ଜାତୀୟ

ଲକ୍‌ଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ପାଦରେ ଚାଲିବାକୁ ବାଧ୍ୟ କରିଥିଲେ ମୋଦି: ରାହୁଲ

ପାଟନା,୨୮ ।୧୦: ବିହାର ବିଧାନସଭା ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଉଛି । ଇତିମଧ୍ୟରେ ଦ୍ୱିତୀୟ ତଥା ତୃତୀୟ ପର୍ଯ୍ୟାୟ ମତଦାନରେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷତ କରିବାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେଠାରେ...

ପ୍ରିୟଙ୍କାଙ୍କୁ ଅଳକାଙ୍କ ପତ୍ର

ଗାଜିପୁର୨୮ ।୧୦: ଉତ୍ତପ୍ରଦେଶ ଗାଜିପୁର ଜିଲା ମହମ୍ମଦାବାଦ ବିଧାନସଭା ଆସନର ବିଧାୟିକା ତଥା କୃଷ୍ଣାନନ୍ଦ ରାୟଙ୍କ ପତ୍ନୀ ଅଳକା ରାୟ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । କଂଗ୍ରେସ କାହିଁକି ମୁଖତାର ଅଂସାରୀଙ୍କୁ ବଞ୍ଚାଉଛି...

ନାଁ ନ ନେଇ ମହାମେଣ୍ଟ ଉପରେ ବର୍ଷିଲେ ମୋଦି

ମୁଜାଫରପୁର,୨୮ ।୧୦: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କାର୍ଯ୍ୟରେ ବାହାରିଛନ୍ତି । ପ୍ରଥମେ ମିଥିଳାଞ୍ଚଳ ପରେ ତିରହୁତ ଓ ଏହାପରେ ମୁଜାଫରନଗରରେ ରାଲି କରିଛନ୍ତି ମୋଦି । ଏହିସବୁ ସଭାରେ...

ଏବେ ଖୋଲିବ ନାହିଁ ସ୍କୁଲ

ନୂଆଦିଲ୍ଲୀ,୨୮ ।୧୦: ଦୀର୍ଘ ପ୍ରାୟ ୬ ମାସ ହେବ ରାଜଧାନୀ ଦିଲ୍ଲୀରେ ସ୍କୁଲ ବନ୍ଦ ରହିଛି । ଆଶା କରାଯାଉଥିଲା କି ଦୂର୍ଗାପୂଜା ପରେ ହୁଏତ ସ୍କୁଲ ଖୋଲିପାରେ । ହେଲେ ବୁଧବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ କହିଛନ୍ତି...

ପାଇଲଟ୍‌ଙ୍କୁ ଭେଟିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ,୨୮।୧୦: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଚିନ ପାଇଲଟ ଭାଜପା ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। ଏହାକୁ ନେଇ ରାଜନୀତି ଜୋର ଧରିଛି। ମଧ୍ୟ ପ୍ରଦେଶ ବିଧାନସଭା ଉପନିର୍ବାଚନ ପାଇଁ ପାଇଲଟ ମଧ୍ୟପ୍ରଦେଶର ଗ୍ବାଲିଅରକୁ ପ୍ରଚାର ପାଇଁ...

ରାହୁଲଙ୍କ ଟୁଇଟ୍‌କୁ ନେଇ ଉଠିଲା ଝଡ଼

ନୂଆଦିଲ୍ଲୀ,୨୮ ।୧୦: ବିହାର ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟ୍ରାୟ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଥିବା ବେଳେ ଏବେବି କମିନି ରାଜନୈତିକ ଉଷ୍ମତା । ନିର୍ବାଚନକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଏକ ଟୁଇଟ୍ କରିଥିବା ବେଳେ...

ମେହେବୁବାଙ୍କ ତ୍ରିରଙ୍ଗା ବୟାନକୁ ନେଇ ବର୍ଷିଲେ ସଞ୍ଜୟ

ମୁମ୍ବାଇ,୨୮ ।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ତ୍ରିରଙ୍ଗାକୁ ନେଇ ଦେଇଥିବା ବୟାନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ । ଶିବସେନା ପ୍ରବକ୍ତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ମେହେବୁବାଙ୍କ ମନ୍ତବ୍ୟର କଡା ସମାଲୋଚନା...

ପଦ୍ମଫୁଲ ଚିହ୍ନ ଥିବା ମାସ୍କ ପିନ୍ଧି ଭୋଟ ଦେବାକୁ ଗଲେ ମନ୍ତ୍ରୀ, ଉଠିଲା ବିବାଦ

ପାଟନା,୨୮।୧୦: କରୋନା ସମୟରେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବୁଧବାର ୭୧ଟି ଆସନରେ ମତଦାନ ଚାଲିଛି। ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ ଏମଥ ଟକ୍କର ଚାଲିଛି। ମତଦାନ ଚାଲିଥିବାବେଳେ ଭାଜପା ନେତା ତଥା ମନ୍ତ୍ରୀ ପ୍ରେମ କୁମାର ଭାଜପାର...

ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୮।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ବୁଧବାର ଦେଶରେ ସଂକ୍ରମଣ ମାମଲା ପ୍ରାୟ ୩୬ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୮୯୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ...

ଜନ୍ମଦିନରେ ଏଭଳି କାରନାମା କଲେ ଏହି ଖେଳାଳି

ପାଟନା,୨୮।୧୦: ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ୱରେ ସନରାଇଜର୍ସ ହାଇଦ୍ରାବାଦ ୮୮ ରନ ବ୍ୟବଧାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏହି ଦିନ ୱାର୍ଣ୍ଣର ନିଜର ୩୪ତମ ଜନ୍ମଦିନ ପାଳନ କରୁଥିଲେ। ତାଙ୍କ ଜନ୍ମଦିନରେ ସେ କେବଳ ଅର୍ଦ୍ଧଶତକୀୟ ଇନିଂସ ଖେଳି ନ...

ବିହାର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ପାଟନା,୨୮ ।୧୦: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ବୁଧବାର ସକାଳୁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୬ ଜିଲାର ୭୧ ଆସନ ପାଇଁ ମତଦାନ କରାଯାଉଛି । କରୋନା ସଂକ୍ରମଣ ପରେ...

ରାମଦାସ ଅଠୱାଲେଙ୍କୁ କରୋନା

ମୁମ୍ବାଇ,୨୭।୧୦:ରିପବ୍ଲିକାନ ପାର୍ଟି ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଟିଏ ଦିନ ପୂର୍ବରୁ ରାମଦାସ ଅଭିନେତ୍ରୀ ପାୟଲ ଘୋଷଙ୍କୁ ଆରପିଆଇର ସଦସ୍ୟତା ପ୍ରଦାନ କରିଥିଲେ। ଏହାପରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri