ଜାତୀୟ

ବିହାର ବିଧାନସଭା ନିର୍ବାଚନ: ମହିଳା ଭୋଟରଙ୍କ ଉପରେ କଂଗ୍ରେସ ନଜର, ପ୍ରିୟଙ୍କା କରିବେ ମହିଳା କ୍ରାନ୍ତି ମହାସମ୍ମିଳନୀ

ପାଟନା, ୨୭।୯: ବିହାର ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ଚଳିତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ରାଜ୍ୟର ମହିଳା ଭୋଟରଙ୍କୁ ଆକର୍ଷିତ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏନେଇ ମହିଳା କ୍ରାନ୍ତି...

କୃଷକଙ୍କ ସଶକ୍ତିକରଣ ହିଁ ଆତ୍ମନିର୍ଭର ଭାରତର ମୂଳଦୁଆ: ମୋଦି

ନୂଆଦିଲ୍ଲୀ, ୨୭।୯: କୃଷକଙ୍କ ବିକାଶ ଦ୍ୱାରା ଦେଶର ବିକାଶ ସମ୍ଭବ। ତେଣୁ କୃଷକଙ୍କ ସଶକ୍ତି କରଣ ହିଁ ଆତ୍ମନିର୍ଭର ଭାରତର ମୂଳଦୁଆ ପଡ଼ିପାରିବ। ସେହିପରି ଗାଁର ସମୃଦ୍ଧି ମଧ୍ୟରେ ଦେଶର ବିକାଶ ଲୁଚି ରହିଛି। ଏବେ ଗାଁରେ ବାସ କରୁଥିବା...

ଶେଷ ନିର୍ବାଚନ ବେଳକୁ ଯଶୱନ୍ତଙ୍କର ସମ୍ପତ୍ତି ଥିଲା ୫୧ ଗାଈ, ୩ ଘୋଡ଼ା, ୩ ବନ୍ଧୁକ

ନୂଆଦିଲ୍ଲୀ,୨୭ ।୯: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କର ରବିବାର ପରଲୋକ ହୋଇଛି । ନିଜକୁ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଓ ଏମ୍‌ପି ଭାବେ ପ୍ରତିଷ୍ଠିତ କରାଇ ପାରିଥିଲେ । ପ୍ରତିରକ୍ଷା, ବୈଦେଶିକ...

ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଆତଙ୍କବାଦୀଙ୍କୁ ଗିରଫ କଲା ଏନ୍‌ଆଇଏ

କୋଲକାତା, ୨୭।୯: ଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାର ଜଲଙ୍ଗି ଥାନା ଅନ୍ତର୍ଗତ ନନ୍ଦପାରା କାଳିଙ୍ଗଜ ଅଞ୍ଚଳରୁ ସନ୍ଦିଗ୍ଧ ଅଲ୍‌କାଏଦା ଆତଙ୍କବାଦୀ ସମିମ୍‌ ଅନସାରୀଙ୍କୁ ଗିରଫ...

ଡ୍ରଗ୍ସ ମାମଲା: ଜବତ ହେଲା ଅଭିନେତ୍ରୀଙ୍କ ଫୋନ

ମୁମ୍ବାଇ,୨୭ ।୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାମଲା ବେଳକୁ ବେଳ ନୂଆ ମୋଡ ନେଉଛି । ଏହି ମାମଲାରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲି ଖାଁ, ଶ୍ରଦ୍ଧା କପୁର,...

କ୍ୱାରାଣ୍ଟାଇନ୍‌ରେ ଉମା ଭାରତୀ: ନମୁନା କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୨୭।୯: ଭାଜପା ସଦସ୍ୟା ଉମା ଭାରତୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ରବିବାର ଉମା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ବ୍ୟକ୍ତିମାନେ ନମୁନା ପରୀକ୍ଷା କରାଇବାକୁ ସେ ପରାମର୍ଶ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୨୭ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ମେଜର(ଅବସରୀପ୍ରାପ୍ତ) ଯଶୱନ୍ତ ସିଂଙ୍କର ରବିବାର ସକାଳ ପ୍ରାୟ ୬ଟା ୫୫ ମିନିଟରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା...

ନୂଆ ସଂକ୍ରମଣ: ୧୦ ରାଜ୍ୟରୁ ୭୫% ମାମଲା

ନୂଆଦିଲ୍ଲୀ, ୨୭।୯: ଶନିବାର ୮୫,୩୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୫% ଆକ୍ରାନ୍ତ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଦ୍ୟାବଧି ୭ କୋଟି ନମୁନା ପରୀକ୍ଷଣ ହୋଇଛି।...

ଗଣବଳାତ୍କାର ପରେ ମହିଳାଙ୍କ ଜିଭ କାଟିଦେଲେ

ଲକ୍ଷ୍ନୌ୍‌,୨୭।୯: ପଶ୍ଚିମ ଉତ୍ତରପ୍ରଦେଶର ହଥରାସ୍‌ରେ ଜଣେ ଅନୁସୂଚିତ ଜାତିର ମହିଳା(୨୦)ଙ୍କୁ ଗ୍ରାମର ୪ ଜଣ ଉଚ୍ଚଜାତିର ଯୁବକ ଅମାନୁଷିକ ଭାବେ ଗଣବଳାତ୍କାର କରିବା ପରେ ଜିଭ କାଟି ଦେଇଛନ୍ତି। ପୀଡ଼ିତା ଜଣକ ଏବେ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।...

ସିବିଆଇ ଚାର୍ଜଶିଟ୍‌ରେ ୯ ପୋଲିସ

ହାଇଦ୍ରାବାଦ୍‌,୨୭।୯: ତାମିଲନାଡ଼ୁର ଟୁଟିକୋରିନ୍‌ ହାଜତ ମୃତ୍ୟୁ ମାମଲା ଏବେ ଗୁରୁଗମ୍ଭୀର ରୂପ ଧାରଣ କରିଛି। ବାପ-ପୁଅଙ୍କ ହାଜତ ମୃତ୍ୟୁକୁ ନେଇ ସିବିଆଇ ପକ୍ଷରୁ ୯ ପୋଲିସଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଜୟରାଜ୍‌(୫୯) ଓ ପୁଅ ବେନିକ୍ସ(୩୧)ଙ୍କୁ ସତ୍ତନ୍‌କୁଲମ୍‌ ପୋଲିସ...

ଅର୍ଥନୀତିଜ୍ଞ ଈଶରଙ୍କ ପରଲୋକ

ନୂଆଦିଲ୍ଲୀ, ୨୭।୯: ମସ୍ତିଷ୍କ କର୍କଟରେ ଦୀର୍ଘ ୧୦ ମାସ ଧରି ପୀଡ଼ିତ ଥିବା ଅର୍ଥନୀତିଜ୍ଞ ଈଶର ଜଜ୍‌ ଆହଲୁଓ୍ବାଲିଆଙ୍କ ଶନିବାର ପରଲୋକ ହୋଇଯାଇଛି। ଅକ୍ଟୋବର ପହିଲାକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥାଆନ୍ତା। ସେ ଯୋଜନା କମିଶନର ପୂର୍ବତନ ଉପାଧ୍ୟକ୍ଷ...

ନଡ୍ଡାଙ୍କ ନୂଆ ଟିମ୍‌

ନୂଆଦିଲ୍ଲୀ,୨୭ା୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଜାତୀୟ ସାଙ୍ଗଠନିକ ସ୍ତରରେ ବଡ଼ଧରଣର ପରିବର୍ତ୍ତନ କରାଯାଇଛି। ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଶନିବାର ଏନେଇ ଘୋଷଣା କରିଥିବା ନୂଆ ଟିମ୍‌ରେ ରାମ ମାଧବ, ପି ମୁରଲୀଧର ରାଓ, ଅନୀଲ ଜୈନ,...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri