ଜାତୀୟ

ଗଲଓ୍ବାନ ଶହୀଦ୍‌ଙ୍କ ପାଇଁ ସ୍ମୃତି ସ୍ମାରକୀ

ଗଲଓ୍ବାନ, ୩।୧୦: ଗଲଓ୍ବାନ ଘଟିରେ ଜୁନ୍‌ ୧୫ରେ ଚାଇନା ସୈନ୍ୟ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିଲେ। ଏଥିରେ ସମସ୍ତ ଶହୀଦ୍‌ ଯବାନଙ୍କ ନାମ ଏବଂ ସେମାନଙ୍କର ରେଜିମେଣ୍ଟ...

ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନୁହେଁ ଆତ୍ମହତ୍ୟା!

ମୁମ୍ବାଇ:୩ ।୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୩ ମାସ ବିତି ଯାଇଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଏହାର କାରଣ ଖୋଜିବାକୁ ଦେଶର ୩...

ବଳାତ୍କାର ନେଇ ରାଜନୀତି ଆରମ୍ଭ: ନ୍ୟାୟ ମିଳିବା ତ ଦୂର, ଭାଜପା-କଂଗ୍ରେସ ମଧ୍ୟରେ କାଦୁଆ ଫିଙ୍ଗା ଜାରି

ନୂଆଦିଲ୍ଲୀ, ୩।୧୦: ଉତ୍ତରପ୍ରଦେଶ ହାଥରସ୍‌ରେ ଘଟିଥିବା ବଳାତ୍କାର ଘଟଣା ନେଇ ଏବେ ଦେଶରେ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଭାଜପା ଏବଂ କଂଗ୍ରେସ ଏନେଇ ପରସ୍ପର ଉପରକୁ କାଦୁଅ ଫିଙ୍ଗା ଜାରି ରଖିଛନ୍ତି। ପୀଡ଼ିତା ପରିବାରଙ୍କୁ ନ୍ୟାୟ ମିଳିବା...

ହାଥରସ ମାମଲା: ଗଣମାଧ୍ୟମକୁ ମିଳିଲା ପୀଡ଼ିତାଙ୍କ ପରିବାର ସହ ଭେଟିବାକୁ ଅନୁମତି

ହାଥରସ,୩ ।୧୦: ଉତ୍ତର ପ୍ରଦେଶ ହାଥରସରେ ହୋଇଥିବା ବଳାତ୍କାର ମାମଲାକୁ ନେଇ ଏବେ ସାରା ଦେଶରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇ ଗଲାଣି । ମିଳିଥିବା ସୂଚନାରୁ ଜଣାପଡିଛି କି...

କରୋନା ତାଣ୍ଡବ: ମୃତ୍ୟୁ ସଂଖ୍ୟା ଲକ୍ଷେ ଟପିଲା

ନୂଆଦିଲ୍ଲୀ, ୩।୧୦: ଭାରତରେ କରୋନା ମହାମାରୀର ତାଣ୍ଡବ ଜାରି ରହିଛି। ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ଲକ୍ଷେ ୮୪୨ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ ୭୩ ହଜାର ୫୪୪ ଛୁଇଁଛି। ଗତ ୨୪ ଘଣ୍ଟାରେ ୭୯ ହଜାର ୪୭୬...

ଶିକ୍ଷକଙ୍କଠାରୁ ୧୪ ଛାତ୍ରୀଛାତ୍ରଙ୍କୁ ବ୍ୟାପିଲା କରୋନା ସଂକ୍ରମଣ

ହାଇଦ୍ରାବାଦ୍‌, ୩।୧୦: ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ୭ ଲକ୍ଷରୁ ଅଧିକ ରହିଛି। ସ୍ଥାନୀୟ ଗୁଣ୍ଟୁର ଜିଲାରେ ଜଣେ କରୋନା ପଜିଟିଭ୍‌ ଶିକ୍ଷକଙ୍କଠାରୁ ୧୪ ଜଣ ଛାତ୍ରୀଛାତ୍ର ସଂକ୍ରମିତ ହୋଇଛନ୍ତି। ଛାତ୍ରୀଛାତ୍ରମାନେ ଶିକ୍ଷକଙ୍କ ପାଖକୁ ଟ୍ୟୁସନ ହେବାକୁ ଯାଉଥିଲେ।...

ଦୀର୍ଘତମ ହାଇଓ୍ବେ ଟନେଲ ଲୋକାର୍ପିତ: ସେନାର ବୃଦ୍ଧି ପାଇବ ଶକ୍ତି, ଚାଇନାକୁ ଘାରିଲା ଚିନ୍ତା

ରୋହତଙ୍ଗ, ୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳପ୍ରଦେଶର ରୋହତଙ୍ଗଠାରେ ଥିବା ପୃଥିବୀର ଦୀର୍ଘତମ ହାଇଓ୍ବେ ଟନେଲ ଅଟଳ ଟନେଲର ଲୋକାର୍ପଣ ଶନିବାର କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମ ଅନୁସାରେ ଏହାକୁ ଅଟଳ ରୋହତଙ୍ଗ ଟନେଲ ଭାବେ...

ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୋଦିଙ୍କ କଡ଼ା ପଦକ୍ଷେପ

ନୂଆଦିଲ୍ଲୀ, ୩।୧୦: ଦୁର୍ନୀତି ବିରୋଧରେ ଜିରୋ ଟୋଲରେନ୍ସ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଚାକିରିରୁ ଅବସର ନେବାର ୩୦ ଦିନ ପୂର୍ବରୁ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଫାଇଲ କେନ୍ଦ୍ରୀୟ ଭିଜିଲାନ୍ସ୍‌ କମିଶନ(ସିଭିସି)ଙ୍କ...

ଖୁସି ଖବର: କରୋନା ଚିକିତ୍ସାର ନୂଆ ପଦ୍ଧତି ଖୋଜି ପାଇଲା ଆଇସିଏମ୍‌ଆର୍‌

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏହା ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଛି। ତେବେ ଏହାରି ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌...

ମାମଲା ଲଢ଼ିବେ ନିର୍ଭୟା ଓକିଲ

ଲକ୍ଷ୍ନୌ,୩।୧୦: ହାଥ୍‌ରସ ଗଣ ବଳାତ୍କାର ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାର ସପକ୍ଷରେ ମାମଲା ଲଢ଼ିବେ ସୀମା କୁଶଓ୍ବାହ। ୨୦୧୨ ଦିଲ୍ଲୀ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲା ଲଢ଼ିଥିବା ଓକିଲ ସୀମା ଏନେଇ ସ୍ପଷ୍ଟ କରିଛନ୍ତି। ପ୍ରକାଶଥାଉ କି...

ୟୁପି ସରକାରଙ୍କୁ ହାଇକୋର୍ଟ ନୋଟିସ

ଲକ୍ଷ୍ନୌ,୩।୧୦: ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ଘଟଣାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରାଯାଇଛି। ଘଟଣା ସମ୍ପର୍କରେ ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ରାଜ୍ୟ ସରକାର ଓ ପୋଲିସ...

ହାଥରସରେ ଗଣବଳାତ୍କାର ମାମଲା: ନିଲମ୍ବିତ ହେଲେ ଏସପି, ଡିଏସ୍‌ପି

ଲକ୍ଷ୍ନୌ, ୨।୧୦-ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଗଣବଳାତ୍କାର ମାମଲାରେ ଯୋଗୀ ସରକାର ଡିଏସପି ଏବଂ ଏସପିଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହିତ ଇନ୍ସପେକ୍ଟରଙ୍କ ସହ କିଛି ପୋଲିସ କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଡିଏସ୍‌ପି ଏବଂ ଏସପିଙ୍କ ନାର୍କୋ ପଲିଗ୍ରାଫ ପରୀକ୍ଷା କରାଯିବ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri