ଜାତୀୟ

ବଳାତ୍କାର ମାମଲା ବଢିବା ପଛରେ ମହିଳାଙ୍କ ପୋଷାକ ପିନ୍ଧିବା ଦାୟୀ: ହରଭଜନଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ,୫।୭: ପୂର୍ବତନ ଭାଜପା ବିଧାୟକ ହରଭଜନ ସିଂ ଖେମା କାଶୀପୁରରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ବଳାତ୍କାର ଘଟଣାରେ ମହିଳାମାନଙ୍କ ପୋଷାକକୁ ସେ ଦାୟୀ କରିଛନ୍ତି। ସେ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ମହିଳା ଏବଂ ବାଳିକାଙ୍କ ପ୍ରତି ବଢୁଥିବା...

କରୋନା ସମୟରେ ଜନ୍ମ ହୋଇଥିବା ପିଲାଙ୍କ ନିକଟରେ ଦେଖିବାକୁ ମିଳୁଛି ଅଜବ ଆଚରଣ: ବିଶେଷଜ୍ଞଙ୍କ ରିପୋର୍ଟ

ନୂଆଦିଲ୍ଲୀ,୫।୭: ଦୀର୍ଘ ସମୟ ପରେ ଧୀରେ ଧୀରେ ପିଲାମାନଙ୍କଠାରେ କରୋନା ସମୟର ପାର୍ଶ୍ୱ ପ୍ରତିକ୍ରିୟା ଆରମ୍ଭ ହେବାକୁ ଲାଗିଛି। ମହାମାରୀ ସମୟରେ ଜନ୍ମ ହୋଇଥିବା ପିଲାମାନେ ବର୍ତ୍ତମାନ ବିଦ୍ୟାଳୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି କୁହାଯାଉଛି। ଚଳିତ ବର୍ଷ...

ଭାଜପା ଗଡ଼ରୁ ମୋଦିଙ୍କୁ ବଡ଼ ଚ୍ୟାଲେଞ୍ଜ୍‌ ଦେଲେ ଚନ୍ଦ୍ରଶେଖର

ନୂଆଦିଲ୍ଲୀ,୫।୭: ଲୋକ ସଭା ନିର୍ବାଚନରେ ବିଜୟ ପରେ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ମନୋଭାବ ଆହୁରି କଠୋର ହୋଇଛି। ସଂସଦ ଗୃହ ହେଉ କିମ୍ବା ଛତିଶଗଡ, ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏକ ଖୋଲା ପ୍ଲାଟଫର୍ମରୁ ଭାଜପା...

ଋଣ କରି ୫୦ ଲକ୍ଷର ଜମି ଦାନ କଲେ ବିଧାୟକ

ଭୋପାଳ,୫।୭: ମଧ୍ୟପ୍ରଦେଶକୁ ଯାହା ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ କରିଥାଏ ତାହା ହେଉଛି ଏହାର ସୌନ୍ଦର୍ଯ୍ୟ, କାହାଣୀ ଏବଂ ଏଠାରେ ବାସ କରୁଥିବା ଲୋକ। ରାଜ୍ୟର କେଉଁ ନା କେଉଁ କୋଣରେ କେହି ନା କେହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ଜାରି ରଖିଛନ୍ତି।...

ହାଥରସ ପୀଡ଼ିତଙ୍କ ପରିବାରକୁ ଭେଟିଲେ ରାହୁଲ, ସାହାଯ୍ୟ ପାଇଁ ଦେଲେ ଭରସା

ଅଲିଗଡ଼,୫।୭: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ଆଲିଗଡ଼ ଏବଂ ପରେ ହାଥରସରେ ପହଞ୍ଚି ହାଥରସରେ ସତସଙ୍ଗ ସମୟରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ଆହତଙ୍କ ଅବସ୍ଥା ଜାଣିବା...

ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢିଲା ମହଙ୍ଗା ଭତ୍ତା

ଗାନ୍ଧୀନଗର,୫।୭: ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଉପହାର ଦେଇଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସପ୍ତମ ବେତନ ଆୟୋଗ ଅଧୀନରେ ଥିବା କର୍ମଚାରୀଙ୍କ ପାଇଁ...

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଭଳି ସହାୟତା ବଢ଼ାଯାଉ: ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ,୪ା୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଗୁରୁବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଭଳି ସହାୟତା ବଢ଼ାଇବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ...

ଜେଲରୁ ବାହାରିବାର ୭ଦିନ ପରେ କେମିତି ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ, ଜାଣନ୍ତୁ…

ରାଞ୍ଚି,୪।୭: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ-ଆରଜେଡି ମିଳିତ ମଞ୍ଚର ନୂତନ ନେତା ହେମନ୍ତ ସୋରେନ ପୁଣି ଥରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହେମନ୍ତ ସୋରେନ ତୃତୀୟ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଗୁରୁବାର ଶପଥ ଗ୍ରହଣ...

ମୋଦିଙ୍କ ଗଡ଼ ଗୁଜରାଟ ଯିବେ ରାହୁଲ

ନୂଆଦିଲ୍ଲୀ,୪।୭: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର ଏମପି ରାହୁଲ ଗାନ୍ଧୀ ଶନିବାର (୬ ଜୁଲାଇ)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟ ପରିଦର୍ଶନ କରିବାକୁ ଯାଉଛନ୍ତି। ନିକଟରେ ସଂସଦ ଅଧିବେଶନରେ ରାହୁଲ ଗାନ୍ଧୀ ଗୃହରେ...

ହାଥରସ ଦଳାଚକଟା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରାଇଦେଲେ ୧ ଲକ୍ଷ

ହାଥରସ,୭।୪: ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା ମାମଲାର ୭୨ ଘଣ୍ଟା ପରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସମସ୍ତ ୬ଜଣ ଆୟୋଜକ ବୋଲି ଜଣାପଡିଛି। ଏଯାଏଁ ଭୋଲେ ବାବାଙ୍କ ପତ୍ତା ମିଳୁ ନ ଥିବା ବେଳେ ମୁଖ୍ୟ...

ହଠାତ୍‌ କାହିଁକି ରାହୁଲଙ୍କୁ ଭେଟିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୪।୭: ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି। ଏହି ବିବାହ ପାଇଁ ଦେଶ ତଥା ବିଦେଶର ବହୁ ବଡ ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି । ଏହି ଅବସରରେ...

ଭାରତୀୟ ଶେୟାର ବଜାରରେ ଲାଗି ରହିଛି ଉତ୍ସାହ; ସେବିକୁ ସତର୍କ କରାଇଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୪ା୭: ଗଲା କିଛି ଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ଲାଗି ରହିଥିଲା ବେଳେ ସେନସେକ୍ସ ପ୍ରଥମ ଥର ପାଇଁ ୮୦,୦୦୦ ହଜାର ପଏଣ୍ଟ ଅତିକ୍ରମ କରିଛି। ନିଫ୍ଟି ୫୦ ମଧ୍ୟ ଐତିହାସିକ ୨୪,୦୦୦ ପଏଣ୍ଟ ଅତିକ୍ରମ କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri