ଜାତୀୟ

ବାଂଲାଦେଶକୁ ୨୦ ଘୋଡା, ୧୦ କୁକୁର ଉପହାର ଦେଲା ଭାରତ

ନୂଆଦିଲ୍ଲୀ,୧୨।୧୧:ଭାରତ ଏବଂ ପଡୋଶୀ ବାଂଲାଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ କରିବା ପାଇଁ ପ୍ରୟାସ ଚାଲିଛି। ଏହି କ୍ରମରେ ଭାରତୀୟ ସେନା ପକ୍ଷରୁ ବାଂଲାଦେଶ ସେନାକୁ ପ୍ରଶିକ୍ଷିତ ୨୦ଟି ସୈନ୍ୟ ଘୋଡା ଏବଂ ବାରୁଦ ସୁଡଙ୍ଗ ସନ୍ଧାନକାରୀ ୧୦ କୁକୁର...

ଜେଏନ୍‌ୟୁରେ ‘ମୋଦି ଗୋ ବ୍ୟାକ୍‌’ ସ୍ଲୋଗାନ୍‌

ନୂଆଦିଲ୍ଲୀ,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଜେଏନ୍‌ୟୁରେ ସ୍ଲୋଗାନ ଦିଆଯାଇଛି। ଗୁରୁବାର ସନ୍ଧ୍ୟା ୬ଟା ୩୦ରେ ମୋଦି ଜେଏନ୍‌ୟୁରେ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମା ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହା...

ବିହାରରେ ଗଠନ ହେବ ମହାମେଣ୍ଟ ସରକାର: ତେଜସ୍ବୀ !

ପାଟନା,୧୨।୧୧: ବିହାରରେ ମହାମେଣ୍ଟ ସରକାର ଗଠନ ହେବ। ଏନେଇ ଆର୍‌ଜେଡ଼ି ପକ୍ଷରୁ ତେଜସ୍ବୀ ଯାଦବ ଗୁରୁବାର ମହାମେଣ୍ଟର ନବ ନିର୍ବାଚିତ ବିଧାୟକଙ୍କ ବୈଠକରେ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ବାସଭବନରେ ଆୟୋଜିତ ବୈଠକରେ ମେଣ୍ଟର ନେତା ଭାବେ ତେଜସ୍ବୀ...

ତେଜସ୍ୱୀ ବିରୋଧିଦଳ ନେତା!

ପାଟନା,୧୨ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇ ସାରିଥିବା ବେଳେ ନୀତୀଶ କୁମାର ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଦୀପାବଳି ପରେ ସେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାରି ଭିତରେ...

ସ୍ବାଭାବିକ ହେବ ଅର୍ଥନୀତି: ଆତ୍ମନିର୍ଭର ଭାରତ ୩.୦ ପ୍ୟାକେଜ୍‌ ଘୋଷଣା

ନୂଆଦିଲ୍ଲୀ,୧୨।୧୧: କରୋନା ମହାମାରୀରେ ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସହାୟତା ପ୍ୟାକେଜ୍‌ ଘୋଷଣା ଜାରି ରହିଛି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଅଥିନୀତିକୁ ସ୍ବାଭାବିକ କରିବା...

୨୦୨୧ରେ ୫ ରାଜ୍ୟରେ ନିର୍ବାଚନ: ୪ ରାଜ୍ୟ ଉପରେ ଭାଜପାର ଲକ୍ଷ୍ୟ

ନୂଆଦିଲ୍ଲୀ,୧୨।୧୧: ଦେଶର ୫ ରାଜ୍ୟରେ ଆସନ୍ତା ବର୍ଷ ୨୦୨୧ରେ ବିଧାନସଭା ନିର୍ବାଚନ ହେବ। ଏନେଇ ଭାଜପା ପକ୍ଷରୁ ୪ ରାଜ୍ୟରେ କ୍ଷମତା ହାସଲ ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ବିହାରରେ ଭାଜପାର ସ୍ଥିତି ସୁଦୃଢ଼ ହେବା ପରେ ଅନ୍ୟ ରାଜ୍ୟ...

ବାଣ ଫୁଟାନ୍ତୁ ନାହିଁ ବରଂ ବାଣ ଖାଆନ୍ତୁ!

ବେଙ୍ଗାଲୁରୁ,୧୨ ।୧୧: ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଅନ୍ୟପଟେ ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳୀ । ଭାରତରେ ଏହାର ଖୁବ୍ ଚାହିଦା ଥିବା ବେଳେ ଏଥର କିନ୍ତୁ ଏହା ଫିକା...

ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନାହାନ୍ତି ନୀତୀଶ!

ପାଟନା,୧୨ ।୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏକୁ ବହୁମତ ମିଳିଥିବା ବେଳେ ଏବେ ସେ ସରକାର ଗଠନ କରିବାକୁ ଯାଉଛି । ହେଲେ ନୀତୀଶ କୁମାର ଏଥର ମୁଖ୍ୟମନ୍ତ୍ରୀ ହେବାରୁ ଅରାଜି ଅଛନ୍ତି । ତାଙ୍କ ଦଳ ଜନତା ଦଳ...

ତୃଣମୂଳରେ ଫାଟ ଆଶଙ୍କା: କ୍ୟାବିନେଟ୍‌ ବୈଠକରେ ଯୋଗ ଦେଲେନି ମନ୍ତ୍ରୀ ଶୁଭେନ୍ଦୁ

କୋଲକାତା,୧୨।୧୧: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରରେ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ପରେ ମମତାଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀଙ୍କ ହାବଭାବରେ ବହୁ ପରିବର୍ତ୍ତନ ହୋଇଛି।...

ବଢୁଛି ପ୍ରଦୂଷଣ କମୁଛି ତାପମାତ୍ରା: ରାଜଧାନୀରେ ବେକାକୁ ହେଲାଣି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୨ ।୧୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବୁଧବାର...

ରାଜୌରୀ-ପୁଞ୍ଚ୍‌ରେ ମୋର୍ଟାର ଶେଲିଂ ମାଡ଼ କଲା ପାକିସ୍ତାନ

ଶ୍ରୀନଗର,୧୨।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଜାଣିଶୁଣି ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଗୁରୁବାର ପୂର୍ବାହ୍ନ ୯ଟାରେ ପୁଞ୍ଚ୍‌ ଏବଂ ରାଜୌରୀ ଜିଲାରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ପୁଞ୍ଚ୍‌ ଜିଲାର ଶାହପୁର,...

କରୋନା ସଂକ୍ରମଣରେ ଭାଜପା ନେତାଙ୍କ ପରଲୋକ

ଡେରାଡୁନ,୧୨ ।୧୧: ଉତ୍ତରାଖଣ୍ଡର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ସୁରେନ୍ଦ୍ର ସିଂ ଜିନାଙ୍କର ପରଲୋକ ହୋଇଛି । କରୋନା ସଂକ୍ରମିତ ହେବା ପରେ ସେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri