ଜାତୀୟ

ସେନା କ୍ୟାମ୍ପ୍‌ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୨।୬: ଆତଙ୍କବାଦୀମାନେ ଜମ୍ମୁ ଡିଭିଜନର ଛତ୍ରଗାଲାନରେ ସେନା ଏବଂ ପୋଲିସର ମିଳିତ ବ୍ଲକକୁ ଟାର୍ଗେଟ କରିଥିଲେ। ଆତଙ୍କବାଦୀମାନେ ନିର୍ଦ୍ଦିଷ୍ଟ ଭାବେ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀର ପ୍ରତିଶୋଧ ପରାୟଣ ହେତୁ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଆକ୍ରମଣରେ ପାଞ୍ଚ ସେନା...

ଆଜି ଶପଥ ନେବେ ଚନ୍ଦ୍ରାବାବୁ

ବିଜୟଓ୍ବାଡ଼ା,୧୨ା୬: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁଦେଶମ୍‌ ପାର୍ଟି (ଟିଡିପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କୁ ମଙ୍ଗଳବାର ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନିର୍ବାଚିତ କରାଯାଇଛି। ସେ ବୁଧବାର ବିଭାଜିତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଶପଥ...

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ:ସାନି ପରୀକ୍ଷା ପାଇଁ କେନ୍ଦ୍ର, ଏନ୍‌ଟିଏକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨ା୬:ପ୍ରଶ୍ନପତ୍ର ଲିକ୍‌ ଓ ଅସାଧୁ ଉପାୟ ଅବଲମ୍ବନ ଅଭିଯୋଗ ଆଧାରରେ ଏନ୍‌ଇଇଟି-ୟୁଜି ୨୦୨୪କୁ ବାତିଲକରି ସାନି ପରୀକ୍ଷା କରାଇବା ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାର ଏବଂ ପରୀକ୍ଷା ପରିଚାଳକ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ...

‘ସ୍ପିକର’ ଉପରେ ନଜର

ନୂଆଦିଲ୍ଲୀ,୧୨ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରଙ୍କ ତୃତୀୟ ପାଳି ଶାସନ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସମେତ ମୋଟ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି)...

ଟିଡିପି ନେତାଙ୍କୁ ଛୁରି ଭୂଷି ହତ୍ୟା, ଉତ୍ତେଜନା

କୁର୍ନୁଲ,୧୧ା୬: ଆନ୍ଧ୍ରପ୍ରଦେଶ କୁର୍ନୁଲ ଜିଲାରେ ଟିଡିପି ନେତା ଗୌରୀନାଥ ଚୌଧରୀଙ୍କୁ ହତ୍ୟା କରାଯାଇଛି। ବୋମିରେଡ୍‌ଡିପାଲେ ଗ୍ରାମରେ ଓ୍ବାଇଏସ୍‌ଆର୍‌ସିପି କର୍ମୀ ପମୟା, ରାମକ୍ରିଷ୍ଣା ଓ ଅନ୍ୟମାନେ ଛୁରି ଓ ଟାଙ୍ଗିଆରେ ଟିଡିପିର ସ୍ଥାନୀୟ ନେତା ଗୌରୀନାଥଙ୍କୁ ଆକ୍ରମଣ କରିଥିଲେ। ହତ୍ୟାକାଣ୍ଡକୁ ନେଇ...

ରାଜଧାନୀରେ ପୁଣି ଦେଖାଦେଲା ଆଉ ଏକ ସମସ୍ୟା

ନୂଆଦିଲ୍ଲୀ, ୧୧।୬: ପାଣି ପାଇଁ ହଇରାଣ ହେଉଥିବା ରାଜଧାନୀ ଦିଲ୍ଲୀ ବାସିନ୍ଦା ଏବେ ଆଉ ଗୋଟିଏ ସମସ୍ୟାରେ ପଡ଼ିଛନ୍ତି । ଦିଲ୍ଲୀର କିଛି ଅଞ୍ଚଳରେ ଏବେ ବିଜୁଳି ସମସ୍ୟା ଦେଖାଦେଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଅତିଶୀ । ଉତ୍ତର ପ୍ରଦେଶର...

ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ ‘ଅମରାବତୀ’

ଅମରାବତୀ,୧୧।୬: ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ ଅମରାବତୀ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦିନକ ପୂର୍ବରୁ ବିଜୟଓ୍ବାଡାରେ ଆୟୋଜିତ ଏନ୍‌ଡିଏ ବିଧାୟକ ଦଳ ବୈଠକରେ ଏହା ସ୍ପଷ୍ଟ କରିଛନ୍ତି ଚନ୍ଦ୍ରବାବୁ ନାଇଡୁ। ସେହିଭଳି ବିଶାଖାପାଟଣା ରାଜ୍ୟର ଆର୍ଥିକ ରାଜଧାନୀ ହେବ ବୋଲି...

କଂଗ୍ରେସର ବଡ଼ ଦାବି, ଏଠି ବଦଳିଯିବ ସରକାର !

ନୂଆଦିଲ୍ଲୀ, ୧୧।୬: ଲୋକସଭା ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି, ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ଏକନାଥ ଶିନ୍ଦେ ଗୋଷ୍ଠୀର ଶିବସେନା ଏବଂ ଅଜିତ୍‌ ପାୱାରଙ୍କ ଏନ୍‌ସିପିର ବିଧାୟକ...

ଆଗାମୀ ୭ ଦିନ ପ୍ରବଳ ବର୍ଷା, ଗରମରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ, ୧୧।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧିରେ ଧିରେ ଉତ୍ତର ଭାରତ ଆଡ଼କୁ ମୁହାଁଉଛି । ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁସାରେ,...

କଂଗ୍ରେସକୁ ସମର୍ଥନ କଲେ ଆଉ ଜଣେ ଏମପି! ଲୋକ ସଭାରେ ୧୦୦ଛୁଇଁବ ଆସନ…

ନୂଆଦିଲ୍ଲୀ,୧୧।୬: ଲଦାଖର ସ୍ବାଧୀନ ଏମପି ମହମ୍ମଦ ହନିଫା ଜାନ ମଙ୍ଗଳବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଗେର୍ର୍ଙ୍କୁ ଭେଟିଛନ୍ତି। ହନିଫା ଏବଂ ଖାର୍ଗେଙ୍କ ଫଟୋକୁ କଂଗ୍ରେସ ଏହାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରିଛି। ଏହି ଫଟୋରେ କଂଗ୍ରେସର ସାଧାରଣ ସମ୍ପାଦକ...

ଏଥର ମଧ୍ୟ ଲୋକ ସଭା ସ୍ପିକର ପଦ ସମ୍ଭାଳିବେ ଓମ ବିର୍ଲା! ରେସ୍‌ରେ ଅଛନ୍ତି…

ନୂଆଦିଲ୍ଲୀ,୧୧।୬: ଚଳିତ ଲୋକ ସଭା ନିର୍ବାଚନରେ ଭାଜପାକୁ ରାଜସ୍ଥାନରେ ୧୧ଟି ଆସନ ହରାଇବାକୁ ପଡ଼ିଲା, ଏହା ସତ୍ତ୍ୱେ ବି ପ୍ରଧାନମନ୍ତ୍ରୀ ରାଜସ୍ଥାନର ଚାରିଜଣ ଏମପିଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରିଛନ୍ତି। ଗତଥର ମଧ୍ୟ ରାଜସ୍ଥାନର ଚାରିଜଣ ଏମପି ମନ୍ତ୍ରୀ ଥିଲେ।...

କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ,୧୧।୬: ଟିଡିପି ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ ଆସନ୍ତାକାଲି ଅର୍ଥାତ ବୁଧବାର ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସୂଚନା ଅନୁଯାୟୀ, ଚନ୍ଦ୍ରବାବୁ ନାଇଡୁ ସକାଳ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri