ଜାତୀୟ

କଲଭର୍ଟରେ ଧକ୍କା ହୋଇ ଓଲଟିପଡିଲା ବୋଲେରୋ: ୬ ମୃତ, ୪ ଆହତ

ସିଦ୍ଧାର୍ଥନଗର,୧୬।୧୧-ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ସଦର ପୋଲିସ ଷ୍ଟେଶନ ନିକଟରେ ସୋମବାର ଏକ ବୋଲେରୋ କଲଭର୍ଟରେ ଧକ୍କା ହୋଇ ଭାରସାମ୍ୟ ହରାଇ ଓଲଟିପଡିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି...

ଆଜିଠାରୁ ଖୋଲିଲା ଶିରିଡି ସାଇ ମନ୍ଦିର

ମୁମ୍ବାଇ,୧୬।୧୧-ମହାମାରୀ କରୋନା ଯୋଗୁ ଦେଶରେ ଥିବା ସମସ୍ତ ଧର୍ମାନୁଷ୍ଠାନଗୁଡିକ ବନ୍ଦ ରହିଥିଲା। ତେବେ ଆଜିଠୁ ମହାରାଷ୍ଟ୍ରରେ ସବୁ ଧର୍ମାନୁଷ୍ଠାନଗୁଡିକ ଖୋଲିବା ସହ ପ୍ରସିଦ୍ଧ ସିରିଡି ସାଇ ବାବାଙ୍କ ମନ୍ଦିର ଖୋଲିଛି। କରୋନା କଟକଣାକୁ ମାନି ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ କରିପାରିବେ।...

ସପ୍ତମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ

ପାଟନା,୧୬ ।୧୧: ବିହାର ମୁଖ୍ୟମନ୍ତ୍ରୀ ଭାବେ ସପ୍ତମଥର ପାଇଁ ଶପଥ ଗ୍ରହଣ କରିଛନ୍ତି ଜନତା ଦଳ ୟୁନାଇଟେଡ(ଜେଡିୟୁ) ନେତା ନୀତୀଶ କୁମାର । ସୋମବାର ଅପରାହ୍ନରେ ରାଜଭବନ ପରିସରରେ ଆୟୋଜିତ ସମାରୋହରେ ନୀତୀଶ ଶପଥ ଗ୍ରହଣ କରିଛନ୍ତି । ବିହାର...

ବିହାର ନିର୍ବାଚନ ପରେ ବାହାରିଛି ୧୬୦ ଟନ୍ ବାୟୋମଡିକାଲ ବର୍ଜ୍ୟବସ୍ତୁ, ୧୮ ଲକ୍ଷ ମାସ୍କ, ୭.୨୧ କୋଟି ଗ୍ଲୋଭସ୍‌ !

ପାଟନା,୧୬ ।୧୧: ବିହାର ବିଧାନସଭା ନିର୍ବାଚନ ସରିବା ପରେ ପାଖାପାଖି ୧୬୦ ଟନ୍ ବାୟୋମେଡିକାଲ ବର୍ଜ୍ୟବସ୍ତୁ ବାହାରିଥିବା ଜଣାପଡିଛି । କରୋନା ଭାଇରସ ଠାରୁ ଦୂରେଇ ରହିବାକୁ ମାସ୍କ, ସାନିଟାଇଜର, ଗ୍ଲୋଭସ୍ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ଏଭଳି...

ଭାଜପା ହାତକୁ ଯିବ ବିହାର ବାଚସ୍ପତି ଆସନ!

ପାଟନା,୧୬ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ନନ୍ଦକିଶୋର ଯାଦବଙ୍କୁ ବିହାର ବିଧାନସଭାର ବାଚସ୍ପତି ପଦ ମିଳିପାରେ ବୋଲି ଆଲୋଚନା ହେଉଛି । ବିହାର ଭାଜପାର ଜଣେ ବଡ ନେତା ଭାବେ ଗଣା ଯାଉଥିବା ନନ୍ଦକିଶୋର ୭ମ ଥର...

ଗଣମାଧ୍ୟମ କଣ୍ଠରୋଧକାରୀଙ୍କୁ ମୋଦି ସରକାରଙ୍କ କଡ଼ା ବିରୋଧ: ଶାହା

ନୂଆଦିଲ୍ଲୀ,୧୬।୧୧: ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଏହାର ସ୍ବତନ୍ତ୍ରତାରେ ବାଧା ଦେଉଥିବା ତଥା କଣ୍ଠରୋଧକାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଡ଼ା ବିରୋଧ କରୁଛନ୍ତି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜାତୀୟ ପ୍ରେସ୍‌ ଦିବସ ଅବସରରେ ସୋମବାର କହିଛନ୍ତି। ଶାହା...

ପୃଥିବୀକୁ ସର୍ବଦା ଶାନ୍ତି-ଅହିଂସା-ବନ୍ଧୁତ୍ୱର ମାର୍ଗ ପ୍ରଦର୍ଶିତ କରିଛି ଭାରତ: ମୋଦି

ନୂଆଦିଲ୍ଲୀ,୧୬।୧୧: ଭାରତ ସବୁବେଳେ ବିଶ୍ୱ ଭାତୃତ୍ୱରେ ବିଶ୍ୱାସ କରେ। ପୃଥିବୀକୁ ଶାନ୍ତି,ଅହିଂସା ଓ ବନ୍ଧୁତ୍ୱର ମାର୍ଗ ପ୍ରଦର୍ଶିତ କରିବାରେ ଭାରତ ଆଗୁଆ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସୋମବାର ରାଜସ୍ଥାନର ପାଲିରେ ଜୈନାଚାର୍ଯ୍ୟ ବିଜୟ ବଲ୍ଲଭ ସୁରିଶ୍ୱର...

ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ: ଅନୁପ୍ରବେଶ ପାଇଁ ବସିଛନ୍ତି ସୁଯୋଗ ଉଣ୍ଡି

ଶ୍ରୀନଗର,୧୬।୧୧: ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସେଥିପାଇଁ ଏଲ୍‌ଓସିରେ ଲଗାତାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ରେ ୩୦୦ ପାଖାପାଖି ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗ ଉଣ୍ଡି ବସିଥିବା ବିଏସ୍‌ଏଫ୍‌...

ଲକ୍‌ଡାଉନ୍‌ ଲାଗୁ ହେବାର ଆବଶ୍ୟକତା ନାହିଁ, ମାସ୍କ୍‌ ଦ୍ୱାରା ସଂକ୍ରମଣରୁ ରହିହେବ ଦୂରେଇ: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୧୬।୧୧: ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଏଥିପାଇଁ ଲକ୍‌ଡାଉନ୍‌ ଲାଗୁ କରିବାର ଆବଶ୍ୟକତା ନାହିଁ। ମାସ୍କ୍‌ ପିନ୍ଧିବାକୁ ବାଧ୍ୟତା ମୂଳକ କରିବା...

ନୀତୀଶଙ୍କ ଶପଥ ଗ୍ରହଣ ସମାରୋହଠାରୁ ଦୂରେଇ ରହିବେ ତେଜସ୍ୱୀ!

ପାଟନା,୧୬ ।୧୧: ବିହାରରେ ନୂଆ ସରକାର ଗଠନ ହେବାକୁ ଯାଉଛି । ଏନ୍‌ଡିଏ ନୀତୀଶ କୁମାରଙ୍କୁ ନିଜର ପ୍ରତିନିଧି ମାନି ନେଇଥିବା ବେଳେ ସେ ସପ୍ତମଥର ଲାଗି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । କୁହାଯାଉଛି କି ନୀତୀଶଙ୍କ ସହ ୧୫...

ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ: ସଂସଦର ଶୀତ ଅଧିବେଶନ ନେଇ ଅନିଶ୍ଚିତତା !

ନୂଆଦିଲ୍ଲୀ,୧୬।୧୧: ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଙ୍କଟ ଯୋଗୁ ସଂସଦର ଶରତ ଅଧିବେଶନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଶୀତ ଅଧିବେଶନ...

ବିହାର ପରାଜୟକୁ ନେଇ ମହାମେଣ୍ଟରେ ମହାଭାରତ

ପାଟନା,୧୬ ।୧୧: ବିହାରରେ ଗୋଟିଏ ପଟେ ଏନ୍‌ଡିଏ ସରକାର ଗଠନ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ପରାଜୟକୁ ନେଇ ମହାମେଣ୍ଟ ମଧ୍ୟରେ ମହାଭାରତ ଦେଖିବାକୁ ମିଳିଛି । ବିଧାନସଭା ନିର୍ବାଚନର ପରାଜୟକୁ ନେଇ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) କହିଛି କଂଗ୍ରେସ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri