ଜାତୀୟ

ଦାଉଦ ଇବ୍ରାହିମ୍‌ଙ୍କ ସମ୍ପତ୍ତି ନିଲାମ

ନୂଆଦିଲ୍ଲୀ,୧୦।୧୧: ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କର ସମ୍ପତ୍ତି ନିଲାମ ହୋଇଛି। ଦିଲ୍ଲୀର ଦୁଇ ଆଇନଜୀବୀଙ୍କୁ ଦାଉଦ୍‌ଙ୍କର ୬ ସମ୍ପତ୍ତି ମିଳିଛି। ସେଥିମଧ୍ୟରୁ ଆଇନଜୀବୀ ଅଜୟ ଶ୍ରୀବାସ୍ତବଙ୍କୁ ୨ଟି ଏବଂ ଭୂପେନ୍ଦ୍ର ଭରଦ୍ୱାଜଙ୍କୁ ୪ଟି ସମ୍ପତ୍‌ି ମିଳିଛି। ଦାଉଦ୍‌ଙ୍କ ୪,...

ବିହାର ବିଧାନସଭା ନିର୍ବାଚନ ଫଳାଫଳ: କରୋନା ପାଇଁ ବଢିଛି ଇଭିଏମ୍ ସଂଖ୍ୟା, ବିଳମ୍ବରେ ଆସିବ ଚୁଡାନ୍ତ ଫଳାଫଳ

ପାଟନା,୧୦ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ଏନ୍‌ଡିଏ ବିଜୟୀ ହେବ ବୋଲି ଅନୁମାନ ଲଗାଯାଇଛି । ଏହାସହ ନୀତୀଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସି ପାରନ୍ତି ବୋଲି ମଧ୍ୟ...

ଚୂଡ଼ାନ୍ତ ଫଳାଫଳ ପୂର୍ବରୁ ପରାଜୟ ସ୍ବୀକାର କଲେ କମଲନାଥ

ଭୋପାଳ,୧୦।୧୧: ମଧ୍ୟପ୍ରଦେଶ ଉପନିର୍ବାଚନରେ ୨୮ଟି ବିଧାନସଭା ଆସନ ମଧ୍ୟରୁ ୨୦ଟିରେ ଭାଜପା ପ୍ରାର୍ଥୀ ଆଗୁଆ ରହିଛନ୍ତି। ଏପରିସ୍ଥଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ପରାଜୟ ସ୍ବୀକାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ...

କଂଗ୍ରେସ ପାଇଁ ହାରିଲେ ତେଜସ୍ୱୀ!

ପାଟନା,୧୦ ।୧୧: ବିହାର ବିଧାନସଭା ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ଏବେସୁଦ୍ଧା ପ୍ରାୟ ସମସ୍ତ ୨୪୩ ବିଧାନସଭା ଆସନର ଗଣତି ସମ୍ପର୍କରେ ସୂଚନା ମିଳିଛି । ଏଥିରେ ଭାଜପା-ଜେଡିୟୁର ଏନ୍‌ଡିଏ ୧୨୪ ଆସନରେ ଆଗୁଆ ଥିବା...

୧୨୩ ଆସନରେ ବ୍ୟବଧାନ ୩ ହଜାରରୁ କମ୍‌: ଯେ କୌଣସି ସମୟରେ ବଦଳିପାରେ ସ୍ଥିତି

ପାଟନା,୧୦।୧୧: ବିହାର ନିର୍ବାଚନରେ ଯେ, କୌଣସି ସମୟରେ ସ୍ଥିତି ବଦଳିପାରେ। ଏଠାରେ ୧୨୩ ଆସନରେ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଭୋଟ ବ୍ୟବଧାନ ୩ ହଜାରରୁ କମ୍‌ ରହିଛି। ସେହିପରି ୮୦ ଆସନରେ ଭୋଟ ବ୍ୟବଧାନ ୨ ହଜାରରୁ କମ୍‌ ରହିଛି। ୪୯ଆସନରେ...

ଗୁଜରାଟରେ ବାଜି ମାରିଲା ଭାଜପା, ରୂପାନି କହିଲେ ଏହା କେବଳ ଟ୍ରେଲର

ଗାନ୍ଧିନଗର,୧୦ ।୧୧: ଗୁଜରାଟରେ ହୋଇଥିବା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ସମସ୍ତ ୮ ଆସନରେ ବିଜୟର ଦ୍ୱାର ଦେଶରେ ଥିବାରୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କହିଛନ୍ତି ଏହା କେବଳ ଟ୍ରେଲର ମାତ୍ର । ଏହାପରେ ପଞ୍ଚାୟତ ନିର୍ବାଚନ,...

ବିହାର ନିର୍ବାଚନ: ଭାଜପା ସର୍ବବୃହତ ଦଳ ହେବା ସମ୍ଭାବନା !

ପାଟନା,୧୦।୧୧: ବିହାର ନିର୍ବାଚନରେ ଭାଜପା ସର୍ବ ବୃହତ୍‌ ଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଭାଜପା ୭୪ ଆସନରେ ଅଗୁଆ ରହିଛି। ସେହିପରି ଆର୍‌ଜେଡ଼ି ୬୬, ଜେଡ଼ିୟୁ ୪୫, କଂଗ୍ରେସ ୨୫, ଏଲ୍‌ଜେପି ୩ ଏବଂ ଅନ୍ୟ ଦଳ ୧୦ରେ...

ପୁଞ୍ଚ୍‌ରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୧୦।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ମଙ୍ଗଳବାର ପୁଞ୍ଚ୍‌ ଜିଲାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ପୂର୍ବାହ୍ନ ୧୦ଟା ୩୦ରେ ଶାହପୁର, କେର୍ନି ଏବଂ କ୍ୱସବା ସେକ୍ଟର...

ମଣିପୁରରେ ବାଜି ମାରିଲା ଭାଜପା

ନୂଆଦିଲ୍ଲୀ,୧୦ ।୧୧: ମଣିପୁରରେ ୫ ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ସିଂଘଟ ବିଧାନସଭା ଆସନରୁ ଭାରତୀୟ ଜନତା ପାର୍ଟି(ଭଜପା) ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସିଂଘଟ ବିଧାନସଭା ଆସନରୁ...

ହସନପୁରରେ ତେଜପ୍ରତାପ ପଛୁଆ

ପାଟନା,୧୦।୧୧: ବିହାର ବିଧାନସଭା ନିର୍ବାଚନରେ ସମସ୍ତିପୁର ଜିଲାର ହସନପୁର ଆସନରେ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ପଛୁଆ ରହିଛନ୍ତି। ଜେଡ଼ିୟୁର ରାଜ କୁମାର ରାୟଙ୍କଠାରୁ ତେଜପ୍ରତାପ ପଛରେ ଅଛନ୍ତି। ସେହିପରି ଏଲଜେପି ପ୍ରାର୍ଥୀ ମନୀଷ କୁମାର ତୃତୀୟ ସ୍ଥାନରେ...

ହରିୟାଣାରେ କଂଗ୍ରେସ ଦେଖାଇଲା ଆଶା

ସୋନିପଥ,୧୦ ।୧୧: ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା । ବିଶେଷ କରି ବିହାର ବିଧାନସଭା ଉପରେ ସମସ୍ତଙ୍କ ନଜର ଥିବା ବେଳେ ଅନ୍ୟ ରାଜ୍ୟ ଗୁଡିକୁ ନେଇ ମଧ୍ୟ...

ମହାମେଣ୍ଟ ପଛେଇଲା: ଏନ୍‌ଡ଼ିଏ କୁହୁକ ସଂଖ୍ୟା କଲା ପାର୍‌

ପାଟନା,୧୦।୧୧: ବିହାର ବିଧାନସଭା ନିର୍ବାଚନ ଏବେ ରୋଚକ ମୋଡ଼ରେ ପହଞ୍ଚିଛି। ତେଜସ୍ବୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ପଛେଇବାକୁ ଆରମ୍ଭ କରିଛି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏନ୍‌ଡ଼ିଏ ସରକାର ଗଠନ ପାଇଁ ଆବଶ୍ୟକ ୧୨୨ ପାର୍‌ କରି ୨୨୯ ଆସନରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri