ଜାତୀୟ

ଶୋପିଆନରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୮: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ସଫା ମିଶନ ଜାରି ରହିଛି। ଶୁକ୍ରବାର ଶୋପିଆନ ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୋପିଆନ ଜିଲାର କିଲୋରା ଗ୍ରାମରେ...

ଶଶି ଥରୁର କଂଗ୍ରେସର ଅତିଥି କଳାକାର: କଂଗ୍ରେସ ନେତା

ଥିରୁଭାନନ୍ତପୁରମ,୨୮।୮: କର୍ନାଟକ ପ୍ରଦେଶ କଂଗ୍ରେସ କମିଟି(କେପିସିସି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଜ ଦଳର ନେତା ଶଶି ଥରୁରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଶଶି କଂଗେଅସ ଦଳରେ ଜଣେ ଅତିଥି କଳାକାର ସଦୃଶ। ସୂଚନାଯୋଗ୍ୟ, କଂଗ୍ରେସ ଏମ୍‌ପି ଶଶି ଥରୁର ସେହି...

କରୋନାରେ ସଂକ୍ରମିତ ହେଲେଣି ୬୧ ହଜାର ଯବାନ

ନୂଆଦିଲ୍ଲୀ,୨୮।୮: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ଏବେ ଦିନକୁ ୭୦ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଲକ୍‌ଡାଉନ ନିୟମରେ କୋହଳ କରାଯିବା ପରେ ବେଳକୁ ବେଳ ସଂକ୍ରମିତଙ୍କ...

ହୋମ୍‌ ଆଇସୋଲେଶନ୍‌ରେ ତେଜସ୍ବୀ

ପାଟନା,୨୮।୮: ବିହାରରେ କରୋନା ମହାମାରୀ ପ୍ରକୋପ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କରୋନା ବିପଦ ଏବେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘର ମୁହାଁ ହୋଇଛି। କରୋନା ସଂକ୍ରମଣ ହେବା ଆଶଙ୍କାରେ ଲାଲୁଙ୍କ ସାନ ପୁଅ ତେଜସ୍ବୀ ଯାଦବ ନିଜକୁ...

ଏନ୍‌ଇଇଟି-ଜେଇଇ ପରୀକ୍ଷା ସ୍ଥଗିତ ନେଇ ସୁପ୍ରିମକୋର୍ଟ ଗଲେ ୬ରାଜ୍ୟର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୮।୮: ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଥିବା ଜେଇଇ ମେନ ଓ ଏନ୍‌ଇଇଟି ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଗଲେ ଭାଜପା ବିରୋଧୀ ୬ଟି ରାଜ୍ୟର ଶିକ୍ଷାମନ୍ତ୍ରୀ। ଏହି ୬ଟି ରାଜ୍ୟରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ରାଜସ୍ଥାନ, ଛତିଶଗଡ଼, ପଞ୍ଜାବ ଓ ମହାରାଷ୍ଟ୍ର...

କରୋନା ପାଇଁ ବାତିଲ ହେବନି ବିହାର ନିର୍ବାଚନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୮: ବିହାରରେ ଆଗକୁ ଥିବା ନିର୍ବାଚନକୁ ବନ୍ଦ କରିବାକୁ ନେଇ ଯେଉଁ ଅଭିଯୋଗ ହୋଇଥିଲା ଶୁକ୍ରବାର ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି କରୋନା ମାହାମାରୀ ନିର୍ବାଚନ ବନ୍ଦ କରିବାର ଏକ ଯୁକ୍ତିଯୁକ୍ତ କାରଣ ନୁହେଁ। ତେବେ ନିର୍ବାଚନ...

ଆତଙ୍କବାଦ ହେଉଛି କର୍କଟ ସଦୃଶ ଯାହା ମହାମାରୀ ଭଳି ସମସ୍ତଙ୍କୁ ପ୍ରଭାବିତ କରିଥାଏ: ଜୟଶଙ୍କର

ନୂଆଦିଲ୍ଲୀ,୨୮।୮: ଆତଙ୍କବାଦ ହେଉଛି କର୍କଟ ସଦୃଶ ଯାହା ମହାମାରୀ ଭଳି ସମସ୍ତଙ୍କୁ ପ୍ରଭାବିତ କରିଥାଏ। କିଛି ଏଭଳି ମନ୍ତବ୍ୟ ରଖିଛନ୍ତି ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର। ଶୁକ୍ରବାର ୧୯ତମ ଦରବାରି ସେଠ୍‌ ମେମୋରିଆଲ ଲେକଚର୍‌ ଅବସରରେ ନିଜ ଭାଷଣରେ କିଛି...

ବିମାନ ଯାତ୍ରା ସମୟରେ ପରଷାଯିବ ଖାଦ୍ୟ

ନୂଆଦିଲ୍ଲୀ,୨୮।୮: କରୋନା କାଳରେ ଘରୋଇ ତଥା ଅନ୍ତର୍ଜାତୀୟ ବିମାନ ଉଡାଣକୁ ନେଇ ଜାରି ହୋଇଥିବା ଏସ୍‌ଓପିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କିଛିଟା ପରିବର୍ତ୍ତନ କରାଯାଇଛି। ଏଥିରେ କେତେକ କଟକଣା କୋହଳ କରାଯାଇଥିବା ବେଳେ ଆଉ କେତେକ କଡ଼ାକଡ଼ି...

ଗଭୀର କୋମାରେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୮।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗଭୀର କୋମାରେ ଅଛନ୍ତି। ଗତ ୧୭ ଦିନ ହେବ ହସ୍ପିଟାଲରେ ଥିବା ପ୍ରଣବ ମୁଖାର୍ଜୀଙ୍କ ଲଗାତର ସ୍ବାସ୍ଥାବସ୍ଥା ବିଗୁଡୁଥିବା ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ୮୪...

କରୋନା ସମୟରେ ଦରମା ନ ପାଇ ଏମିତି ପଦକ୍ଷେପ ନେଲେ ଶିକ୍ଷକ

ଲକ୍ଷ୍ନୌ,୨୮ା୮: କରୋନା ମହାମାରୀ ସମୟରେ ଜଣେ ଶିକ୍ଷକ ଦୀର୍ଘଦିନ ଧରି ଦରମା ନ ପାଇବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି। ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ମେରୁଟ୍‌ରେ। ଗୋଟିଏ ପଟେ କରୋନା ସମୟରେ ସ୍କୁଲ୍‌...

ପ୍ରୟାଗରାଜରେ ହେବ ନୂତନ ଏୟାର ଡିଫେନ୍ସ କମାଣ୍ଡ

ପ୍ରୟାଗରାଜ,୨୮।୮: ପାକିସ୍ତାନ ଓ ଚାଇନା ସହ ଜାରି ରହିଥିବା ସୀମା ବିବାଦ ମଧ୍ୟରେ ଭାରତ ସରକାର ୩ସେନା ବାହିନୀକୁ ଲଗାତାର ସଶକ୍ତ ଓ ଆଧୁନିକୀକରଣ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ବାୟୁସେନାର ଅଧିନରେ ଆଉ ଏକ ନୂଆ ଏୟାର ଡିଫେନ୍ସ...

ସ୍ବାମୀଙ୍କ ସହ ଖୁସି ନ ଥିଲେ ସ୍ତ୍ରୀ, ପ୍ରେମିକଙ୍କ ସହ ମିଶି କଲେ ଏମିତି…

ଭାଗଲପୁର,୨୮।୮: ବିହାରର ଭାଗଲପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କ ହତ୍ୟା କରିଛନ୍ତି। ମହିଳା ଜଣଙ୍କ ନିଜ ଦୋଷ ମଧ୍ୟ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଭାଗଲପୁରର ହସନଗଞ୍ଜ ଅଞ୍ଚଳରେ ରହୁଥିବା ନନ୍ଦକିଶୋର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri