ଜାତୀୟ

ବର୍ଷକୁ ଦୁଇଥର ହେବ ବୋର୍ଡ ପରୀକ୍ଷା, ଶିକ୍ଷା ମନ୍ତ୍ରଣାଳୟ କହିଲା ଏମିତି କଥା…

ନୂଆଦିଲ୍ଲୀ,୧୫।୬: ବର୍ଷକୁ ଦୁଇଥର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା କରିବାକୁ ଶିକ୍ଷା ମନ୍ତ୍ରଣାଳୟ ସମ୍ମତି ଦେଇଛି। ବୋର୍ଡ ପରୀକ୍ଷା ଫେବୃଆରୀ ଏବଂ ଏପ୍ରିଲରେ ଅନୁଷ୍ଠିତ ହେବ ଏବଂ ଏହି ଦୁଇଟି ମଧ୍ୟରେ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ସ୍କୋରକୁ ବିଚାର...

ୟେଦୁରପ୍ପାଙ୍କ ଗିରଫଦାରି ଉପରେ ରୋକ୍‌

ବେଙ୍ଗାଲୁରୁ,୧୪ା୬(ପି.ଟି.): ପୋକ୍‌ସୋ ମାମଲାରେ ସମ୍ପୃକ୍ତ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କୁ ଗିରଫ ନ କରିବା ପାଇଁ କର୍ନାଟକ ହାଇକୋର୍ଟ ଶୁକ୍ରବାର ଅପରାଧ ତଦନ୍ତ ବିଭାଗ (ସିଆଇଡି)କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତ ଚଳାଇଥିବା ସିଆଇଡିରେ ଆସନ୍ତା ୧୭ ତାରିଖରେ...

ରାଜସ୍ଥାନରୁ ହଟିଲା ଏମ୍‌ଡିଏଚ୍‌, ଏଭରେଷ୍ଟ ମସଲା

ନୂଆଦିଲ୍ଲୀ,୧୫ା୬: ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ କମ୍ପାନୀ ଦ୍ୱାରା ପ୍ରସ୍ତୁତ କେତେକ ନିର୍ଦ୍ଦିଷ୍ଟ ମସଲାରେ ହାନିକାରକ ସାମଗ୍ରୀ ବ୍ୟବହାର ହେଉଥିବା ଦର୍ଶାଇ ରାଜସ୍ଥାନ ସେଗୁଡ଼ିକୁ ବଜାରରୁ ହଟାଇଦେଇଛି। ଏନେଇ ରାଜସ୍ଥାନ ସରକାର ଗୁରୁବାର କେନ୍ଦ୍ରକୁ ପତ୍ର ଲେଖି ଅବଗତ କରାଇଥିବା ଜଣାପଡ଼ିଛି।...

କେନ୍ଦ୍ର, ଏନ୍‌ଟିଏକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫ା୬(ପି.ଟି.): ଚଳିତ ବର୍ଷର ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜିରେ ପ୍ରଶ୍ନପତ୍ର ଲିକ୍‌ ଓ ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ ପାଇଁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାର ଏବଂ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ଏନ୍‌ଟିଏକୁ ଜବାବ...

ଅହଂକାରୀଙ୍କୁ ଅଟକାଇଲେ ରାମ

ଜୟପୁର,୧୫ା୬: ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ସଭାରେ ‘୪୦୦ ପାର୍‌’ ସ୍ଲୋଗାନ ଦେଉଥିଲେ। କିନ୍ତୁ ଭାରତୀୟ ଜନତା ପାର୍ଟି (ଭାଜପା) ୨୪୦ ଆସନରେ ସୀମିତ ହୋଇ ରହିଯାଇଛି, ଯାହାକି ୨୦୧୯...

୩ ଥର ବିବାହ, ଆତ୍ମହତ୍ୟା ଯୋଜନା, ଭାଇଙ୍କ ବିରୋଧରେ ଦଳ; ଗୋଟିଏ ମାଷ୍ଟରଷ୍ଟ୍ରୋକ୍‌ ଯୋଗୁ ପଓ୍ବନ କଲ୍ୟାଣ ବଦଳାଇଦେଲେ ଆନ୍ଧ୍ର ରାଜନୀତି…

ନୂଆଦିଲ୍ଲୀ,୧୪।୬: ଏକ ସମୟରେ ଆନ୍ଧ୍ରପ୍ରଦେଶ ରାଜନୀତିରେ ପଓ୍ବନ କଲ୍ୟାଣଙ୍କ ଦବ୍‌ଦବା ପ୍ରାୟ ଶୂନ ଭଳି ରହିଥିଲା। ତାଙ୍କର ଜନ ସେନା ପାର୍ଟିର ପରିଚୟ ବି ସେତେଟା ନ ଥିଲା। ହେଲେ ଏବେ ସମୟ ବଦଳିଛି। ୨୦୨୪ ନିର୍ବାଚନରେ ତାଙ୍କ ‘ଜେଏସ୍‌ପି’...

ଇଟାଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଆଲିଙ୍ଗନ କଲେ ପୋପ୍‌ ଫ୍ରାନ୍ସିସ୍‌

ନୂଆଦିଲ୍ଲୀ,୧୪।୬: ଇଟାଲୀରେ ଚାଲିଥିବା ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଛନ୍ତି। ଏହି ଅବସରରେ ସେ ପୋପ୍‌ ଫ୍ରାନ୍ସିସ୍‌ଙ୍କୁ ଭେଟିଛନ୍ତି। ଉଭୟଙ୍କ ଭେଟର କିଛି ଫଟୋ କାର୍ଯ୍ୟାଳୟ ପକ୍ଷରୁ ଶେୟାର କରାଯାଇଛି। ତେବେ ସମ୍ମିଳନୀ ପୂର୍ବରୁ ମୋଦି ଫ୍ରାନ୍ସ...

ନିଆଁ ଲାଗିଯାଇଥିବା ଗୁଜବ ଯୋଗୁ ବଡ଼ ଦୁର୍ଘଟଣା; ଏକ୍ସପ୍ରେସ୍‌ରୁ କୁଦିଲେ ଯାତ୍ରୀ, ପିଟିଲା ମାଲବାହୀ ଟ୍ରେନ୍‌

ରାଞ୍ଚି,୧୪।୬: ଝାଡ଼ଖଣ୍ଡ ଲାଟେହାରର ସାସାରାମ-ରାଞ୍ଚି ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ନିଆଁ ଲାଗିବା ଗୁଜବ ୩ଜଣଙ୍କ ଜୀବନ ନେଇଛି। ଏକ୍ସପ୍ରେସ୍‌ଟି କୁମାଣ୍ଡି ଷ୍ଟେଶନରେ ପହଞ୍ଚିଥିବା ବେଳେ କେହି ଜଣେ ଟ୍ରେନ୍‌ ଇଞ୍ଜିନରେ ନିଆଁ ଲାଗିଥିବା ଚିତ୍କାର କରି କହିଥିଲେ। ଏହାକୁ ନେଇ ଯାତ୍ରୀମାନଙ୍କ...

ଇସ୍ତଫା ଦେଲେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ,୧୪।୬:ପଶ୍ଚିମବଙ୍ଗର କଂଗ୍ରେସ ସଭାପତି ଆଧୀର ରଞ୍ଜନ ଚୌଧୁରୀ ଇସ୍ତଫା ଦେଇଛନ୍ତି। ସେ ଦଳର ହାଇ କମାଣ୍ଡଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫାରେ ସେ କହିଛନ୍ତି, ମମତା ବାନାର୍ଜୀଙ୍କ ସହ ମେଣ୍ଟ ପାର୍ଟି ଆଲୋଚନା କରୁଥିବାବେଳେ ମୁଁ ଇସ୍ତଫା ଦେଇଥିଲି, କିନ୍ତୁ...

ଚାଷୀଙ୍କ ପାଇଁ ବଡ଼ଖବର: ଏହି ଦିନ ଆକାଉଣ୍ଟକୁ ଆସିବ  ପିଏମ୍‌ କିଶାନ ଟଙ୍କା, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୪।୬: ପ୍ରଧାନମନ୍ତ୍ରୀ କିଶାନ ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆସନ୍ତା ସପ୍ତାହରେ ଯୋଗ୍ୟ ଚାଷୀଙ୍କ ଖାତାକୁ ଆସିବ ୧୭ତମ କିସ୍ତି। ତେବେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବା ପରେ ତୁରନ୍ତ...

ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ ପାଓ୍ବାରଫୁଲ ଉପ ମୁଖ୍ୟମନ୍ତ୍ରୀ! ମନ୍ତ୍ରୀମାନଙ୍କ ଠାରୁ ମିଳେ କେତେ ଅଧିକ ଦରମା?

ନୂଆଦିଲ୍ଲୀ,୧୪।୬: ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ନୂଆ ସରକାର ଶପଥ ନେଇଛନ୍ତି। ଆନ୍ଧ୍ରପ୍ରଦେଶରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶାସନ କମାଣ ଧରିଥିବାବେଳେ ଓଡ଼ିଶାରେ ୨୪ବର୍ଷରେ କ୍ଷମତାକୁ ଆସିଛି ଭାରତୀୟ ଜନତା ପାର୍ଟି। ଚନ୍ଦ୍ରବାବୁଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ...

ଜୈଶ ଆତଙ୍କବାଦୀ ଆମିର ଦେଇଛନ୍ତି ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ!

ନୂଆଦିଲ୍ଲୀ,୧୪।୬: ପାକିସ୍ତାନରେ ଅବସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ (ଜେଏମ) ଅଯୋଧ୍ୟାରେ ରାମ ମନ୍ଦିରକୁ ବିସ୍ଫୋରଣ କରିବାକୁ ଧମକ ଦେଇଛନ୍ତି। ଅଡିଓ ମାଧ୍ୟମରେ ଏହି ଧମକ ଦିଆଯାଇଛି, ଯାହା ପରେ ମନ୍ଦିର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସୁରକ୍ଷା ଏଜେନ୍ସିଗୁଡିକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri