ଜାତୀୟ

ଜନ୍ମଦିନରେ ଜେଲ୍‌ ଗଲେ ଯୁବକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନାଗପୁର,୨୩ା୧୦: ମନ ଆନନ୍ଦରେ ଜନ୍ମଦିନ ପାଳନ କରୁଥିବା ଜଣେ ୧୯ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। କାରଣ ଯୁବକ ଜଣଙ୍କ ତାଙ୍କ ଜନ୍ମଦିନରେ ଖଣ୍ଡାରେ କେକ୍‌ କାଟିଥିଲେ। ଏହା ପରେ ନାଗପୁର ପୋଲିସ ତାଙ୍କୁ ଗିରଫ କରିଥିଲା। ପାରଡି...

ମୋଦିଙ୍କ ରାଲିକୁ ନେଇ ବ୍ୟାପକ ପ୍ରସ୍ତୁତି: ହେଲେ ସାମାଜିକ ଦୂରତା ଭୁଲିଗଲେ ସମର୍ଥକ!

ପାଟନା,୨୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଶୁକ୍ରବାର ସେ ବିହାରର ସାସାରାମରେ ପ୍ରଥମ ରାଲିରେ ଯୋଗ ଦେଇଛନ୍ତି । କରୋନା ମହାମାରୀ ସମୟରେ ମୋଦିଙ୍କର ଏହା...

ବିହାର ବିଧାନସଭା ନିର୍ବାଚନ: ବିରୋଧିଙ୍କ ଉପରେ ଗର୍ଜିଲେ ମୋଦି ଉଠାଇଲେ ନାହିଁ ଚିରାଗଙ୍କ କଥା

ପାଟନା,୨୩ ।୧୦: ବିହାର ବିଧାସଭା ପାଇଁ ଆସନ୍ତା ସପ୍ତାହରେ ପ୍ରଥମ ପର୍ଯ୍ୟାୟ ମତଦାନ କରାଯିବ । ଏଥିଲାଗି ଏବେ ପ୍ରଚାର କାର୍ଯ୍ୟ ଯୋର ଧରିଛି । ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା)ର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାସାରାମ...

ମାଗଣା କରୋନା ଭ୍ୟାକ୍ସିନକୁ ନେଇ ଭାଜପା ଉପରେ ବର୍ଷିଲେ ଶିବସେନା ନେତା

ମୁମ୍ବାଇ,୨୩ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ସବୁଦଳ ପ୍ରାୟ ସେମାନଙ୍କର ସଂକଳ୍ପ ପତ୍ର ଜାରି କରିଥିବା ବେଳେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ର ଘୋଷଣାକୁ ନେଇ ବିରୋଧି ପ୍ରଶ୍ନ କରିଛି । ଭାଜପା କହିଛି ନିର୍ବାଚନରେ ବିଜୟ ଲାଭ...

ଆତ୍ମହତ୍ୟା କରିବା ପୂର୍ବରୁ ସ୍ତ୍ରୀଙ୍କୁ ଏମିତି ନିବେଦନ କଲେ ସ୍ବାମୀ

ଅନ୍‌ଲାଇନ୍‌ ଜୁଆ ଖେଳି ଲକ୍ଷ ଲକ୍ଷ ଟଙ୍କା ହରାଇବା ପରେ ପୁଡୁଚେରୀର ଜଣେ ବ୍ୟକ୍ତି ମୃତ୍ୟୁକୁ ଆପଣାଇନ୍ତି। ବିଜୟ କୁମାର ନାମକ ଏହି ବ୍ୟକ୍ତି ଜଣଙ୍କ ମୃତ୍ୟୁ ପୂର୍ବରୁ ଏକ ଅଡିଓ କ୍ଲିପ ରେକର୍ଡ କରି ଲୋକଙ୍କୁ ଅନଲାଇନ ଖେଳ...

କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୫୪ ହଜାରରୁ ଅଧିକ ଚିହ୍ନଟ, ୬୯୦ ମୃତ୍ୟୁ

ନୂଆଦିଲ୍ଲୀ,୨୩।୧୦: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଶୁକ୍ରବାର ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୫୦ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୪ ହଜାର ୩୬୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ...

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୩୫୦୦ ଲୋକଙ୍କୁ ସ୍ଥାନାନ୍ତର

ମୁମ୍ବାଇ, ୨୩।୧୦: ଦକ୍ଷିଣ ମୁମ୍ବାଇର ନାଗପଡ଼ା ଅଞ୍ଚଳରେ ଥିବା ଏକ ସପିଂ ମଲ୍‌ରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ରାତିରେ ମାତ୍ର ଗୋଟିଏ ମହଲାରେ ନିଆଁ ଲାଗିଥିବାବେଳେ ଶୁକ୍ରବାର ସକାଳ ସୁଦ୍ଧା ତାହା ଆଉ ଦୁଇଟି...

୧୦୦ ଭାରତୀୟ ସ୍ବେଚ୍ଛାସେବୀଙ୍କୁ ଦିଆଯିବ ରୁଷିଆ ଟିକା

ନୂଆଦିଲ୍ଲୀ, ୨୩।୧୦: ଭାରତରେ କରୋନା ଭାଇରସର ଆଉ ଏକ ଟିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଚଳିତ ମାସରେ ରୁଷିଆର ସ୍ପୁଟନିକ ଭି ଟିକା ପରୀକ୍ଷା ପାଇଁ ଇଣ୍ଡିଆନ ମେଡିସିନ ଜେନେରାଲ କଣ୍ଟ୍ରୋଲର୍‌(ଡିସିଜିଆଇ) ଅନୁମତି ଦେଇଛି। ଭାରତରେ ୧୦୦ ସ୍ବେଚ୍ଛାସେବୀଙ୍କୁ...

ଜେଡିୟୁ-ଭାଜପା ସପକ୍ଷରେ ୫୦% ବିହାରୀ

ନୂଆଦିଲ୍ଲୀ,୨୩ା୧୦ (ଆଇଏଏନ୍‌ଏସ୍‌):ବିହାରରେ କ୍ଷମତାସୀନ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମେଣ୍ଟ ସରକାର ଉପରେ ୫୦% ଲୋକ ସନ୍ତୁଷ୍ଟ ଥିବା ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ୫୭% ଉତ୍ତରଦାତାଙ୍କ ମତରେ ଶାସକ ଦଳ ଉପରେ...

ଲୋକପାଳଙ୍କ ନିକଟରେ ୫୫ ଅଭିଯୋଗ

ନୂଆଦିଲ୍ଲୀ,୨୩ା୧୦(ପି.ଟି.):ଲୋକପାଳଙ୍କ ନିକଟରେ ଗତ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ୫୫ଟି ଅଭିଯୋଗ କରାଯାଇଛି। ସେଥିମଧ୍ୟରୁ ୩ ଜଣ ଏମ୍‌ପିଙ୍କ ବିରୋଧରେ ଅଭିଯୋଗ ଥିବା ଜଣାପଡ଼ିଛି। ଦୁର୍ନୀତି ନିବାରଣ ଜଗୁଆଳି ସଂସ୍ଥା ଲୋକପାଳଙ୍କ ନିକଟରେ ଦାଖଲ କରାଯାଇଥିବା ୫୫ ଅଭିଯୋଗପତ୍ର ମଧ୍ୟରୁ...

ଟିକା ନାହିଁ, ପ୍ରତିଶ୍ରୁତି ମାଳ ମାଳ

ନୂଆଦିଲ୍ଲୀ/ପାଟନା,୨୨ା୧୦:କରୋନା ସଂକ୍ରମଣରୁ ମୁକ୍ତି ପାଇଁ ବିଶ୍ୱବାସୀ ଭାକ୍ସିନ ଅପେକ୍ଷାରେ। ଭାରତକୁ କେବେ ଟିକା ଆସିବ ବୋଲି ଦେଶବାସୀ ଅନେଇ ବସିଥିବାବେଳେ ଗୁରୁବାର ବିହାରରେ ଭାଜପାର ନିର୍ବାଚନୀ ଇସ୍ତାହାର ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ଭାଜପା କ’ଣ ନିଜ ଟ୍ରେଜେରିରୁ...

୨୦୨୦ରେ ଏଲ୍‌ଓସିରେ ୩୮୦୦ରୁ ଅଧିକଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ, ୨୨।୧୦: ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି, ପାକିସ୍ତାନ ସୈନ୍ୟମାନେ ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ଥିବା ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି)ରେ ୩,୮୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଏଥିସହ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଓ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri