ଜାତୀୟ

କେମିତି କଟିଲା ଅର୍ଣ୍ଣବଙ୍କ ଗୋଟିଏ ରାତି

ମୁମ୍ବାଇ,୫ ।୧୧: ରିପବ୍ଲିକ ଟିଭିର ଏଡିଟର-ଇନ-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ ଯେ କି ଏକ ଇଣ୍ଟରିୟର ଡିଜାଇନର ଆତ୍ମହତ୍ୟା ମାମଲାରେ ବୁଧବାର ଗିରଫ ହୋଇଥିଲେ ସେ ରାତିରେ ସ୍ଥାନୀୟ ସ୍ୱୁଲରେ ଥିବା କୋଭିଡ-୧୯ କେନ୍ଦ୍ରରେ ରାତି କଟାଇଥିବା ଜଣାପଡିଛି । ଉକ୍ତ...

ମଝି ନଈରେ ଓଲଟିଲା ଡଙ୍ଗା

ପାଟନା,୫।୧୧: ବିହାରର ଭାଗଲପୁରରେ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝିନଈରେ ଓଲଟି ପଡ଼ିଛି। ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କେତେକ ଲୋକ ନିଖୋଜ ଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ...

ପାକିସ୍ତାନୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌: ଆର୍ନିଆ ସେକ୍ଟରରେ ଗୁପ୍ତ ସୁଡ଼ଙ୍ଗ ଠାବ କଲା ବିଏସ୍‌ଏଫ୍‌

ଶ୍ରୀନଗର,୫।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଡ଼ିବାରେ ଲାଗିଛି। ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ରଚିଥିବା ଏକ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ବିଏସ୍‌ଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେଶନ ସମୟରେ ଜମ୍ମୁର ଆର୍ନିଆ ସେକ୍ଟରର...

ନଭେମ୍ବର ୧୦ ପରେ ତେଜସ୍ୱୀଙ୍କ ଆଗରେ ମୁଣ୍ଡ ଟେକି ଚାଲିପାରିବେନି ନୀତୀଶ: ଚିରାଗ

ପାଟନା,୫ ।୧୧: ବିହାର ବିଧାନସଭା ନିର୍ବାଚନର ତୃ୍‌ତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଶନିବାର ଅର୍ଥାତ୍ ନଭେମ୍ବର ୭ରେ ଅନୁଷ୍ଠିତ ହେବ । ଏଥିପାଇଁ ଗୁରୁବାର ୧୫ ଜିଲାର ୭୮ ଆସନ ପାଇଁ ଶେଷ ପ୍ରଚାର ଦିବସ । ତେଣୁ...

କର୍ନାଟକରେ ୨ କୋଟିରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ: ରାଜ୍ୟ ସରକାରଙ୍କ ରିପୋର୍ଟ

ବେଙ୍ଗାଲୁରୁ,୫।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦିଲ୍ଲୀ, କେରଳ ଏବଂ ମହାରାଷ୍ଟ୍ରରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଛି। ଏପରିସ୍ଥଳେ କର୍ନାଟକ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ହୋଇଥିବା କରୋନା ସର୍ଭେ ରିପୋର୍ଟ...

ହନୁମାନ ଚାଳିଶା ପାଠ ପାଇଁ ଅନୁମତି ଦେଇଥିବା ମୌଲାନାଙ୍କୁ ମସଜିଦରୁ କରାଗଲା ବହିଷ୍କାର

ଲକ୍ଷ୍ନୌ,୫।୧୧: ଉତ୍ତରପ୍ରଦେଶର ବାଗପତର ବିନୟପୁର ଗାଁର ମସଜିଦରେ ସୌହାର୍ଦ୍ଦ୍ୟ ତଥା ଭାଇଚାରା ନାମରେ ହନୁମାନ ଚାଳିସା ଏବଂ ଗାୟତ୍ରୀ ମନ୍ତ୍ର ପାଠ କରିବାକୁ ଅନୁମତି ଦେଇଥିବା ମୌଲାନାଙ୍କୁ ମସଜିଦରୁ ହଟାଇ ଦିଆଯାଇଛି। ମୁସଲିମ ସମ୍ପ୍ରଦାୟର ଲୋକଙ୍କ ସଭାରେ ଗୁପ୍ତ ଭାବେ...

ଭୋଟ ଦେଇ ପାରିବେ ଏକ ଲକ୍ଷ ଶରଣାର୍ଥୀ

ଜମ୍ମୁ,୫ ।୧୧: ଜମ୍ମୁ-କଶ୍ମୀର ଜିଲା ବିକାଶ ପରିଷଦର ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ପାକିସ୍ତାନୀ ଶରଣାର୍ଥୀଙ୍କ ମୁହଁରେ ହସ ଫୁଟାଇଛି । ୭ ଦଶକୁ ଊର୍ଦ୍ଧ୍ୱ ସମୟ ହେବ ଏମାନେ ଭୋଟ ଦାନରୁ ବଞ୍ଚିତ ଥିବା ବେଳେ ଏଥର କିନ୍ତୁ ପଞ୍ଚାୟତ...

ମୋବାଇଲ୍‌ ପାଇଁ ସ୍ତ୍ରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଲେ ସ୍ବାମୀ

ଚତରା,୫।୧୧:ଝାଡଖଣ୍ଡର ଚତରାରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ମୋବାଇଲ୍‌ ପାଇଁ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ। ମୋବାଇଲକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ବାମୀ ସ୍ତ୍ରୀକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ। ଏହି...

ଭାରତୀୟ ବଂଶୋଦ୍ଭବ ୪ ପ୍ରାର୍ଥୀ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ,୪।୧୧: ଆମେରିକା ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀଙ୍କୁ ବିପୁଳ ସଫଳତା ମିଳିଛି। ଡେମୋକ୍ରାଟିକ୍‌ ପାର୍ଟିରୁ ପ୍ରତିନିଧିତ୍ୱ କରୁଥିବା ଡଃ ଆମି ବେରା, ପ୍ରମିଳା ଜୟପାଲ, ରୋ ଖାନ୍ନା ଓ ରାଜା କ୍ରିଷ୍ଣମୂର୍ତ୍ତି ଆମେରିକା ପ୍ରତିନିଧି ସଭାକୁ ପୁନଃ ନିର୍ବାଚିତ ହୋଇଛନ୍ତି।...

୨୦୦ ଫୁଟର ବୋର୍‌ଓ୍ବେଲ୍‌ରେ ଖସିପଡ଼ିଲା ୪ ବର୍ଷର ଶିଶୁ: ଉଦ୍ଧାର ଲାଗି ସେନା ସହାୟତା ଲୋଡ଼ାଗଲା

ଭୋପାଳ,୪।୧୧: ମଧ୍ୟପ୍ରଦେଶର ନିଓ୍ବାରି ଜିଲା ଅନ୍ତର୍ଗତ ବରୋ ବୁଜୁର୍ଗ ଗ୍ରାମସ୍ଥିତ ଏକ ଫାର୍ମରେ ଥିବା ୨୦୦ ଫୁଟର ଏକ ବୋର୍‌ଓ୍ବେଲ ଭିତରକୁ ଜଣେ ୪ ବର୍ଷର ଶିଶୁ ବୁଧବାର ସକାଳେ ଖସିପଡ଼ିଛି। ଶିଶୁଟିକୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଥିବାବେଳେ...

‘ଆମେରିକା ନିର୍ବାଚନ ଫଳାଫଳ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବନି’

ନୂଆଦିଲ୍ଲୀ,୪।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ ନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ସଚିବ ହର୍ଷ ଶ୍ରୀଙ୍ଗ୍‌ଲା ବୁଧବାର କହିଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ ସ୍ପଷ୍ଟ କରିସାରିଛନ୍ତି ଯେ, ଭାରତ- ଆମେରିକାର କୂଟନୈତିକ ସମ୍ପର୍କ...

ବୟଲର ଫାଟିବାରୁ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ, ୯ମୃତ

ଅହମଦାବାଦ,୪।୧୧: ଗୁଜରାଟ ଅହମଦାବାଦରେ ଏକ କପଡ଼ା ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବୁଧବାର ନାନୁକାକା ଇଷ୍ଟେଟ ସ୍ଥିତ ଏକ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ ଘଟିବା ପରେ ବିଲଡିଂରେ ବିସ୍ଫୋରଣ ହେବାରୁ ଛାତଟି ଭୁଷୁଡ଼ିପଡ଼ିଥିଲା। ଯେଉଁଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri