ଜାତୀୟ

ଭୋଲେ ବାବାଙ୍କୁ କ୍ଲିନ୍‌ଚିଟ୍‌: ୩ଶହ ପୃଷ୍ଠାର ରିପୋର୍ଟ ଦାଖଲ କଲା ଏସ୍‌ଆଇଟି

ଲକ୍ଷ୍ନୌ,୯।୭: ଉତ୍ତର ପ୍ରଦେଶର ହାଥରସରେ ଘଟିଥିବା ଦଳାଚକଟା ଘଟଣାରେ ମଙ୍ଗଳବାର ଏସ୍‌ଆଇଟି ୩ଶହ ପୃଷ୍ଠାର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ୧୧୯ ଜଣଙ୍କ ବୟାନ ରେକର୍ଡ କରିଛି। ସତସଙ୍ଗ ଆୟୋଜନ କରିଥିବା କମିଟି ଓ ଅଫିସରଙ୍କ କାର୍ଯ୍ୟକୁ ନେଇ...

ରାହୁଲଙ୍କ ରାଏବରେଲି ପ୍ରେମ! ଗୋଟିଏ ମାସରେ ଦୁଇଥର…

ନୂଆଦିଲ୍ଲୀ,୯।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ହେବା ପରେ ପ୍ରଥମ ଥର ପାଇଁ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ରାଏବରେଲିରେ ପହଞ୍ଚିଛନ୍ତି। ଏଠାରେ ସେ ଭୁମାଉ ଗେଷ୍ଟ ହାଉସରେ ଓକିଲ, ବ୍ୟବସାୟୀ ଏବଂ ଡାକ୍ତରଙ୍କ ସହ...

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ସରକାର

ନୂଆଦିଲ୍ଲୀ,୯।୭: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସିଖବର। କୁହାଯାଉଛି ଯେ, ସରକାରଙ୍କ ପକ୍ଷରୁ ମହଙ୍ଗା ଭତ୍ତା ଅର୍ଥାତ୍‌ ଡିଏରେ ବମ୍ପର ବୃଦ୍ଧି ହୋଇପାରେ। ସରକାର ବର୍ତ୍ତମାନ ଜୁଲାଇ ୨୩ରେ ଏହାର ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି ଯେଉଁଥିରେ...

ମୋଦିଙ୍କ ରୁଷିଆ ଗସ୍ତକୁ ନେଇ ଜୟଶଙ୍କର ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷିଆ ଗସ୍ତ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଏକ ନୂତନ ସ୍ତରକୁ ଆଣିବା ପାଇଁ ମୋଦି-ପୁଟିନ ବୈଠକ...

ସ୍କୁଲ, କଲେଜ ଛୁଟି ଘୋଷଣା କଲେ ସରକାର

ମୁମ଼୍ବାଇ,୦୯।୭: ମୟାନଗରୀ ମୁମ଼୍ବାଇରେ ପ୍ରବଳ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁସାରେ ଆଜି ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଗତକାଲି ଅରେଞ୍ଜ...

ଶପଥ ନେଉଥିବାବେଳେ ବଡ଼ ଭୁଲ୍‌ କରିଦେଲେ ମନ୍ତ୍ରୀ: ଆଉ ତା’ପରେ…

ଭୋପାଳ,୯।୭: ମଧ୍ୟପ୍ରଦେଶ ରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନେତୃତ୍ୱରେ କ୍ୟାବିନେଟକୁ ପ୍ରାୟ ସାତ ମାସ ପରେ (ସିଏମ ପଦ ଗ୍ରହଣ କରିବା ପରେ) ସମ୍ପ୍ରସାରିତ କରାଯାଇଛି। ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ପୁଣିଥରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ଅନ୍ୟ...

ଅଭିଯୁକ୍ତ ଗୁଗଲ ମ୍ୟାପ୍‌ ପିନ୍‌ ଦେବା ଜାମିନ୍‌ ସର୍ତ୍ତକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ,୯ା୭: ଅଭିଯୁକ୍ତଙ୍କ ଉପରେ ପୋଲିସ କ୍ରମାଗତ ନଜର ରଖିବା ଏବଂ ଭର୍ଚୁଆଲ୍‌ରେ ତାଙ୍କ ପ୍ରିଭେସିରେ ହସ୍ତକ୍ଷେପ କରିବାକୁ ଜାମିନ ସର୍ତ୍ତାବଳୀ ରଖାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଅଭିଯୁକ୍ତଙ୍କ ଅବସ୍ଥିତି ସମ୍ପର୍କରେ ଜାଣିବା ନିମନ୍ତେ ସେ ତଦନ୍ତକାରୀ ଅଫିସରଙ୍କୁ ଗୁଗଲ୍‌...

ମୋଦିଙ୍କ କଥା ମାନି ପୁଟିନ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ/ମସ୍କୋ,୯।୭: ପ୍ରଧାନମନ୍ତ୍ରୀ ମୋଦି ଆଜିକାଲି ରୁଷିଆରେ ଅଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଯାଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏହି କ୍ରମରେ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଝିଅ ଭବିଷ୍ୟତ ପାଇଁ ଚିନ୍ତିତ କି? ଏହି ସ୍କିମରେ କରନ୍ତୁ ବିନିଯୋଗ, ପାଇବେ ଜବରଦସ୍ତ ଫାଇଦା

ନୂଆଦିଲ୍ଲୀ,୯।୭: ଆଜିର ଯୁଗରେ ସମସ୍ତେ ନିଜ ଭବିଷ୍ୟତ ପାଇଁ ଚିନ୍ତିତ ଅଛନ୍ତି। ସମସ୍ତେ ସେହି ଅନୁଯାୟୀ ଭବିଷ୍ୟତ ପାଇଁ ସଞ୍ଚୟ ଯୋଜନାରେ ବିନିଯୋଗ କରନ୍ତି। ଆଜି ବିନିଯୋଗ ପାଇଁ ଅନେକ ପଦ୍ଧତି ଉପଲବ୍ଧ। କିଛି ଶେୟାର ବଜାରରେ ବିନିଯୋଗ କରିବାକୁ...

ରାହୁଲଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସମର୍ଥନ

ନୂଆଦିଲ୍ଲୀ,୯ା୭:ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ଚାଲିଥିବାବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ଆକ୍ରମଣାତ୍ମକ ଭାଷଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ହିନ୍ଦୁମାନେ କେବେ ହିଂସ୍ର ହୋଇ ନ ପାରନ୍ତି। କିନ୍ତୁ ନିଜକୁ...

ସାମ୍ନାକୁ ଆସିଲା ବଡ଼ ସତ, ମହିଳାଙ୍କୁ ଦେଢ଼ କି.ମି. ଘୋଷାଡ଼ି ନେଇଥିଲେ ନେତାଙ୍କ ପୁଅ

ମୁମ଼୍ବାଇ, ୦୮।୦୭: ମୁମ଼୍ବାଇ ବିଏମ୍‌ଡବ୍ଲୁ କାର୍‌ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ପୋଲିସ୍‌ ଚକିତ କଲା ଭଳି ଖୁଲାସା କରିଛି । ସିସିଟିଭି ଫୁଟେଜ୍‌କୁ ତର୍ଜମା କରିବା ପରେ ପୋଲିସ୍‌ ଆଦାଲତରେ କହିଛି ଯେ, ଶିବସେନା ନେତାଙ୍କ ୨୪ ବର୍ଷୀୟ...

ମଣିପୁର ହିଂସା ପ୍ରଭାବିତଙ୍କୁ ଭେଟିଲେ ରାହୁଲ

ଇମ୍ଫାଲ,୮ା୭: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ହିଂସା କ୍ଷତିଗ୍ରସ୍ତ ମଣିପୁରର ଜିରିବାମ୍‌ ଏବଂ ଚୁରାଚାନ୍ଦପୁର ଜିଲାକୁ ଯାଇ ରିଲିଫ୍‌ କ୍ୟାମ୍ପ୍‌ଗୁଡ଼ିକୁ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ରିଲିଫ୍‌ କ୍ୟାମ୍ପ୍‌ରେ ଆଶ୍ରୟ ନେଇଥିବା ହିଂସା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri