ଜାତୀୟ

ମାସ୍କ ପିନ୍ଧିବା ପାଇଁ ପୋଲିସ କଲା ଏମିତି ଅନୁରୋଧ, ଜାଣିଲେ କରିବେ ପ୍ରଶଂସା

ପୁଣେ,୩ା୯: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ସଂକ୍ରମଣ ବଢୁଥିବାରୁ ସର୍ବସାଧାରଣ ସ୍ଥାନକୁ ନ ଯିବା ପାଇଁ ବାରଣ କରାଯାଉଛି। ଯଦି ଜରୁରୀ କାମ ପଡ଼େ ତେବେ ମାସ୍କ ବାନ୍ଧିବାକୁ ଲଗାତର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି।...

ଏଲ୍‌ଏସିରେ ଉତ୍ତେଜନା: ଲଦାଖରେ ପହଞ୍ଚିଲେ ସେନାଧ୍ୟକ୍ଷ

ଲେହ, ୩।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସ୍ଥିତିର ସମୀକ୍ଷା ପାଇଁ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଲଦାଖର ଲେହରେ ପହଞ୍ଚିଛନ୍ତି। ସେ ଫିଲ୍ଡ କମାଣ୍ଡରଙ୍କ ସହିତ ଆଲୋଚନା କରିଛନ୍ତି। ଏଲ୍‌ଏସିରେ ଭାରତୀୟ ସେନାର...

୧୫ ବର୍ଷ ହେବ ଗୋଟିଏ ବି ଦିନ ସ୍କୁଲ ବନ୍ଦ କରିନାହାନ୍ତି ଏହି ବାଳିକା

ଭୋପାଳ,୩।୯: ୧୫ ବର୍ଷ ହେବ ଗୋଟିଏ ବି ଦିନ ସ୍କୁଲ ବନ୍ଦ ନ କରି ରେକର୍ଡ ହାସଲ କରିଛନ୍ତି ଭୋପାଳ ରେ ରହୁଥିବା ଅଦିତି ଭାର୍ଗଭ। ବର୍ଷା କିମ୍ବା ଶୀତ ହେଉ କିମ୍ବା ଖରାପ ସ୍ବାସ୍ଥ୍ୟ ହେଉ, ଆଦିତି ସମସ୍ତ...

ପରମ୍ପରା ଭାଙ୍ଗିଲେ ଉପରାଜ୍ୟପାଳ: ଲୋକଙ୍କ ବିଶ୍ୱାସ ଜିଣିବା ପ୍ରୟାସ…

ଶ୍ରୀନଗର, ୩।୯: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଲୋକଙ୍କ ବିଶ୍ୱାସ ଜିଣିବା ପାଇଁ ପ୍ରଚଳିତ ପରମ୍ପରାକୁ ଭଙ୍ଗ କରିଛନ୍ତି। ପୁଲଓ୍ବାମା ଗସ୍ତ ସମୟରେ ସେ ହେଲିକପ୍ଟରର ବ୍ୟବହାର କରି ନାହାଁନ୍ତି। ସଡ଼କ ପଥରେ ସେ ପୁଲଓ୍ବାମାରେ ପହଞ୍ଚି ୪୦କୋଟି ୮୬...

ରାଜଧାନୀକୁ ପୁଣି ଫେରିଲା କରୋନା

ନୂଆଦିଲ୍ଲୀ, ୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏନେଇ ସରକାର ଚିନ୍ତିତ ରହିଛନ୍ତିି। ରାଜଧାନୀ ଦିଲ୍ଲୀକୁ ପୁଣି କରୋନା ଫେରିଛି। ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୫୦୯ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।...

ଭାରତକୁ ଘେରିବା ଷଡ଼ଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ, ୩।୯: ଭାରତକୁ ସମୁଦ୍ର ସୀମାରେ ଘେରିବା ପାଇଁ ଚାଇନା ଷଡ଼ଯନ୍ତ୍ର କରିଛି। ଚାଇନା ପୃଥିବୀର ସମସ୍ତ ଦେଶକୁ ପଛରେ ପକାଇ ସର୍ବ ବୃହତ ନୌସେନା ପ୍ରସ୍ତୁତ କରିଛି। ଏନେଇ ପେଣ୍ଟାଗନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।...

ପୁଣି ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୮୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣ ଏହାର ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ...

କାର୍‌ ବୁକ୍‌ କରି ପରଟା ଖାଇବାକୁ ଯାଇଥିଲେ, ଘଟିଲା ଏମିତି କାଣ୍ଡ

ନୂଆଦିଲ୍ଲୀ,୩।୯:ଜଣେ କ୍ୟାବ ଡ୍ରାଇଭରଙ୍କଠାରୁ ଲୁଟ୍‌ ଅଭିଯୋଗରେ ଦିଲ୍ଲୀ ପୋଲିସ ଦୁଇ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ସମସ୍ତ ଅଭିଯୁକ୍ତ ହରିୟାଣାର ମୁର୍ଥଲ ପରଟା ଖାଇବା ପାଇଁ ଏକ କ୍ୟାବ ବୁକ୍‌ କରିଥିଲେ। ରାସ୍ତାରେ ଯାତ୍ରା...

ମୁଣ୍ଡ ନୋଇଲେ ସରକାର: ଲିଖିତ ପ୍ରଶ୍ନ ପଚାରି ପାରିବେ ବିରୋଧୀ

ନୂଆଦିଲ୍ଲୀ, ୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ନ ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଏହାକୁ...

ପିଏମ୍‌ କେୟାର୍ସକୁ ପ୍ରଥମ ୫ ଦିନରେ ମିଳିିଥିଲା ୩,୦୭୬ କୋଟି

ନୂଆଦିଲ୍ଲୀ,୩ା୯: ପିଏମ୍‌ କେୟାର୍ସ ପାଣ୍ଠି ଗଠନ ହେବାର ପ୍ରଥମ ୫ ଦିନରେ ୩,୦୭୬ କୋଟି ଟଙ୍କା ଗ୍ରହଣ କରିଥିଲା ବୋଲି ସରକାରଙ୍କ ପକ୍ଷରୁ ଏକ ଅଡିଟ୍‌ ବିବୃତି ସର୍ବସାଧାରଣରେ ପ୍ରକାଶ ପାଇଛି। ମାର୍ଚ୍ଚ ୨୭ରେ ପିଏମ୍‌-କେୟାର୍ସ ଗଠନ ହୋଇଥିଲା ଏବଂ...

କର୍ମଯୋଗୀ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୩ା୯: ସରକାରୀ କର୍ମଚାରୀମାନଙ୍କ ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ ମିଶନ କର୍ମଯୋଗୀକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହା ସେମାନଙ୍କ ପାଇଁ ଭବିଷ୍ୟତରେ ସହାୟକ ହେବ। ସରକାରଙ୍କର ଏହା ସର୍ବବୃହତ୍‌ ମାନବ ସମ୍ବଳ ବିକାଶ ସଂସ୍କାର ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଥିବା ଜଣାପଡିଛି। ଆକାଉଣ୍ଟ ହ୍ୟାକ କରିବା ପରେ ହ୍ୟାକର୍ସମାନେ ବିଟକଏନ ଦାବି କରିଥିଲେ। ପିଏମ୍‌ ନ୍ୟାସନାଲ୍‌ ରିଲିଫ ପାଣ୍ଠିରେ କ୍ରିପ୍ଟୋ ମୁଦ୍ରା ମାଧ୍ୟମରେ ହ୍ୟାକର୍ସ ଟୁଇଟ୍‌ କରି ଦାନ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri