ଜାତୀୟ

ଡିଜେ ଡ୍ୟାନ୍ସ୍‌ରେ ଫାଙ୍କା ଗୁଳି ଚାଳନା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ, ୧।୯: ଡିଜେ ଡ୍ୟାନ୍ସ୍‌ ସମୟରେ ଜଣେ ବ୍ୟକ୍ତି ମହିଳାଙ୍କ ସହିତ ନାଚୁଥିବା ସମୟରେ ଖୁସିରେ ଫାଙ୍କା ଗୁଳି ଚାଳନା କରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟି ଉତ୍ତରପ୍ରଦେଶର ମିର୍ଜାପୁର ଅଞ୍ଚଳର ବୋଲି...

କରୋନା ଯୋଗୁ ମିଳିଲାନି ଗନ୍‌ କ୍ୟାରେଜ, ଭ୍ୟାନରେ ଗଲା ପୂର୍ବତନ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କିଛିଦିନର ଅସୁସ୍ଥତା ପରେ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବ୍ରେନ୍‌ ସର୍ଜରୀ ସହ କରୋନାରେ ଆକ୍ରାନ୍ତ ଥିବା ମୁଖାର୍ଜୀଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି। ମଙ୍ଗଳବାର ଦିଲ୍ଲୀର ଲୋଧିରୋଡ...

ପିପିଇ କିଟ୍‌ ପିନ୍ଧି ପ୍ରଣବ ମୁଖାର୍ଜୀଙ୍କୁ କାନ୍ଧେଇଲେ ଯବାନ

ନୂଆଦିଲ୍ଲୀ,୧।୯: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସୋମବାର ପରଲୋକ ହୋଇଛି। ମଙ୍ଗଳବାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବାର ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ଯବାନ ମାନେ ତାଙ୍କ ପାର୍ଥିିବ ଶରୀରକୁ କାନ୍ଧେଇ ନେବା ବେଳେ...

କୋଟିପତି ଖଣି ଅଧିକାରୀଙ୍କ ଘରେ ଆୟକର ଚଢ଼ାଉ: ବିଡ଼ା ବିଡ଼ା ଟଙ୍କା ଜବତ

ଇନ୍ଦୋର, ୧।୯: ମଧ୍ୟପ୍ରଦେଶ ଇନ୍ଦୋର ଜିଲାର କୋଟିପତି ଖଣି ଅଧିକାରୀ ପ୍ରଦୀପ ଖାନ୍ନାଙ୍କ ଘରେ ମଙ୍ଗଳବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ଜବତ ହୋଇଛି। ଇନ୍ଦୋରର ପଟେଲ ନଗର ସ୍ଥିତ ପ୍ରଦୀପଙ୍କ...

ଏଲ୍‌ଏସିରେ ଚାଇନାର ସର୍ଭେଲାନ୍ସ୍‌ କ୍ୟାମେରାକୁ ଭାଙ୍ଗିଲେ ଭାରତୀୟ ସେନା

ଲଦାଖ, ୧।୯: ଏଲ୍‌ଏସିରେ ଚାଇନାର ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ପୂର୍ବ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରେ ଥିବା ଚୁଶୁଲଠାରେ ଚାଇନା ସୈନ୍ୟ ଭାରତ ସୀମାକୁ ଚାଇନା ସୈନ୍ୟ ଅନୁପ୍ରବେଶ କରୁଥିଲେ। ତେବେ ଏହାକୁ ଭାରତୀୟ ସେନା ପକ୍ଷରୁ ପଣ୍ଡ...

ପୂର୍ବତନ ରାଷ୍ଟ୍ରପତିଙ୍କୁ ଅନ୍ତିମ ବିଦାୟ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସୋମବାର ପରଲୋକ ହୋଇଛି। ଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲରେ ତାଙ୍କର ପରଲୋକ ହେବାପରେ ତାଙ୍କର ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ୧୦ ରାଜାଜୀ ମାର୍ଗରେ ରଖାଯାଇଛି। ମଙ୍ଗଳବାର ସକାଳେ ରାଷ୍ଟ୍ରପତି ରାମନାଥ...

ଅନୁପ୍ରବେଶ ପାଇଁ ୫ ସ୍ଥାନରେ ସୁଯୋଗ ଉଣ୍ଡି ବସିଛି ଚାଇନା: ହାଇ ଆଲର୍ଟରେ ଭାରତୀୟ ସେନା

ଲଦାଖ, ୧।୯: ସୀମାରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତରେ ଅନୁପ୍ରବେଶ ପାଇଁ ୫ଟି ସ୍ଥାନରେ ଚାଇନା ସୁଯୋଗ ଉଣ୍ଡି ବସିଛି। ଗୋଇନ୍ଦା ବିଭାଗ ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନା ଅନୁସାରେ ଉତ୍ତରଖଣ୍ଡ ଏବଂ ହିମାଚଳ...

ଏଚ୍‌ଆଇଭି ପଜିଟିଭ ସତ୍ତ୍ୱେ ବିବାହ କଲେ ଯୁବକ: ସ୍ତ୍ରୀ ଆକ୍ରାନ୍ତ ହେବାରୁ ନେଲେ ଏଭଳି ପଦକ୍ଷେପ

ଚଣ୍ଡିଗଡ଼, ୧।୯: ହରିୟାଣାର ଜିନ୍ଦର ଜଣେ ଯୁବକ ଏଚ୍‌ଆଇଭି ସଂକ୍ରମିତ ହୋଇଥିଲେ। ଏହାକୁ ଲୁଚାଇ ସେ ବିବାହ କଲେ। ପରେ ତାଙ୍କ ସ୍ତ୍ରୀ ମଧ୍ୟ ଏଥିରେ ସଂକ୍ରମିତ ହେଲେ। ଏହା ଜଣାପଡ଼ିବା ପରେ ପୀଡିତା ସ୍ତ୍ରୀ ମହିଳା ପୋଲିସ ଷ୍ଟେଶନରେ...

ଆରଜନ୍ମରେ ଘୋଡା ହୋଇ ଜନ୍ମ ନେବାକୁ ଚାହୁଁଥିଲେ ପ୍ରଣବ ମୁଖାର୍ଜୀ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧।୮: ଦୀର୍ଘ ଦିନର ଅସୁସ୍ଥତା ପରେ ସୋମବାର ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା। ସେ ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ସାରା ଦେଶରେ...

ମହିଳାଙ୍କ କାନ୍ଧରେ ଗୁରୁଦାୟିତ୍ୱ: ନିଯୁକ୍ତ ହେଲେ ସିଆର୍‌ପିଏଫ ଶ୍ରୀନଗର ସେକ୍ଟରର ପ୍ରଥମ ମହିଳା ଆଇଜି

ନୂଆଦିଲ୍ଲୀ,୧।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ମୁକାବିଲା କରିବାକୁ ପ୍ରଥମଥର ଜଣେ ମହିଳା ଆଇପିଏସ୍‌ଙ୍କୁ ନିଯୁକ୍ତ କରାଯାଇଛି। ଶ୍ରୀନଗର ସେକ୍ଟରରେ ଆଇପିଏସ୍‌ ଚାରୁ ସିହ୍ନାଙ୍କୁ ସିଆର୍‌ପିଏଫର ଇନସପେକ୍ଟର ଜେନରାଲ(ଆଇଜି) ଦାୟିତ୍ୱ ଦିଆଯାଇଛି। ତେବେ ଶ୍ରୀନଗର ସେକ୍ଟରରେ ଏହି ପଦବୀ ପାଇବାରେ ଚାରୁ ହେଉଛନ୍ତି...

ଲକ୍‌ଡାଉନ୍‌ ଯୋଗୁ ବ୍ୟବସାୟ ପ୍ରଭାବିତ, ଏମିତି ପଦକ୍ଷେପ ନେଲେ ଚା’ ଦୋକାନୀ

କୋଲକତା,୧।୯: ପଶ୍ଚିମବଙ୍ଗର ସିଲଗୁଡିରେ ଏକ ଅଭାବନୀୟ ଘଟଣା ଘଟିଛି। ଏନଜେପି ରେଳ ଷ୍ଟେଶନ ପାଖରେ ଜଣେ ଚା’ ଦୋକାନୀ ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଚା’ ଦୋକାନୀଙ୍କ ନାମ ରାଜୁ ବୋଲି ଜଣାପଡିଛି। ସେ ଏନ୍‌ଜେପି...

୧୦୮ ଆମ୍ବୁଲାନ୍ସ୍‌ର ପ୍ରଥମ ମହିଳା ଡ୍ରାଇଭର: ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ, ୧।୯: ପ୍ରଥମ ମହିଳା ଆମ୍ବୁଲାନ୍ସ୍‌ ଡ୍ରାଇଭରଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡ଼ି କେ. ପାଲାନିସାମି ନିଯୁକ୍ତି ପ୍ରଦାନ କରିଛନ୍ତି। ରାଜ୍ୟର ପ୍ରଥମ ମହିଳା ଭାବେ ଏମ୍‌. ବୀରାଲକ୍ଷ୍ମୀ ଏବେ ୧୦୮ ଆମ୍ବୁଲାନ୍ସ୍‌ ଚଳାଇବେ। ୯୦ଟି ୧୦୮ ଆମ୍ବୁଲାନ୍ସ୍‌ର ଲୋକାର୍ପଣ ମୁଖ୍ୟମନ୍ତ୍ରୀଙ୍କ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri