ଜାତୀୟ

ପିମ୍ପୁଡ଼ିଠାରେ ବିରଳ ଖଣିଜ

ନୂଆଦିଲ୍ଲୀ: ବିଚିତ୍ରମୟ ଜୀବଜଗତ। ଏଠାରେ ଅସ୍ତିତ୍ୱ ବଞ୍ଚାଇ ରଖିବାକୁ ହେଲେ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରିବାକୁ ପଡ଼େ। ଖାଦ୍ୟ ଏବଂ ଖାଦକଙ୍କ ମଧ୍ୟରେ ଚାଲିଥିବା ଲୁଚାଛପା ଖେଳରେ ଜୀବନ ବଞ୍ଚାଇବାକୁ ପ୍ରକୃତି ସମସ୍ତଙ୍କୁ ସ୍ବତନ୍ତ୍ର କ୍ଷମତା ଦେଇଛି। ହାତୀ ଭଳି...

ଆଜିଠାରୁ ଅସ୍ତିତ୍ୱ ହରାଇବ ୯୪ ବର୍ଷ ପୁରୁଣା ଏହି ବ୍ୟାଙ୍କ: ୭ ଲୋକ ମିଶି କରିଥିଲେ ଆରମ୍ଭ

ନୂଆଦିଲ୍ଲୀ,୨୫।୧୧: ସଙ୍କଟ ମଧ୍ୟରେ ଫସିଥିବା ୯୪ ବର୍ଷ ପୁରୁଣା ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମିଶ୍ରଣ ଡିବିଏସ ବ୍ୟାଙ୍କ ଇଣ୍ଡିଆ ସହ ହୋଇଛି। ଏହି ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ କମିଟିରେ ମଞ୍ଜୁରୀ ମିଳିଛି। ଆଜି ଅର୍ଥାତ ନଭେମ୍ବର ୨୭ଠାରୁ ଲକ୍ଷ୍ମୀ...

ସମୁଦ୍ରରେ ଖସି ପଡିଲା ମିଗ୍‌-୨୯କେ

ନୂଆଦିଲ୍ଲୀ,୨୭।୧୧: ଭାରତୀୟ ନୌସେନାର ମିଗ-୨୯କେ ଗୁରୁବାର ଦୁର୍ଘଟଣାର ଶିକାର ହୋଇଛି। ଗୁରୁବାର ସା ପ୍ରାୟ ପାଞ୍ଚଟା ବେଳେ ମିଗ-୨୯କେ ଦୁର୍ଘଟଣା ଘଟି ବିମାନଟି ସମୁଦ୍ରରେ ଖସିପଡିଥିଲା। ଯୁଦ୍ଧ ବିମାନରେ ଥିବା ଦୁଇ ଜଣ ପାଲଟଙ୍କ ମଧ୍ୟରୁ ନୌସେନା ଜଣଙ୍କୁ ଉଦ୍ଧାର...

ପଦୋନ୍ନତି ପାଇଲେ ଟିନା ଡାବି: ଟୁଇଟ କରି ଦେଲେ ସୂଚନା

ଜୟପୁର, ୨୭।୧୧-୨୦୧୫ ମସିହାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଟପ୍ପର ଟିନା ଡାବିଙ୍କୁ ମିଳିଛି ପଦୋନ୍ନତି। ରାଜସ୍ଥାନ ସରକାର ତାଙ୍କୁ ଫାଇନାନ୍ସ (ଟ୍ୟାକ୍ସ) ଯୁଗ୍ମ ସଚିବ ଭାବରେ ନିଯୁକ୍ତ କରିଛନ୍ତି। ଏ ନେଇ ଶୁକ୍ରବାର ଟିନା ଏକ ଫଟୋ ଟୁଇଟ...

‘ନିଭାର’ ନେଲା ୩ ଜୀବନ

ଚେନ୍ନାଇ/ପୁଡ଼ୁଚେରୀ,୨୭।୧୧(ଆଇଏଏନ୍‌ଏସ୍‌):ସାମୁଦ୍ରିକ ବାତ୍ୟା ନିଭାର ଗୁରୁବାର ତାମିଲନାଡୁ ଓ ପୁଡ଼ୁଚେରୀରେ ତାଣ୍ଡବ ରଚିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ବାତ୍ୟାରେ ୨୬ ଗୋରୁ ପ୍ରାଣ ହରାଇଥିବା ତାମିଲନାଡୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ତାମିଲନାଡୁର...

କେନ୍ଦ୍ର ବିରୋଧରେ କୃଷକଙ୍କ ଯୁଦ୍ଧଂଦେହି

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୭।୧୧ (ପି.ଟି./ଆଇଏଏନ୍‌ଏସ୍‌):କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି ପଞ୍ଜବୀ କୃଷକ। ପଞ୍ଜାବର ହଜାର ହଜାର ଚାଷୀ ଗୁରୁବାର ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାରେ ସାମିଲ ହୋଇ ଟ୍ରାକ୍ଟରରେ ନୂଆଦିଲ୍ଲୀ ଯାଉଥିବାବେଳେ ହରିୟାଣାରେ ସେମାନଙ୍କୁ ରୋକାଯାଇଛି।...

ଭାରତ ବନ୍ଦ: କେରଳ ସର୍ବାଧିକ ପ୍ରଭାବିତ

ନୂଆଦିଲ୍ଲୀ, ୨୭।୧୧:କେନ୍ଦ୍ର ସରକାରଙ୍କ ନୂଆ ଶ୍ରମ ଓ କୃଷି ଆଇନକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଗୁରୁବାର ଦିଆଯାଇଥିବା ଭାରତ ବନ୍ଦ ଡାକରା ଆଂଶିକ ସଫଳ ହୋଇଛି। କେରଳରେ ଏହି ବନ୍ଦର ପ୍ରଭାବ ସବୁଠାରୁ ବେଶୀ ଅନୁଭୂତ...

ଲାଞ୍ଚ: ଏସିଆରେ ଭାରତ ସର୍ବାଗ୍ରେ

ନୂଆଦିଲ୍ଲୀ, ୨୭।୧୧(ପି.ଟି.):ଏସିଆ ମହାଦେଶରେ ସବୁଠୁ ବେଶି ଲାଞ୍ଚ କାରବାର ଭାରତରେ ହେଉଥିବା ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତରେ ଅଧିକାଂଶ ଲୋକ ସରକାରୀ ସେବା ପାଇବା ପାଇଁ ବ୍ୟକ୍ତିଗତ ସମ୍ପର୍କର ବ୍ୟବହାର କରିଥାନ୍ତି। ଗ୍ଲୋବାଲ କରପ୍‌ଶନ...

ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ଗୁଆହାଟୀ,୨୬ା୧୧-ଆସାମର ଦିବ୍ରୁଗଡ଼ ଜିଲା ଲେପେଟ୍‌କାଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୬ ଜଣଙ୍କ ପ୍ରାଣହାନି ଘଟିଛି। ଏକ ବିବାହ ଉତ୍ସବରେ ଯୋଗଦେବା ଲାଗି ଗାଡ଼ିରେ ଲୋକମାନେ ଯାଉଥିବାବେଳେ ଜାତୀୟ ରାଜପଥ ୩୭ ଉପରେ ଡ୍ରାଇଭର ଭାରସାମ୍ୟ ହରାଇ ଏକ...

ଦିଲ୍ଲୀ-ଏନ୍‌ସିଆରରୁ ଆସୁଥିବା ବ୍ୟକ୍ତିଙ୍କ ହେବ କରୋନା ଟେଷ୍ଟ: ପଜିଟିଭ୍‌ ଆସିଲେ ଫେରିବେ ନିଜ ରାଜ୍ୟକୁ; ଉତ୍ତରାଖଣ୍ଡ ସରକାର

ଡେରାଡୁନ,୨୬।୧୧: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଲଗାତର ବୃଦ୍ଧି ପାଉଥିବା ମାମଲାକୁ ଦେଖି ରାଜ୍ୟ ସରକାର ଏବେ କଠୋର ନିଷ୍ପତ୍ତି ନେଉଛନ୍ତି। ଏହି କ୍ରମରେ ଦିଲ୍ଲୀ-ଏନ୍‌ସିଆରରୁ ଆସୁଥିବା ଲୋକଙ୍କ ପାଇଁ ଉତ୍ତରାଖଣ୍ଡ ସରକାର କରୋନା ଟେଷ୍ଟ କରାଇବାକୁ ନିଷ୍ପତ୍ତି...

ଜେଲ୍‌ରୁ ଫୋନ୍‌ କରିବା ଘଟଣାରେ ଫସିଲେ ଲାଲୁ: ତାଙ୍କ ନାଁରେ ପାଟନାରେ ଏତଲା

ପାଟନା,୨୬।୧୧: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଅଡ଼ୁଆ ଏବେ ବଢ଼ିବାରେ ଲାଗିଛି। ଜେଲ୍‌ରୁ ଭାଜପା ବିଧାୟକ ଲଲନ ପାସୱାନଙ୍କୁ ଫୋନ କରିବା ଘଟଣାରେ ତାଙ୍କ ବିରୋଧରେ ପାଟନାରେ ଏତଲା ରୁଜୁ କରାଯାଇଛି। ଆଉ ଏହି...

ଦିଲ୍ଲୀରେ ଲାଗୁ ହୋଇପାରେ ରାତ୍ରିକାଳୀନ କର୍ଫ୍ୟୁ: ହାଇକୋର୍ଟକୁ ସୂଚନା ଦେଲେ କେଜରିଓ୍ବାଲ ସରକାର

ନୂଆଦିଲ୍ଲୀ,୨୬।୧୧: ରାଜଧାନୀ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀରୁ କରୋନା ସଂକ୍ରମଣର ଗତିକୁ ହ୍ରାସ କରିବା ପାଇଁ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇପାରେ।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri