ଜାତୀୟ

ମୃତ୍ୟୁ ପୂର୍ବରୁ ନିଜର ଶୋକ ବାର୍ତ୍ତା ଲେଖି ଚର୍ଚ୍ଚାକୁ ଆସିଲେ ବ୍ୟକ୍ତି

ଚେନ୍ନାଇ,୧୯ ।୧୦: ଜୀବନ ତାକୁ କୁହାଯାଏ ଯେତେବେଳେ ଜଣେ କିଛି ଯୋଜନା ପ୍ର୍‌ସ୍ତୁତିରେ ବ୍ୟସ୍ତ ରହିଯାଏ । ଜନ ଲେନନଙ୍କ ଏହି ଉକ୍ତି ଚେନ୍ନାଇରେ ରହୁଥିବା ସେପ୍ଟୁନରିୟମ ଏଜ୍ଜି ଉମା ମହେଶଙ୍କର ବୋଲି ଏବେ କୁହାଯାଉଛି । ଗତ ଶୁକ୍ରବାର...

ଉପନିର୍ବାଚନ ପୂର୍ବରୁ ବାକ୍‌ଯୁଦ୍ଧ: କମଳନାଥଙ୍କୁ କଳଙ୍କନାଥ କହିଲେ ଇମର୍ତି ଦେବୀ

ଭୋପାଳ, ୧୯।୧୦: ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ଦିନ ପାଖେଇ ଆସୁଛି। ଏପରି ସ୍ଥଳେ କଂଗ୍ରେସ ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ବଢ଼ିବାରେ ଲାଗିଛି। ଏହି ମର୍ମରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଭାଜପା ସଦସ୍ୟା ତତା ମନ୍ତ୍ରୀ ଇମର୍ତି...

ସୀମା ବିବାଦ: ଆସାମ-ମିଜୋରାମରେ ଜଳାପୋଡ଼ା

ନୂଆଦିଲ୍ଲୀ, ୧୯।୧୦: ସୀମା ବିବାଦକୁ ନେଇ ଆସାମ ଏବଂ ମିଜୋରାମରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିବା ସହିତ ବ୍ୟାପକ ଜଳାପୋଡ଼ା ଘଟିଛି। ଦୁଇ ରାଜ୍ୟରର ସୀମାବର୍ତ୍ତୀ ଅଞ୍ଚଳ ଏପରି ଘଟିଛି। ଏସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମହିଳା ମନ୍ତ୍ରୀଙ୍କ ଅପମାନ ସହି ପାରିଲେନି ଶିବରାଜ

ଭୋପାଳ,୧୯ ।୧୦: ମଧ୍ୟପ୍ରଦେଶରେ ୨୫ରୁ ଊର୍ଦ୍ଧ୍ୱ ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଏହାପରେ ଜଣାପଡିବ ଶାସନ ଭାର କାହା ହାତରେ ରହିବ । ଏହି ଉପନିର୍ବାଚନକୁ ନେଇ ପ୍ରଚାର ମଧ୍ୟ ଜୋର ଧରିଛି । ଆଉ ଏହାରି ଭିତରେ...

ଭାରତରେ ପାକିସ୍ତାନଠାରୁ ବି ଖରାପ ସ୍ଥିତି

ନୂଆଦିଲ୍ଲୀ,୧୯ା୧୦: ସରକାର ଯୋଜନା ପରେ ଯୋଜନା ଗଢ଼ୁଛନ୍ତି। କିନ୍ତୁ ସେଗୁଡ଼ିକର ସୁବିଧା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁନାହିଁ। ଦୁର୍ନୀତି ଓ ବାଟମାରଣା ଯୋଗୁ ଭାରତରେ ଅନାହାର ଓ କୁପୋଷଣ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ...

‘ଗଣତନ୍ତ୍ର ପାଇଁ ସବୁଠୁ ଖରାପ ସମୟ’

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ଭାରତୀୟ ଗଣତନ୍ତ୍ର ଏବେ ସବୁଠୁ ଖରାପ ସମୟ ଦେଇ ଗତି କରୁଛି ବୋଲି ରବିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମାଲୋଚନା କରିଛନ୍ତି। ୩ କୃଷି ଆଇନ, କୋଭିଡ୍‌-୧୯ ମହାମାରୀ, ଆର୍ଥିକ ମାନ୍ଦାବସ୍ଥା ଓ ଦଳିତଙ୍କ ଉପରେ ହେଉଥିବା...

ପାର୍ବଣରେ ବଢ଼ିପାରେ ସଂକ୍ରମଣ

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ଭାରତରେ ଚଳିତ ପାର୍ବଣ ଋତୁରେ କରୋନା ସଂକ୍ରମଣ ବୃଦ୍ଧିପାଇବା ଆଶଙ୍କା ରହିଛି। ଏଥିପାଇଁ ବିଶେଷଜ୍ଞଙ୍କଠାରୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ କରିଦିଆଯାଇଛି। ନୀତି ଆୟୋଗ ବିଷେଶଜ୍ଞଙ୍କ ମତରେ ଶୀତଋତୁରେ କୋଭିଡ୍‌-୧୯ର ଦ୍ୱିତୀୟ...

ଅଶୀଳ ଭିଡିଓ ଶୁଟ୍‌ କରି ଆମେରିକୀୟ ମହିଳା ଗିରଫ

ଡେରାଡୁନ, ୧୮।୧୦: ଉତ୍ତରାଖଣ୍ଡର ଋଷିକେଶ ପ୍ରସିଦ୍ଧ ଲ୍ୟାଣ୍ଡମାର୍କ ତଥା ଲକ୍ଷ୍ମଣଝୁଲା ଉପରେ ଅଶୀଳ ଭିଡିଓ ଶୁଟ୍‌ରେ ଅଂଶଗ୍ରହଣ କରିବା ଅଭିଯୋଗରେ ଜଣେ ୩୦ ବର୍ଷୀୟା ଆମେରିକୀୟ ମହିଳାଙ୍କୁ ଗିରଫ କରାଯାଇଛି। ଏହି ସ୍ଥାନରେ ଗତ ଅଗଷ୍ଟରେ ଜଣେ ୨୭ ବର୍ଷୀୟା...

ମୋଦି ଦେଇଥିବା ସମ୍ମାନ କେବେ ଭୁଲି ପାରିବି ନାହିଁ: ଚିରାଗ

ପାଟନା,୧୮।୧୦: ବିହାର ବିଧାନସଭା ନିର୍ବାଚନର କୋଳାହଳ ମଧ୍ୟରେ ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ସଭାପତି ଚିରାଗ ପାଶୱାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ବାର ପ୍ରଶଂସା କରୁଥିବା ନଜିର ରହିଛି। ନିର୍ବାଚନ ପୂର୍ବରୁ ଚିରାଗଙ୍କ ଏହା ଏକ ଚାଲ୍‌ ବୋଲି ବିରୋଧୀ...

ପାକିସ୍ତାନକୁ ପ୍ରଶଂସା କରି ଫସିଲେ ଶଶି ଥରୁର

ନୂଆଦିଲ୍ଲୀ,୧୮।୧୦: ପୁଣି ବିବାଦରେ କଂଗ୍ରେସ ନେତା ଶଶି ଥରୁର। ପାକିସ୍ତାନର ଲାହୋର ଲିଟରେଚର୍‌ ଫେଷ୍ଟିଭାଲରେ ଯୋଗ ଦେଇ ଭାରତ ସରକାରଙ୍କୁ ନିନ୍ଦା କରି ସେ ଫସିଯାଇଛନ୍ତି। ନିକଟରେ ଲାହୋରରେ ଅନୁଷ୍ଠିତ ଲିଟରଚେର ଫେଷ୍ଟିଭାଲକୁ ସମ୍ବୋଧନ କରିବାକୁ ଯାଇ ଥରୁର ଭାରତ...

୧୦ ହଜାର ଟଙ୍କାର ବାଜି ଜିତିବା ପାଇଁ ଏମିତି ପଦକ୍ଷେପ ନେଲେ ଯୁବକ

ଲକ୍ଷ୍ନୌ,୧୮।୧୦: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ଭିନ୍ନ ଟ୍ରାକ୍ଟର ଡ୍ରାଇଭର ଏକ ଉଚ୍ଚ କାଦୁଅ ଗଦା ଉପରେ ଟ୍ରାକ୍ଟର ଚଢାଇବା ପାଇଁ ୧୦ ହଜାର ଟଙ୍କା ସର୍ତ୍ତ ଲଗାଇଥିଲେ। କାଦୁଅ ଗଦା ଏତେ ଉଚ୍ଚ...

ଭାଜପା ପ୍ରାର୍ଥୀଙ୍କୁ ଆଇଟମ୍‌ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୋପାଳ,୧୮।୧୦: ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ମଧ୍ୟପ୍ରଦେଶରେ ଉପ-ନିର୍ବାଚନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ଉପନିର୍ବାଚନରେ ଲଢୁଥିବା ଭାରତୀୟ ଜନତା ପାର୍ଟିର ମହିଳା ପ୍ରାର୍ଥୀ ଇମର୍ତ୍ତୀ ଦେବୀଙ୍କ ସମ୍ପର୍କରେ କଂଗ୍ରେସ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri