ଜାତୀୟ

ସୀମାରେ ଖଣି ମାଫିଆ ଭୟ: ଖୋଳା ଯାଉଛି ସୁଡ଼ଙ୍ଗ

ଯୋଧପୁର, ୧୫।୯: ସୀମାରେ ଭାରତ ପାଇଁ ଚାଇନା ପାକିସ୍ତାନର ବିପଦ ରହିଛି। ତେବେ ଏହାଠାରୁ ଅଧିକ ବପଦ ସୃଷ୍ଟି କରୁଛନ୍ତି ଖଣି ମାଫିଆମାନେ। ରାଜସ୍ଥାନର ଭାରତ ପାକିସ୍ତାନ ସୀମାରେ ଖଣି ମାଫିଆମାନେ ଜିପ୍‌ସମ୍‌ ଲୋଭ ଆଶାରେ ୭୦ କିଲୋମିଟର ସୀମା...

ବିହାର ବିଧାନସଭା ନିର୍ବାଚନ: ୫୫ ପ୍ରତିଶତ ବିଧାୟକଙ୍କ ବିରୋଧରେ ଆପରାଧୀକ ମାମଲା,୧୬୦ କୋଟିପତି

ପାଟନା, ୧୫।୯: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ରାଜ୍ୟର ବର୍ତ୍ତମାନ ଥିବା ୨୪୦ ବିଧାୟକଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କ ନାମରେ ବିଭିନ୍ନ ଆପରାଧୀକ ମାମଲା ରହିଛି। ଏଭଳି ବିଧାୟକଙ୍କ ସଂଖ୍ୟା ୧୩୬ ଥିବା କୁହାଯାଉଛି। ସେଥିମଧ୍ୟରୁ...

କରୋନା ସଙ୍କଟ ସମୟରେ ବଢିଛି ଆତ୍ମହତ୍ୟା ମାମଲା: ରାମଗୋପଳ ଯାଦବ

ନୂଆଦିଲ୍ଲୀ,୧୫ ।୯: କରୋନା ଭାଇରସ ସଂକ୍ରମଣ ବିଶ୍ୱରେ ଅନେକ କ୍ଷତି ଘଟାଇଛି । ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାମଗୋପାଳ ଯାଦବ କହିଛନ୍ତି କରୋନା ସଙ୍କଟ ସମୟରେ ଲୋକେ ବହୁପରିମାଣରେ ଆତ୍ମହତ୍ୟା କରିଛନ୍ତି । ଏହାର ମୁଖ୍ୟ କାରଣ...

ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୧୫।୯: ପଶ୍ଚିମବଙ୍ଗର ମାଲଦା ଜିଲାରେ ତୃଣମୂଳ କଂଗ୍ରେସ (ଟିଏମସି) କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ସୁବୋଧ ପରମାଣିକ। ସେ କାଠ ବ୍ୟବସାୟ କରୁଥିଲେ ଏବଂ ହବିପୁର ଗାଁର ବାସିନ୍ଦା ଥିଲେ। ସୁବୋଧଙ୍କ ମୃତଦେହ ଫାର୍ମ ନିକଟରୁ ମିଳିଥିଲା।...

କଳାକାରଙ୍କ ପାଇଁ ସହଯୋଗର ହାତ ବଢାଇଲା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫ ।୯: କରୋନା ଭାଇରସ ସଂକ୍ରମଣ କାରଣରୁ ଅନେକ ଲୋକଙ୍କୁ ଜୀବନ ଜୀବିକା ହରାଇବାକୁ ପଡିଛି । ଏହି ସଙ୍କଟ ସମୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କଳାକାରମାନଙ୍କ ପାଇଁ ସହଯୋଗର ହାତ ବଢାଇଛି । କେନ୍ଦ୍ର ସରକାରଙ୍କ କିଛି ଯୋଜନା...

ସରକାର ପ୍ରବାସୀ ଶ୍ରମିକଙ୍କ ମୃତଦେହ ନ ଗଣିଲେ ବି ମୃତ୍ୟୁ ତ ଆସିଲା: ରାହୁଲ

ନୂଆଦିଲ୍ଲୀ, ୧୫।୯: ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ବିରୋଧୀ ଶାସକ ଦଳଙ୍କୁ ଘେରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ କୌଣସି ତଥ୍ୟ ମିଳିନି। ସେଥିପାଇଁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇ ପାରିନି। ତେବେ ଲକ୍‌ଡାଉନ୍‌...

ଦୁଇଟି ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହୋଇପାରେ ଭାରତ

ନୂଆଦିଲ୍ଲୀ,୧୫।୯: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଏବଂ ଚାଇନା ମଧ୍ୟରେ ଉତ୍ତେଜନା ହ୍ରାସ ପାଇବାର ନାଁ ଧରୁନି। ସୀମାରେ ଉତ୍ତେଜନା ହ୍ରାସ କରିବାକୁ ଦୁଇ ଦେଶ ଉଚ୍ଚ ସ୍ତରୀୟ ଆଲୋଚନା କରୁଥିଲେ ମଧ୍ୟ ତାହା ବିଫଳ ରହିଛି। ସେପଟରେ ପଡୋଶୀ...

ନୀତୀଶଙ୍କ ଭୟ: ୬ ଥର ମୁଖ୍ୟମନ୍ତ୍ରୀ ହୋଇ ବି ୧୬ ବର୍ଷଧରି ଲଢ଼ି ନାହାନ୍ତି ନିର୍ବାଚନ

ପାଟନା, ୧୫।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏନେଇ ରାଜ୍ୟରେ ରାଜନୈତିକ ସ୍ଥିତି ବେଶ୍‌ ଚଳଚଞ୍ଚଳ ହେବାରେ ଲାଗିଛି। ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ବିକାଶ ପାଇଁ କହୁ କାର୍ଯ୍ୟ କରିଥିବା କହୁଛନ୍ତି। ତେବେ...

ଭାରତୀୟ ଯୁଦ୍ଧ ଜାହାଜରେ ଇନ୍ଧନ ଭରିଲା ଆମେରିକା ନୌସେନା ଟ୍ୟାଙ୍କର

ନୂଆଦିଲ୍ଲୀ,୧୫ ।୯: ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ସୋମବାର ଏକ ଚୁକ୍ତି ଅଧାରରେ ଉତ୍ତର ଆରବ ସାଗରରେ ଆମେରିକ ନୌସେନାର ଟ୍ୟାଙ୍କର ୟୁଏସ୍‌ଏନ୍‌ଏସ୍ ୟୁକୋନ ଇନ୍ଧନ ଭରିଛି । ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ମିଳିମିଶି କାମ କରିବା...

ପ୍ରେମିକଙ୍କ ସହ ରହିବା ପାଇଁ ୨ ସନ୍ତାନର ମା’ ମାଗିଲେ ସୁରକ୍ଷା, କୋର୍ଟ ନିର୍ଦ୍ଦେଶ ଦେଲେ ଏମିତି

ଚଣ୍ଡିଗଡ,୧୫।୯: ପଞ୍ଜାବରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପ୍ରେମିକଙ୍କ ସହ ରହିବା ପାଇଁ ୨ ସନ୍ତାନର ମା’ ହାଇକୋର୍ଟରେ ସୁରକ୍ଷା ମାଗିଛନ୍ତି। ସ୍ବାମୀ ଏବଂ ଶାଶୁଘର ଲୋକଠାରୁ ଧମକ ମିଳୁଥିବାରୁ ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ଏହା...

ଡ୍ରଗ୍ସ୍‌ କାରବାର ନେଇ ବଲିଉଡ୍‌କୁ ବଦନାମ କରାଯାଉଛି: ଜୟା

ନୂଆଦିଲ୍ଲୀ, ୧୫।୯: ଡଗ୍ସ୍‌ କାରବାର ନେଇ ବଲିଉଡ୍‌କୁ ବଦନାମ କରାଯିବାର ଯୋଜନା କରାଯାଉଛି। ମନୋରଞ୍ଜନ ଶିଳ୍ପ ପ୍ରତିଦିନ ୫ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇ ଦେଇଥାଏ। ଏପରିସ୍ଥଳେ ଏହାକୁ ବଦନାମ୍‌ କରାଯିବା ଅନୁଚିତ ବୋଲି ସଂସଦର ଦ୍ୱିତୀୟ ଦିନରେ...

ସ୍ବାମୀଙ୍କ ପ୍ରେମରେ ବାଧା ସାଜିଥିଲେ ସ୍ତ୍ରୀ, ଆଉ ତା’ପରେ

ଗାଜିଆବାଦ,୧୫।୯: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମରେ ବାଧା ହେବାରୁ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରି ମୃତଦେହକୁ କେନାଲରେ ଫିଙ୍ଗି ଦେଇଥିଲେ। ତେବେ ପୋଲିସ ଏହି ମାମଲାରେ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri