ଜାତୀୟ

ଆରୋଗ୍ୟ ହାର ସକ୍ରିୟ ମାମଲାର ୩.୫ ଗୁଣ

ନୂଆଦିଲ୍ଲୀ, ୨୭।୮(ପି.ଟି.): ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୨୪,୬୭,୭୫୮ କରୋନା ରୋଗୀ ସୁସ୍ଥ ହେଲେଣି। ଏହା ସକ୍ରିୟ ମାମଲାର ୩.୫ ଗୁଣ। ଦେଶରେ ଆରୋଗ୍ୟ ହାର ୭୬ ପ୍ରତିଶତରୁ ଅଧିକ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଫଳରେ...

ସତ୍ତା ନୁହେଁ, ସତ୍ୟମେବ

ନୂଆଦିଲ୍ଲୀ,୨୭ା୮: କ୍ଷମତା ନୁହେଁ, ସତ୍ୟର ବିଜୟ ହେବ। ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ କେନ୍ଦ୍ରର ଭୁଲ୍‌ ନିଷ୍ପତ୍ତି ଓ ବିରୋଧୀ ଶାସିତ ରାଜ୍ୟଗୁଡ଼ିକୁ କ୍ରମାଗତ ଅବହେଳା ବିରୋଧରେ ଏକାଠି ହୋଇ ଲଢ଼ିବାକୁ ପଡ଼ିବ ବୋଲି ଆହ୍ବାନ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ...

ବିହାର ନିର୍ବାଚନ: ୨୯ରେ ବୈଠକ କରିବେ ନଡ୍ଡା

ନୂଆଦିଲ୍ଲୀ,୨୬।୮: କରୋନା ଭାଇରସ୍‌ ସଙ୍କଟ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ରାଜନୈତିକ ହଲଚଲ୍‌ ଦେଖାଦେଇଥିବା ବେଳେ ଭାଜପା ଅଣ୍ଟା ଭିଡିଛି। ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ହୋଇପାରେ। ଇତିମଧ୍ୟରେ ଭାଜପା ଅଧ୍ୟକ୍ଷ ଜେ.ପି....

ବିଧାନସଭା ଅଧିବେଶନର ୨ ଦିନ ପୂର୍ବରୁ ୨୩ ବିଧାୟକ କରୋନା ପଜିଟିଭ୍‌

ଚଣ୍ଡିଗଡ଼,୨୬।୮: ପଞ୍ଜାବ ବିଧାନସଭା ଅଧିବେଶନ ଆରମ୍ଭ ହେବାର ୨ଦିନ ପୂର୍ବରୁ ୨୩ ବିଧାୟକ ଓ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ୩ଜଣ ବିଧାୟକ ପଜିଟଭ୍‌ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ତେବେ ରିପୋର୍ଟ...

ଏବେ ଖୋଲିବନି ସ୍କୁଲ-କଲେଜ: ଲକ୍‌ଡାଉନର ନୂଆ ତାରିଖ ଘୋଷଣା

କୋଲକାତା,୨୬।୮: ଦେଶରେ କରୋନା ପ୍ରକୋପ ଥମିବାର ନା ନେଉନି। ପ୍ରତିଦିନ ଦ୍ରୁତଗତିରେ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ପଶ୍ଚିମବଙ୍ଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସେପ୍ଟେମ୍ବର ୨୦ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ...

ଭାରତରେ ପ୍ରଥମ ମାମଲା: ୧୨୪ ଦିନ ପରେ ପୁଣି ଥରେ ଜଣେ ସଂକ୍ରମିତ

ଅହମଦାବାଦ,୨୬।୮: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଭାରତରେ...

ଏନ୍‌ଇଇଟି ବିବାଦ ମଧ୍ୟରେ ଅକ୍ଟୋବରରୁ ଏହି ରାଜ୍ୟରେ ଖୋଲିବ କଲେଜ

ବେଙ୍ଗାଲୁରୁ,୨୬।୮: ସମଗ୍ର ଦେଶରେ ଏନ୍‌ଇଇଟି ଓ ଜେଇଇ ପରୀକ୍ଷାକୁ ନେଇ ବିବାଦ ଜାରି ରହିଥିବା ବେଳେ ବର୍ତ୍ତମାନ କର୍ନାଟକ ସରକାର ରାଜ୍ୟରେ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଅକ୍ଟୋବର ୧ରୁ ପୁଣି ଥରେ କଲେଜ ଖୋଲିବ ବୋଲି ବୁଧବାର...

ଘରେ ଏକୁଟିଆ ଦେଖି ବିଦେଶୀ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲେ ନକଲି ସାଧୁ: ଘଟିଲା ଏଭଳି କିଛି…

ନୂଆଦିଲ୍ଲୀ,୨୬।୮: ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଯାତ୍ରାରେ ଆମେରିକାରୁ ତାମିଲନାଡୁ ଆସିଥିବା ଜଣେ ମହିଳା ତାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଡ ମାରି ଏବେ ଚର୍ଚ୍ଚାରେ। ମହିଳାଜଣଙ୍କ ମାର୍ଶଲ ଆର୍ଟରେ ତାଲିମ ନେଇଥିଲେ। ଫଳରେ ବ୍ୟକ୍ତିଜଣଙ୍କ ମହିଳାଙ୍କୁ ବଳାତ୍କାର...

ଏନ୍‌ଇଇଟି-ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ଉଠିଲା ଦାବି: ସୁପ୍ରିମକୋର୍ଟ ଯିବେ ୭ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୬।୮: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କରୋନା ସଙ୍କଟ ମଧ୍ୟରେ ସେପ୍ଟେମ୍ବରରେ ଜେଇଇ ଓ ଏନ୍‌ଇଇଟି ପରୀକ୍ଷା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି।...

ଏବେ ବି କୋମାରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବେ ମଧ୍ୟ କୋମାରେ ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ୮୪ ବର୍ଷୀୟ ମୁଖାର୍ଜୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ସେ ଏବେ ମଧ୍ୟ ଭେଣ୍ଟିଲେଟରରେ...

ମୋଦିଙ୍କ ଜନ୍ମଦିନ ପାଇଁ ଚାଲିଛି ପ୍ରସ୍ତୁତି, ଏଥର ଏମିତି କରାଯିବ ପାଳନ

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ସେପ୍ଟେମ୍ବର ୧୭ରେ ୭୦ ବର୍ଷରେ ପଦାର୍ପଣ କରିବେ। ଏହି ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଭିନ୍ନ ଢଙ୍ଗରେ ପାଳନ ପାଇଁ ଯୋଜନା ପାଇଁ ପ୍ରସ୍ତୁତି ଚାଲିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଅଟୋ ଡ୍ରାଇଭରଙ୍କୁ ବିବାହ କଲେ ପ୍ରେମିକା: ଏଭଳି ଉପାୟରେ ପ୍ରତିଶୋଧ ନେଉଥିଲେ ପ୍ରେମିକ…

ମୁମ୍ବାଇ, ୨୬।୮: ପ୍ରେମିକା ଧୋକା ଦେଲେ। ଏଥିରେ ମର୍ମାହତ ହୋଇ ପ୍ରେମିକ ଏକ ନିଆରା ଉପାୟରେ ପ୍ରତିଶୋଧ ନେଉଥିଲେ। ଏହାର ପର୍ଦ୍ଦାଫାଶ୍‌ ମୁମ୍ବାଇ ପୋଲିସ କରିଛି। ଆସିଫ୍‌ ଶେଖ୍‌ଙ୍କ ପ୍ରେମିକା ଜଣେ ଅଟୋ ଡ୍ରାଇଭରଙ୍କୁ ବିବାହ କରିଥିଲେ। ଏହି ଘଟଣା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri