ଜାତୀୟ

୧୦ରୁ ଖୋଲିବ ମ୍ୟୁଜିୟମ: ସଂସ୍କୃତି ମନ୍ତ୍ରଣାଳୟର ଏସ୍‌ଓପି ଜାରି

ନୂଆଦିଲ୍ଲୀ, ୬ା୧୧(ପିଆଇବି):ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନ୍‌ଲକ୍‌ ୫.୦ ଗାଇଡ୍‌ଲାଇନ ଆଧାରରେ ୧୦ ତାରିଖରୁ ଦେଶରେ ମ୍ୟୁଜିୟମ୍‌, ଆର୍ଟ ଗ୍ୟାଲେରି ଏବଂ ପ୍ରଦର୍ଶନୀ ଖୋଲିବାକୁ ଯାଉଛି। ଏଥିପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଓର) ଜାରି ହୋଇଛି। କରୋନା...

ଫେବୃୟାରୀରେ ଆସିବ କୋଭାକ୍ସିନ୍‌ ଟିକା

ନୂଆଦିଲ୍ଲୀ, ୬ା୧୧:ଭାରତ ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ଚଳିତ ମାସରେ ଆରମ୍ଭ ହୋଇଛି। ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ଓ ପ୍ରଭାବଶାଳୀ ବୋଲି ବର୍ତ୍ତମାନ ସୁଦ୍ଧା ହୋଇଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ତେଣୁ ଫେବୃୟାରୀରେ ଟିକା...

ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୫।୧୧: ସାରା ଦେଶରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଗୁରୁବାର ଗାଇଡ୍‌ଲାଇନ ଜାରି କରିଛନ୍ତି। ନୂଆ ଗାଇଡ୍‌ଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ୍‌ (ଆବଦ୍ଧାଞ୍ଚଳ) ବାହାରେ ରହିଥିବା କଲେଜ ଓ ୟୁନିଭର୍ସିଟିଗୁଡ଼ିକ ସମ୍ପୃକ୍ତ...

ଆଉ ନିର୍ବାଚନ ଲଢ଼ିବେନି ନୀତୀଶ କୁମାର

ପାଟନା, ୫।୧୧-ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଉ ନିର୍ବାଚନ ଲଢ଼ିବେନି। ଚଳିତ ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ବୋଲି ନୀତୀଶ ଗୁରୁବାର ପୁର୍ନିଆର ଧାମଧାହାଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ଅବସରରେ କହିଛନ୍ତି। ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ...

ଯୁବତୀଙ୍କ ଗର୍ଭପାତ କରାଇଲେ ଡାକ୍ତର ନେବେ ୧୦ ହଜାର ଟଙ୍କା, ଭିଡିଓ ଭାଇରାଲ୍‌

ଲକ୍ଷ୍ନୌ,୫।୧୧: ଉତ୍ତର ପ୍ରଦେଶର ବଦାୟୁଁ ସହରର ଏକ ଘରୋଇ ଡାକ୍ତରଖାନାର ମହିଳା ଡାକ୍ତରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଅବିବାହିତା ଯୁବତୀଙ୍କ ଗର୍ଭପାତ ପାଇଁ ୧୦ ହଜାର ଟଙ୍କା କାରବାର କରୁଥିବା ଦେଖିବାକୁ ମିଳିଛି। ଏହି ଅଭିଯୋଗ...

ଆର୍‌ଜେଡିକୁ ଆଇନର ପାଠ ପଢାଇଲେ ନଡ୍ଡା

ପାଟନା,୫ ।୧୧: ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୭ରେ ଅନୁଷ୍ଠିତ ହେବ । ଗୁରୁବାର ୧୫ ଜିଲାର ୭୮ ଆସନ ପାଇଁ ପ୍ରଚାର ଚାଲିଛି । ସବୁ ରାଜନୈତିକ ଦଳ ଭୋଟରଙ୍କୁ ପରସ୍ପର ଆଡକୁ ଆକର୍ଷିତ...

ପାକିସ୍ତାନ ଉପରେ ପୁଣିଥରେ ବର୍ଷିଲେ ରାଜନାଥ

ପାଟନା,୫ ।୧୧: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ନିର୍ବାଚନ ସଭାରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ପାକିସ୍ତାନ ଉପରେ ଖୁବ୍ ବର୍ଷିଛନ୍ତି । ରାଜନାଥ...

କମିବା ପରେ ପୁଣି ବଢୁଛି ଦେଶରେ କରୋନା ସଂକ୍ରମଣ

ନୂଆଦିଲ୍ଲୀ,୫ ।୧୧: ଗତ କିଛିଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିବା ଲକ୍ଷ୍ୟ କରାଯାଇଥିଲା । ହେଲେ ଗୁରୁବାର ପୁଣି ଏହି ସଂଖ୍ୟାରେ ବୃଦ୍ଧି ପରି ଲକ୍ଷିତ ହୋଇଛି । ଗତ ୨୪ ଘଣ୍ଟାରେ ୫୦,୨୦୯ ନୂଆ ସଂକ୍ରମିତଙ୍କୁ...

ଦୀପାବଳିରେ ବାଣ ନ ଫୁଟାଇ ଲକ୍ଷ୍ମୀପୂଜା କରିବାକୁ ଅପିଲ୍‌ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୫।୧୧: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦୀପାବଳିରେ ବାଣ ନ ଫୁଟାଇବାକୁ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଚଳିତ ଥର ଦିଲ୍ଲୀ ସରକାର ଜନତାଙ୍କ ସହ ମିଶି ଦୀପାବଳି ମନାଇବା ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା...

ସେନା କର୍ମଚାରୀଙ୍କ ଅବସର ବୟସ ସୀମା ବଢ଼ିବା ନେଇ ପ୍ରସ୍ତାବ

ନୂଆଦିଲ୍ଲୀ,୫।୧୧: ଭାରତୀୟ ସେନା କର୍ମଚାରୀଙ୍କ ଅବସର ବୟସ ସୀମା ବଢ଼ିବା ନେଇ ପ୍ରସ୍ତାବ ଦିଆଯାଇଛି। ସେନା କର୍ମଚାରୀଙ୍କ କଲ୍ୟାଣ ପାଇଁ ଏଭଳି କରାଯାଉଥିବା ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌ ଜେନେରାଲ ବପିନ ରାଓ୍ବତ କହିଛନ୍ତି। କାର୍ଯ୍ୟକାଳ ପୂର୍ବରୁ ଅବସର ଗ୍ରହଣ...

ମୋଦିଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ପରିବର୍ତ୍ତନ ସମ୍ଭବ: ଶାହା

କୋଲକାତା,୫ ।୧୧: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ବାଙ୍କୁଡାରେ ଆୟୋଜିତ ଏକ ରାଲିରେ ସମ୍ବୋଧନ ଦେଇଛନ୍ତି । ସେଠାରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିଁ ପଶ୍ଚିମବଙ୍ଗରେ ପରିବର୍ତ୍ତନ...

ଅପରାଧୀଙ୍କ କବଳରୁ ମହିଳାଙ୍କୁ ସୁରକ୍ଷା କରିବ ଏହି ସ୍ମାର୍ଟ ଛୁରି, ଜାଣନ୍ତୁ କେମିତି

ଲକ୍ଷ୍ନୌ,୫ା୧୧: ଦିନକୁ ଦିନ ମହିଳାମାନଙ୍କ ପ୍ରତି ଯେପରି ଭାବରେ ଲୁଟ୍‌, ରାହାଜାନି ଏବଂ ବଳାତ୍କାର ଘଟଣା ବଢ଼ି ଚାଲିଛି ଏହାକୁ ଦୃଷ୍ଟିରେ ରଖି ବାରାଣସୀର ଦୁଇ ଛାତ୍ରୀ ଏକ ସ୍ମାର୍ଟ ଛୁରି ପ୍ରସ୍ତୁତ କରିଛନ୍ତି। ଯାହା ଦ୍ୱାରା ମହିଳାମାନେ ନିଜର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri