ଜାତୀୟ

ରାସ୍ତାରେ ଯାଉଥିବା ସମୟରେ ହଠାତ୍‌ ଜଳିଉଠିଲା ବିଏମ୍‌ଡବ୍ଲ୍ୟୁ, ଆଉ ତା’ ପରେ…

ଲକ୍ଷ୍ନୌ,୧୩ା୯: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ଯାଉଥିବା ସମୟରେ ହଠାତ୍‌ ଜଳିଉଠିଲା ବିଏମ୍‌ଡବ୍ଲ୍ୟୁ। ଆଉ ଏଥିରେ ବସିଥିବା ଦମ୍ପତି ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।...

୫ ବର୍ଷ ପରେ ସରକାରୀ ଚାକିରି ହେବ ସ୍ଥାୟୀ

ଲକ୍ଷ୍ନୌ, ୧୩।୯: ଉତ୍ତରପ୍ରଦେଶରେ ଏଣିକି ସରକାରୀ ଚାକିରି ନିଯୁକ୍ତି ମିଳିବାର ୫ ବର୍ଷ ପରେ ସ୍ଥାୟୀ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଖୁବ୍‌ ଶୀଘ୍ର ଏନେଇ ଆଇନ ଆଣିବାକୁ ଯାଉଛନ୍ତି। ୫ ବର୍ଷ ପ୍ରୋବେଶନ ପରେ ଚାକିରି ସ୍ଥାୟୀ...

ବଞ୍ଚିଥିବା ସମୟରେ ମିଳିଲାନି ଭେଣ୍ଟିଲେଟର, ମୃତଦେହ ନେବାକୁ ମଧ୍ୟ ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ଶ୍ମଶାନ ଗଲା ମୃତଦେହ

ପୁଣେ,୧୩ା୯: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସବୁଠୁ ଦୁଃଖଦାୟକ କଥା ହେଲା କରୋନା ଆକ୍ରାନ୍ତଙ୍କ ପ୍ରତି ଅମାନବୀୟ ବ୍ୟବହାର ପ୍ରଦର୍ଶନ କରାଯିବା। ପୁଣେରେ ଏମିତି ଜଣେ କରୋନା ଆକ୍ରାନ୍ତଙ୍କ...

ରଘୁବଂଶଙ୍କୁ ଝୁରୁଛନ୍ତି ଲାଲୁ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରତାପ ସିଂଙ୍କର ରବିବାର ସକାଳେ ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ଅଲଇଣ୍ଡିଆ ଇନଷ୍ଟଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଖବର ପାଇବା ପରେ ପ୍ରଧାନମନ୍ତ୍ରୀ...

ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ଅନୁରୋଧ କଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ

ମୁମ୍ବାଇ, ୧୩ ।୯: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯଦି ସରକାର ଚଳାଇ ପାରୁ ନାହାନ୍ତି ତେବେ ସେ ଇସ୍ତଫା ଦିଅନ୍ତୁ ବୋଲି ମୁଁ ଅନୁରୋଧ କରୁଛି । ଜନତା ଆଉ ,କ ନୂଆ ସରକାର ନିର୍ବାଚିତ କରିବେ ଯିଏ ମହାରାଷ୍ଟ୍ରର...

ବିଧାନସଭା ନିର୍ବାଚନ ପୂର୍ବରୁ ବିହାରକୁ ୯୦୧ କୋଟିର ଉପହାର ଦେଲେ ମୋଦି

ନୂଆଦିଲ୍ଲୀ, ୧୩।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକର୍ଷିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦୧ କୋଟି ଟଙ୍କାର ଉପହାର ଦେଇଛନ୍ତି। ସେ ରବିବାର ରାଜ୍ୟର ୩ଟି ପେଟ୍ରୋଲିୟମ୍‌ ପ୍ରକଳ୍ପର ଲୋକାର୍ପଣ...

ପିତାଙ୍କ ସହ ବାଇକ୍‌ରେ ଯାଉଥିଲେ ଝିଅ, ବିଚ୍‌ ରାସ୍ତାରେ ଯୁବକ ଘଟାଇଲେ ଏମିତି କାଣ୍ଡ, ଆଉ ଶେଷରେ…

ଲକ୍ଷ୍ନୌ,୧୩ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲାରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି। ନିଜ ପିତାଙ୍କ ସହ ଜଣେ ନାବାଳିକା ଝିଅ ବାଇକ୍‌ରେ ଯାଉଥିବା ସମୟରେ ୨ ଅଜଣା ଯୁବକ ଝିଅ ସହ ଅସଦାଚରଣ କରିଥିଲେ। ଏଥିରେ ନାବାଳିକାଙ୍କ ପିତା ସାହସର...

ପୂର୍ବତନ କେନ୍ଦ୍ରମନ୍ତୀ ରଘୁବଂଶ ପ୍ରସାଦ ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂଙ୍କର ରବିବାର ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ରେ ପରଲୋକ ହୋଇଛି । କିଛିଦିନ ହେବ ସେ ଚିକିତ୍ସତ ହେଉଥିବା ବେଳେ ଶନିବାର ସେ ଅଧିକ ଅସୁସ୍ଥ...

ସବୁ ରେଲୱେ ଷ୍ଟେଶନରେ ହେବ ଡିଜିଟାଲ କାରବାର

ନୂଆଦିଲ୍ଲୀ,୧୩ ।୯: କରୋନା ସଙ୍କଟ ସମୟରେ ଭାରତୀୟ ରେଲୱେ ତା’ର ସମସ୍ତ ଷ୍ଟେଶନରେ ଡିଜିଟାଲ କାରବାର ଯୋଗାଇ ଦେବାକୁ ଯୋଜନା କରୁଛି । ଏହାକୁ ନେଇ ରେଲୱେ ବୋର୍ଡ ସମସ୍ତ ରିଜିଓନାଲ ରେଲୱେକୁ ଷ୍ଟେଶନରେ ଯେତେଶୀଘ୍ର ସମ୍ଭବ ଶହେ ପ୍ରତିଶତ...

ମୌସୁମୀ ଅଧିବେଶନ: ସୋନିଆ-ରାହୁଲ ରହିବେ ଅନୁପସ୍ଥିତ

ନୂଆଦିଲ୍ଲୀ, ୧୩।୯: ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଅନୁପସ୍ଥିତ ରହିବେ। ସ୍ବାସ୍ଥ୍ୟ ଯାଞ୍ଚ୍‌ ପାଇଁ ସୋନିଆ ରାହୁଲଙ୍କ ସହିତ ବିଦେଶ ଯାଇଛନ୍ତି। ସେ ଦୁଇ ସପ୍ତାହ ପରେ ଭାରତ...

ପରିଣତ ବୟସରେ ବି ହାରିଯାଇନାହାନ୍ତି ଏହି ବୃଦ୍ଧ, ପାହାଡ଼ କାଟି ୫ କିଲୋମିଟର ପର୍ଯ୍ୟନ୍ତ ଖୋଳିଛନ୍ତି କେନାଲ

ପାଟଣା,୧୩ା୯: ବିହାରର ପର୍ବତାରୋହୀ ଦଶରଥ ମାଝିଙ୍କ ନାମ ପ୍ରାୟ ସମସ୍ତେ ଶୁଣିଥିବେ। ଯିଏ କି ୨୨ ବର୍ଷ ଧରି କଠିନ ପରିଶ୍ରମ କରି ୩୬୦ ଫୁଟ ଚୌଡ଼ା ଏବଂ ୨୫ ଫୁଟ ଉଚ୍ଚ ପାହାଡ଼ କାଟି ରାସ୍ତା ତିଆରି କରିଥିଲେ।...

ଗୋଟିଏ ଗୁଳିରେ ଦୁଇ କଳାକାରଙ୍କୁ ଟାର୍ଗେଟ କଲା ଶିବସେନା

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ଶିବାସନା ମଧ୍ୟରେ ବିବାଦ ବେଳକୁ ବେଳ ଭିନ୍ନ ମୋଡ ନେବାରେ ଲାଗିଛି । ଏବେ ଶିବସେନା ତା’ର ମୁଖପତ୍ର ‘ସମାନା’ ଜରିଆରେ କଙ୍ଗନାଙ୍କୁ ଟାର୍ଗେଟ କରିଛି । ରବିବାର ପୁଣିଥରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri