ଜାତୀୟ

ଆସନ୍ତା ମାସ ସୁଦ୍ଧା ଆସିପାରେ କରୋନା ଟିକା

ନୂଆଦିଲ୍ଲୀ,୧୪ ।୧୧: ଆସନ୍ତା ମାସ ସୁଦ୍ଧା ଦେଶକୁ ୧୦ କୋଟି କରୋନା ଟିକା ମିଳିଯିବ ବୋଲି ଦାବି କରିଛନ୍ତି ସିରମ ଇନଷ୍ଟିଚ୍ୟୁଟର ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା । ସିରମ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡ ୟୁନିଭର୍ସିଟି ସହ ମିଶି ଏହି...

ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୪ ।୧୧: ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସାରା ଦେଶ ପ୍ରସ୍ତୁତ ହୋଇ ସାରିଛି । ଏଥରର ଦୀପାବଳି ସବୁଠାରୁ ନିଆରା ହେବ ବୋଲି କୁହାଯାଉଛି । କାରଣ କରୋନା କଟକଣା ମଧ୍ୟରେ ଏଥର ପାଳନ କରାଯିବ ଦୀପାବଳି...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

ନୂଆଦିଲ୍ଲୀ, ୧୩।୧୧-ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ରବିବାର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ଶୁକ୍ରବାର କହିଛନ୍ତି। ଏନ୍‌ଡିଏ ଆନୁଷ୍ଠାନିକ ଭାବେ ନେତା ବାଛିବାର ଦୁଇଦିନ...

ଅନ୍ତବସ୍ତ୍ରରେ ୨ ମହିଳା ଲୁଚାଇ ନେଉଥିଲେ ୬୨ ଲକ୍ଷ ଟଙ୍କାର ସୁନା: ଧରାଇଦେଲା ମେଟାଲ ଡିଟେକ୍ଟର

ନୂଆଦିଲ୍ଲୀ,୧୩।୧୧-ଅନ୍ତବସ୍ତ୍ରରେ ସୁନା ସ୍ମଗଲିଂ କରୁଥିବାବେଳେ ୨ ମହିଳାଙ୍କୁ ଗିରଫ କରିଛି ସୀମା ଶୁଳ୍କ ବିଭାଗ। ତାମିଲନାଡୁର କୋଏମ୍ବାଟୁର ଅନ୍ତର୍ଜାତୀୟ ବିମାନବନ୍ଦରେ ଶୁକ୍ରବାର ଏଭଳି ଘଟଣା ଘଟିଛି। ଗିରଫ ହୋଇଥିବା ଦୁଇ ମହିଳା ହେଲେ ଦେବନାନୀ ରାଧାକୃଷ୍ଣନ ଓ ବାସନ୍ତୀ ରାମାସ୍ବାମୀ।...

ପ୍ରତିଶୋଧ ନେଲା ଭାରତୀୟ ସେନା: ୮ ପାକ୍ ସେନା ନିହତ

ଶ୍ରୀନଗର,୧୩ ।୧୧: ପାକିସ୍ତାନ ପକ୍ଷରୁ ଶୁକ୍ରବାର ସୀମାରେ ପୁଣିଥରେ ଅନ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ନର୍ଥ କଶ୍ମୀରରେ ଏଲ୍‌ଓସିକୁ ଲାଗି ରହିଥିବା ୩ଟି ସେକ୍ଟରରେ ପାକିସ୍ତାନ ପଟରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏଥିରେ ୩ ଯବାନ ଶହୀଦ ହେବା...

ନଭେମ୍ବର ୧୫ରେ ବସିବ ଏନ୍‌ଡିଏ ବିଧାୟକ ଦଳର ବୈଠକ: ନୀତୀଶ

ପାଟନା,୧୩ ।୧୧: ବିହାର ବିଧାନସଭା ନିର୍ବାଚନ ଆସିବା ପରେ ଏବେ ରାଜ୍ୟରେ ନୂଆ ସରକାର ଗଠନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶୁକ୍ରବାର ଏନ୍‌ଡିଏ ନେତାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।...

ଯବାନଙ୍କ ସହ ଦୀପାବଳି ପାଳନ କରିପାରନ୍ତି ମୋଦି

ନୂଆଦିଲ୍ଲୀ,୧୩ ।୧୧: ଚଳିତ ବର୍ଷ ଦୀପାବଳି ସବୁଠାରୁ ନିଆରା ହେବ ବୋଲି କୁହାଯାଉଛି । କାରଣ ଏଥର କରୋନା ମହାମାରୀ କଟକଣା ମଧ୍ୟରେ ପାଳନ ହେବ ଆଲୋକର ପର୍ବ ଦୀପାବଳି । ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବର୍ଷ...

ବିହାର ବିଧାନସଭା: ବାଚସ୍ପତି ପଦକୁ ନେଇ ଏନ୍‌ଡିଏରେ ଉଠିପାରେ ଝଡ଼

ପାଟନା,୧୩ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ଆସନରେ ନୀତୀଶ କୁମାର ବସିବା ନେଇ ଏକ ପ୍ରକାର ସ୍ଥିର ହୋଇ ଯାଇଛି କହିଲେ ଚଳେ । ଏବେ କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ବାଚସ୍ପତି ପଦକୁ ନେଇ...

ଆୟୁର୍ବେଦ ଆମର ପରମ୍ପରା: ମୋଦି

ନୂଆଦିଲ୍ଲୀ,୧୩ ।୧୧: ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ୨ଟି ଆୟୁର୍ବେଦ ସଂସ୍ଥାନକୁ ସମର୍ପିତ କରିଛନ୍ତିି । ଗୁଜରାଟ ଜାମନଗରର ଆୟୁର୍ବେଦ ଅଧ୍ୟାପନ ଏବଂ ଅନୁସନ୍ଧାନ ସଂସ୍ଥାନ ଓ ଜୟପୁରର ରାଷ୍ଟ୍ରୀୟ ଆୟୁର୍ବେଦ ସଂସ୍ଥାନର ଉଦ୍‌ଘାଟନ କରିଛନ୍ତି...

ଟୁଇଟର୍‌କୁ ନୋଟିସ୍‌ ପଠାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୩।୧୧: ଲେହକୁ ଲଦାଖ ପରିବର୍ତ୍ତେ ଜମ୍ମୁ-କଶ୍ମୀରର ଏକ ଅଂଶ ଦେଖାଇବାକୁ ନେଇ କେନ୍ଦ୍ର ସରକାର ଟୁଇଟରକୁ ନୋଟିସ ଜାରି କରିଛନ୍ତି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ନଭେମ୍ବର...

ଗାଈ ପାଟିରେ ବାଣ ପୂରାଇଦେଲେ ଅସାମାଜିକ ବ୍ୟକ୍ତି, ଆଉ ତା’ପରେ…

ଜୟପୁର,୧୩।୧୧: ରାଜସ୍ଥାନର ପାଲି ଜିଲାର ମାରୱାଡ ଜଙ୍କସନ ସବଡିଭିଜନରେ ଏକ ଗାଈ ସହ ଘୃଣ୍ୟ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। କିଛି ଅସାମାଜିକ ବ୍ୟକ୍ତି ଗାଈ ପାଟିରେ ବାଣ ରଖିଦେବାରୁ ତାହା ଫାଟିଯାଇଛି। ଫଳରେ ଗାଈଟି ଗୁରୁତର ଆହତ ହୋଇଛି। ମାମଲାର...

କାମେଶ୍ୱର ଚୌପାଲ ହୋଇପାରନ୍ତି ବିହାର ଉପମୁଖ୍ୟମନ୍ତ୍ରୀ

ପାଟନା,୧୩।୧୧: ବିହାରରେ ବିଧାନସଭା ନିର୍ବାଚନର ଫଳାଫଳ ସହିତ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରାବର ଏନଡିଏ ନେତାମାନେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତୀଶ କୁମାରଙ୍କ ନାମ ସ୍ପଷ୍ଟ କରାଯିବ। କୁହାଯାଉଛି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri