ଜାତୀୟ

ଡୋନାଲ୍ଡ ଟ୍ରମ୍ପଙ୍କୁ ବାବା ସେହୱାଗଙ୍କ ଆର୍ଶୀବାଦ

ନୂଆଦିଲ୍ଲୀ,୨।୧୦-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ। ଏ ନେଇ ଶୁକ୍ରବାର ନିଜେ ଟ୍ରମ୍ପ୍‌ ଟୁଇଟ କରି ସୂଚନା ଦେଇଛନ୍ତି। ଭାରତର ପୂର୍ବତନ କ୍ରିକେଟ ଖେଳାଳି ବୀରେନ୍ଦ୍ର ସେହୱାଗ ଟ୍ରମ୍ପଙ୍କ ଆଶୁ...

ହାଥରସ ଗଣବଳାତ୍କାର ମାମଲା: ଜନ୍ତରମନ୍ତରଠାରେ ଶତାଧିକ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ, ସାମିଲ ହେଲେ ବହୁ ରାଜନେତା

ନୂଆଦିଲ୍ଲୀ,୨।୧୦-ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଗଣବଳାତ୍କାର ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ଏହି କ୍ରମରେ ଶୁକ୍ରବାର ଦିଲ୍ଲୀର ଜନ୍ତରମନ୍ତରଠାରେ ଶତାଧିକ ଲୋକ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ସିପିଏମ ସାଧାରଣ ସମ୍ପାଦକ ସୀତାରମଣ ୟେଚୁରୀ,...

କରୋନାରେ ସଂକ୍ରମିତ ହେବା ପରେ ମମତାଙ୍କୁ ଆଲିଙ୍ଗନ କରିବା କଥା କହିଥିବା ଭାଜପା ନେତା କରୋନା ପଜିଟିଭ

କୋଲକାତା,୨ ।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ସଚିବ ଅନୁପମ ହାଜରାଙ୍କ କରୋନା ଟେଷ୍ଟ ରିପୋର୍ଟ ଶୁକ୍ରବାର ପଜିଟିଭ ଆସିଥିବା ଜଣାପଡିଛି । ଏବେ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, କିଛି ଦିନ...

ହାଥରସ ମାମଲା: ଭାଜପା ବିଧାୟକ କହିଲେ ମା’, ଭାଇ କରିଛନ୍ତି ହତ୍ୟା!

ହାଥରସ,୨ ।୧୦: ଉତ୍ତର ପ୍ରଦେଶ ହାଥରସ ମାମଲା ବେଳକୁ ବେଳ ନୁଆରୂପ ନେବାରେ ଲାଗିଛି । ପୋଲିସ ଗୋଟିଏ ଦିନ ପୂର୍ବରୁ ଏହା ବଳାତ୍କାର ଘଟଣା ନୁହେଁ ବୋଲି କହିବା ପରେ ଏବେ ଏହାକୁ ନେଇ ପୂର୍ବତନ ଭାରତୀୟ ଜନତା...

କେବେ ମିଳିବ କରୋନାରୁ ମୁକ୍ତି: ଜଣାଇଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨ ।୧୦: କରୋନା ମହାମାରୀ ବେଳକୁ ବେଳ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ଏହା ଅଣାୟତ୍ତ ହେବାରେ ଲାଗିଛି । ଏବେ ସମସ୍ତଙ୍କ ନଜର ଏହାର ଭ୍ୟାକ୍ସିନ ବା ଟକା ଉପରେ । ଏହାକୁ ନେଇ...

ମମତାଙ୍କ ଆହ୍ୱାନ କ୍ରମେ ହାଥରସ ଯିବାକୁ ଉଦ୍ୟତ ହେଲେ ଟିଏମ୍‌ସିର ୪ ଏମ୍‌ପି

ହାଥରସ,୨ ।୧୦: ଉତ୍ତର ପ୍ରଦେଶ ହାଥରସ ବଳାତ୍କାର ମାମଲା ଏବେ ରାଜନୈତିକ ରୂପ ନେବାରେ ଲାଗିଛି । ଗୁରୁବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାଥରସ ଗସ୍ତ କରିଥିବା ସମୟରେ...

ରାହୁଲଙ୍କ ସହ ପୋଲିସର ଦୁର୍ବବ୍ୟବହାର ଗଣତନ୍ତ୍ରର ବଳାତ୍କାର: ସଞ୍ଜୟ

ମୁମ୍ବାଇ,୨ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଉତ୍ତର ପ୍ରଦେଶର ହାଥରସରେ ପୋଲିସ ଯେଉଁଭଳି ଦୁର୍ବବ୍ୟବହାର କରିଛି ତାକୁ ଶିବସେନା ନେତା ସଞ୍ଜୟ ରାଉତ ନିନ୍ଦା କରିଛନ୍ତି । ହାଥରସ ବଳାତ୍କାର ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ...

ହନିମୁନ୍‌ରେ ଖୋଲିଲା ଡାକ୍ତର ସ୍ବାମୀଙ୍କ ରାଜ୍‌, ସ୍ତ୍ରୀ ଡାକିଲେ ପୋଲିସ

ଆଗ୍ରା,୨।୧୦:ଆଗ୍ରା ମହିଳା ଥାନାରେ ଜଣେ ଯୁବତୀ ସ୍ବାମୀଙ୍କ ନାଁରେ ଯୌତୁକ ନିର୍ଯାତନା, ମାରପିଟ୍‌ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ହେଉଛି ହନିମୁନ୍‌ ଯାଇଥିବାବେଳେ ସ୍ବାମୀ ନିଜକୁ ସମଲିଙ୍ଗୀ ଏବଂ ଏକ ଗମ୍ଭୀର ରୋଗରେ ପୀଡିତ ଥିବା କହିଥିଲେ। କେବଳ ଏତିକି...

କରୋନାର ସବୁଠାରୁ ଦ୍ରୁତତମ ମୃତ୍ୟୁହାର ଏବେ ଭାରତରେ: ପ୍ରତିଦିନ ୧୧ଶହ ଲୋକଙ୍କର ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୨ ।୧୦: ଦେଶରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ମୃତ୍ୟୁହାର ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପାଖାପାଖି ୧,୦୯୫ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏବେ ଦେଶରେ ମୋଟ...

ଟ୍ରମ୍ପଙ୍କ ଆରୋଗ୍ୟ କାମନା କଲେ ମୋଦି

ନୂଆଦିଲ୍ଲୀ,୨।୧୦:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଟ୍ରମ୍ପ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏହା ଜାଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ ଏବଂ ମେଲାନିଆଙ୍କ...

ରାହୁଲଙ୍କ ତଳେ ପଡିଯିବା ଫଟୋ ଟୁଇଟ୍‌ କରି ଭାଜପା ଏମ୍‌ପି କହିଲେ ଶତାବ୍ଦୀର ସବୁଠୁ ଖରାପ ଅଭିନୟ

ଗୋରଖପୁର,୨।୧୦: ଉତ୍ତରପ୍ରଦେଶ ହାଥ୍‌ରସ ଘଟଣାରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଏବଂ ପ୍ରିୟଙ୍କାଙ୍କୁ ଅଧାବାଟରୁ ଫେରିବାକୁ ପଡିଥିଲା। ପୋଲିସ ଉଭୟଙ୍କୁ ଅଟକାଇଥିଲା। ପୋଲିସ ଅଟକାଇବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପୋଲିସ ଠେଲାପେଲାରେ...

ଆଇସିଏମ୍‌ଆର୍ ନୂଆ ଉପାୟରେ କରିବ କରୋନାର ଚିକିତ୍ସା!

ନୂଆଦିଲ୍ଲୀ,୨ ।୧୦: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ସାରା ବିଶ୍ୱରେ ଟିକା ପ୍ରସ୍ତୁତି ପାଇଁ ଉଦ୍ୟମ ଜାରି ରହିଛି । ଭିନ୍ନ ଭିନ୍ନ ଉପାୟରେ କରୋନାଠାରୁ ଦୂରେଇ ରହିବାକୁ ବିଶେଷଜ୍ଞମାନେ ସେମାନଙ୍କ ଗବେଷଣା ଜାରି ରଖିଛନ୍ତି । ତେବେ ଇଣ୍ଡିଆନ୍...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri