ଜାତୀୟ

ଶିକ୍ଷା ସମାପ୍ତ ପରେ ଦେଶର ବିକାଶରେ ସହଯୋଗ କରିବା ଗୁରୁତ୍ୱପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ,୨୧।୧୧: ଦେଶର ବିକାଶରେ ଯୁବବର୍ଗଙ୍କର ସହଯୋଗ ଅପରିହାର୍ଯ୍ୟ। ଏପରିସ୍ଥଳେ ଶିକ୍ଷାର୍ଥୀମାନେ ଶିକ୍ଷା ସମାପ୍ତ ପରେ ଦେଶର ବିକାଶ କାର୍ଯ୍ୟରେ ସହଯୋଗ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୁଜରାଟ ଗାନ୍ଧିନଗରଠାରେ ଥିବା ପଣ୍ଡିତ ଦିନଦୟାଲ ପେଟ୍ରୋଲିୟମ୍‌ ୟୁନିଭରସିଟିର ୮ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ...

ମିଶନ ତାମିଲନାଡୁ ଆରମ୍ଭ: ରଜନୀକାନ୍ତଙ୍କୁ ଭେଟିବେ ଶାହା

ନୂଆଦିଲ୍ଲୀ,୨୧।୧୧: ଭାଜପାର ମିଶନ ତାମିଲନାଡୁ ଆରମ୍ଭ ହୋଇଛି। ଏହି ମର୍ମରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭେଟିବାର ଯୋଜନା ରହିଛି। ବିହାରରେ ଭାଜପା ନିଜର ସ୍ଥିତି ସୁଦୃଢ଼ କରିବା ପରେ ଏବେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ଉପରେ...

ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିକରି ଖସାଇଲେ ବିଏସ୍‌ଏଫ୍‌ ଯବାନ

ଶ୍ରୀନଗର,୨୧।୧୧: ଏଲ୍‌ଓସିରେ ପାକିସ୍ତାନ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ସାମ୍ବା ସେକ୍ଟରରେ ଏକ ପାକିସ୍ତାନ ଡ୍ରୋନ୍‌କୁ ବିଏସ୍‌ଏଫ୍‌ ଯବାନ ଗୁଳିକରି ଖସାଇ ଦେଇଛନ୍ତି। ଡ୍ରେନ୍‌ଟି ଭାରତୀୟ ସୀମାର ୫୦୦ ମିଟର ଭିତରକୁ ପ୍ରବେଶ କରିଥିବା କୁହାଯାଉଛି। ଡ୍ରୋନ୍‌କୁ ଦେଖିବା ପରେ...

ମୁଖ୍ୟ ସଚିବ, ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ/ ପୁରୀ ଅଫିସ, ୨୧। ୧୧: ପୁରୀ ପୋଲିସ ହେପାଜତରେ ମୃତ୍ୟୁ ମାମଲାକୁ ନେଇ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଇନର ଶାସନ ଚାଲିଥିବା ଦେଶରେ ଏସବୁ ଗ୍ରହଣୀୟ ନୁହେଁ ବୋଲି କମିଶନ କହିଛନ୍ତି।...

କରୋନାର ଦୋହରା ମାଡ଼: ପୁଣି କଟକଣା, ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୨୧।୧୧: ଦେଶରେ କରୋନା ମହାମାରୀର ଦୋହରା ମାଡ଼ ଆରମ୍ଭ ହୋଇଛି। ଫଳରେ କେତେକ ରାଜ୍ୟରେ ପୁଣି କଟକଣା ଜାରି କରାଯିବା ସହିତ ଖୋଲା ଯାଇଥିବା ସ୍କୁଲକୁ ବନ୍ଦ କରାଯାଇଛି। ଗୁଜରାଟ ଏବଂ ମଧ୍ୟପ୍ରଦେଶରେ କର୍ଫ୍ୟୁ ଲଗାଯିବ ସହିତ କେତେକ କଟକଣା...

ଧାର୍ମିକ କଠୋରତା-ଆକ୍ରାମକ ରାଷ୍ଟ୍ରବାଦ କବଳରେ ପଡ଼ିଛି ଦେଶ: ହମିଦ୍‌ ଅନସାରୀ

ନୂଆଦିଲ୍ଲୀ,୨୧।୧୧: କରୋନା ମହାମାରୀ ପୂର୍ବରୁ ଦେଶରେ ଧାର୍ମିକ କଠୋରତା ଏବଂ ଆକ୍ରାମକ ରାଷ୍ଟ୍ରବାଦ କବଳରେ ପଡ଼ିଛି। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ବିଭାଜନ ଚିନ୍ତା ଧାରା ସୃଷ୍ଟି ହେବାରେ ଲାଗିଛି। କଂଗ୍ରେସ ସଦସ୍ୟ ଶଶି ଥରୁର୍‌ଙ୍କ ପୁସ୍ତକ ‘ ଦି ବ୍ୟାଟେଲ...

ଷ୍ଟାଲିନଙ୍କ ପୁଅ ଅଟକ

ନାଗପଟ୍ଟିନମ୍‌,୨୧ା୧୧(ପି.ଟି.): ତାମିଲନାଡୁରେ ଏଆଇଏଡିଏମ୍‌କେର କୁଶାସନ ବିରୋଧରେ ସଭା କରୁଥିବାବେଳେ ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ପୋଲିସ ଅଟକ ରଖିବା ପରେ ଛାଡ଼ିଦେଇଛି। ୨୦୨୧ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଡିଏମ୍‌କେ ଯୁବ ଶାଖା ସମ୍ପାଦକ ଉଦୟନିଧି...

ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୨୧ା୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ଟପିଥିବାବେଳେ ମୃତ୍ୟୁସଂଖ୍ୟା ୧.୩୨ ଲକ୍ଷରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୫,୮୮୨ ନୂଆ ମାମଲା ସାମ୍ନାକୁ ଆସିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି। ଏବେ...

‘ଗୋଆ’ ସହ ଟାଟାଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ, ୨୧ା୧୧: ଟାଟା ଗ୍ରୁପ୍‌ ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ରତନ୍‌ ଟାଟା ଗତ ଦୀପାବଳି ପର୍ବ ଅଫିସ୍‌ ଡଗ୍‌ ‘ଗୋଆ’ ସହ ପାଳିଥିଲେ। ଏହାର ଏକ ଫଟୋ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଥିଲେ। ଏହି ଫଟୋ ସୋସିଆଲ...

ଗିରୀଶ ମୁର୍ମୁ ଆଇପିୟୁ ଏକ୍ସଟରନାଲ ଅଡିଟର ନିର୍ବାଚିତ

ନୂଆଦିଲ୍ଲୀ, ୨୧।୧୧: ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ଜେନେଭାସ୍ଥିତ ଇଣ୍ଟରପାର୍ଲାମେଣ୍ଟାରୀ ୟୁନିୟନ (ଆଇପିୟୁ)ର ଏକ୍ସଟରନାଲ ଅଡିଟର ନିର୍ବାଚିତ ହୋଇଛନ୍ତି। ଓଡ଼ିଶାରେ ଜନ୍ମିତ ୧୯୮୫ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର ଉକ୍ତ ପଦରେ ୩...

ନେତାଙ୍କୁ ଚିଠିରେ ଭୂତାଣୁ ପଠାଯାଇପାରେ

ନୂଆଦିଲ୍ଲୀ,୨୧ା୧୧: ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରି ବିପର୍ଯ୍ୟୟ ଆଣିଥିବାବେଳେ ଶୁକ୍ରବାର ଏହି ଘାତକ ଭାଇରସ୍‌ ସମ୍ପର୍କିତ ଆଉ ଏକ ଆସନ୍ନ ବିପଦକୁ ନେଇ ଇଣ୍ଟରନ୍ୟାଶନାଲ ପୋଲିସ ଅର୍ଗାନାଇଜେଶନ ବା ଇଣ୍ଟରପୋଲ ସତର୍କ କରାଇଛି। ଅପରାଧୀମାନେ ଭାରତ ସମେତ...

କପ୍ପାନଙ୍କୁ ଭେଟିବା ଲାଗି ଓକିଲଙ୍କୁ ଅନୁମତି

ନୂଆଦିଲ୍ଲୀ, ୨୧।୧୧: ୟୁଏପିଏ ଆଇନ ବଳରେ ଗିରଫ ହୋଇ ଉତ୍ତରପ୍ରଦେଶର ଏକ ଜେଲରେ ଥିବା କେରଳ ଖବରଦାତା ସିଦ୍ଦିକ୍‌ କପ୍ପାନଙ୍କୁ ଭେଟିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଆଇନଜୀବୀଙ୍କୁ ଅନୁମତି ଦେଇଛନ୍ତି। ଜାମିନ ପାଇବା ପାଇଁ ତାଙ୍କ ସ୍ବାକ୍ଷରର ଆବଶ୍ୟକତା ଥିଲା।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri