ହସ୍ତକ୍ଷେପକୁ ସ୍ୱାଗତ କଲେ ଅମରିନ୍ଦର

ଚଣ୍ଡିଗଡ଼,୨୯ ।୧୧: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୃଷକ ଆନ୍ଦୋଳନ ଉପରେ ହସ୍ତକ୍ଷେପ କରିଥିବାରୁ ଏହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ପଦକ୍ଷେପକୁ ମୁଁ ସ୍ୱାଗତ କରୁଛି । ସେ କହିଛନ୍ତି...

ସୁକମା ମାଓବାଦୀ ଆକ୍ରମଣ: ଆଇଇଡି ବିସ୍ଫୋରଣରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶହୀଦ

ରାୟପୁର,୨୯ ।୧୧: ଛତିଶଗଡ଼ ସୁକମାରେ ବୁର୍କାପାଲ କ୍ୟାମ୍ପରୁ ପାଖାପାଖି ୬ କିଲୋମିଟର ଦୂରରେ ସର୍ଚ୍ଚ ଅପରେଶନ ପାଇଁ ବାହାରିଥିବା ଯବାନ ମାଓବାଦୀଙ୍କ ଟାର୍ଗେଟ ପାଲଟି ଯାଇଛନ୍ତି । ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫାରଣରେ କୋବରା ବାଟାଲିୟନର ଜଣେ...

ଏଆଇସିସିର କୋଷାଧ୍ୟକ୍ଷ ହେଲେ ପଓ୍ବନ ବଂଶଲ

ନୂଆଦିଲ୍ଲୀ,୨୮।୧୧-ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶନିବାର ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ପଓ୍ବନ କୁମାର ବଂଶଲଙ୍କୁ ଏଆଇସିସିର କୋଷାଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ଦିବଂଗତ ଅହମ୍ମଦ ପଟେଲଙ୍କ ପରେ ଏହି ପଦବୀରେ...

ଲଭ୍ ଜେହାଦକୁ ବିରୋଧ କରିବ ସମାଜବାଦୀ ପାର୍ଟି: ଅଖିଳେଶ

ଲକ୍ଷ୍ନୌ,୨୮ ।୧୧: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଭାଜପା ଭଳି ଭଲ ଓ ବଡ ମିଛ କେହି କହିପାରିବେ...

କୃଷକ ଆନ୍ଦୋଳନରେ ପ୍ରବେଶ କରିଛି ଆସାମାଜିକ ତତ୍ତ୍ୱ

ଚଣ୍ଡିଗଡ,୨୮ ।୧୧: ହରିୟାଣା ଓ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି କୃଷକ ଆନ୍ଦୋଳନରେ ପ୍ରବେଶ କରିଛି ଆସାମାଜିକ ତତ୍ତ୍ୱ । ହେଲେ ସେ ଆହୁରି ମଧ୍ୟ କହିଛନ୍ତି ଏବେ...

ଢାବାରେ ଖାଇ ପଇସା ନ ଦେଇ ଖସି ଯାଉଥିଲେ ୬ ଯୁବକ, ଆଉ ତା’ ପରେ…

ହରିୟାଣା,୨୮ା୧୧: ହରିୟାଣାର ସୋନିପତସ୍ଥିତ ପ୍ରସିଦ୍ଧ ‘ସୁଖଦେବ ଢାବା’ରେ ୬ ଜଣ ଯୁବକ ଖାଇବା ପଇସା ନ ଦେବା ମହଙ୍ଗା ପଡ଼ିଛି। ଓ୍ବେଟରମାନେ ଏମାନଙ୍କ ମଧ୍ୟରୁ ୨ ଯୁବକଙ୍କୁ ଖୁବ୍‌ ପିଟିଛନ୍ତି। ବର୍ତ୍ତମାନ ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ...

ମମତାଙ୍କ ଉପରୁ ବିଶ୍ୱାସ ହରାଉଛନ୍ତି ତୃଣମୂଳ ବିଧାୟକ: ଦିଲ୍ଲୀପ ଘୋଷ

କୋଲକାତା,୨୮।୧୧: ତୃଣମୂଳରେ ଜାରି ରହିଥିବା ଘର କଳି ଏବେ ବାହାରକୁ ଆସିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରୁ ତୃଣମୂଳ କଂଗ୍ରେସ ବିଧାୟକମାନେ ବିଶ୍ୱାସ ହରାଉଛନ୍ତି। ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଇଁ କାମ ନ କରି ମମତା ଏବେ ତୃଣମୂଳକୁ...

୨ ହଜାର କୃଷକଙ୍କୁ ମାଗଣାରେ ଖାଇବାକୁ ଦେଇ ଚର୍ଚ୍ଚାରେ ଏହି ଢାବା

ହରିୟାଣା,୨୮ା୧୧: କୃଷକ ଆନ୍ଦୋଳନ ଶୁକ୍ରବାର ଉଗ୍ରରୂପ ଧାରଣ କରିଥିଲା। ଯେଉଁଥିପାଇଁ ସମଗ୍ର ରାଜପଥରେ ଯାନବାହନର ଲମ୍ବା ଧାଡ଼ି ଲଗାଯାଇଥିଲା। ଏହି ସମୟରେ ମୁର୍ଥଲର ପ୍ରସିଦ୍ଧ ଢାବା ‘ସୁଖଦେବ‘ ଚାଷୀଙ୍କ ପାଇଁ ମାଗଣା ଖାଦ୍ୟ ଏବଂ ପାନୀୟ ପାଇଁ ବ୍ୟବସ୍ଥା କରିଥିଲା।...

ଲିଭ୍‌ ଇନ୍‌ରେ ସରକାରୀ ଚାକିରିଆ: ରାଜ୍ୟ ସରକାରଙ୍କ ସେବା ସର୍ତ୍ତ ଲାଗି ଜବାବ ତଲବ କଲେ ହାଇକୋର୍ଟ

ପ୍ରୟାଗରାଜ୍‌,୨୮।୧୧: ଲିଭ୍‌ ଇନ୍‌ରେ ରହିଥିବା ଦୁଇ ସରକାରୀ ଚାକିରିଆଙ୍କୁ ସୁରକ୍ଷା ଯୋଗାଇ ଦେବା ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସରକାରୀ ଚାକିରି ସେବା ସର୍ତ୍ତ ନେଇ ଜବାବ ତଲବ କରିଛନ୍ତି। ଏକ ସପ୍ତାହ ମଧ୍ୟରେ...

ମାସ୍କ ପିନ୍ଧିବାକୁ ରାଜି ନୁହେଁ ତେଜସ୍ୱୀ!

ପାଟନା,୨୮ ।୧୧: କରୋନା ମହାମାରୀ ବୃଦ୍ଧିକୁ ଦେଖି ଏହାର ଗାଇଡଲାଇନ୍ ପାଳନ କରିବାକୁ ସରକାର କଡାକଡି ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ପାଟନା ବିଧାନସଭାରେ ଅଧ୍ୟକ୍ଷ ଗୃହରେ ଉପସ୍ଥିତ ସଦସ୍ୟଙ୍କୁ ମାସ୍କ ପିନ୍ଧିବା କଥା କହିଥିଲେ । ବାରମ୍ବାର...

ପଶ୍ଚିମବଙ୍ଗ ସମେତ ତିନି ରାଜ୍ୟର ୪୦ ସ୍ଥାନରେ ସିବିଆଇ ଚଢାଉ

ନୂଆଦିଲ୍ଲୀ,୨୮ ।୧୧: ସିବିଆଇ ଦ୍ୱାରା ଶନିବାର ୩ ରାଜ୍ୟର ୪୦ଟି ସ୍ଥାନରେ ଚଢାଉ କରାଯାଉଥିବା ସୂଚନା ମିଳିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଥିରେ କୋଇଲା ମାଫିଆ ସାମିଲ ଥିବା ଜଣାପଡିଛି । ସେମାନେ କହିଛନ୍ତି କି ଚଢାଉ ବିଶେଷ...

ଚାଷୀ ତାତି ଯୋଗୁ ଅଟକି ରହିଛି ୬୦୦ ସେଓ ଭର୍ତ୍ତି ଟ୍ରକ୍‌: ୬୦ କୋଟିର କ୍ଷତି ହେବା ଆଶଙ୍କା

ସୋନିପତ୍‌,୨୮।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପି ଜାରି ରହିଥିବା ଚାଷୀ ଆନ୍ଦୋଳନ ଯୋଗୁ ବାଟରେ ୬୦୦ ସେଓ ଭର୍ତ୍ତି ଟ୍ରକ୍‌ ଅଟକି ରହିଛି। ଟ୍ରକ୍‌ ଗୁଡ଼ିକ ଜମ୍ମୁ-କଶ୍ମୀରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା। ପଞ୍ଜାବ ଟପିବା ପରେ ଟ୍ରକ୍‌...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri