ଜାତୀୟ

ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

କୋଲକାତା,୧୫।୧୧: ଲୋକପ୍ରିୟ ବଙ୍ଗାଳି ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ରବିବାର ମଧ୍ୟାହ୍ନ ୧୨ଟା ୧୫ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟରେ ସୁଧାର ନ...

ପାକିସ୍ତାନ ମାନବାଧିକାରର ଉଲ୍ଲଂଘନ କରିଛି: ବିଏସ୍‌ଏଫ୍‌

ଶ୍ରୀନଗର,୧୫।୧୧: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଏହାଦ୍ୱାରା ମାନବାଧିକାରର ମଧ୍ୟ ଉଲ୍ଲଂଘନ ହେଉଛି ବୋଲ ବିଏସ୍‌ଏଫ୍‌ ପକ୍ଷରୁ ରବିବହାର କୁହାଯାଇଛି। ବିଏସ୍‌ଏଫ୍‌ ଆଇଜି ରାଜେଶ ମିଶ୍ର ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପାକିସ୍ତାନ ବିରୋଧରେ...

୨୦ ବର୍ଷରେ ଝାଡ଼ଖଣ୍ଡ: ମୋଦି ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୧୫।୧୧: ଝାଡ଼ଖଣ୍ଡକୁ ରବିବାର ୨୦ ବର୍ଷ ପୂରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦି ଟୁଇଟ୍‌ କରି ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ଏହା ସହିତ ସେ ବିର୍ସା ମୁଣ୍ଡାଙ୍କ ୧୪୫ ତମ...

ସୋମବାରଠାରୁ ମହାରାଷ୍ଟ୍ରରେ ଖୋଲିବ ଧାର୍ମିକ ସ୍ଥଳ: ମାର୍ଗଦର୍ଶିକା ଜାରି

ମୁମ୍ବାଇ,୧୫।୧୧: ସୋମବାର ଠାରୁ ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଖୋଲିବ। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।  ୬୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍‌ ବୟସ୍କ ଛୋଟ...

ପିଡ଼ିପିକୁ ବଡ଼ ଝଟ୍‌କା: ଇସ୍ତଫା ଦେଲେ ସଂସ୍ଥାପକ ସଦସ୍ୟ

ଶ୍ରୀନଗର,୧୫।୧୧: ଜମ୍ମୁ-କଶ୍ମୀରରେ ପିପୁଲସ୍‌ ଡେମୋକ୍ରାଟିକ୍‌ ପାର୍ଟି(ପିଡ଼ିପି)କୁ ବଡ଼ ଝଟ୍‌କା ଲାଗିଛି। ଦଳର ସଂସ୍ଥାପକ ସଦସ୍ୟ ମୁଜାଫର ହୁସେନ୍‌ ବେଗ୍‌ ଇସ୍ତଫା ଦେଇଛନ୍ତି। ଜିଲା ବିକାଶ ପରିଷଦ ନିର୍ବାଚନ ପୂର୍ବରୁ ଏଭଳି ଘଟିବା ପିଡ଼ିପି ପାଇଁ କ୍ଷତି କାରକ ବୋଲି ଚର୍ଚ୍ଚା...

କ୍ଷେତ୍ରୀୟ ଅଖଣ୍ଡତା-ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ଆବଶ୍ୟକ: ଜୟ ଶଙ୍କର

ନୂଆଦିଲ୍ଲୀ,୧୫।୧୧: କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଦେବା ଦ୍ୱାରା ଦେଶ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇପାରିବ। ସେହିପରି ଅନ୍ତର୍ଜାତୀୟ ଆଇନର ପାଳନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ୧୫ତମ ପୂର୍ବ ଏସିଆ...

ପାକିସ୍ତାନକୁ ସମନ କରିବ ଭାରତ

ନୂଆଦିଲ୍ଲୀ,୧୪ା୧୧: ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଂଘନ ପାଇଁ ପାକିସ୍ତାନକୁ ସମନ କରିବ ଭାରତ। ଶୁକ୍ରବାର ପାକିସ୍ତାନର ଆଖିବୁଜା ଗୁଳି ଚାଳନାରେ ଭାରତୀୟ ଯବାନ ଶହୀଦ ହେବା ସହିତ ସାଧାରଣ ଲୋକଙ୍କ ଜୀବନ ଯାଇଥିବାରୁ ପାକିସ୍ତାନର କୁଟନୈତିଜ୍ଞଙ୍କୁ ସମନ କରାଯିବ। ରିପୋର୍ଟ...

ହସ୍ପିଟାଲରେ ଭର୍ତ୍ତି ହେଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଶିମ୍‌ଲା,୧୪।୧୧-ନିଃଶ୍ବାସ ନେବାରେ ଅସୁବିଧା ହେବାରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଶନିବାର ଶିମ୍‌ଲାସ୍ଥିତ ଆଇଜିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଟ୍ଟର ବର୍ତ୍ତମାନ ହିମାଚଳ ପ୍ରଦେଶ ଗସ୍ତରେ ଅଛନ୍ତି। ସେ ଶୁକ୍ରବାର ସାରେ ହିମାଚଳ ପ୍ରଦେଶ ପହଞ୍ଚିଥିଲେ। ଆଜି ତାଙ୍କର...

ଦୀପାବଳିରେ ଏହି ମନ୍ଦିରରେ ପ୍ରସାଦ ରୂପେ ଦିଆଯାଏ ସୁନା ଅଳଙ୍କାର, ନଗଦ ଟଙ୍କା

ଭାରତରେ ଅନେକ ମନ୍ଦିର ରହିଛି। ସେଥି ମଧ୍ୟରୁ ମଧ୍ୟପ୍ରଦେଶର ରତ୍‌ଲାମ ସହରର ମନାକରେ ଅବସ୍ଥିତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ଅନ୍ୟତମ। ସାଧାରଣତଃ ପ୍ରାୟ ସବୁ ମନ୍ଦିରରେ ଭକ୍ତମାନଙ୍କୁ ମିଠା କିମ୍ବା କିଛି ଖାଦ୍ୟ ସାମଗ୍ରୀ ପ୍ରସାଦ ଭାବେ ଦିଆଯାଏ। ମାତ୍ର...

ଶୀତରେ ଥରୁଥିଲେ ଭିକାରି, ପାଖରେ ଗାଡ଼ି ଅଟକାଇଲେ ଡିଏସ୍‌ପି; ପରେ ଯାହା ଘଟିଲା ଜାଣିଲେ ଆଖିରେ ଆସିଯିବ ଲୁହ

ଏମିତି ଅନେକ ଥର ହୋଇଛି କି ରାସ୍ତାକଡ଼ରେ ଭିକ ମାଗୁଥିବା ବ୍ୟକ୍ତି ମଧ୍ୟ ଅନେକ ପାଣ୍ଡିତ୍ୟର ଅଧିକାରୀ। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ସେହିପରି ଏକ ଘଟଣା ମଧ୍ୟପ୍ରଦେଶର ଗ୍ବାଲିୟରରେ ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ଭିକାରିକୁ ଦେଖି...

ଝଲସୁଛି ରାମନଗରୀ ଅଯୋଧ୍ୟା, ଗିନିଜ୍‌‌ ଓ୍ବାର୍ଲ୍ଡ ରେକର୍ଡରେ ପାଇଲା ସ୍ଥାନ

ଲକ୍ଷ୍ନୌ,୧୪ା୧୧: ଅଯୋଧ୍ୟାରେ ଦୀପାବଳି ଉତ୍ସବ ଆରମ୍ଭ ହୋଇସାରିଛି। ଆଜି ରାମନଗରୀର ସୌନ୍ଦର୍ଯ୍ୟ ଢେର୍‌ ଅଧିକ ବଢ଼ିଯାଇଛି। ଅଯୋଧ୍ୟାରେ ଶୁକ୍ରବାର ଦୀପତ୍ସୋବ ପାଳନ କରାଯାଇଥିଲା। ଏଠାରେ ପ୍ରାୟ ୬,୦୬,୫୬୯ ଦୀପ ଜଳାଯାଇଥିଲା। ଏହା ଗିନିଜ୍‌‌ ଓ୍ବାଲର୍‌ଡ ରେକର୍ଡ କରିଛି। ରାମଙ୍କ ନଗରୀରେ...

ଗୁଜରାଟରେ ହୁ ହୁ ହୋଇ ଜଳୁଛି ପ୍ଲାଷ୍ଟିକ କାରଖାନା: ଦେଖନ୍ତୁ ଭିଡିଓ

ଗୁଜରାଟ,୧୪।୧୧-ଗୁଜରାଟର ଭାଲସାଡରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ପ୍ରବଳ ନିଆଁ ଓ ଧୂଆଁରେ ସାରା ଅଞ୍ଚଳ ଆଚ୍ଛାଦିତ ହୋଇଯାଇଛି। ତେବେ କାରଖାନାରେ କିପରି ଅଗ୍ନିକାଣ୍ଡର ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି ।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri