ଜାତୀୟ

ଭାଜପାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏଲ୍‌ଜେପି ଲଢ଼ିଥିଲା ନିର୍ବାଚନ: ଚିରାଗ

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଭାଜପାକୁ ସୁଦୃଢ଼ କରାଇବା ଲକ୍ଷ୍ୟ ନେଇ ଏଲ୍‌ଜେପି ନିର୍ବାଚନ ଲଢ଼ିଥିଲା ବୋଲି ଅଧ୍ୟକ୍ଷ ଚିରାଗ ପାସଓ୍ବାନ ବୁଧବାର ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡ଼ିୟୁକୁ ଦୁର୍ବଳ କରିବା ପାଇଁ...

ଜୀବନ ସୁରକ୍ଷା ହିଁ ସର୍ବୋତ୍ତମ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୧।୧୧: ଜୀବନକୁ ସୁରକ୍ଷିତ ରଖିବା ହିଁ ସର୍ବୋତ୍ତମ। ଜୀବନ ତୁଳନାରେ ଅନ୍ୟ କାହାର ଗୁରୁତ୍ୱ ନାହିଁ ବୋଲି ବୁଧବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ଏହା ସହିତ ପଶ୍ଚିମବଙ୍ଗରେ ବାଣଫୁଟା ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି।...

ମମତା ମଝିରେ କଣ୍ଟା ସାଜିଲା ଆଇନ, ପାଖରୁ ଛଡାଇ ନେଲା ନବଜାତକ

ଆଗ୍ରା,୧୧।୧୧: ମାତ୍ର କିଛି ଘଣ୍ଟାର ନିବିଡ଼ତା ପରେ କାହ୍ନାଠାରୁ ଅଲଗା ହେବା ଯଶୋଦାଙ୍କ ପାଇଁ ବେଶ୍‌ କଷ୍ଟଦାୟକ ଥିଲା। ଗତ ସୋମବାର ସାରେ ଆଗ୍ରାରେ ଏଭଳି କିଛି ଘଟଣା ଘଟିଛି। ଆଗ୍ରାର ଏକ ଫୁଟପାଥରେ ଶାଶୁ-ବୋହୂ ଏକ ନବଜାତ ଶିଶୁ...

ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗକୁ ଚାହିଁ ବସିଛି ପାକିସ୍ତାନ: ଜାଣିଶୁଣି କରୁଛି ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୧୧।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ସୁଯୋଗ ପାଇଁ ପାକିସ୍ତାନ ଜାଣିଶୁଣି ଏଭଳି କରୁଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବୁଧବାର ସକାଳ...

ହାରିଗଲେ ଶିକ୍ଷା ମନ୍ତ୍ରୀ

ପାଟନା, ୧୧।୧୧: ବିହାର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବଡ ଝଟ୍‌କା ଲାଗିଛି। ଗୋଟିଏ ପଟେ ତାଙ୍କ ଦଳ ଜେଡିୟୁ ଚଳିତ ନିର୍ବାଚନରେ ୨୮ଟି ଆସନ ହରାଇଥିବା ବେଳେ ଅନ୍ୟ ପଟେ ସରକାର ସାମିଲ ଥିବା ୩ ଜଣ ମନ୍ତ୍ରୀ...

ଭାଜପାକୁ ଟାର୍ଗେଟ କଲା ଶିବସେନା: ଚିରାଗଙ୍କୁ ଆଣି ନୀତିଶଙ୍କୁ ହରାଇବା ହିଁ ମୁଖ୍ୟ ରାଜନୀତି !

ମୁମ୍ବାଇ,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିବସେନା ଭାଜପାକୁ ଟାର୍ଗେଟ କରିଛି। ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି ଯେ, ଭାଜପା ଜାଣିଶୁଣି ଚିରାଗ ପାସଓ୍ବାନଙ୍କୁ ବିହାର ରାଜନୀତିରେ ପ୍ରବେଶ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ହରାଇବା ହିଁ...

ଇତିହାସ ରଚିବେ ନୀତିଶ

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବିଜୟ ସହିତ ନୀତୀଶ କୁମାର ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ୭ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିହାରରେ ଆରଜେଡି ହଟାଇ...

ଓଓ୍ବାଇସିଙ୍କ ଉପରେ ବର୍ଷିଲେ ଦିଗ୍‌ବିଜୟ

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ପ୍ରକାଶ ପାଇବା ପରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଉପରେ ବର୍ଷିଛନ୍ତି। ତାଙ୍କ ଯୋଗୁ ବିହାରରେ ଭୋଟ ଭାଗବଣ୍ଟା ହୋଇ ଭାଜପାର ବିଜୟ ପଥ ସହଜ ହୋଇଥିବା...

ମାତ୍ର ୧୨ ଖଣ୍ଡ ଭୋଟ୍‌ରେ ହାରିଲେ ପ୍ରାର୍ଥୀ

ପାଟନା,୧୧।୧୧:ବିହାର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଆସନ୍ତା ପାଞ୍ଚ ବର୍ଷ ପାଇଁ ଜନସାଧାରଣ ପୁଣି ଥରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ମିଳିତ ମଞ୍ଚକୁ କ୍ଷମତା ହସ୍ତାନ୍ତର କରିଛନ୍ତି। ୨୪୩ଟି ଆସନରୁ ଏନଡିଏକୁ ୧୨୫ ଟି ଆସନ, ମହାମେଣ୍ଟକୁ ୧୧୦ଟି...

ସାର୍ବଭୌମତ୍ୱକୁ ସମ୍ମାନ ଦିଅ

ନୂଆଦିଲ୍ଲୀ, ୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମିଟ୍‌ରେ ଉଦ୍‌ବୋଧନ ଦେବା ଅବସରରେ ଦେଶଗୁଡ଼ିକ ପରସ୍ପରର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ସଂହତିକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏସ୍‌ସିଓ ଦେଶଗୁଡ଼ିକ ସହ ଭାରତର...

ଦୁର୍ବଳ ହେଲେ ନୀତୀଶ

ପାଟନା, ୧୧ା୧୧: ତିନି ତିନି ଥର ବିହାରର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ହାତରୁ ଏଥର କ୍ଷମତା ଖସିଯାଇପାରେ। କାରଣ ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ଜେଡିୟୁ ୩ ନମ୍ବର ଦଳର ମାନ୍ୟତା ପାଇଛି। ଅନ୍ୟପକ୍ଷେ...

ଡ୍ରାଇଭର ସିଟ୍‌ରେ ଭାଜପା

ପାଟନା/ନୂଆଦିଲ୍ଲୀ,୧୧ା୧୧: ବିହାର ବିଧାନସଭା ନିର୍ବାଚନକୁ ନେଇ ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ର ଭବିଷ୍ୟବାଣୀ ଭୁଲ୍‌ ପ୍ରମାଣିତ ହୋଇଛି। ଭୋଟ ଗଣତି ଶେଷ ପର୍ଯ୍ୟାୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସ୍ପଷ୍ଟ ବହୁମତ ସହ ପୁଣି ଥରେ ସରକାର ଗଠନ ଦିଗରେ ଅଗ୍ରସର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri