ଜାତୀୟ

ସନ୍ନି ଲିଓନି କଲେଜ ଟପ୍ପର

କୋଲକତା,୨୮।୮: କୋଲକାତାର ଏକ କଲେଜରେ ଅନ୍‌ଲାଇନ ଆଡମିଶନ ପ୍ରକ୍ରିୟାବେଳେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଆଶୁତୋଷ କଲେଜର ବିଏରେ ଆଡମିଶନ ପାଇଁ ୱେବସାଇଟରେ ପ୍ରକାଶିତ ପ୍ରଥମ ମେରିଟ ତାଲିକାରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାମ ଥିଲା। ଏହି...

ହୋମ୍‌ ଡେଲିଭରୀବେଳେ ଗ୍ୟାସ୍‌ ସିଲିଣ୍ଡରରେ ଥିଲା ଏମିତି କିଛି, ଦେଖି ଉଡିଗଲା ହୋସ୍‌

ଚଣ୍ଡିଗଡ, ୨୮।୮: ଯଦି ଆପଶ ଏବେ ଘରକୁ ଏ୍‌ପିଜି ସିଲିଣ୍ଡର ଆଣୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ। ସିଲିଣ୍ଡର ସହ ସାପ ମଧ୍ୟ ଆପଣଙ୍କୁ ଘରକୁ ପ୍ରବେଶ କରିପାରେ। ଏହାର ସଦ୍ୟଥଢ଼ ଉଦାହରଣ ଦେଖିବାକୁ ମିଳିଛି ହରିୟାଣାରେ। ଫତେହବାଦରେ ଥିବା ପ୍ରଭାକର...

ରେକର୍ଡ ଭାଙ୍ଗୁଛି କରୋନା: ଗୋଟିଏ ଦିନରେ ୭୭ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୧୦୫୭ ମୃତ

ନୂଆଦିଲ୍ଲୀ,୨୮।୮: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୭୭ ହଜାର ୨୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ୫୦୧ରେ...

ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଲେ ବୃଦ୍ଧା, ଜାଣନ୍ତୁ କାହିଁକି

ଶିମଲା,୨୮।୮:ହିମାଚଳ ପ୍ରଦେଶର ଶିମ୍‌ଲା ନଗର ନିଗମ(ଏମ୍‌ସି ଶିମ୍‌ଲା)ର କାର୍ଯ୍ୟକାରିତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅଭିଯୋଗ ହୋଇଛି ଯେ ଏମସି କର୍ମଚାରୀ ଜଣେ ବୃଦ୍ଧ ମହିଳାଙ୍କ ଘର ଭାଙ୍ଗି ଦେଇଛନ୍ତି। ବେଆଇନ ଭାବେ ଘର କରି ରହିଥିବା ଯୋଗୁ ତାଙ୍କ...

କଶ୍ମୀରକୁ ନେଇ ଏମିତି କହିଲେ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦଙ୍କ ଗର୍ଲଫ୍ରେଣ୍ଡ୍‌

ଅଣ୍ଡରୱାଲର୍‌ଡ ଡନ ଦାଉଦ୍‌ ଇବ୍ରାହିମ ନିଜ ନୂଆ ଗର୍ଲଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ହେଉଛନ୍ତି ମହଭୀଶ ହାୟାତ୍‌, ଯିଏ କି ଜଣେ ପାକିସ୍ତାନୀ ଅଭିନେତ୍ରୀ। କିଛି ଲୋକ ତାଙ୍କୁ ଗ୍ୟାଙ୍ଗଷ୍ଟର ଗୁଡିଆ ନାମରେ ମଧ୍ୟ ଜାଣିଛନ୍ତି। ଏବେ ମହଭୀଶ...

ଆତ୍ମହତ୍ୟା କରିବାକୁ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ମହିଳାଙ୍କ ମେଲ୍‌

ନୂଆଦିଲ୍ଲୀ, ୨୮।୮(ଆଇଏଏନ୍‌ଏସ୍‌):ଦୁଇଘଣ୍ଟା ମଧ୍ୟରେ ସହାୟତା ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ଦିଲ୍ଲୀର ଜଣେ ୪୦ ବର୍ଷୀୟା ମହିଳା ବୁଧବାର ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ ଇ-ମେଲ୍‌ କରିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ...

ମହରମ ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ, ୨୮।୮(ପି.ଟି.):ଦେଶବ୍ୟାପୀ ମହରମ ଶୋଭାଯାତ୍ରା ବାହାର କରିବା ଲାଗି ଅନୁମତି ଦେବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରିଦେଇଛନ୍ତି। ଏଥିପାଇଁ ଆବେଦନ କରିଥିବା ଲକ୍ଷ୍ନୌର ଶିୟା ନେତା ସୟେଦ କାଲ୍‌ବେ ଜାଓ୍ବାଦଙ୍କୁ ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।...

୧୧ ଦିନର ପୂଜା ପରେ ବ୍ରାହ୍ମଣଙ୍କୁ ଦକ୍ଷିଣା ରୂପରେ ମିଳିଲା ୯ ଲକ୍ଷ ଟଙ୍କାର ନକଲି ନୋଟ୍‌

ସୀତାପୁର, ୨୭।୮- ଉତ୍ତର ପ୍ରଦେଶର ସୀତାପୁର ଜିଲାରୁ ଚକିିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ୪୦ ଜଣ ବ୍ରାହ୍ମଣ ୧୧ ଦିନ ଧରି ଘରେ ପୂଜାପାଠ କରିବା ପରେ ଜଣେ ବ୍ୟକ୍ତି ତାଙ୍କୁ ଦକ୍ଷିଣା ବାବଦକୁ ୯ ଲକ୍ଷ...

ଗୋଟିଏ ମଞ୍ଚରେ ନଜର ଆସିବେ ତେଜସ୍ବୀ-କହ୍ନେୟା!

ପାଟନା,୨୭।୮: ପାଖେଇ ଆସୁଛି ବିହାର ନିର୍ବାଚନ। ଏବେଠାରୁ ଏହାକୁ ନେଇ ଆରମ୍ଭ ହୋଇଗଲାଣି ଅଙ୍କକଷା। ବୁଧବାର ଆର୍‌ଜେଡି ସହ ବିହାର ବାମଦଳର ହୋଇଥିବା ବୈଠକରେ ସହମତି ପ୍ରକାଶ ପାଇଛି କି ଆର୍‌ଜେଡି, ସମସ୍ତ ବାମଦଳ ଓ ଅନ୍ୟ ଲୋକତାନ୍ତ୍ରିକ ଦଳ...

ଅପରେଶନ ବେଳେ ମହିଳାଙ୍କ ପେଟରେ ତଉଲିଆ ଭୂଲିଗଲେ ଡାକ୍ତର: ଘଟିଲା ଏଭଳି କିଛି..

ପାଟଣା,୨୭।୮: ବିହାରର ଗୟାରେ ଡାକ୍ତରଙ୍କ ଅବହେଳାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଅପରେଶନ ସମୟରେ ୨୧ ବର୍ଷୀୟ ଜଣେ ମହିଳାଙ୍କ ପେଟରେ ଡାକ୍ତର ତଉଲିଆ ଛାଡ଼ି ଦେଇଥିଲେ। ଫଳରେ ମହିଳାଙ୍କ କଷ୍ଟ କମିବା ବଦଳରେ ବଢ଼ି ଯାଇଥିଲା। ପରେ...

ସୁଶାନ୍ତ ସିଂ ମାମଲାରେ କାହିଁକି ଟ୍ରେଣ୍ଡ କରୁଛି କଶାବ

ନୂଆଦିଲ୍ଲୀ,୨୭।୮: ସୋସିଆଲ ମିଡିଆ ଟୁଇଟରେ କେବେ, କ’ଣ କେମିତି ଟ୍ରେଣ୍ଡ କରିବ ତା’ର ଅନୁମାନ ଲଗାଇବା ମୁସ୍କିଲ। ଏବେ ଯେମିତି ୨୬।୧୧ ମୁମ୍ବାଇ ମାମଲାରେ ଗିରଫ ହୋଇ ଫାଶୀ ପାଇଥିବା ପାକିସ୍ତାନ ଆତଙ୍କବାଦୀ ଆମିର ଅଜମଲ କଶାବ ଅଚାନକ ଟ୍ରେଣ୍ଡ...

ଏବେ ଅଫିସକୁ ଜିନ୍ସ୍‌ ପିନ୍ଧି ଆସିବା ମନା !

ନୂଆଦିଲ୍ଲୀ, ୨୭।୮: ଅଫିସ୍‌କୁ ଶର୍ଟସ୍‌, ଟାଇଟ୍‌ ଶର୍ଟ, ପତଳା କପଡ଼ାରେ ତିଆରି ପୋଷାକ ଏବଂ ଜିନ୍ସ୍‌ ପିନ୍ଧି ଆସିବାକୁ ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କୁ ବାରଣ କରିଛି। ସେହିପରି ସ୍ଲିପର ପିନ୍ଧି ଆସିବାକୁ ମଧ୍ୟ ମନା କରାଯାଇଛି। ଏହା ଦ୍ୱାରା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri