ଜାତୀୟ

କୋହଲିଙ୍କ ଘରେ କରୋନା ସଂକ୍ରମଣ…

ବଲିଉଡ୍‌, ୩୦।୮: ବଲିଉଡ୍‌ ଅଭିନେତା ତଥା ‘ୟାରିୟାଁ’ ଫେମ୍‌ ହିଂମାଶ କୋହଲିଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ହିଂମାଶ ଏବେ ଦିଲ୍ଲୀରେ ପରିବାର ସହିତ ରହୁଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କଠାରେ କରୋନାର ଲକ୍ଷଣ ପ୍ରକାଶ ପାଇଥିଲା। ଏହାପରେ...

କ୍ୱାରାଣ୍ଟାଇନ ସେଣ୍ଟରରେ କିଲୋ ପ୍ରତି ୫୮୦ ଟଙ୍କାରେ କିଣାଯାଇଛି ଟମାଟୋ

କାଙ୍କେର,୩୦।୮: ଛତିଶଗଡ଼ର ଏକ କ୍ୱାରାଣ୍ଟାଇନ ସେଣ୍ଟରରେ ଟମାଟୋ କିଲୋପ୍ରତି ୫୮୦ ଟଙ୍କାରେ କିଣା ଯାଇଥିବା ଜଣାପଡିଛି। କାଙ୍କେର ଜିଲାର କ୍ୱାରାଣ୍ଟାଇନ ସେଣ୍ଟରରେ ଟମାଟୋର ଏହି ମହଙ୍ଗା ଦର ସ୍ଥାନୀୟ ଜନ ପ୍ରତିନିଧିଙ୍କ ଭ୍ରଷ୍ଟାଚାରକୁ ପଦାରେ ପକାଇଛି ବୋଲି କୁହାଯାଉଛି। ତେବେ...

ଜେଇଇ-ନିଟ୍‌ ବଦଳରେ ଖେଳନା କଥା ଆଲୋଚନା କରୁଛନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ,୩୦।୮: ଏଥର ବି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରବିବାର ମୋଦିଙ୍କ ‘ମନ କି ମାତ୍‌’ କାର୍ଯ୍ୟକ୍ରମ ସରିବା ପରେ ରାହୁଲ କହିଛନ୍ତି ମୋଦି ଏବେ ଜେଇଇ-ନିଟ୍‌ ବଦଳରେ ଖେଳନାକୁ ନେଇ...

ପିପିଇ କିଟ୍‌ ପିନ୍ଧି ଡାକ୍ତରଖାନା ଟଏଲେଟ୍‌ ସଫା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଭିଡିଓ ଭାଇରାଲ

ଚେନ୍ନାଇ,୩୦ା୮: ସରକାରୀ ଡାକ୍ତରଖାନାର ଟଏଲେଟ୍‌ ଅବସ୍ଥା କିପିର କରାଯାଏ ତାହା ଊଣା ଅଧିକେ ସମସ୍ତଙ୍କୁ ଜଣା। ଦେଶର ଅଧିକାଂଶ ସରକାରୀ ଡାକ୍ତରଖାନା ଅବସ୍ଥା ଏମିତି। ଏହି ସମୟରେ ପୁଡୁଚେରୀରେ ଥିବା ସରକାରୀ ଡାକ୍ତରଖାନାର ଚିତ୍ର ଲୋକଲୋଚନକୁ ଆସିଛି। ଯେତେବେଳେ ଖୋଦ୍‌...

ଚିନ୍ତାରେ କପିଲ

ନୂଆଦିଲ୍ଲୀ,୩୦।୮: କଂଗ୍ରେସର ନେତୃତ୍ୱ ପରିବର୍ତ୍ତନକୁ ନେଇ ଯେଉଁ ଚିଠି ଲେଖାଯାଇଥିଲା ଏବେ ପର୍ଯ୍ୟନ୍ତ ଏହାର ସମାଧାନ ହୋଇ ପାରୁନାହିଁ। ଚିଠି ଲେଖି ଥିବା କଂଗ୍ରେସ ନେତାଙ୍କ ମଧ୍ୟରେ ଜଣେ ଥିଲେ ବରିଷ୍ଠ ନେତା କପିଲ ଶିବଲ। ଏବେ ସେ ଏହାକୁ...

ଭିକାରିଙ୍କୁ ଚାକିରି ଦେବେ ରାଜ୍ୟ ସରକାର

ଜୟପୁର, ୩୦।୮: ଭିକାରିଙ୍କୁ ଚାକିରି ଦେବାକୁ ରାଜସ୍ଥାନ ସରକାର ଅଣ୍ଟା ଭିଡ଼ିଛନ୍ତି। ରାସ୍ତାଘାଟ, ପର୍ଯ୍ୟଟନସ୍ଥଳ, ଧର୍ମସ୍ଥଳ ଆଦିରେ ଭିକାରିଙ୍କ ଯୋଗୁ ଭିଡ଼ ସୃଷ୍ଟି ହେଉଛି। ତେଣୁ ଭିକାରିଙ୍କୁ କର୍ମନିଯୁକ୍ତି ଦେବା ଲାଗି ଯୋଜନା କରାଯାଉଛି। ଏନେଇ ରାଜ୍ୟ ପୋଲିସ ବିଭାଗ...

ପୁଣି ନୂଆ ବିପଦ: କରୋନା ଯୋଗୁ ପ୍ରଜନନ କ୍ଷମତା ହରାଇ ବସୁଛନ୍ତି ପୁରୁଷ !

ନୂଆଦିଲ୍ଲୀ, ୩୦।୮: କରୋନା ମହାମାରୀର ପ୍ରଭାବ ଯୋଗୁ ପରବର୍ତ୍ତୀ ସମୟରେ ନୂଆ ବିପଦ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। କରୋନା ପ୍ରଭାବରେ ପୁରୁଷ ପ୍ରଜନନ କ୍ଷମତା ହରାଇ ବସୁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। କରୋନା ଆକ୍ରାନ୍ତ ପୁରୁଷଙ୍କର...

ଏକାଧିକ ଲଢ଼େଇ ଲଢୁଛି ଦେଶ: ମୋଦି

ନୂଆଦିଲ୍ଲୀ, ୩୦।୮: କରୋନା ମହାମାରୀ ସଙ୍କଟ ସମୟରେ ଦେଶ ଏକାଧିକ ଲଢ଼େଇ ଲଢୁଛି। ସୀମାରେ ଲଢ଼େଇ ସହିତ ଦେଶ ଭିତରେ ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରାଯିବା ଲାଗି ଉଦ୍ୟମ ଅବ୍ୟାହତ ରହିଛି। ଏପରିସ୍ଥଳେ ଆତ୍ମନିର୍ଭର ଭାରତ ଗଠନ ଅପରିହାର୍ଯ୍ୟ ହୋଇପଡ଼ିଛି।...

ହରିୟାଣାରେ ଆଉ ଲାଗୁ ହେବନି ଲକ୍‌ଡାଉନ

ଚଣ୍ଡିଗଡ଼,୩୦।୮: ହରିୟାଣାରେ ସପ୍ତାହର ଯେଉଁ ୨ ଦିନ ଲକ୍‌ଡାଉନ ନିୟମ ଲାଗୁ କରାଯାଉଥିଲା ଏବେ ସରକାର ଏହାକୁ ହଟାଇ ଦେଇଛନ୍ତି। ଏହି ସୂଚନା ହରିୟାଣାର ଗୃହମନ୍ତ୍ରୀ ଅନିଲ ବିଜ ଟୁଇଟ୍‌ କରି ଜଣାଇଛନ୍ତି। ସେ ଲେଖିଛନ୍ତି ଅନ୍‌ଲକ୍‌-୪ରେ କେନ୍ଦ୍ର ସରକାର...

କେବେ ନିର୍ବାଚନ ଲଢି ନ ଥିବା ନେତା ଏବେ ଦାବି କରୁଛନ୍ତି ନିର୍ବାଚନ ପାଇଁ: ଜାଖଡ

ନୂଆଦିଲ୍ଲୀ,୩୦।୮: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳରେ ପରିବର୍ତ୍ତନ କରିବାକୁ ନିକଟରେ ୨୩ ଜଣ କଂଗ୍ରେସ ନେତା ଚିଠି ଲେଖିଥିଲେ। ଯାହାକୁ ନେଇ ଆଜିବି ଚାଲିଛି ଆଲୋଚନା। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ସୁନିଲ ଜାଖଡ ଚିଠି ଲେଖିଥିବା ନିଜ...

ପୁତ୍ର ମୋହରେ ଅନ୍ଧ କଂଗ୍ରେସ: ଦଳରେ ବାଡ଼ ଡିଆଁ ଆଶଙ୍କା ଘନଉଛି !

ନୂଆଦିଲ୍ଲୀ, ୩୦।୮: କଂଗ୍ରେସରେ ଘର କନ୍ଦଳ ଏବେ ପଦାକୁ ଆସିବାରେ ଲାଗିଛି। ଗାନ୍ଧୀ ପରିବାର ଉପରେ ଆଶ୍ରିତ କଂଗ୍ରେସ ଦଳରେ ଚାଲିଥିବା କାମଚଳା ନୀତି ଯୋଗୁ ବହୁ ସଦସ୍ୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଲାଗି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ...

୪ ସନ୍ତାନଙ୍କ ମା’ଙ୍କୁ ଭେଟିବାକୁ ଆସିଲେ ପ୍ରେମିକ: ବେଡ୍‌ରୁମ୍‌ରେ ଧରାପଡ଼ି ଖାଇଲେ ନିସ୍ତୁକ ମାଡ଼…

ପାଟନା, ୩୦।୮: ପ୍ରେମିକ ପ୍ରେମିକାଙ୍କୁ ଭେଟିବାକୁ ତାଙ୍କ ଶ୍ୱଶୁର ଘରକୁ ଆସି ହଟହଟା ହୋଇଛନ୍ତି। ପ୍ରେମିକା ୪ ସନ୍ତାନଙ୍କ ମା’। ଶ୍ୱଶୁର ଘର ଲୋକେ ପ୍ରେମିକଙ୍କୁ ବେଡ୍‌ରୁମ୍‌ରୁ ଘୋଷାଡ଼ି ଘୋଷାଡ଼ି ରାସ୍ତା ତଳେ ପକାଇ ବିଧା ଗୋଇଠା ସହିତ ନିସ୍ତୁକ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri