ଜାତୀୟ

ଶନିବାର ୩ କୋଭିଡ ଭାକ୍ସିନ କେନ୍ଦ୍ର ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୩ଟି ଭାକ୍ସିନ ବିକାଶ କେନ୍ଦ୍ରକୁ ଗସ୍ତ କରିବେ। ଏହି ସମୟରେ ସେ ପୁନେ, ଅହମ୍ମଦାବାଦ ଓ ହାଇଦ୍ରାବାଦ ଯିବାର କାର୍ଯ୍ୟକ୍ରମ ରହିଛି। ସର୍ବପ୍ରଥେମେ ମୋଦି ଅହମଦାବାଦରେ ଜାଇଡସ୍‌ କେଡିଲା କେନ୍ଦ୍ର ଗସ୍ତ...

ଶେଷରେ କୃଷକଙ୍କ ଜିଦ୍ ସାମ୍ନାରେ ମୁଣ୍ଡ ନୁଆଁଇଲେ ସରକାର

ନୂଆଦିଲ୍ଲୀ,୨୭ ।୧୧: କୃଷି ଆଇନ୍ ବିରୋଧରେ ପଞ୍ଜାବରୁ ମାର୍ଚ୍ଚ ବାହାର କରିଥିବା କୃଷକଙ୍କୁ ଦିଲ୍ଲୀ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଶୁକ୍ରବାର ପୋଲିସ ଓ କୃଷକ ମଧ୍ୟରେ ଉପୁଜିଥିବା ଟଣାଭିଡା ମଧ୍ୟରେ ଦିଲ୍ଲୀର ବୁରାଡିରେ ଥିବା ନିରଙ୍କାରୀ...

ମମତା ସରକାରଙ୍କୁ ବଡ଼ ଝଟ୍‌କା: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୧୧: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ସରଗରମ ହୋଇଛି। ଶୁକ୍ରବାର ମମତା ବାନାର୍ଜୀଙ୍କ ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ଟିଏମ୍‌ସି ଦଳର ନେତା ଶୁଭେନ୍ଦୁ ଅଧିକାରୀ ନିଜ ମନ୍ତ୍ରୀ...

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଠାକରେ

ମୁମ୍ବାଇ,୨୭ ।୧୧: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପ୍ରାୟ ୫ ମାସ ପୂରଣ ହୋଇଯାଇଥିଲେ ବି ଏପର୍ଯ୍ୟନ୍ତ ଏହାକୁ ନେଇ ଚାଲିଛି ବୟାନ ବାଜି । ବଲିଉଡ୍ ଦୁନିଆରୁ ଟେଲିଭିଜନ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଏମିତିକି ବଡ ବଡ...

ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ: ୨ ଯବାନ ଶହୀଦ

ଜମ୍ମୁ,୨୭ ।୧୧: ଜମ୍ମୁ-କଶ୍ମୀର ରାଜୌରିର ସୁନ୍ଦରବନି ସେକ୍ଟରରେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ଫଳରେ ଶୁକ୍ରବାର ୨ ଭାରତୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ପଟରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଥିବା ବେଳେ ଭାରତୀୟ ସେନା...

ଲାଲୁଙ୍କୁ ମିଳିଲା ନାହିଁ ଜାମିନ

ରାଞ୍ଚି,୨୭ ।୧୧: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଛି । ଏହି ସମୟରେ ଲାଲୁଙ୍କ ଓକିଲ ସିବିଆଇର ଜବାବରେ ହେପାଜତର ଯାଞ୍ଚ ପାଇଁ ସମୟ ମାଗିଥିଲେ । ଫଳରେ କୋର୍ଟ ଏହାର...

ଅସ୍ଥାୟୀ ଜେଲ୍‌ରେ ପରିବର୍ତ୍ତନ ହେବ ନାହିଁ ଷ୍ଟାଡିୟମ୍‌: ପୋଲିସର ଦାବିକୁ ପ୍ରତ୍ୟାଖ୍ୟାନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୧୧: ଦିଲ୍ଲୀ ପୋଲିସକୁ କେଜରିଓ୍ବାଲ ସରକାରଙ୍କ ପକ୍ଷରୁ ଏକ ଝଟ୍‌କା ମିଳିଛ। ୯ଟି ଷ୍ଟାଡିୟମ୍‌କୁ ଅସ୍ଥାୟୀ ଜେଲ୍‌ରେ ପରିଣତ କରିବା ପାଇଁ ପୋଲିସ କରିଥିବା ଦାବିକୁ ଦିଲ୍ଲୀ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। କୃଷକଙ୍କ ପ୍ରଦର୍ଶନ କାରଣରୁ ଦିଲ୍ଲୀ ପୋଲିସ ଅସ୍ଥାୟୀ...

ଜେଜେମା’ଙ୍କ ଇଛା ପୂରଣ କଲେ ନାତି: ହେଲିକପ୍ଟରରେ ନବବଧୁଙ୍କୁ ଗାଁକୁ ଆଣିଲେ ବର

ଘରର ବଡ଼ ମାନଙ୍କର ଇଛା ପୂରଣ କରିବା ସାନମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ। ତେବେ ଏହା କରିବା ତାଙ୍କ ପ୍ରତି ଏକ ସମ୍ମାନ ଜଣାଇବା ସଦୃଶ। ତେବେ ଜେଜେମା’ଙ୍କ ଇଛାର ମାନ ରଖି ତାଙ୍କର ୨ଜଣ ନାତି ଏକ...

ଜିତିଲେ କଙ୍ଗନା !

ମୁମ୍ବାଇ,୨୭ ।୧୧: ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ପାଲି ହିଲ ସ୍ଥିତ କାର୍ଯ୍ୟାଳୟ ଭଙ୍ଗା ଘଟଣା ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ବମ୍ବେ ହାଇକୋର୍ଟଙ୍କ ରାୟ ମୁତାବକ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯିବ...

ଘରେ ନଜର ବନ୍ଦୀ ମେହେବୁବା ମୁଫତି

ଜମ୍ମୁ,୨୭ ।୧୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କର ସମସ୍ୟା ପୁଣି ଥରେ ବଢି ଯାଇଛି । ଶୁକ୍ରବାର ସକାଳେ ତାଙ୍କ ଝିଅ ଫୋନ୍ କରି ଜଣାଇଛନ୍ତି କି ତାଙ୍କୁ ଓ ତାଙ୍କ ମାଆ ମେହେବୁବାଙ୍କୁ...

କୋଭିଡ୍ ହସ୍ପିଟାଲରେ ନିଆଁ: ୫ମୃତ, ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭ ।୧୧: ଗୁଜରାଟର ରାଜକୋଟରେ ଥିବା ଶିବାନନ୍ଦ କୋଭିଡ ହସ୍ପିଟାଲରେ ଗୁରୁବାର ରାତିରେ ନିଆଁ ଲାଗିଯିବା ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିରେ ଅଧିକାଂଶ ଆହତ ମଧ୍ୟ ହୋଇଛନ୍ତି । ଏହି ଘଟଣା ଜଣାପଡିବା ପରେ ପ୍ରଧାନମନ୍ତ୍ରୀ...

୯ଟି ଷ୍ଟାଡିୟମରେ ଅସ୍ଥାୟୀ ଜେଲ ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ,୨୭।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ଦିଲ୍ଲୀ ଚାଲୋ ଅଭିଯାନ ଆରମ୍ଭ କରିଛନ୍ତି। ପଞ୍ଜାବ ଠାରୁ ଆରମ୍ଭ କରି କେରଳ ଯାଏ ସବୁଆ ଚାଷୀଙ୍କ ରଣହୁଙ୍କାର ଦେଖିବାକୁ ମିଳିଛି। ଲକ୍ଷ ଲକ୍ଷ ଚାଷୀ ଶୋଭାଯାତ୍ରାରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri