ଜାତୀୟ

ଭାଙ୍ଗୁଛି ତୃଣମୂଳ ଗଡ଼: ବଢୁଛି ଦିଦିଙ୍କ ଚିନ୍ତା

କୋଲକାତା,୨୦।୧୨: ପଶ୍ଚିମବଙ୍ଗରେ ଭାଜପା ପକ୍ଷରୁ ରାଜ୍ୟ ଜୟ ଯୋଜନା ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହାଙ୍କ ମାଷ୍ଟର ପ୍ଲାନ୍‌ ଆଗରେ ଶାସକ ତୃଣମୂଳର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକୁଟିଆ ପଡ଼ିଗଲା ଭଳି ମନେ...

ବଢୁଛି ଥଣ୍ଡା: ଏଲ୍‌ଓସି ହେଉଛି ଚଳଚଞ୍ଚଳ

ଶ୍ରୀନଗର,୨୦।୧୨: ଧୀରେଧୀରେ ଥଣ୍ଡା ବଢ଼ିବାରେ ଲାଗିଛି। ତେବେ ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉଭୟପକ୍ଷ ସକ୍ରିୟ ରହିବା ସହିତ ସ୍ଥାନୀୟ କ୍ଷେତ୍ର ଚଳଚଞ୍ଚଳ ହେବାରେ ଲାଗିଛି। ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ପକ୍ଷରୁ ଏଠାରେ ଲଗାତାର...

ହଠାତ୍‌ ଗୁରୁଦ୍ୱାରା ପହଞ୍ଚିଲେ ମୋଦି: ଗୁରୁ ତେଗ୍‌ ବାହାଦୂରଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୦।୧୨: ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନରେ ପଞ୍ଜାବ ଏବଂ ହରିୟାଣାର ଚାଷୀ ସଂଗଠନ ଗୁଡ଼ିକ କୃଷି ଆଇନ ହଟାଇବା ନେଇ ଦାବି ଜାରି ରଖିଛନ୍ତି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳେ ରକାବଗଞ୍ଜ ସ୍ଥିତ ଗୁରୁଦ୍ୱାରାରେ...

ଚାଷୀଙ୍କ ଘରେ ଖାଇଲେ ଶାହା

କୋଲକାତା, ୨୦।୧୨: ପଶ୍ଚିମବଙ୍ଗକୁ ଦୁଇଦିନିଆ ଗସ୍ତରେ ଆସିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ପୂର୍ବ ମେଦିନପୁରର ବଲିଜୁରୀ ଗ୍ରାମରେ ଜଣେ ଚାଷୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ତାଙ୍କ ସହ ଭାଜପା ନେତା କୈଳାସ ବିଜୟଭର୍ଗୀୟ, ଦିଲୀପ ଘୋଷ...

ଦଳ ଇଚ୍ଛାରେ କାର୍ଯ୍ୟ କରିବି: ରାହୁଲ

ନୂଆଦିଲ୍ଲୀ, ୨୦।୧୨: ଦଳୀୟ ସଂଗଠନରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦୀର୍ଘ ମାସ ପରେ ଶନିବାର ଭେଟିଥିଲେ। ରାହୁଲ ଗାନ୍ଧୀ ପୁଣି ଥରେ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବା...

କଂଗ୍ରେସରୁ ଇସ୍ତଫା ଦେଲେ ଋଚି ଗୁପ୍ତା

ନୂଆଦିଲ୍ଲୀ, ୧୯।୧୨-କଂଗ୍ରେସର ଛାତ୍ର ଶାଖା ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ ଇଣ୍ଡିଆ(ଏନଏସୟୁଆଇ)ର ଭାରପ୍ରାପ୍ତ ଯୁଗ୍ମ ସମ୍ପାଦକ ଋଚି ଗୁପ୍ତା ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସାଂଗଠନିକ ପରିବର୍ତ୍ତନରେ ବିଳମ୍ବ ହେଉଥିବାରୁ ସେ ଦଳ ଛାଡ଼ିଲେ ବୋଲି କହିଛନ୍ତି। ଏଥିପାଇଁ...

ମାଗଣାରେ କୃଷକଙ୍କ ଚୁଟି, ଦାଢ଼ି କାଟୁଛନ୍ତି ସେଲୁନ ମାଲିକ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ୩ ସପ୍ତାହରୁ ଅଧିକ ଦିନ ହେଲା ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଛନ୍ତି କୃଷକମାନେ। ଏହି ଆନ୍ଦୋଳନକୁ ବିଭିନ୍ନ ମହଲରୁ ମିଳୁଛି ସମର୍ଥନ। ଏହିକ୍ରମରେ ଯୋଡ଼ି ହୋଇଛନ୍ତି ଜଣେ ସେଲୁନ ମାଲିକ। କୃଷକଙ୍କ...

ହ୍ବାଟ୍ସଆପରେ ଅଶ୍ଳୀଳ ମେସେଜ କରି ଗିରଫ ହେଲେ ସାର୍‌

ନୂଆଦିଲ୍ଲୀ,୧୯।୧୨-ଛାତ୍ରୀଙ୍କୁ ଅସଦାଚରଣ ଓ ହ୍ବାଟ୍ସଆପରେ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ପ୍ରସିଦ୍ଧ ମୃଦଙ୍ଗ ବାଦକ ରବିଶଙ୍କର ଉପାଧ୍ୟାୟ। ଏ ନେଇ ଛାତ୍ରୀ ଜଣକ ଚାନକ୍ୟାପୁରୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି...

ମଣିଷ ଖିଆ ଚିତାବାଘକୁ ଗୁଳି କରି ହତ୍ୟା କଲା ବନବିଭାଗ

ପୁନେ, ୧୯।୧୨-ଶେଷରେ ଗୁଳି ଖାଇ ମୃତ୍ୟୁବରଣ କରିଛି ମଣିଷ ଖିଆ ଚିତାବାଘ। ମହାରାଷ୍ଟ୍ରର ଔରଙ୍ଗାବାଦ ଓ ସୋଲାପୁର ଜିଲାରେ ଆତଙ୍କ ଖେଳାଇଥିବା ଏହି ଚିତାବାଘକୁ ଶୁକ୍ରବାର ରାତିରେ ଗୁଳି କରି ହତ୍ୟା କରିଛି ବନବିଭାଗ। ଗତ କିଛି ମାସ ମଧ୍ୟରେ...

ପୁଅର ଜନ୍ମ ପ୍ରମାଣପତ୍ର ଆଣିବାକୁ ଯାଇ ଫସିଲେ ଏହି ବ୍ୟକ୍ତି, ଧରାପଡ଼ିଲା ଏସବୁ କଳାକାରନାମା

ନୂଆଦିଲ୍ଲୀ,୧୯ା୧୨: ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଭୁବନାଶ ଖରବନ୍ଧ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ନକଲି ଦଲିଲ ଆଧାରରେ ଭୁବନାଶ ୨ କୋଟି ୭୬ ଲକ୍ଷ ବ୍ୟାଙ୍କକୁ ଠକିଛନ୍ତି। ତାଙ୍କ ପୁଅର ଜନ୍ମ ପ୍ରମାଣପତ୍ର ଆଣିବା ପାଇଁ ସେ...

ଭାଜପାରେ ସାମିଲ ହେଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା,୧୯।୧୨-ଭାଜପାରେ ସାମିଲ ହେଲେ ଟିଏମସିର ପୂର୍ବତନ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଶନିବାର ପଶ୍ଚିମବଙ୍ଗ ମେଦିନାପୁରରେ ଭାଜପା ପକ୍ଷରୁ ଆୟୋଜିତ ରାଲିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଗତ କିଛି ସପ୍ତାହ ଧରି...

ମମତାଙ୍କୁ ଟାର୍ଗେଟ କଲେ ଶାହା

ମେଦିନାପୁର,୧୯ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଶୁକ୍ରବାର ବିଳମ୍ବିତ ରାତିରେ କୋଲକାତାରେ ପହଞ୍ଚିଥିଲେ । ଶନିବାର ସେ ମେଦିନାପୁରରେ ଏକ ଜନସଭାକୁ ଉଦ୍‌ବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri